ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବନ୍ୟାର କରୁଣ ଦୃଶ୍ୟ ଛାତି ଦୋହଲାଇ ଦେଇଛି । ଆନ୍ଧ୍ରପ୍ରଦେଶ ମେହେବୁବାବାଦ ଜିଲ୍ଲାରେ ରେଳ ଚଳାଚଳରେ ବ୍ୟାପକ ସମସ୍ୟା ଦେଖା ଦେଇଛି ।
ଚୌକି ବଞ୍ଚାଇବାକୁ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି ଦିଦି । ଦିନ ଯେତିକି ଯେତିକି ଗଡ଼ୁଛି, ଦିଦିଙ୍କ ଅଡୁଆ ସେତିକି ସେତିକି ବଢ଼ିବାରେ ଲାଗିଛି ।
କିଏ ଓ କାହିଁକି ମୃତ କୁକୁଡ଼ା ଫିଙ୍ଗିଛି ତାହା ସ୍ପଷ୍ଟ ହୋଇନି । ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତାହା ବ୍ୟାପିଥିବା ଆଶଙ୍କା ବଢ଼ିଛି ।
ରାସ୍ତା ଖରାପ ଯୋଗୁଁ ଆସି ପାରିଲାନି ଆମ୍ବୁଲାନ୍ସ । ଦୁନିଆ ଦେଖିବା ଆଗରୁ ମାଆ ପେଟରେ ହିଁ ଚାଲିଗଲା ଛୁଆର ଜୀବନ ।
ରାହୁଲ ଦ୍ରାବିଡ ବି ଖେଳିପାରିନଥିଲେ U-19 ବିଶ୍ୱକପ । ୧୯୮୮ ପରେ ୧୦ ବର୍ଷ ପରେ ଦ୍ୱିତୀୟ ସଂସ୍କରଣ ଆୟୋଜନ କରିଥିଲା ଆଇସିସି ।
ମଧ୍ୟପ୍ରଦେଶର ଜବଲପୁରରୁ ତେଲେଙ୍ଗାନାର ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋର ଏକ ବିମାନରେ ବୋମା ଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନାଗପୁରକୁ ଡାଇର୍ଭଟ କରିଦିଆଯାଇଛି ।
ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ଅବଧି ବୃଦ୍ଧି । ବୀମା ଯୋଜନାରେ ୭୦୪୧ ଜଣ ସାମ୍ବାଦିକ ଅନ୍ତର୍ଭୁକ୍ତ ।
ଭାରତ ଏବଂ ପାକିସ୍ତାନର ଲୋକଙ୍କ ମଧ୍ୟରେ ବିବାହ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହେ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଯୋଡିଙ୍କ ବିବାହ ଏବଂ ହନିମୁନ୍ ଚର୍ଚ୍ଚାରେ ରହିଛି। ଭିଡିଓ ଖୁବ ଭାଇରାଲ୍ ହେଉଛି।
ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସ୍ୱାସ୍ଥ୍ୟ ଉପସ୍ଥିତ ଡାକ୍ତର ପରୀକ୍ଷା କରିଥିଲେ। ପରେ ପରେ ମନ୍ତ୍ରୀ ମେୟର ସୁଲୋଚନା ଦାସ, ବିଧାୟକ ବାବୁ ସିଂ, ବିଜେପି ବରିଷ୍ଠ ନେତା ସମୀର ମହାନ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
ତେଜିଲା ‘ରେଭେନ୍ସା’ ରାଜନୀତି । ଅଣ ଓଡ଼ିଆ ଅଫିସରଙ୍କ ପାଇଁ ଯୁକ୍ତି ବାଢ଼ୁଥିଲେ ଏବେ ନରହନ୍ତା ବ୍ରିଟିଶ ଅଫିସରଙ୍କ ପାଇଁ ଯୁକ୍ତି ବାଢ଼ୁଛନ୍ତି ବିଜେଡି ନେତା । ବିଜେଡିର ଟାର୍ଗେଟ ପରେ ପାଲଟା ସମାଲୋଚନା କଲା ବିଜେପି ।
ଉତ୍କଟ ମରୁଡ଼ିର ସାମନା କରୁଛି ଆଫ୍ରିକୀୟ ଦେଶ ନାମିବ୍ୟା। ଖାଦ୍ୟ ସଂକଟ ଦୂର କରିବା ପାଇଁ ହାତୀ ଏବଂ ଜଳହସ୍ତୀ ସମେତ ୭୦୦ରୁ ଊଦ୍ଧ୍ୱର୍ ବନ୍ୟଜନ୍ତୁଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅକ୍ଟୋବର ୧୪ରେ ଭସାଣି ଅନୁଷ୍ଠିତ ହେବ । ଭସାଣି ଶୋଭାଯାତ୍ରାରେ ୬ଟି ବକ୍ସ ବଜାଇପାରିବେ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।
