• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Mohan Majhi
ଗୁରୁଜୀ ବେଳର କଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମାସିକ ଦକ୍ଷିଣା ଥିଲା ୩ ଶହ

ମଡେଲ୍ ସ୍କୁଲ୍ ଗୁଡ଼ିକର ନାଁ ରହିବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଏମିତି ୫୦୦ ସ୍କୁଲ ବିକଶିତ କରାଯିବ ।

Mall Looted
କାଙ୍ଗାଳ ପାକିସ୍ତାନର ବିକଳ ଦୃଶ୍ୟ : ଅଫର୍ ପାଇ ଲୁଟିନେଲେ

ବିଶାଳ ସପିଂ ମଲକୁ ଲୁଟିନେଲେ ହଜାର ହଜାର ଭିକାରୀ ଜନତା। ମଲ ମାଲିକ ଦେଇଥିଲେ ବମ୍ପର ଅଫର କିନ୍ତୁ ପରିସ୍ଥିତି ଏପରି ହେଲା ତାଙ୍କ ମୁଣ୍ଡ ଚକ୍କର କାଟିଲା ।

Lord Ganesh
ଆସୁଛନ୍ତି ବିଘ୍ନବିନାଶକ ,ଶିଳ୍ପୀର ଶେଷ ସ୍ପର୍ଶରେ ଗଜାନନ

ଆସୁଛନ୍ତି ବିଘ୍ନବିନାଶକ ଗଜାନନ... ହାତରେ ଆଉ ଗୋଟିଏ ଦିନ... ମୂର୍ତ୍ତି କାରିଗରରେ ଲାଗିପଡ଼ିଛନ୍ତି ଶିଳ୍ପୀ । ମାଟିର ମୂର୍ତ୍ତିକୁ ଜୀବନ୍ତ କରି ସେଥିରେ ଦେଉଛନ୍ତି ଶେଷ ସ୍ପର୍ଶ...

Lightning Death
‘ବଜ୍ରପାତ ମୃତ୍ୟୁରେ ଓଡ଼ିଶା ଆଗ, ୫ ବର୍ଷରେ ଯାଇଛି ୧୧୦୩ ଜଣଙ୍କ ମୃତ୍ୟୁ’

ଗତ ୫ ବର୍ଷରେ ଝାରସୁଗୁଡ଼ାରେ ୭୨ ଓ ବଲାଙ୍ଗିରରେ ୫୫ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି ।

Stolen
Special Story: ଚାହୁଁ ଚାହୁଁ ଲୁଟ୍‌ ହୋଇଗଲା ୫ ଲକ୍ଷ ଟଙ୍କା; ଦେଖିଲେ କରିପାରିବେନି ବିଶ୍ବାସ...

ଜଣେ ବୃଦ୍ଧ ଦମ୍ପତିଙ୍କ ଠାରୁ ୫ ଲକ୍ଷ ଟଙ୍କାର ଗହଣା ଲୁଟି ଚମ୍ପଟ ମାରିଲା ଲୁଟେରା । ଅତି ସାଧାରଣ ଭାବେ ଜଣେ ଯୁବକ ମହିଳାଙ୍କ ନିକଟରୁ ଲୁଟ୍‌ କରିନେଇଛି । ଯାହାର ଦୃଶ୍ୟ ଦେଖିଲେ ଆପଣ ବିଶ୍ବାସ କରିପାରିବେନି ।

Encounter
ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ଟଳିଲେ ୬ ମାଓବାଦୀ

କୋଥଗୁଡେମ୍ ଜିଲ୍ଲା ନୀଳାଦ୍ରିପେଟ୍ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ନକ୍ସଲ ନିପାତ ହୋଇଛନ୍ତି ।

Road Block
ଆଧାର ସଂଶୋଧନ ପାଇଁ ଟୋକନ୍ ନମିଳିବାରୁ ତାତିଲେ ଲୋକେ, NH-୫୭ ଅବରୋଧ କଲେ

ଆଧାର ପାଇଁ ରାସ୍ତାରୋକ । ଆଧାର ସଂଶୋଧନ ପାଇଁ ଟୋକନ୍ ନ ମିଳିବାରୁ ତାତିଲେ, NH-୫୭ ଅବରୋଧ କଲେ ଲୋକେ । ଭୋଗରାଇ ଥାନା ଛକରେ NH-୫୭ ଅବରୋଧ କଲେ ଲୋକେ । ୩ ଦିନ ହେଲା ଧାଡ଼ିରେ ଛିଡ଼ା ହୋଇ ଟୋକନ ମିଳୁନଥିବା ଅଭିଯୋଗ ହୋଇଛି।

 MP Baijayant Panda
ବୈଜୟନ୍ତଙ୍କ ଉଦ୍ୟମରେ ଦୁବାଇରୁ ସୁରକ୍ଷିତ ଫେରିଲେ ଶ୍ରମିକ

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସ୍ବଦେଶ ଫେରିବା ସହ ରାଜୀବ ଓଡ଼ିଶାରେ ପହଞ୍ଚିଛନ୍ତି ।

Rasabali sweet
ଗଣେଶ ପୂଜାରେ ଘରେ ବନାନ୍ତୁ ସୁଆଦିଆ ‘ରସାବଳୀ’

ସାଧାରଣତଃ ମିଠା ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ଆମ ଓଡ଼ିଆ ଘରର ପାରମ୍ପରିକ ଏହି ମିଠା ରେସିପିର ସ୍ୱାଦ ପୂରା ନିଆରା । ଆଗକୁ ଆସୁଛି ଗଣେଶ ପୂଜା । ଏହି ଅବସରରରେ ଆଜି ପ୍ରସ୍ତୁତ କରିବା ସୁଆଦିଆ ‘ରସାବଳୀ’। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

 Superstition
Special Story: ଗାଁ ଦାଣ୍ଡରେ ଚାଲିଛି ଖଟିଆ; ମିଳିବ ନିଖୋଜ ଶ୍ବଶୁରଙ୍କ ସନ୍ଧାନ ! 

ଶ୍ବଶୁର କେଉଁଆଡ଼େ ଗଲେ ? କେଉଁଠି ଅଛନ୍ତି ? ଖଟିଆ କାଳେ ସବୁ ଜଣାଇବ । ଏମିତି ଅନ୍ଧ ବିଶ୍ବାସ ନେଇ ଗାଁରେ ଚାଲିଛି ଖଟିଆ । 

gold
Gold Price Today 5th September 2024: କମିଲା ସୁନା ଦର, ଜଲ୍‌ଦି କିଣନ୍ତୁ ସୁନା ଅଳଙ୍କାର

ସୁନା ଦରରେ ପରିବର୍ତ୍ତନ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...

Parents Of Kolkata Doctor
କୋଲକାତା ପୀଡ଼ିତା ଅଭୟାଙ୍କ ବାପା, ମା’ଙ୍କ ବଡ଼ ଖୁଲାସା; ଚୁପ୍‌ ରହିବା ପାଇଁ ଟଙ୍କା ଯାଚୁଥିଲା ପୋଲିସ...

ଗଣମାଧ୍ୟମକୁ ସୂଚନା ଦେଇ ଅଭୟାଙ୍କ ବାପା କହିଛନ୍ତି ଯେ ମାମଲାକୁ ରଫାଦଫା କରିବା ପାଇଁ ପୋଲିସ ତରବରିଆ ଭାବେ ମୃତଦେହକୁ ପୋଡି ଦେଇଥିଲା ଏବଂ ଚୁପ୍‌ ରହିବା ପାଇଁ ପୋଲିସ ତାଙ୍କୁ ଲାଞ୍ଚ ଯାଚୁଥିଲା ।

Inspiring Teachers
ଏଭଳି ମହାନ୍ ଗୁରୁଙ୍କୁ ଶତ ନମନ; ଶିକ୍ଷାର ବିକାଶ ପାଇଁ ନେଇଛନ୍ତି ବଳିଷ୍ଠ ପଦକ୍ଷେପ...

ଆଜି ଗୁରୁଦିବସ ଅବସରରେ ବାଲେଶ୍ବର ଏବଂ ବଡମ୍ବାରୁ ଦେଖିବା ଯୋଡିଏ କାହାଣୀ, ଯେଉଁଠି ଶିକ୍ଷାର ବିକାଶ ପାଇଁ ଗୁରୁ ନେଇଛନ୍ତି ବଳିଷ୍ଠ ପଦକ୍ଷେପ।

panchang
Panchang Today 5th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ଗୁରୁବାର। ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୨ୟା ଦିବା ୧୨.୨୧ ଗତେ ୩ୟା। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର।

Roads Turning Into Death Traps
ରାସ୍ତାରେ ଯେମିତି ଜଗିଛି ମୃତ୍ୟୁ; କେବେ ସୁଧୁରିବ ଟ୍ବିନସିଟି ରାସ୍ତାର ଭାଗ୍ୟ ?

ଯୁଆଡେ ଆଖି ବୁଲାଇବେ, ଖାଲଖମା ଦେଖିବାକୁ ପାଇବେ । ତା’ସହ ବର୍ଷା ହେଲେ ପୁଣି ସ୍ଥିତି ଆହୁରି ସଙ୍ଗୀନ ହୋଇଯାଉଛି ।

International Day of Charity 2024
International Day of Charity 2024: ଭାରତର ୫ ମହାନ ଦାନୀ; ଜାଣନ୍ତୁ କିଏ ଆଗରେ, କିଏ ଦେଇଛନ୍ତି କେତେ କୋଟି

ଦାନ ମାଧ୍ୟମରେ ଦୁନିଆରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ବିସ୍ତାର କରିହୁଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଏକତା ଏବଂ ଭାଇଚାରା ମଧ୍ୟ ବୃଦ୍ଧି କରିହୁଏ। ଆଜି ‘ଅନ୍ତର୍ଜାତୀୟ ଚ୍ୟାରିଟି ଦିବସ’ ଅବସରରେ ଆସନ୍ତୁ ଭାରତର ୫ ମହାନ ଦାନୀଙ୍କୁ ଜାଣିବା।

Heavy Rainfall
ପୁଣି ଆସୁଛି ବଡ଼ ବର୍ଷା; ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ବଙ୍ଗୋପସାଗରରେ ଆଜି ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର। ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉପକୂଳରେ ଏବେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।

Kolkata residents switch off lights
ଅଭୟାଙ୍କ ପାଇଁ ଅଭୁତପୂର୍ବ ପ୍ରତିବାଦ; ସାରା ରାତି ଉଜାଗର ରହି କୋଲକାତାବାସୀଙ୍କ ବିକ୍ଷୋଭ

କୋଲକାତା ସହରର ସାରା ବ୍ୟାପିଗଲାଣି ବିକ୍ଷୋଭ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ପୀଡ଼ିତା ଡାକ୍ତରଙ୍କୁ ନ୍ୟାୟ ଦାବିରେ ଗତକାଲି କୋଲକାତା ବ୍ୟାପୀ ସାରା ରାତି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ବର୍ଗର ଲୋକେ। 

Harvinder Singh
ଇତିହାସ ରଚିଲେ ହରବିନ୍ଦର; ତୀରନ୍ଦାଜରେ ଆଣିଲେ ପ୍ରଥମ ସ୍ବର୍ଣ୍ଣ...

ପ୍ୟାରିସ ପାରା ଅଲିମ୍ପିକ୍ସରେ ତୀରନ୍ଦାଜରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ । ଦେଶ ପାଇଁ ଗୌରବ ସହ ଇତିହାସ ରଚିଲେ ହରିବନ୍ଦର ସିଂ ।

Teachers Day 2024 know five qualities of a ideal teacher
Teachers' Day 2024: ଗୁରୁ କିପରି ହେବା ଉଚିତ; ଜାଣନ୍ତୁ ଜଣେ ଆଦର୍ଶ ଗୁରୁଙ୍କ ୫ ଗୁଣ

ଭାରତରେ ‘ଗୁରୁ ଦିବସ’ର ବାର୍ଷିକ ଉତ୍ସବ ୫ ସେପ୍ଟେମ୍ବରରେ ପାଳନ କରାଯାଏ। ତେବେ ଭାରତରେ କାହିଁକି ସେପ୍ଟେମ୍ବର ୫ରେ ‘ଗୁରୁ ଦିବସ’ ପାଳନ କରାଯାଏ, ଏହି ଦିନର ଇତିହାସ ଏବଂ ମହତ୍ତ୍ୱ କ’ଣ ଆସନ୍ତୁ ଜାଣିବା।

Haryana BJP
ହରିୟାଣା ବିଧାନସଭା ନିର୍ବାଚନ ପାଇଁ BJP ପ୍ରାର୍ଥୀ ତାଲିକା ଘୋଷଣା

ଲଡୱାରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି । ଅମ୍ବାଲା କ୍ୟାଣ୍ଟରୁ ଅନୀଲ ଭିଜ୍ ହେଲେ ବିଜେପି ପ୍ରାର୍ଥୀ ।

Narendra Modi
ଢ଼ୋଲ ପିଟି ସିଙ୍ଗାପୁରରେ ମୋଦିଙ୍କୁ ଗ୍ରାଣ୍ଡ ୱେଲ୍‌କମ୍‌

କଳାକାରଙ୍କ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଯାଇଥିଲେ ପିଏମ୍ ମୋଦି। ପରେ ତାଳି ମାରି କଳାକାରଙ୍କୁ ଉତ୍ସାହିତ କରିବା ସହ ଏବଂ ପ୍ରଶଂସା କରିଥିଲେ।

Subhadra Scheme
କେଉଁଠି ଠେଲାପେଲା କେଉଁଠି ଗଣ୍ଡଗୋଳ ! 'ସୁଭଦ୍ରା' ପାଇଁ ଆଧାର ଅପଡେଟ୍ ଲାଗି ଧାଁ ଦୌଡ଼

ସବୁ ଜନସେବା କେନ୍ଦ୍ର ଓ ଡାକଘରେ ଅସମ୍ଭବ ଗହଳି । ଅଧୈର୍ଯ୍ୟ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଅପିଲ୍ । ଫର୍ମ ଦାଖଲର ନାହିଁ ଶେଷ ତାରିଖ: ପ୍ରଭାତୀ ।

Onion Price Hike
ଆଳୁ ଖସୁ ଖସୁ ତୋଡ଼ ଦେଖାଇଲାଣି ପିଆଜ ! ଅମୂଲ ମୂଲ ରସୁଣ ସପ୍ତାହକରେ ୨ଶହ ବଢ଼ିଲାଣି

ଅମୂଲ ମୂଲ ରସୁଣ, ସପ୍ତାହକରେ ୨ଶହ ବଢି ପହଞ୍ଚିଲାଣି ୪ଶହରେ । ମହାରାଷ୍ଟ୍ର ଓ ଆନ୍ଧ୍ରରେ ପ୍ରବଳ ବର୍ଷା ଯୋଗୁଁ ମହଙ୍ଗା ସ୍ଥିତି ସୂଚନା ।

Odisha Jajpur
ମାଟିରେ ଲୋଟୁଛି ମା ବିରଜାଙ୍କ ତାମ୍ର ପ୍ରତିମୂର୍ତ୍ତି, ଖଣ୍ଡ ଖଣ୍ଡ ହୋଇ ପଡ଼ିଛନ୍ତି ରାଜା ଯଯାତି କେଶରୀ !

ଯାଜପୁରରେ ଅଧପନ୍ତରିଆ ମୂର୍ତ୍ତି ସ୍ଥାପନ ପ୍ରକଳ୍ପ । ପରିତ୍ୟକ୍ତ ଅବସ୍ଥାକୁ ନେଇ ଉଦବେଗ । ପୁଣି ବବିଙ୍କ ଆଡ଼କୁ ତୀର ମାରିଲେ ହିମାଂଶୁ ।