• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Low Pressure
୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୨୩ ତାରିଖ ବେଳକୁ ନେବ ଅବପାତର ରୂପ

ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଦାନା ବାନ୍ଧିବା ସମ୍ଭାବନା ରହିଛି । ଏହାପରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ ଲଘୁଚାପ ।

blast in delhi
CRPF ସ୍କୁଲ ବାହାରେ ଭୟଙ୍କର ବିସ୍ଫୋରଣ, ଧୁଆଁମୟ ହୋଇଗଲା ପୂରା ଅଞ୍ଚଳ

ଏହି ବଡ଼ ଧରଣର ବିସ୍ଫୋରଣ ପରେ ଘଟଣାସ୍ଥଳରେ ଫରେନସିକ ଟିମ୍ ସହ ପହଞ୍ଚି ତନାଘନା କରୁଛି ଦିଲ୍ଲୀ ପୋଲିସ ।

Accident
ଅଟୋକୁ ଧକ୍କା ଦେଲା ବସ୍‌, ୮ ଶିଶୁ ସମେତ ୧୨ ଜଣଙ୍କ ମୃତ୍ୟୁ

ଏକ ସ୍ଲିପର୍‌ କୋଚ୍ ବସ୍‌ ଦ୍ରୁତ ଗତିରେ ଆସି ଏକ ଅଟୋକୁ ଧକ୍କା ଦେଇଥିଲା । ଯାହାଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ, ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି ।

Yahya Sinwar
ନୂଆ ଭିଡିଓ ସେୟାର କଲା IDF, ଆକ୍ରମଣ ପୂର୍ବରୁ ବଙ୍କରରେ ଲୁଚିଥିଲା ସିନୱାର୍‌

ଇସ୍ରାଏଲ ଫୋର୍ସ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି ସିନୱାର ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ଏକ ଅଣ୍ଡରଗ୍ରାଉଣ୍ଡ ବଙ୍କର ଭିତରକୁ ଯାଉଛି ।

Tree Man
କୋରାପୁଟର ଟ୍ରୀ-ମ୍ୟାନ୍‌ କାହ୍ନୁ ସାର, ୧୦ ବର୍ଷରେ ଲଗାଇଲେଣି ୫ ହଜାରରୁ ଅଧିକ ଗଛ

କାହ୍ନୁ ପେଶାରେ ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷକ । ପରିବାର ସହ ବୈପାରୀଗୁଡାରେ ରୁହନ୍ତି । ପରିବେଶ ସଚେତନତା ନେଇ ଗତ ୨୦୧୪ ମସିହାରୁ ‘ପ୍ଲାଣ୍ଟ ଏ ଟ୍ରି ସେଭ୍‌ ଦ ପ୍ଲାନେଟ’ ନାରା ନେଇ ବିଭିନ୍ନ ଗାଁକୁ ଯାଇ ସଚେତନତା ବାର୍ତ୍ତା ବାଣ୍ଟିବା ସହ ବୃକ୍ଷରୋପଣ କରିଥାନ୍ତି ।

Matric Topper
ଟପ୍ପର ଲକ୍ଷ୍ମୀପ୍ରିୟା ସ୍ବପ୍ନ ଦେଖୁଛନ୍ତି, ହେଲେ ଅର୍ଥ ସାଜିଛି ବାଧକ

ଲକ୍ଷ୍ମୀପ୍ରିୟା ଏବେ ଯାଜପୁର NC କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରୀ ଭାବେ ପାଠ ପଢୁଛନ୍ତି । କିନ୍ତୁ ସେଠାରେ ରହିବା, ଖାଇବା ଓ କୋଚିଙ୍ଗ ନେବା ପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କା ନାହିଁ ।

Tiger
ମହାରାଷ୍ଟ୍ରରୁ ଶିମିଳିପାଳ ଆସିବେ ୨ ମହାବଳ ବାଘ

ମହାରାଷ୍ଟ୍ରର ତାଡୋବା ଜଙ୍ଗଲରୁ ଏହି ଦୁଇ ମହାବଳ ବାଘ ଆସିବେ । ଶିମିଳିପାଳର ସ୍ୱତନ୍ତ୍ର ଟିମ୍‌ ତାଡ଼ୋବା ଯାଇ ବାଘ ଚିହ୍ନଟ କରିବା ପରେ ଆଇନ ଅନୁଯାୟୀ ବିଭିନ୍ନ ପ୍ରକ୍ରିୟା କରାଯାଇ ବାଘ ଅଣାଯିବ ।

Suresh Pujari
କେମିତି କାମ କରୁଛନ୍ତି ରାଜସ୍ୱ ଅଧିକାରୀ, ମାର୍କ ଦେବେ ଜନତା

ଅଫିସକୁ ଆସୁଥିବା ଲୋକେ ଅଧିକାରୀଙ୍କୁ ମୋଟ୍ ୧୦ରୁ କେତେ ମାର୍କ ଦେବେ ନିଷ୍ପତ୍ତି ନେବେ। ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟର ମୂଲ୍ୟାଙ୍କନ ଜନତା କରିବେ ।

Heavy Rainfall
ଆସୁଛି ବଡ଼ ବର୍ଷା, କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ବଳ ଗୋଟାଉଛି ଘୂର୍ଣ୍ଣିବଳୟ

ଏହାର ପ୍ରଭାବରେ ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।

Why growing teen child not want to spend time with parents
Parenting Tips: ୧୪ ରୁ ୧୬ ବର୍ଷର ପିଲା ବାପାମାଆଙ୍କ ଠାରୁ ଦୂରେଇ ରୁହନ୍ତି କାହିଁକି; ଏଭଳି ପରିସ୍ଥିତିରେ କ’ଣ କରିବେ….

ପ୍ରାୟତଃ ଦେଖାଯାଏ ଯେ ୧୪ ରୁ ୧୬ ବର୍ଷ ବୟସର ପିଲାମାନେ ବାପାମାଆଙ୍କ ସହିତ ସମୟ ବିତାଇବା ଠାରୁ ଦୂରେଇ ରୁହନ୍ତି। ତେବେ ଆସନ୍ତୁ ଜାଣିବା ଏବଂ ପିଲାମାନଙ୍କର ଏହି ଆଚରଣର କାରଣ କ’ଣ ହୋଇପାରେ।

Panchang
Panchang Today 20th October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ରବିବାର । ଚନ୍ଦ୍ର- ବୃଷ ଅହୋରାତ୍ର ତିଥି- ୩ୟା ପ୍ରାତଃ ୦୬.୪୬ ଗତେ ୪ର୍ଥୀ ରାତ୍ରି ୦୪.୧୭ ଗତେ ୫ମୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦିବା ୦୮.୩୨ ଗତେ ୧ ପାଦ-କୃଷିହାନି-ଭୂମିଦାନ।

Yoga poses to ease your back pain due to injury
Yogasana: ପଡିଯିବାରୁ ଅଣ୍ଟା ଓ ପିଠିରେ ଯନ୍ତ୍ରଣା ହେଉଛି କି… କରନ୍ତୁ ଏହି ଆସନ, ହେଇଯିବ ଭଲ

ଦେଖାଯାଏ ସାଧାରଣତଃ, ଯେଉଁମାନେ ତଳେ ପଡିଯାଆନ୍ତି ସେମାନଙ୍କ ପିଠି ଏବଂ ଅଣ୍ଟାରେ ଗଭୀର ଆଘାତ ଲାଗେ। ତେବେ ଆଘାତ କିମ୍ବା ଅନ୍ୟାନ୍ୟ କାରଣରୁ ଯଦି ପିଠି ଏବଂ ଅଣ୍ଟା ଯନ୍ତ୍ରଣା ହେଉଥାଏ ତେବେ ଏହା ହ୍ରାସ କରିବାରେ କିଛି ଯୋଗାସନ ଖୁବ ପ୍ରଭାବଶାଳୀ ହୋଇଥାଏ।

Prabasi Bharatiya Dibas
ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ଦିବସ, ଯୋଗଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଏହି ୩ ଦିବସୀୟ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀ।

Cyclonic Circulation
ବାତ୍ୟା ଛୁଇଁବ କି ଓଡ଼ିଶା ଉପକୂଳ ? ବିଦେଶୀ ମଡେଲର ଫରକାଷ୍ଟକୁ ନେଇ ବଢିଲା ଚର୍ଚ୍ଚା

ନାନା ଶଙ୍କା ଆଉ ନାନା ଚର୍ଚ୍ଚା ଭିତରେ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ଭାସମାନ ମେଘ ଖଣ୍ଡ ବଢ଼ାଇଲାଣି ଆଶଙ୍କା। କାରଣ ଏଠାକାର ବାୟୁମଣ୍ଡଳର ଉପରି ଭାଗରେ ୫.୮ କିଲୋମିଟର ଯାଏଁ ବ୍ୟାପିଛି ଘୁର୍ଣ୍ଣିବଳୟ। 

Investor Meet
ମୁମ୍ବାଇରେ ବି ଚମକିଲା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଭିଜନ୍, ଇନଭେଷ୍ଟର୍ସଙ୍କ ସହ ରୋଡ୍ ସୋ’ କଲେ ରାଜ୍ୟ ସରକାର

ଦିଲ୍ଲୀ ପରେ ମୁମ୍ବାଇରେ ବି ଚମକିଲା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଭିଜନ୍। ବଡ଼ ଶିଳ୍ପସଂସ୍ଥା ମୁଖିଆଙ୍କୁ ଭେଟି ୱାନ ଟୁ ୱାନ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ, ତାସହ ୩ ଶହ ନିବେଶକଙ୍କ ଆଗରେ ସଫଳତାର ସହ ରୋଡ୍ ସୋ ବି କଲେ ରାଜ୍ୟ ସରକାର।

BJD
ବିଜେଡିରେ ଥମୁନି ବରିଷ୍ଠଙ୍କ ବୟାନବାଜି, ନିର୍ବାଚନ ପରିଚାଳନାକୁ ନେଇ ଜଣଙ୍କ ପରେ ଜଣଙ୍କ ଟାର୍ଗେଟ୍

ଲମ୍ବୁଛି ବିଜେଡିର ବରିଷ୍ଠ ନେତାଙ୍କ ବୟାନବାଜି। ପରାଜୟର କାରଣ ବଖାଣି ଖୋଲାଖୋଲି ବିସ୍ଫୋରଣ କରୁଛନ୍ତି, ଦଳପତିଙ୍କୁ ଅବଗତ ବି କରୁଛନ୍ତି। ହେଲେ ଏଯାଏଁ ବୁଝାପଡୁନି ଦଳକୁ ସଂଗଠିତ କରିବାକୁ ନବୀନଙ୍କ ଯୋଜନା କଣ। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ବି ତୀବ୍ର ହେଉଛି।

Purnima Das
ଝାଡ଼ଖଣ୍ଡ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଷଢ଼େଇକଳାରୁ ଲଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା ପୋଟକାରୁ ଲଢିବେ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୁ ପୂର୍ଣ୍ଣିମା ଦାସ ସାହୁଙ୍କୁ ଜାମସେଦପୁର ଇଷ୍ଟରୁ ପ୍ରାର୍ଥୀ କରାଯାଇଛି ।

Bikasit Gaan Bikasit Odisha
ନୂଆ ଢାଞ୍ଚାରେ ଆସୁଛି ‘ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା’; ନିର୍ବାଚିତ ପ୍ରତିନିଧିଙ୍କୁ କ୍ଷମତା ସହ ପଲ୍ଲୀସଭାକୁ ମିଳିବ ଗୁରୁତ୍ବ

ଆମ ଓଡ଼ିଶା ନବୀନ ଓଡ଼ିଶାର ଭବିଷ୍ୟତ ନେଇ ନୂଆ ସରକାର ଆରମ୍ଭ ହେବା ପରଠୁ ଲାଗିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। 

Hezbollah Drone Targets
ହିଜବୁଲ୍ଲା ଟାର୍ଗେଟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ବାସଭବନ !

ପିଏମ୍ ବେଞ୍ଜାମିନ୍ ନେତନ୍ୟାହୁଙ୍କ କେସରିୟାରେ ଥିବା ଘର ପାଖରେ ଖସିଲା ମାନବବିହୀନ ଡ୍ରୋନ୍। ଏୟାର ଡିଫେନ୍ସ ସିଷ୍ଟମକୁ ଭେଦି ପ୍ରଧାନମନ୍ତ୍ରୀଙ୍କ ବାସଭବନର କିଛି ଦୂରରେ ଡ୍ରୋନ୍ ଖସିଛି। 

Spa Centre
ବାହାରେ ଲାଗିଛି ସ୍ପା ଏଣ୍ଡ ସେଲୁନ୍ ବୋର୍ଡ; ଭିତରେ ଚାଲୁଥିଲା ସେକ୍ସ ରାକେଟ !

