• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Fraudulent brokers, house owner menace on rise
ରାଜଧାନୀରେ ମାତିଛନ୍ତି ବ୍ରୋକର ଦଲାଲ୍, ଘର ଦେବା ନାଁରେ ଠକି ନେଉଛନ୍ତି ଟଙ୍କା

ଘର ଦେବା ନାଁରେ ଠକି ନେଉଛନ୍ତି ଟଙ୍କା । ଅନଲାଇନ ହେଉ କି ଅଫଲାଇନ୍ ସବୁଠି ଦଲାଲ ସକ୍ରିୟ । ଘର ଖୋଜି ଖୋଜି ଠକଙ୍କ ହାବୁଡ଼ରେ ପଡୁଛନ୍ତି ।

Odisha allows beach shacks
ଶଙ୍ଖକ୍ଷେତ୍ରରୁ ମଦ ବିରୋଧୀ ଶଙ୍ଖନାଦ, ବେଳାଭୂମିରେ ମଦ କୁଡ଼ିଆ ନିଷ୍ପତ୍ତିକୁ ବିରୋଧ

ପୁରୀ ବେଳାଭୂମିରେ ଖୋଲାରେ ଛୋଟ ଦୋକାନ କରି ମଦ ବିକ୍ରି ହେବ । ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସି ମାଧ୍ୟମରେ ମଦ କୁଟୀର ବସାଇବାକୁ ଯୋଜନା କରିଛନ୍ତି ସରକାର । ମହୋଦଧୀ ତଟରେ ମଦର ବନ୍ୟାକୁ ବୁଦ୍ଧିଜୀବୀ, ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ନିନ୍ଦା ।

Rekha had no problem with having physical relations before marriage
କୌଣସି ମହିଳା ଶାରିରୀକ ସମ୍ପର୍କ ବିନା ପୁରୁଷର ନିକଟତର ହୋଇପାରିବେ ନାହିଁ: ରେଖା

ଅଭିନେତ୍ରୀ ରେଖା ତାଙ୍କ ଖୁଲମଖୁଲା ମତ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ଆଜିକାଲି ଅଭିନେତ୍ରୀମାନେ ନିଜ ବ୍ୟକ୍ତିଗତ ଜୀବନ ସହ ଜଡିତ ଯେଉଁ କଥାକୁ କହିବାକୁ ପଛଘୁଞ୍ଚା ଦିଅନ୍ତି ରେଖା କିନ୍ତୁ ଏହାକୁ ଖୋଲାଖୋଲି କହିବାରେ ସଙ୍କୋଚ କରନ୍ତି ନାହିଁ।

Old age pension
ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦୁଇ ବର୍ଷରେ ବୟସ ବଢ଼ିଲା ୧୦ ବର୍ଷ

ଅଯୋଗ୍ୟଙ୍କୁ ମିଳୁଛି ଭତ୍ତା, ଯୋଗ୍ୟ ପଡ଼ିଛନ୍ତି ବାଦ୍ । କେନ୍ଦ୍ରାପଡ଼ା ଆଳି ବ୍ଲକ ଅର୍ଗଳ ପଞ୍ଚାୟତରୁ ଆସିଛି ବାର୍ଦ୍ଧକ୍ୟ ଭତ୍ତାରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ।

Polavaram project
ପୋଲାଭରମ ପ୍ରକଳ୍ପ ରାଜ୍ୟର କ୍ଷତି କରିବ: ବିଜେଡି

ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନାଗିରି ଜିଲ୍ଲାର ଶହ ଶହ ଗାଁ ପ୍ରଭାବିତ ହେବ । ଅଞ୍ଚଳରେ ଜୀବନ ଜୀବିକା ଉଜୁଡିଯିବ କହିଛି ବିଜେଡି । ଆରମ୍ଭରୁ ବିଜେଡି ବିରୋଧ କରିବାର ଥିଲା କହିଲା ବିଜେପି । ଗୋଟିଏ ପଞ୍ଚାୟତ ପ୍ରଭାବିତ ହେବ କହିଲେ ବିଜେପି ବିଧାୟକ ।

 Seawater
‘ସମୁଦ୍ରର ଲୁଣି ପାଣିରୁ ବାହାରିବ ପିଇବା ପାଣି’

