• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Bank sealed property of Businessman
ଋଣ ଖିଲାପ ଅଭିଯୋଗରେ ବ୍ୟବସାୟୀଙ୍କ ସମ୍ପତ୍ତି ସିଲ୍ କଲା ବ୍ୟାଙ୍କ

ବ୍ୟବସାୟୀଙ୍କ ସମ୍ପତ୍ତି ସିଲ୍ କଲା ବ୍ୟାଙ୍କ । ୪ କୋଟି ଟଙ୍କାର ଋଣ ଖିଲାପ ଅଭିଯୋଗରେ ସିଲ୍ କଲା ଏନଫୋର୍ସମେଣ୍ଟ ଟିମ୍ ।

Sandeep ghosh
କୋଲକତା ଅଭୟାକାଣ୍ଡ; ଆରଜି କର ହସ୍ପିଟାଲ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଗିରଫ

କୋଲକାତା ହାଇକୋର୍ଟରେ ଏନେଇ ମାମଲା ବି କରିଥିଲେ। ପରେ ସିବିଆଇ ଏହା ଉପରେ ତଦନ୍ତ କରିଥିଲା। କଲେଜରେ ତାଙ୍କ ଚାକିରି ସମୟରେ ସନ୍ଦୀପ ବିଭିନ୍ନ ଆର୍ଥିକ ଅନିୟମିତତା କରିଥିବା ନେଇ ସିବିଆଇ ଏଫଆଇଆର ମଧ୍ୟ ରୁଜୁ କରିଥିଲା । ଆଜି ତାଙ୍କୁ ଗିରଫ କରାଯାଇଛି।

Tribal Student Clears NEET
ଡାକ୍ତର ହେବେ ପୁଣି ଜଣେ ଆଦିବାସୀ ଛାତ୍ର, ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ

ଇଶାକଙ୍କ ଏହି ସଫଳତା ପରେ ଘରେ ଖୁସିର ଲହରି । ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡ଼ିକାଲ କଲେଜ ହସପିଟାଲରେ ନାଁ ଲେଖିଛନ୍ତି ।

Mobile Network
ରାଜ୍ୟରେ ୩୫୧୦ ଗାଁରେ ନାହିଁ ମୋବାଇଲ ନେଟୱର୍କ

ରାଜ୍ୟରେ ଏବେ ୩୫୧୦ ଗାଁରେ ନାହିଁ ମୋବାଇଲ ନେଟୱର୍କ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୦୬୨ ଗାଁରେ ନାହିଁ ମୋବାଇଲ ନେଟୱର୍କ ।

Naveen- Hinjili
ନବୀନଙ୍କ ଗଡ଼ରେ ନରହତ୍ୟାର ଲୋମଟାଙ୍କୁରା ଟ୍ରେଣ୍ଡ, ୨୪ ବର୍ଷରେ ଶହେ ମର୍ଡର !

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ଉଦବେଗ । ହିଞ୍ଜିଳିରେ ୨୪ ବର୍ଷରେ ଶହେ ହତ୍ୟାକାଣ୍ଡ ତଥ୍ୟକୁ ନେଇ ହଟଚମଟ ।

Jharpada Jail
ସେଇଟା ଜେଲ ନାଁ ହୋଟେଲ ? ଟଙ୍କା ଦେଲେ କଏଦୀଙ୍କୁ ମିଳୁଛି VIP ଟ୍ରିଟମେଣ୍ଟ..!

