• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Odisha second AIIMS
‘ସମ୍ବଲପୁରରେ ହେବ ରାଜ୍ୟର ଦ୍ବିତୀୟ AIIMS’

ରାଜ୍ୟର ଦ୍ବିତୀୟ AIIMS ସମ୍ବଲପୁରରେ ହେବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Naveen Patnaik
ହୁଗୁଳୁଛି ସଂଗଠନ; ଚିନ୍ତାରେ ନବୀନ ! ୨ ସାଂସଦ ଦଳ ଛାଡ଼ିବା ପରେ ନୂଆ ଷ୍ଟ୍ରାଟେଜି କି ?

ଆସ୍ଥା ହରାଉଛନ୍ତି ଜନ ପ୍ରତିନିଧି ଓ ନେତା। ଦୁଇ ଦୁଇଜଣ ରାଜ୍ୟସଭା ସାଂସଦ ଦଳ ଛାଡିବା ପରେ ନବୀନ ଆପଣାଇଲେ ନୂଆ ଷ୍ଟ୍ରାଟେଜି। ଆଉ ଓହ୍ଲାଇଛନ୍ତି ମଇଦାନକୁ।

Monkeypox
ଭାରତରେ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ, ସୂଚନା ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଭାରତରେ ଜଣେ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ସନ୍ଦେହ। ସ୍ୱାସ୍ଥ୍ୟାବସ୍ଥା ସ୍ଥିର,ସ୍ପଷ୍ଟତା ପାଇଁ ସାମ୍ପଲ୍ ସଂଗ୍ରହ। ଆକ୍ରାନ୍ତ ସନ୍ଦେହ କରାଯାଉଥିବା ଯୁବକ ହସ୍ପିଟାଲରେ ଭର୍ତ୍ତି।

CM Kisan Yojana
CM Kisan Yojana: ଚାଷୀଙ୍କୁ ନୂଆଁଖାଇ ଭେଟି, ମିଳିଲା ସିଏମ୍ କିଷାନ୍ ଟଙ୍କା

ନୂଆଁଖାଇରେ ନୂଆ ଆରମ୍ଭ । କାଳିଆ ବଦଳରେ ସିଏମ୍ କିଷାନ୍ । ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ସହାୟତାର ପ୍ରଥମ କିସ୍ତି ଟଙ୍କା। 

Nuakhai
ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ସମଲେଶ୍ୱରୀ ମନ୍ଦିର ପରିସରରେ ଜମିଲା ସ୍ୱତନ୍ତ୍ର ନୂଆଁଖାଇ ଆସର। ନୂଆଁଖାଇ ଉତ୍ସବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜ୍ୟ ମନ୍ତ୍ରିମଣ୍ଡଳର କିଛି ସଦସ୍ୟ।

Rain Alert
ବଙ୍ଗୋପସାଗରରେ ବଳ ଗୋଟାଉଛି ଅବପାତ, ଭୀଷଣ ବର୍ଷା ନେଇ ୭ଟି ଜିଲ୍ଲାକୁ ରେଡ୍ ଆଲର୍ଟ

୧୧ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା । ଭୀଷଣ ବର୍ଷା ନେଇ ୭ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି । ଗୋପାଳପୁର ଠାରୁ ୨୬୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବରେ ରହିଛି ଅବପାତ ।

Dhenkanal Shame
ଢେଙ୍କାନାଳରେ ଲଜ୍ଜା; ଅସହାୟ ଯୁବତୀଙ୍କୁ ପ୍ରତିଦିନ ରାତିରେ ୬-୭ ଜଣ କରୁଥିଲେ ଗଣଦୁଷ୍କର୍ମ...

ଅସହାୟ ଯୁବତୀଙ୍କୁ ନିୟମିତ ଗଣଦୁଷ୍କର୍ମ ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳର ଘଟଣା ।

Rental Scams in Bhubaneswar
ରାଜଧାନୀରେ ମାତିଛନ୍ତି ହାଉସ୍ ରେଣ୍ଟ ବ୍ରୋକର୍; OLXରେ ଘର ଭଡ଼ା ବିଜ୍ଞାପନ ଦେଇ ଗ୍ରାହକଙ୍କୁ ଠକେଇ...

ରାଜଧାନୀରେ ଘର ଭଡା ଖୋଜୁଛନ୍ତି କି, ସିଧା ମାଲିକଙ୍କୁ ଯୋଗାଯୋଗ କରନ୍ତୁ। ବ୍ରୋକର କି ଦଲାଲଙ୍କ ହାବୁଡ଼ରେ ପଡ଼ିଲେ ମଲ। 

Heavy rain
ଲଗାଣ ବର୍ଷାରେ ବେହାଲ୍ କୋରାପୁଟ; ବୁଡ଼ିଛି ପୋଲ, ଅଣ୍ଟାଏ ପାଣିରେ ଚାଷ ଜମି

୨୪ ଘଣ୍ଟାରେ ଗଭୀର ଅବପାତ, ୭ ଜିଲ୍ଲାକୁ ରେଡ୍ ଆଲର୍ଟ । ଲଗାଣ ବର୍ଷାରେ ବେହାଲ୍ କୋରାପୁଟ । କୁନ୍ଦ୍ରା ଓ ବୈପାରୀଗୁଡା ବ୍ଲକ୍ ପ୍ରଭାବିତ । ବୁଡ଼ିଛି ପୋଲ, ଅଣ୍ଟାଏ ପାଣିରେ ଚାଷ ଜମି ।

Puri Srimandir
ସ୍ମାର୍ଟ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର, ଭିଡ଼ ନିୟନ୍ତ୍ରଣ ପାଇଁ ଲାଗିବ AI 

CCTV ବା ଥାର୍ଡ ଆଇ କଭରରେ ରହିବ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାର୍ଶ । ଟ୍ରାଫିକ୍, ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣକୁ ଗୁରୁତ୍ବ । ସନ୍ଦିଗ୍ଧଙ୍କ ଗତିବିଧି ଉପରେ ରହିବ ନଜର ।

OCA includes Yogasana in 2026 Asian Games
ଏସିଆନ ଗେମ୍ସରେ ସାମିଲ ହେଲା ଯୋଗାସନ

ଏସୀୟ କ୍ରୀଡାରେ ସାମିଲ ହେଲା ଯୋଗାସନ। ଜାପାନର ନାଗୋୟା ଐଚିରେ ଅନୁଷ୍ଠିତ ହେବ ୨୦୨୬ ଏସିଆନ ଗେମ୍ସ ।

Indian Navy Recruitment 2024  Apply for Medical Assistance posts
Indian Navy Recruitment 2024: ଭାରତୀୟ ନୌସେନା ବାହାରିଲା ଚାକିରି; ଦ୍ୱାଦଶ ପିଲା କରିବେ ଆବେଦନ

ଭାରତର ଅନେକ ଯୁବକଙ୍କ ସ୍ୱପ୍ନ ଥାଏ ପ୍ରତିରକ୍ଷା ବିଭାଗରେ ଚାକିରି କରିବା ପାଇଁ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତେବେ ଭାରତୀୟ ନୌସେନା(Indian Navy) ଏହି ସୁଯୋଗ ନେଇ ଆସିଛି।

Andhra Pradesh Flood
ବନ୍ୟା ସ୍ଥିତିରେ ଆସିନି ସୁଧାର, ଅବପାତ ପ୍ରଭାବରେ ଆନ୍ଧ୍ରରେ ପୁଣି ପ୍ରବଳ ବର୍ଷା

ଆନ୍ଧ୍ର ପ୍ରଦେଶରେ ଡିପ୍ରେସନ ପ୍ରଭାବରେ ପ୍ରବଳ ବର୍ଷା । ୪୮ ଘଣ୍ଟା ପାଇଁ ୱାର୍ଣ୍ଣିଂ ଜାରି । ତଳିଆ ଅଞ୍ଚଳର ଲୋକେ ସତର୍କ ରହିବାକୁ ପରାମର୍ଶ ।

Kargil War
କାର୍ଗିଲ ଯୁଦ୍ଧ: ୨୫ ବର୍ଷ ପରେ ସତ ମାନିଲା ପାକିସ୍ତାନ, ନିଜ ଦେଶ ସୈନିକଙ୍କ ମୃତ୍ୟୁର କଲା ସ୍ବୀକାର

ପାକିସ୍ତାନ ସେନା ମୁଖ୍ୟ ଜେନେରାଲ୍ ଅସୀମ ମୁନିର ପ୍ରତିରକ୍ଷା ଦିବସ ପାଳନ ଅବସରରେ କାର୍ଗିଲ ଯୁଦ୍ଧରେ ସୈନିକଙ୍କ ମୃତ୍ୟୁ ହୋଇଥିବା ମାନିଛନ୍ତି ।

Gold Smuggling Case
ଅଭିଯୋଗ କଲେ ବିଧାୟକ, ସୁନା ଚୋରାଚାଲାଣ ଅଭିଯୋଗରେ IPS ଅଫିସର ସସପେଣ୍ଡ୍

କେରଳର ମୁଡୁକ୍କନିରେ ୨୦୧୫ ବ୍ୟାଚର ଆଇପିଏସ ଅଫିସର ଏସ୍ ସୁଜିତ ଦାସଙ୍କର ଘର । ସରକାରୀ ସ୍କୁଲରେ ଶିକ୍ଷା ପରେ ବିଟେକ୍ ଗ୍ରାଜୁଏଟରୁ ବନିଥିଲେ ଆଇପିଏସ୍ ।

Flood
ଲଗାଣ ବର୍ଷାରେ ବେହାଲ କୋରାପୁଟ, ବଢୁଛି କୋଲାବ ନଦୀର ଜଳସ୍ତର

ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୋଲାବ ନଦୀ ଫୁଲୁଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି । କୋଲାବ ନଦୀରେ ଦୀଗାପୁର ଠାରେ ଥିବା ବ୍ରିଜ୍ ଉପରେ ଚାଲୁଛି ପାଣି ।

TMC MP
ଦିଦିଙ୍କୁ ବଡ଼ ଝଟକା, ଇସ୍ତଫା ଦେଲେ TMC ସାଂସଦ ଜୱାହାର ସରକାର

ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ପତ୍ର ଲେଖି ଇସ୍ତଫା ବିଷୟରେ ଅବଗତ କରିବା ସହ ରାଜନୀତିରୁ ମଧ୍ୟ ସନ୍ନ୍ୟାସ ନେବା କଥା ଉଲ୍ଲେଖ କରିଛନ୍ତି ।

drowning
ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ପୋଖରୀରେ ବୁଡ଼ି ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର

ଗଣେଶ ଭସାଣ ବେଳେ ଅଘଟଣ । ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ଘଟିଛି ଅଭାବନୀୟ ଘଟଣା।

Malayalam actor vinayakan arrested misbehaving with passengers at Hyderabad airport
ଫିଲ୍ମର ଭିଲେନ୍ ସାଜିଲେ ବାସ୍ତବ ଭିଲେନ୍; ବିମାନବନ୍ଦରରେ ହଙ୍ଗାମା କରି ଗିରଫ ହେଲେ

ରିଲ୍‌ ଲାଇଫ୍‌ର ଖଳନାୟକ ସାଜିଲେ ରିଏଲ୍ ଲାଇଫ୍‌ ଖଳନାୟକ। ହାଇଦ୍ରାବାଦର ଶମଶାବାଦ୍ ବିମାନବନ୍ଦରରେ ମାଲାୟାଲମ୍ ଅଭିନେତା ବିନାୟକନଙ୍କୁ ଗିରଫ କରାଯାଇଛି। ରଜନୀକାନ୍ତଙ୍କ ଫିଲ୍ମ 'ଜେଲର'ରେ ଭୟଙ୍କର ଭିଲେନ୍‌ ଭୂମିକାରେ ଅଭିନୟ କରି ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବିନାୟକନ।