ମନ୍ତ୍ରୀ କହିଛନ୍ତି ସମୁଦ୍ର ପାଣିକୁ ପାନୀୟ ଉପଯୋଗୀ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ପ୍ରଥମେ ଲୁଣି ପାଣିକୁ ପରୀକ୍ଷା କରାଯିବା ପରେ ଏନେଇ ନିଷ୍ପତ୍ତି ନିଆଯାଇ ପାରିବ।

MP Bhartruhari Mahtab
ଭର୍ତ୍ତୃହରିଙ୍କ ରେଭେନ୍ସା ସମ୍ପାଦକୀୟ; କଡ଼ା ସମାଲୋଚନା କଲା ବିଜେଡି

ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, କଟକ ସାଂସଦ ଜଣେ ଅଭିଜ୍ଞ ସାଂସଦ। ହେଲେ ରେଭେନ୍ସା ନାମ ପରିବର୍ତ୍ତନର ଯଥାର୍ଥତା ଦର୍ଶାଇ ଯେଉଁ ସଂପାଦକୀୟ ଲେଖିଛନ୍ତି ତାହା ଦୁର୍ଭାଗ୍ୟଜନକ । 

Suresh Pujari
ବନ୍ୟାସ୍ଥିତି ସମୀକ୍ଷା; ପର୍ଯ୍ୟାପ୍ତ କ୍ଷତିପୂରଣ ମିଳିବ କହିଲେ ରାଜସ୍ୱ ମନ୍ତ୍ରୀ

ଲଗାଣ ବର୍ଷାରେ ଅଧିକ ପ୍ରଭାବିତ ହୋଇଛି ମାଲକାନଗିରିର କାଳିମେଳା ବ୍ଳକ। ବଣ୍ଡାଘାଟିରେ ଭାଙ୍ଗିଛି ଅନେକ ଘରର କାନ୍ଥ । ପାଣି ଖସୁଥିଲେ ବି ସ୍ଥିତି ଉଦବେଗଜନକ ରହିଛି। 

NTPC Deputy Manager Recruitment Apply for 250 posts
NTPC Recruitment 2024: NTPCରେ ପୂରଣ ହେବ ଡେପୁଟୀ ମ୍ୟାନେଜର୍ ପଦବୀ ; ଦରମା ୨ ଲକ୍ଷ ଟଙ୍କା

NTPCରେ ଚାକିରି ପାଇଁ ଅନେକ ଆଶାୟୀ ଥାଆନ୍ତି। ଆପଣ ଯଦି NTPCରେ ଚାକିରି କରିବା ପାଇଁ ଇଛୁକ ତେବେ ଏହି ଖବର ଆପଣଙ୍କ ପାଇଁ। ଏନେଇ NTPC ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Doctor
ଭରା ପାଣି, ଟ୍ରାକ୍ଟରରେ ଆସିଲେ...ସବୁ ବିପଦକୁ ଏଡ଼ାଇ ରୋଗୀ ଦେଖିଲେ...

ଟ୍ରାକ୍ଟରରେ ଯାଇ ରୋଗୀ ସେବା କଲେ ଡାକ୍ତର। ମାଲକାନଗିରିର ଜଳ ପ୍ରଳୟ ଭିତରୁ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଛି।

Utkal Sammilani demands Bharat Ratna to Madhusudan Das
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଭାରତ ରତ୍ନ ପ୍ରଦାନ ଦାବି

ଦେଶ ପାଇଁ ମଧୁବାବୁଙ୍କ ଅବଦାନ ଅତୁଳନୀୟ। ସଂସଦ ଭବନ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ ଦାବି। ରାଷ୍ଟ୍ରପତିଙ୍କୁ ଭେଟି ଦାବି କଲେ ଉତ୍କଳ ସମ୍ମିଳନୀ ସଭାପତି।

Coach Mahavir Phogat on Vinesh Phogat Joined Congress
କଂଗ୍ରେସରେ ଭିନେଶ ଫୋଗଟ, କୁସ୍ତି କୋଚ୍ ମହାବୀର କହିଲେ..

କୁସ୍ତିରୁ ସନ୍ୟାସ ଘୋଷଣା କରିବା ପରେ ରାଜନୀତି ମୈଦାନକୁ ଏଣ୍ଟ୍ରି କରିଛନ୍ତି କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ସେ ଆଗାମୀ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଝୁଲାନା ଆସନରୁ ଲଢ଼ୁଛନ୍ତି ।

 Declaration of 57 NAC
‘ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବ ସରକାର ୫୭ଟି ଏନଏସି ଘୋଷଣା କରିଥିଲେ’

ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବ ସରକାର ଏନଏସି ଘୋଷଣା କରିଥିଲେ। କିନ୍ତୁ ଏନେଇ କୌଣସି ସରକାରୀ ପ୍ରସ୍ତାବ ନାହିଁ କି ନୂଆ ସରକାରଙ୍କ ହସ୍ତଗତ ହୋଇନାହିଁ।

 Rahul Gandhi
ବିବାଦୀୟ ଭାଷଣ ଦେଇ ପୁଣି ବିବାଦରେ ରାହୁଲ; BJP, RSS ବିରୋଧରେ କଟୁ କଥା କହିଥିବା ଅଭିଯୋଗ

ଆମେରିକାର ବର୍ଜିନିଆରେ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ରାହୁଲ ଗାନ୍ଧି ଉଭୟ ବିଜେପି ଏବଂ ଆରଏସଏସକୁ କଡ଼ା ଭାଷାରେ ସମାଲୋଚନା କରି ବିବାଦକୁ ଆସିଛନ୍ତି ।

Fishermen thrilled with bumper hilsa catch
ଜାଲରେ ପଡ଼ିଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିଶି, ମତ୍ସ୍ୟଜୀବୀଙ୍କ ମୁହଁରେ ହସ

ଦୀଘା ମୁହାଣରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିଶି ମାଛ । ବଙ୍ଗୋପସାଗରରେ ଇଲିଶି ମିଆଁମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ଭାରତ ଉପକୂଳ ମୁହାଁ ହୋଇଛନ୍ତି l

Ranbir kapoor will play lord rama and parashurama in ramayana
‘ରାମାୟଣ’ରେ ଡବଲ ଭୂମିକାରେ ନଜର ଆସିବେ ରଣବୀର କପୁର; ଅମିତାଭଙ୍କ ହେଲା ଏଣ୍ଟ୍ରୀ

ଫିଲ୍ମ ‘ରାମାୟଣ’କୁ ନେଇ ଏକ ନୂତନ ଅପ୍‌ଡେଟ୍ ସାମ୍ନାକୁ ଆସିଛି। ଖବର ଅଛି ଯେ ରଣବୀର କପୁର ‘ରାମାୟଣ’ରେ କେବଳ ରାମ ଭୂମିକାରେ ଅଭିନୟ କରିବେ ନାହିଁ ବରଂ ଅନ୍ୟ ଏକ ଭୂମିକାରେ ମଧ୍ୟ ଅଭିନୟ କରିବେ। ଏହା ବ୍ୟତୀତ ଅମିତାଭ ବଚ୍ଚନ ମଧ୍ୟ ଫିଲ୍ମରେ ଏଣ୍ଟ୍ରୀ କରିଛନ୍ତି।

Protest in OSSSC Office
ପରୀକ୍ଷାରେ ଅନିୟମିତତା ଅଭିଯୋଗ, ତାତିଲେ ପରୀକ୍ଷାର୍ଥୀ; OSSSC ଅଫିସ୍ ଆଗରେ ପ୍ରତିବାଦ

ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ତାତିଲେ ପରୀକ୍ଷାର୍ଥୀ। ଯୋଗ୍ୟ ମେରିଟ ତାଲିକାରୁ ବାଦ୍ ପଡିଥିବା ଶହ ଶହ ପରୀକ୍ଷାର୍ଥୀଙ୍କ ଭୁବନେଶ୍ବରରେ ପ୍ରତିବାଦ । 

Tree Cutting
୨୩ ବର୍ଷରେ କାଟିଛନ୍ତି ୨୬ ଲକ୍ଷରୁ ଅଧିକ ଗଛ, ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା

୨୦୦୦ରୁ ୨୦୨୩ ମଧ୍ୟରେ ୪୮୨ଟି ପ୍ରକଳ୍ପ ପାଇଁ କଟା ଯାଇଛି ଗଛ । ୨୩ ବର୍ଷରେ ୨୬ ଲକ୍ଷ ୭୫ ହଜାର ୧୯୧ଟି ଗଛ କଟା ଯାଇଛି । ସବୁଠୁ ଅଧିକ ବିଦ୍ୟୁତ୍ ଓ ଖଣି ପାଇଁ ଗଛ ବଳି ପଡ଼ିଛି । ଗୃହରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ସୂଚନା ।

BJD VOTE BANK
ବିଜେଡି ଉପରେ ଭାରି ପଡ଼ିବ କି ସୁଭଦ୍ରା, ସିଏମ୍‌-କିଷାନ ଯୋଜନା...

ମହିଳା ଓ କୃଷକମାନେ ବିଜେଡିର ଦୃଢ ଭୋଟ୍‌ବ୍ୟାଙ୍କ୍ ଭାବେ ପରିଗଣିତ ହେଉଥିଲେ । କିନ୍ତୁ ବିଜୁ ଜନତା ଦଳକୁ ଭାରି ପଡି ପାରେ ମୋହନ ମାଝିଙ୍କ ସୁଭଦ୍ରା, ସିଏମ-କିଶାନ ଯୋଜନା ।

Cable Turns Death Trap
ମେଡିକାଲରେ ଅଘଟଣ: ଜୀବନ ନେଲା ହସ୍ପିଟାଲର ବିପର୍ଯ୍ୟସ୍ତ କେବୁଲ ବ୍ୟବସ୍ଥା !

ରୋଗ ଭଲ କରିବାକୁ ହସ୍ପିଟାଲ ଆସିଥିଲେ। ଦିନ କେଇଟାରେ ଭଲ ହୋଇ ଘରୁ ଫେରି ଥାଆନ୍ତେ। କିନ୍ତୁ ସେ କଣ ଜାଣିଥିଲେ ହସ୍ପିଟାଲରେ ବିଛା ହୋଇଥିବା କେବୁଲ ତାର ତାଙ୍କ ଜୀବନ ନେଇଯିବ। 

perfume 'Divorce'
ଇନଷ୍ଟାରେ ଛାଡ଼ପତ୍ର ଦେଲେ; ଏବେ ଲଞ୍ଚ କଲେ ପରଫ୍ୟୁମ ‘ଡିଭୋର୍ସ’

ଏହି ଟିଜର ଏବେ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି। ପୋଷ୍ଟରେ ସେ ଡିଭୋର୍ସ ଶବ୍ଦ ଲେଖାଥିବା ଏକ କଳା ରଂଗର ପରଫ୍ୟୁମ ବୋତଲର ଭିଡିଓ ସେୟାର କରିଛନ୍ତି।

Group Clash in Bolangir
ପଡ଼ୋଶୀଙ୍କ ଗଣ୍ଡଗୋଳ: ରାତି ଅଧରେ ବୁଲିଲା ଖଣ୍ଡା; ଜଣେ ମୃତ, ୨ ଗୁରୁତର...

ବଲାଙ୍ଗିରରେ ଦୁଇ ପଡ଼ୋଶୀଙ୍କ ଭିତରେ ଗଣ୍ଡଗୋଳ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ହୋଇଛନ୍ତି ୨ ଜଣ।

Train Accident Derailment attempt
ଟ୍ରେନ୍ ଦୁର୍ଘଟଣା ପାଇଁ ବଡ଼ ଷଡ଼ଯନ୍ତ୍ର; ୭୦ କେଜିର ସିମେଣ୍ଟ ବ୍ଲକକୁ ଧକ୍କା ଦେଲା ମାଲବାହୀ ରେଳ !

ଗତକାଲି କାଳିନ୍ଦୀ ଏକ୍ସପ୍ରେସ ଆଗରେ ଗ୍ୟାସ ସିଲିଣ୍ଡର ରଖି ଟାର୍ଗେଟ କରାଯାଇଥିଲା। ଏହାର ଦିନେ ପରେ ଆଜି ରାଜସ୍ଥାନ ଆଜମେର୍ ନିକଟ ରେଳ ଧାରଣାରୁ ମିଳିଲା ବଡ଼ ସିମେଣ୍ଟ ବ୍ଲକ।

Gold Price Today
Gold Price Today 10th September 2024: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ କମିଛି । ଜାଣନ୍ତୁ କେତେ...

Mushroom
ଛତୁ ଚାଷ ଦେଇଛି ପରିଚୟ; ଆତ୍ମନିର୍ଭର ହେବା ସହ ରୋଜଗାର ଯୋଗାଉଛନ୍ତି ବିଶିକେସନ

ଛତୁ କିଲୋ ପିଛା ୩୦୦ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ କରିପାରିବା ସହ ଅନ୍ୟ ଦୁଇ ଜଣ କର୍ମଚାରୀଙ୍କୁ ରୋଜଗାର ଦେଇଛନ୍ତି ବିଶିକେଶନ ।