ବିଚାରାଧୀନ କଏଦୀଙ୍କୁ ହାଇଦର ପୁଅର ଆକ୍ରମଣର ଖୋଳତାଡ଼ । ସମସ୍ୟା ବଢ଼ାଇଛି ହାଉଜାଉ କଏଦୀ ।

Ekamra project
ଆଗେଇବ ଏକାମ୍ର ପ୍ରକଳ୍ପ, ପୂର୍ବ ସରକାରରେ ଅଟକିଥିଲା

ପୁଣି ଆରମ୍ଭ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର ପ୍ରକଳ୍ପ । ପୂର୍ବ ସରକାରରେ ଅଟକିଥିଲା, ନୂଆ ସରକାରରେ ତ୍ୱରାନ୍ୱିତ ହେବ ।

High Court Bench
ପୁଣି ଚର୍ଚ୍ଚାରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ, ଗୃହରେ ମୁଖ୍ୟମନ୍ତ୍ରୀ ରଖିଲେ ଉତ୍ତର...

'ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନଥିବା ସୁପ୍ରିମକୋର୍ଟଙ୍କ ରାୟ'

Andhra Pradesh flood
ଆନ୍ଧ୍ର, ତେଲେଙ୍ଗାନାରେ ବନ୍ୟା ବିଭୀଷିକା, ଗଲାଣି ୨୭ ଜୀବନ

ରାସ୍ତାରେ ସୁଅ କାଟୁଛି ୫ ଫୁଟରୁ ଅଧିକ ପାଣି । ବୁଡ଼ିଲା ରେଳ ଷ୍ଟେସନ୍, ଉପୁଡ଼ିଲା ଟ୍ରାକ୍, ଭାସିଲା ଟ୍ରକ୍ ।

Subhadra Scheme
୪ରୁ ଆରମ୍ଭ ହେବ ‘ସୁଭଦ୍ରା’ ଫର୍ମ ଦାଖଲ

୨୧ରୁ ୬୦ ବର୍ଷ ବୟସ ସୀମା ରଖିବାରୁ ୨୧ରୁ କମ୍ ଏବଂ ୬୦ ବର୍ଷରୁ ଅଧିକ ମହିଳା ବାଦ୍ ପଡିବେ। ରାଜ୍ୟର ୨ କୋଟି ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଦାବି ରଖିଛି ଦଳ ।

Vigilance Raid
ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ବାବୁ, ୧୦ ବର୍ଷ ଚାକିରିରେ ଅମାପ ସମ୍ପତ୍ତି

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ରେଡ୍ ବେଳେ ବାବୁଙ୍କ ଠାରୁ ଭିଜିଲାନ୍ସ ପାଇଛି ଆଖି ଖୋସିଗଲା ଭଳି ସଂପତ୍ତି ।

Mukta yojana
ମୁକ୍ତା ଯୋଜନାରେ ମୁକ୍ତ ଦୁର୍ନୀତି ! ଯୋଜନା କେବଳ ଧର୍ମକୁ ଆଖି ଠାର ଅଭିଯୋଗ

ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିଲା ଯୋଜନା । ଯୋଜନା କେବଳ ଧର୍ମକୁ ଆଖି ଠାର୍ ବୋଲି ଅଭିଯୋଗ । ବିଭିନ୍ନ ୱାର୍ଡରେ ୯୮ ପ୍ରକଳ୍ପରୁ ହୋଇଛି ମାତ୍ର ୪୧ଟିର କାମ ।

Lavish Spending on Official Quarters
ବାବୁଙ୍କ ସୌଖୀନ ଜୀବନଶୈଳୀ, ଘର ମରାମତିରେ ନେତାଙ୍କୁ ବଳିଯାଇଛନ୍ତି ସରକାରୀ ବାବୁ

ବାବୁ ମାନଙ୍କ ସରକାରୀ କ୍ୱାର୍ଟର ମରାମତିରେ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା। ବିଧାନସଭାରେ କଂଗ୍ରେସ ବିଧାୟକ ପବିତ୍ର ସାଉଣ୍ଟାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Most common job interview mistakes that can ruin your career
Career Tips: ସାକ୍ଷାତକାର ସମୟରେ କେବେ ବି କରନ୍ତୁ ନାହିଁ ଏହି ଭୁଲ୍, ହାତକୁ ଆସିଥିବା ଚାକିରି ଚାଲିଯିବ

କୌଣସି ଚାକିରି ସାକ୍ଷାତକାର ପାଇଁ ଯିବାବେଳେ, ଆପଣଙ୍କ ପୋଷାକ ଠାରୁ ଆରମ୍ଭ କରି ଡକ୍ୟୁମେଣ୍ଟ ପର୍ଯ୍ୟନ୍ତ ସବୁକିଛି ପ୍ରତି ଧ୍ୟାନ ଦେବା ଜରୁରୀ। ତେବେ ଏହିପରି ୧୫ଟି ଭୁଲ ଜାଣନ୍ତୁ ଯାହାକୁ କୌଣସି ବି ଚାକିରି ସାକ୍ଷାତକାରରେ କରାଯିବା ଉଚିତ ନୁହେଁ।

Elephant
ତଣ୍ଟିରେ ଲାଗିଗଲା ତାଳ, ନଖାଇ ନଖାଇ ମରିଗଲା ହାତୀଛୁଆ

ଭୁବନେଶ୍ୱର ଚନ୍ଦକାରେ ହାତୀଛୁଆ ମୃତ୍ୟୁର କାରଣ ତାଳ ବୋଲି ଜଣାପଡ଼ିଛି । ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହୋଇଛି ମୃତ୍ୟୁର କାରଣ ।

Aamir khan video calls vinesh phogat after paris Olympics disappointment
Viral: ଭିନେଶ ଫୋଗଟ୍‌ଙ୍କୁ ଭିଡିଓ କଲ୍ କଲେ ଆମୀର ଖାନ; ଫୋଗଟଙ୍କ ସହ କରିବେ କି 'ଦଙ୍ଗଲ ୨'

'ଦଙ୍ଗଲ' ଅଭିନେତା ଭିନେଶ ଫୋଗଟ୍‌ଙ୍କୁ ଏକ ଭିଡିଓ କଲ୍‌ କରି ତାଙ୍କୁ ଉତ୍ସାହିତ କରିଛନ୍ତି ଆମୀର ଖାଁ । ଆମୀର ଖାନ ଏବଂ ଭିନେଶ ଫୋଗଟଙ୍କ ଭିଡିଓ କଲର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମନଦୀପ ପୁନିଆ ଏହାର ଫଟୋ ଶେୟାର କରିଛନ୍ତି, ଏହା ପରେ ଫିଲ୍ମ 'ଦଙ୍ଗଲ ୨' କୁ ନେଇ ଆଲୋଚନା ତୀବ୍ର ହୋଇଛି।

Subhadra Yojana
 ‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଖବର; ଉପ-ମୁଖ୍ୟମନ୍ତ୍ରୀ କହିଲେ...

‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଖବର  । ପୋର୍ଟାଲରେ ମିଳିବ ‘ସୁଭଦ୍ରା’ ଯୋଜନାର ସମସ୍ତ ସୂଚନା । 

 drunk man
ନିଶାସକ୍ତ ବ୍ୟକ୍ତିଙ୍କ ବର୍ବର କାଣ୍ତ; ଚାଲିଗଲା ମହିଳାଙ୍କ ଜୀବନ, ୮ ଆହତ...

ଛୋଟ ଭୁଲ୍‌ ପାଇଁ ଚାଲିଗଲା ଜୀବନ । ନିଶାସକ୍ତ ଯାତ୍ରୀଙ୍କ ପାଇଁ ଜୀବନ ହରାଇଲେ  ମହିଳା । ଏମିତି କାଣ୍ତ କଲେ ଯେ, ୯ ଜଣ ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ବସ୍‌ ।

Supreme Court on bulldozer action
ବୁଲଡୋଜର ଆକ୍ସନରେ ଲାଗିବ ବ୍ରେକ୍, ଦୋଷୀ ସାବ୍ୟସ୍ତ ହୋଇଥିଲେ ବି ଭଙ୍ଗାଯିବନି ଘର

ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ତାଙ୍କର ଘର ଭଙ୍ଗାଯାଇ ପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

NETFLIX
NETFLIX ପାଇଁ ବଢ଼ିଲା ଅଡ଼ୁଆ; ନୋଟିସ୍ କଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ...

ଭାରତରେ ନେଟଫ୍ଲିକ୍ସ ମୁଖ୍ୟ ମୋନିକା ସେରଗିଲ୍‌ଙ୍କୁ ନୋଟିସ୍ କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ନେଟଫ୍ଲିକସର ନୂଆ ୱେବ୍ ସିରିଜ୍ ‘IC 814-କାନ୍ଦାହାର ହାଇଜାକ୍’ ରେ ଆତଙ୍କବାଦୀଙ୍କ ନାଁ ଭୋଲା ଓ ଶଙ୍କର ରହିଛି।

Nishad Kumar
Paris Paralympics: ମେସିନରେ କଟିଯାଇଥିଲା ଡାହାଣ ହାତ, ପାରା ଅଲିମ୍ପିକ୍ସରେ ଜିତିଲେଣି ୨ଟି ପଦକ

ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍ ନିଶାଦ କୁମାରଙ୍କ କମାଲ । ଦମଦାର ପ୍ରଦର୍ଶନ ସହ ଲଗାତାର ନିଜର ଦ୍ୱିତୀୟ ପାରା ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି ନିଶାଦ ।

CM Majhi
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ। ବିଧାୟକ ଭାସ୍କର ମଢ଼େଇଙ୍କ ପ୍ରଶ୍ନରେ ଉତ୍ତର ରଖି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସଲମାନ ଖାନଙ୍କ ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା; ୩୩ ହଜାର ଫୁଟ ଉପରେ ଦେବେ ଆକ୍ସନ
ସଲମାନ ଖାନଙ୍କ ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା; ୩୩ ହଜାର ଫୁଟ ଉପରେ ଦେବେ ଆକ୍ସନ

ସଲମାନ ଖାନଙ୍କ ଫିଲ୍ମ 'ସିକନ୍ଦର'କୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି। ବେଳେବେଳେ ଫିଲ୍ମକୁ ନେଇ କୁହାଯାଉଛି ଯେ ଏହା ବନ୍ଦ ହୋଇଯାଇଛି। ତେବେ ବର୍ତ୍ତମାନ ସଲମାନ ଖାନଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯାହା 'ସିକନ୍ଦର'ରୁ ଆସିଥିବା ଜଣାଯାଇଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଫିଲ୍ମ ନିର୍ମାଣ କରାଯାଉଛି।

AAP Amanatullah Khan
ଆପ୍‌ର ଆଉ ଜଣେ ବିଧାୟକଙ୍କୁ ବାନ୍ଧିଲା ED; ଚାକିରି ଦୁର୍ନୀତି ମାମଲାରେ ଗିରଫ...

ଦିଲ୍ଲୀ ୱାକଫ୍ ବୋର୍ଡରେ ଦୂର୍ନୀତି ଓ ୱାକଫ୍ ସମ୍ପତ୍ତି ଲିଜ୍‌ରେ ଦୂର୍ନୀତି ଅଭିଯୋଗରେ ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରିଛି ଇଡି।

crocodile on scooter
କୁମ୍ଭୀରକୁ ସ୍କୁଟରରେ ବସାଇ ନେଲେ ଦୁଇ ଯୁବକ, ଭିଡିଓ ହେଲା ଭାଇରାଲ୍

ବିଶ୍ୱାମିତ୍ରୀ ନଦୀର ଅନେକ କୁମ୍ଭୀର ଭଦୋଦରା ସହରରେ ପ୍ରବେଶ କରିଛନ୍ତି। ଏଭଳି ପରିସ୍ଥିତିରେ ଅନେକ ଭିଡିଓ ଭାଇରାଲ୍ ହେଉଥିବା ଦେଖିବାକୁ ମିଳୁଛି।