Navdeep Singh
ପ୍ୟାରିସ ପାରାଲିମ୍ପିକ୍ସ: ଜାଭେଲିନରେ ଗୋଲ୍ଡକୁ ବଦଳିଲା ନବଦୀପ ସିଂଙ୍କ ସିଲଭର୍ ମେଡାଲ୍

ଜାଭେଲିନରେ ନବଦୀପଙ୍କ ପ୍ରଥମ ପ୍ରୟାସକୁ ଫାଉଲ୍‌ କରାଯାଇଥିଲା । କିନ୍ତୁ ସେ ଦ୍ୱିତୀୟ ପ୍ରୟାସରେ ୪୬.୩୯ ମିଟର ଥ୍ରୋ କରି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ।

Puja Khedkar
ପୂଜା ଖେଡକର୍‌ଙ୍କୁ ଜୋରଦାର୍‌ ଝଟକା; ମଉଜ କରୁଥିଲେ, ଏବେ ଚାକିରିରୁ ବିଦା ହେଲେ

ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କୁ ବଡ଼ ଝଟକା। ପୂଜାଙ୍କୁ ତତ୍କାଳ ଭାବେ ଆଇଏଏସ୍‌ ପଦରୁ ବିଦା କରିଛନ୍ତି କେନ୍ଦ୍ର ସରକାର।

Nuapada MVI
ଗିର‍ଫ ହେଲେ ନୂଆପଡ଼ା MVI, ଗାଡ଼ିରୁ ଜବତ ହୋଇଥିଲା ୧ ଲକ୍ଷ ୩୨ ହଜାର

ନୂଆପଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଗତକାଲି ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

Ajit Doval
ଋଷ-ୟୁକ୍ରେନ୍ ଯୁଦ୍ଧରେ ଶାନ୍ତି ଫେରାଇ ଆଣିବ ଭାରତ, ମସ୍କୋ ଯିବେ ଅଜିତ ଡୋଭାଲ

ଏହି ଦୁଇ ଦେଶରେ ଯୁଦ୍ଧରେ ବିରାମ ଓ ଶାନ୍ତି ଫେରାଇ ଆଣିବାକୁ ଭାରତ ମଧ୍ୟସ୍ତି କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ସପ୍ତାହ ତଳେ ଋଷ ଓ ୟୁକ୍ରେନ୍ ଗସ୍ତରେ ଯାଇଥିଲେ ।

Lucknow Building Collapse |
ଆଖି ପିଛୁଳାକେ ଭୁଶୁଡ଼ି ପଡ଼ିଲା କୋଠା; ଚାଲିଗଲା ୮ଜୀବନ

ଉତ୍ତରପ୍ରଦେଶ ଲକ୍ଷ୍ନୌରେ କୋଠା ଭୁଶୁଡ଼ି ୮ଜଣଙ୍କର ମୃତ୍ୟୁ ହୋଇଛି । ଭଙ୍ଗା କୋଠା ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ରାତିସାରା ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

Goshala
ସବୁଦିନ ଏଠି ଗାଈଙ୍କୁ ଲାଗିହୁଏ ୫୬ ଭୋଗ

ରାଉରକେଲା ସେକ୍ଟର ୧୪ରେ ଥିବା ନନ୍ଦ ଗାଁ । ଏଠାରେ କେବଳ ଗୋଟିଏ ଦିନ ନୁହେଁ, ବର୍ଷ ତମାମ ଏମିତି ଗୋ’ ମାତାଙ୍କ ପାଇଁ ଲାଗି ହୁଏ ୫୬ ଭୋଗ ।