ଜୋର ଜବରଦସ୍ତ ନାବାଳିକାକୁ ଅନୈତିକ କାର୍ଯ୍ୟ କରିବା ପାଇଁ କରାଯାଉଥିଲା କି ବାଧ୍ୟ ? ରାଜଧାନୀର ଏକ ସ୍ପାରୁ ଏଭଳି ଅଭିଯୋଗ ପରେ ପୋଲିସର ରେଡ୍, ଆଉ ତାପରେ ସାମ୍ନାକୁ ଆସିଲା ସ୍ପାର ସତ।

2022 OPSC OAS results
ପ୍ରକାଶ ପାଇଲା OAS ରେଜଲ୍ଟ; ଶ୍ବେତାଶ୍ରୀ ମହାପାତ୍ର ହେଲେ ଟପ୍ପର...

ପ୍ରକାଶ ପାଇଲା ୨୦୨୨ର ଓଏଏସ୍  ରେଜଲ୍ଟ । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ ହୋଇଛନ୍ତି କୃତକାର୍ଯ୍ୟ ।

Prime Minister Narendra Modi
ବୈଜୟନ୍ତଙ୍କ ପୋଷ୍ଟକୁ ରିପୋଷ୍ଟ କଲେ PM; କହିଲେ-ମହିଳାଙ୍କ ଆଶୀର୍ବାଦ ବିକଶିତ ଭାରତ ଗଠନରେ ସହାୟକ ହେବ

ଓଡ଼ିଶାରେ ବିଜେପିର ସଭ୍ୟ ସଂଗ୍ରହ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୂଚନା । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ‘ଏକ୍ସ’ରେ ସୂଚନାକୁ ନେଇ ରିଟ୍ବିଟ୍‌ ।

If your whatsapp account banned how to recover
Technology: Whatsapp ଆକାଉଣ୍ଟ୍ ବ୍ୟାନ୍ ହେଇଗଲା କି… ଜାଣନ୍ତୁ କିପରି କରିବେ ଅନ୍‌ବ୍ୟାନ୍

ବେଳେବେଳେ ଏମିତି ହୁଏ ଯେ, ଭୁଲବଶତଃ Whatsapp ଆକାଉଣ୍ଟ୍ ବ୍ୟାନ୍ ହୋଇଯାଏ। କିନ୍ତୁ ଏହି କାରଣରୁ ବ୍ୟସ୍ତ ହେବା ଦରକାର ନାହିଁ କାରଣ ଏଠାରେ ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯଦି ଆପଣଙ୍କର Whatsapp ଆକାଉଣ୍ଟ ସହିତ ଏମିତି ହୁଏ ତେବେ ଆପଣ କ’ଣ କରିବା ଉଚିତ।

Honey will prevent diabetes
ମଧୁମେହ ଏବଂ କୋଲେଷ୍ଟ୍ରଲ ପାଇଁ ରାମବାଣ ମହୁ,ଏପରି କରନ୍ତୁ ବ୍ୟବହାର

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ମହୁ । ଅନେକ ରୋଗ ପାଇଁ ମହୁ ବ୍ୟବହାର କରାଯାଇଥାଏ । ଏଥିରେ ପ୍ରୋଟିନ୍, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-କର୍କିନୋଜେନିକ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ । ମହୁରେ ଥିବା ପୋଷକ ତତ୍ତ୍ୱ ମଧୁମେହ ଏବଂ କୋଲେଷ୍ଟ୍ରଲକୁ ମଧ୍ୟ ରକ୍ଷା କରିଥାଏ ।ତେବେ ମହୁକୁ କିପରି ଖାଇବା ଉଚିତ୍ ଆସନ୍ତୁ ଜାଣିବା ।

Statue of Bhajan Samrat Bhikari Bal
ଭଜନ ସମ୍ରାଟଙ୍କ ପ୍ରତି ଅସମ୍ମାନ ! ଜରି ପାଲରେ ଘୋଡ଼େଇ ରଖାଯାଇଛି ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ

ଭଜନ ସମ୍ରାଟଙ୍କ ପ୍ରତି ଅସମ୍ମାନ ! ସିଏମସିର ଅଳିଆ ଆବର୍ଜନା ରହୁଥିବା ସ୍ଥାନରେ ପଡ଼ି ରହିଛି ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି।