• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Tribals Protest
ତାତିଲେ ଆଦିବାସୀ .. ଜଙ୍ଗଲ ଜମିର ସଂପୂର୍ଣ୍ଣ ଅଧିକାର ପାଇଁ ଦାବି

ଜଙ୍ଗଲ ଜମି ଅଧିକାର ଆଇନକୁ ସଂପୂର୍ଣ କାର୍ଯ୍ୟକାରୀ ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଆଦିବାସୀ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀ ସଂଗଠନ ପକ୍ଷରୁ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

Medical Study
ବାପାମାଆ ଦିନ ମଜୁରିଆ, ପୁଅର ଡାକ୍ତର ହେବାକୁ ଇଚ୍ଛା.. ହେଲେ ଅଣ୍ଟିରେ ନାହିଁ ଟଙ୍କା

ଗରିବ ଦିନ ମଜୁରିଆ ବାପା ମାଆଙ୍କ ପୁଅ ବନିବ ଡାକ୍ତର କିନ୍ତୁ ଏଥିପାଇଁ ଅର୍ଥ ସାଜିଛି ବାଧକ ।

IPS officer
ବୟସ ୧୮, ପାଠ ପଢ଼ିଛନ୍ତି ଦଶମ, ୨ ଲକ୍ଷ ଦେଇ ବନିଗଲେ IPS; ଜାଣନ୍ତୁ କ’ଣ କଲା ପୋଲିସ...

ପାଠ ପଢିଛନ୍ତି ଦଶମ, କିନ୍ତୁ ବନିଗଲେ ଆଇପିଏସ୍‌ । ଏଥିପାଇଁ ତାଙ୍କୁ ୟୁପିଏସି ପରୀକ୍ଷା ଦେବାକୁ ମଧ୍ୟ ପଡିନଥିଲା । ଦଲାଲକୁ ୨ ଲକ୍ଷ ଟଙ୍କା ଦେଇ ସେ ବନିଯାଇଥିଲେ ଟ୍ରେନି ଆଇପିଏସ୍‌ । 

Odisha Police Constable Recruitment 2024
Odisha Police Constable Recruitment 2024: ଓଡ଼ିଶା ପୋଲିସ୍‌ରେ ପୂରଣ ହେବ ୧୩ ଶହରୁ ଅଧିକ ପଦବୀ; ସୁଯୋଗ ନେବେ ଦଶମ ପିଲା

ଆପଣ ଯଦି ଦଶମ ପାଶ୍ କରିଛନ୍ତି ଆଉ ଓଡ଼ିଶା ପୋଲିସ୍‌ରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଓଡ଼ିଶା ପୋଲିସ୍ ବିଭାଗ, କଟକ ଏହି ସୁଯୋଗ ନେଇ ଆସିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Judicial Inquiry
'ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ, ଆମ କଥା ଶୁଣିଛନ୍ତି' : ପୀଡ଼ିତା

ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣ ଦେଲେ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଭରତପୁର ଥାନା ଘଟଣାର ପୀଡ଼ିତା ।

BJD Crisis
ଭୁବନେଶ୍ୱର ବିଜେଡିରେ ତେଜିଲା ବିବାଦ ! ଗଣ୍ଡଗୋଳ ନେଇ ବର୍ଷିଲେ ଦୁଇ କର୍ପୋରେଟର୍

ଭୁବନେଶ୍ୱର ବିଜେଡିରେ ବଢୁଛି ଅନ୍ତଃକନ୍ଦଳ । ଗତକାଲି ଶଙ୍ଖଭବନରେ ହଙ୍ଗାମା ନେଇ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଅଣିଛନ୍ତି ବିଜେଡିର ଦୁଇ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାର ।

Food Safety Department
କ୍ଷୀରରେ ମିଶୁଛି ସୋଡ଼ା, କେମିକାଲ, ଦୂଷିତ ଜଳ ! ଚଢ଼ାଉ ବେଳେ ମିଳିଲା ସୁରାକ୍

ନକଲି ...ନକଲି...ଆଉ ନକଲି... ଯେଉଁଠି ହାତ ରଖିବେ ବାହାରିବ ପୁଳା ପୁଳା ନକଲି ସାମଗ୍ରୀ । କେତେବେଳେ ଖାଇବା ତେଲ, ହଳଦୀ ଗୁଣ୍ଡ ତ ପୁଣି କେତେବେଳେ ମସଲା ଗୁଣ୍ଡ ଠୁ ନେଇ ନଡ଼ିଆ ତେଲ, ରାଶିତେଲ ଯାଏ । ସବୁଠି ଅପମିଶ୍ରଣ...ଶସ୍ତା ପାଇଁ ହିନସ୍ତା ହେଉଛନ୍ତି ଲୋକେ ।

airport
ଦୁନିଆର ସବୁଠାରୁ ଭୟଙ୍କର ଏୟାରପୋର୍ଟ; ମାତ୍ର ୫୦ ଜଣ ପାଇଲଟ୍‌ କରିଛନ୍ତି ଅବତରଣ...

ଦୁନିଆରେ ଏଭଳି ବି କିଛି ଏୟାରପୋର୍ଟ ରହିଛି, ଯାହା ଭୟର ଅନ୍ୟନାମ କହିଲେ କିଛି ଭୁଲ୍‌ ହେବ ନାହିଁ । 

Atishi Marlena
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ସାଜିଲେ ଭରତ, ରାମଙ୍କ ପାଇଁ ଛାଡ଼ିଲେ ଚୌକି

ଆଜି AAP ନେତ୍ରୀ ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏ ସମୟରେ ମଧ୍ୟ ସେ ଅରବିନ୍ଦ କେଦ୍ରିୱାଲଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଭୁଲି ନଥିଲେ ।

Riya singha won miss india universe 2024 title
୫୧ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ଇଣ୍ଡିଆ ଜିତିଲେ ଅହମ୍ମଦାବାଦ ଝିଅ; କିଏ ଏହି ପରୀ

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ଗ୍ରାଣ୍ଡ ଫାଇନାଲ୍ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଯାଇଛି। ରିୟା ସିଙ୍ଘା ମିସ୍ ୟୁନିଭର୍ସ ଇଣ୍ଡିଆର ମୁକୁଟ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପଛରେ ପକାଇ ସେ ଏହି ଟାଇଟଲ୍ ଜିତିଛନ୍ତି।

monkey Attack
ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ପଣ୍ଡ; ମାଙ୍କଡ଼ ଆକ୍ରମଣରେ ଅଭିଯୁକ୍ତ ଘାଇଲା

ଶିଶୁଟି ୟୁକେଜିରେ ପଢେ। ଖେଳୁଥିବା ବେଳେ କେହିଜଣେ ବ୍ୟକ୍ତି ତାକୁ ପ୍ରଲୋଭିତ କରି ସାଙ୍ଗରେ ନେଇଯାଇଥିଲା। ଏଯାଏ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହୋଇନି। ଅଭିଯୁକ୍ତ ଫେରାର ଥିବା ବେଳେ ତା ବିରୋଧରେ POCSO ଆକ୍ଟରେ ମାମଲା ରୁଜୁ କରାଯାଇଛି।

puja performed
ଭରତପୁର ଥାନାରେ ନୂଆ IICଙ୍କ ପୂଜାପାଠ; ଗେଟ୍‌ରେ ଝୁଲାଇଲେ ଲଙ୍କା, ଲେମ୍ବୁ...

ସ୍ବତନ୍ତ୍ର ପୂଜାର ଆୟୋଜନ କଲେ ନୂଆ ଆଇଆଇସି ଦୀପକ ଖଣ୍ଡାୟତରାୟ । ନୂଆ ଜଏନ୍‌ କଲି, ମାନସିକ ଶାନ୍ତି ପାଇଁ ପୂଜା କରୁଥିବା କହିଲେ ଆଇଆଇସି ଦୀପକ ଖଣ୍ଡାୟତରାୟ।

Bharatpur Incident
‘ଜଣେ ଝିଅର ଚରିତ୍ର ସଂହାର କରିବା ଠିକ୍ ନୁହେଁ, ନ୍ୟାୟ ନିଶ୍ଚିତ ମିଳିବ’

ଓଟିଭିକୁ ସ୍ବତନ୍ତ୍ର ଭାବେ ସୂଚନା ଦେଇ ବଡ଼ ମନ୍ତବ୍ୟ ରଖିଛନ୍ତି ଜଷ୍ଟିସ୍ ଦାଶ। ସପ୍ତାହକ ଭିତରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ। ରୋଡ ରୋମିଓ, ପୋଲିସ, ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। 

 Cyber Fraud
ଗର୍ଭବତୀ ମହିଳାଙ୍କୁ ବି ଛାଡ଼ିଲେନି ସାଇବର ଠକ; ୬୦୦୦ ମିଳିବ କହି ଠକିନେଲେ ୬୦ ହଜାର

ମମତା ଯୋଜନାରେ ୬ ହଜାର ଟଙ୍କା ମିଳିବ କହି ଠକି ନେଇ ଗଲେ ୬୦ ହଜାର। ଏଭଳି କିଛି ଘଟଣା ଘଟିଛି ସୁନ୍ଦରଗଡ଼ ଲହୁଣୀପଡ଼ା ଥାନା ଅଞ୍ଚଳରେ। 

Orissa High Courts
ଭରତପୁର କାଣ୍ଡ; ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ

 ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ । ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ହେଲା ବାରଣ ।

Can Yash dayal be the 'future star' of Team India
Sports: ଟିମ୍ ଇଣ୍ଡିଆର ‘ଭବିଷ୍ୟତ ତାରକା’ ହୋଇପାରିବେ କି ଯଶ ଦୟାଲ...

ଏବେ ପୁଣି ବାମହାତି ମିଡିଅମ୍ ପେସର୍ ଯଶ ଦୟାଲ୍‌ଙ୍କୁ ନେଇ ବେଶ୍ ଚର୍ଚ୍ଚା। ଘରୋଇ କ୍ରିକେଟ୍ ହେଉ ବା ଆଇପିଏଲ୍ ୨୦୨୪ - ଯଶ ପ୍ରମାଣିତ କରିଛନ୍ତି ଯେ ତାଙ୍କ ଭିତରେ ପ୍ରତିଭା ଅଛି ଏବଂ ସେ ଜାତୀୟ ଟିମ୍‌ରେ ସ୍ଥାନ ପାଇବା ପାଇଁ ଯୋଗ୍ୟ।

Captivating Creations from Clay
 Special Story: କଞ୍ଚା ମାଟିରୁ ତିଆରି ହେଉଛି ଘରକରଣା ଜିନିଷ...

କଞ୍ଚା ମାଟିରୁ ଦୀପ, ମାଟିହାଣ୍ଡି, ଗରା, କଳସ, ପାଣି ବୋତଲ ଭଳି କେତେ କ’ଣ ସାମଗ୍ରୀ ଅତି ଯତ୍ନର ସହ ତିଆରି ହେଉଛି । 

child pornography
ଚାଇଲ୍ଡ ପର୍ଣ୍ଣୋଗ୍ରାଫି ନେଇ ସୁପ୍ରିମ ରାୟ; ଦେଖିଲେ କିମ୍ୱା ଡାଉନ୍‌ଲୋଡ୍‌ କଲେ ଯିବେ ଜେଲ୍

ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କିମ୍ବା ଦେଖିବା POCSO ଅଧିନିୟମ ଅନୁଯାୟୀ ଅପରାଧ ।

Bharatpur Incident
ଭରତପୁର ଘଟଣା: ବିଜେଡି ପକ୍ଷରୁ ଭୁବନେଶ୍ବରରେ ହରତାଳ ଡାକରା ପ୍ରତ୍ୟାହୃତ

ପ୍ରତ୍ୟାହୃତ ହେଲା ବିଜେଡି ପକ୍ଷରୁ ମଙ୍ଗଳବାର ଭୁବନେଶ୍ବରରେ ହରତାଳ ଡାକରା । ହରତାଳ ପ୍ରତ୍ୟାହାର ନେଇ ପ୍ରେସମିଟ୍‌ରେ ବିଜେଡି ସୂଚନା ଦେଲା  । 

rail track
ଟ୍ରେନ୍‌ ଦୁର୍ଘଟଣା ପାଇଁ ବଡ଼ ଷଡ଼ଯନ୍ତ୍ର ! ସିଲିଣ୍ଡର ପରେ ଟ୍ରାକ୍‌ରୁ ମିଳିଲା ଲୁହା ରଡ୍‌

କିଛିଦିନ ହେବ ଟ୍ରେନ୍‌କୁ ଟାର୍ଗେଟ୍ କରାଯାଉଛି। ରେଲୱେ ଟ୍ରାକ୍‌ରେ ସିଲିଣ୍ଡରଠାରୁ ଆରମ୍ଭ କରି ଡିଟୋନେଟର ପଡିଥିବା ଦେଖିବାକୁ ମିଳୁଛି। ଯାହାକି ପ୍ରମାଣିତ କରୁଛି ଯେ ଟ୍ରେନ୍ ଆଟାକ୍ ପାଇଁ ବଡ଼ ଷଡ଼ଯନ୍ତ୍ର ଚାଲିଛି।

District Council Meeting
Special Story: ଜିଲ୍ଳା ପରିଷଦ ବୈଠକରେ ବାଦିପାଲା; କଥା କଟାକଟି ହେଲେ ବିଧାୟକ-ସାଂସଦ 

ଜିଲ୍ଳା ପରିଷଦ ଅଧ୍ୟକ୍ଷା ମଧ୍ୟ ଜିଲ୍ଳା ପ୍ରଶାସନ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ । ଗଣତାନ୍ତ୍ରିକ ପ୍ରକିୟାରେ ଜିଲ୍ଳା ପରିଷଦ ଗଠନ ହୋଇଥିଲେ ବି ଜିଲ୍ଳା ପ୍ରଶାସନ କୌଣସି ସହଯୋଗ କରୁନଥିବା ଅଧ୍ୟକ୍ଷା କହିଛନ୍ତି । 

Nutmeg health benefits for kids cures cough boosts immune power
Parenting Tips: ଯେତେ ଔଷଧ ଦେଲେ ବି ପିଲାର ଥଣ୍ଡା ଭଲ ହେଉନି କି… କରନ୍ତୁ ଏହି ଘରୋଇ ଚିକିତ୍ସା

ଥରେ ପିଲାମାନଙ୍କୁ କାଶ ହେଲେ ଏହା ଅନେକ ଦିନ ପର୍ଯ୍ୟନ୍ତ ରହିଥାଏ। ମୁଣ୍ଡରେ କିଛି ପଶେନି, ବୁଝାପଡେନି କେଉଁ ଔଷଧ ଦେଲେ ଶିଘ୍ର ଆରାମ ମିଳିବ। ଏଭଳି ପରିସ୍ଥିତିରେ ଅଧିକ ଔଷଧ ଏବଂ କଫ ସିରପ ଦେବା ପରିବର୍ତ୍ତେ, ଆପଣ ଘରୋଇ ଉପଚାର ସହିତ ପିଲାମାନଙ୍କର କାଶ ଏବଂ ଥଣ୍ଡାକୁ ଭଲ କରିପାରିବେ।

kidnaping
ଅପହରଣର ପ୍ରତିଶୋଧ ! ଓକିଲ ହେଲେ, ୧୭ ବର୍ଷ ପରେ ଦୋଷୀଙ୍କୁ ଜେଲ୍ ପଠାଇଲେ

୧୭ବର୍ଷ ତଳେ ଅପହୃତ ହୋଇଥିବା ପିଲା ଏବେ ନିଜ କିଡନାପ କେସ୍ ଲଢି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏହି ଅପରାଧ ପଛରେ ଥିବା କାହାଣୀ ଏବଂ ଏହା ପରେ ସେହି ପିଲାର ଓକିଲ ହେବା ନିଷ୍ପତ୍ତି ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ।

handicapped Girl
ସୁନା ଝିଅ ଅଞ୍ଜଳି; ଶାରୀରିକ ଅକ୍ଷମତା ସତ୍ତ୍ୱେ ହୋଇଛନ୍ତି ସ୍ୱାବଲମ୍ବୀ, ସାଜିଛନ୍ତି ପ୍ରେରଣା

ଜନ୍ମରୁ ଦିବ୍ୟାଙ୍ଗ। କିନ୍ତୁ କେବେ ଜୀବନ ଯୁଦ୍ଧରେ ହାରି ନାହାନ୍ତି। ଶାରୀରିକ ଅକ୍ଷମତା ସତ୍ତ୍ବେ ସ୍ବାବଲମ୍ବୀ ହୋଇଛନ୍ତି।

Rain
ପୁଣି ଭିଜାଇବ ଲଘୁଚାପ ବର୍ଷା; ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଜି ପାଇଁ ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।