IDBI ବ୍ୟାଙ୍କରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏନେଇ IDBI ବ୍ୟାଙ୍କ ଏକ ନିଯୁକ୍ତି ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି କ୍ଷେତ୍ରରେ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ବୋନି କପୁର ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଇନ୍ଷ୍ଟାଗ୍ରାମରେ 'ମିଷ୍ଟର୍ ଇଣ୍ଡିଆ'ର ଏକ ପୁରୁଣା ପୋଷ୍ଟର ରିଲିଜ୍ କରିଛନ୍ତି, କିନ୍ତୁ ଏହାର କ୍ୟାପ୍ସନ୍ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି କରିଛି।
ଆସନା ପ୍ରଭାବରେ ଦକ୍ଷିଣ ଗୁଜରାଟରେ ବେହାଲ ଅବସ୍ଥା । ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଭାରତୀୟ ପାଣିପାଗ ବିଭାଗ ।
ଗୋଟିଏ କି ଦୁଇଟି ନୁହେଁ ଲୁଟିନେଲେ ୧୫୦୦ରୁ ଅଧିକ ଆଇଫୋନ୍। ଡ୍ରାଇଭରକୁ ନିଶାଦେଇ ଲୁଟ୍ ପରେ ଛୁ ମାରିଛନ୍ତି ଲୁଟେରା ।
ଭିଜିଲାନ୍ସ ହାବୁଡ଼ରେ ଆଉ ଜଣେ କୁବେର ବାବୁ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓ ଗିରଫ ।
ବିଶ୍ୱର ଧନୀ ତାଲିକାରେ ମୁକେଶ ଅମ୍ୱାନୀ, ଅନୀଲ ଅମ୍ବାନୀ, ଗୌତମ ଆଦାନୀଙ୍କ ପରି କିଛି ଭାରତୀୟଙ୍କ ନାଁ ରହିଛି। ହେଲେ ଏମାନଙ୍କଠାରୁ ଜଣେ ବ୍ୟବସାୟୀ ଢେର୍ ଧନୀ ଥିଲେ।
ଥଇଥାନ କେନ୍ଦ୍ର ପାଲଟିଥିଲା ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ । ଅନେକ ଅଧିକାରୀଙ୍କୁ ଅବସର ପରେ ଦିଆଯାଇଥିଲା OSD ଭାବେ ନିଯୁକ୍ତି ।
ବଙ୍ଗୋପସାଗରରେ ଅବପାତ । ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଅବପାତ ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ ।
ବଢ଼ୁଛି ମାଟି ମୂର୍ତ୍ତିର ଚାହିଦା । ବିଘ୍ନ ବିନାଶକଙ୍କ ଆବାହନ ପାଇଁ ପ୍ରସ୍ତୁତି ଜୋରଦାର ।
ଞ୍ଜେଇ ବିକ୍ରି ଟଙ୍କାରେ ରିଲ୍ସ କରିବା ପାଇଁ କୋଲକାତାରୁ ମଡେଲ ମଗାଉଥିଲା। ଓଡ଼ିଶାରୁ କୋଲକାତାକୁ ଗଞ୍ଜେଇ ଚାଲାଣ ପାଇଁ ଗାଡ଼ି ଭଡ଼ା ଦେଉଥିଲା ଲକ୍ଷେ ଟଙ୍କା।
କାଶୀପୁରର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିବା ସମୟରେ ସେ ମୂର୍ଚ୍ଛା ହୋଇଯାଇଥିଲେ।
ଆପଣ ନିଶ୍ଚିତ ଭାବରେ ଅଧିକାଂଶ ଘରେ ତାଜା ଥିବା ଦେଖିଥିବେ, ଯାହା କେବଳ ଘର ବାହାରେ ନୁହେଁ ଭିତରେ ମଧ୍ୟ ଥାଏ। ଆପଣ ହୁଏତ ଏହା ଜାଣି ନଥିବେ, କିନ୍ତୁ ପ୍ରାଚୀନ ଗୃହ ନିର୍ମାଣ କୌଶଳର ଏହା ଏକ ପଦ୍ଧତି। ତେବେ ଏହା ପଛର କାରଣ କ’ଣ ଆସନ୍ତୁ ଜାଣିବା।
ଆଜିଠୁ ବଦଳିଲା ଏହିସବୁ ନିୟମ। ଚଳିତ ମାସରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ।