ପ୍ରତ୍ୟେକ ଓଡ଼ିଆ କୁଆଁରୀ ଝିଅମାନେ ଭାଇଙ୍କ ଶୁଭ ମନାସୀ ମା’ ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି। ଓଡିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ। ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ପଡିଥାଏ। ସାତ ସାଧବ ଭାଇଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ କହେ ଏହି ଖୁଦୁରୁକୁଣୀ ଓଷା। ଆସନ୍ତୁ ଜାଣିବା ପୂରା କାହାଣୀ।
ପୂର୍ବରୁ କାରଖାନାରୁ ବାହାରୁଥିବା ଦୁର୍ଗନ୍ଧ ଧୂଳିଧୂଆଁ ଅଞ୍ଚଳବାସୀଙ୍କୁ ଅସହ୍ୟ କରୁଥିଲା । ହେଲେ ଏବେ କାରଖାନାରୁ ନିଷ୍କାସିତ ରାସାୟନିକ ପାଣି ସବୁ ଉଜାଡ଼ି ଦେଉଛି ।
ଉତ୍କଟ ମରୁଡ଼ିର ସାମନା କରୁଛି ଆଫ୍ରିକା। ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ। ଦେଶରେ ଖାଦ୍ୟ ଭଣ୍ଡାର ସରି ଆସିଲାଣି। ଏପରି ସ୍ଥିତିରେ ଦୁର୍ଭିକ୍ଷ ପ୍ରପୀଡ଼ିତ ଆଫ୍ରିକାକୁ ସହାୟତାର ହାତ ବଢାଇଛି ଭାରତ।
ପ୍ରତିବର୍ଷ ୮ ସେପ୍ଟେମ୍ବରରେ ପାଳନ କରାଯାଉଥିବା ‘ଆନ୍ତର୍ଜାତୀୟ ସାକ୍ଷରତା ଦିବସ’ ହେଉଛି ବ୍ୟକ୍ତିଗତ ବିକାଶ, ସାମାଜିକ ବିକାଶ ତଥା ଦେଶ ତଥା ବିଶ୍ୱର ଆର୍ଥିକ ପ୍ରଗତିର ଗୁରୁତ୍ୱକୁ ଦର୍ଶାଇବା ପାଇଁ ଏକ ବିଶ୍ୱସ୍ତରୀୟ ପଦକ୍ଷେପ। ସାକ୍ଷରତା କେବଳ ଏକ ମୌଳିକ ଅଧିକାର ନୁହେଁ ବରଂ ଦାରିଦ୍ର ତଥା ଅସମାନତାର ଚକ୍ରକୁ ଭାଙ୍ଗିବା ପାଇଁ ଏକ ଶକ୍ତିଶାଳୀ ଉପକରଣ।
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୮ତାରିଖ ରବିବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ତୁହିନକାନ୍ତ ପାଣ୍ଡେ ହେଲେ ନୂଆ କେନ୍ଦ୍ର ଅର୍ଥ ସଚିବ। ବରିଷ୍ଠ IAS ଅଧିକାରୀ ତୁହିନକାନ୍ତ ପାଣ୍ଡେଙ୍କୁ କେନ୍ଦ୍ର ଅର୍ଥ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର।
ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି। ଆଜି ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା।
ସମ୍ବଲପୁରରେ ମାଆ ସମଲେଶ୍ବରୀଙ୍କ ପାଖରେ ଓ ବଲାଙ୍ଗିରର ମାଆ ପାଟଣେଶ୍ବରୀଙ୍କ ପାଖରେ ନୂଆ ଖାଦ୍ୟ ଲାଗି କରାଯିବ। ପ୍ରଥମେ ପରିବାର ବଡ଼ବଡ଼ୁଆଙ୍କୁ ମୁଣ୍ଡିଆ ମାରି ଆସର ବସିବ।
ଯଦି ପିଲାମାନଙ୍କର ବ୍ୟାକ୍ଗ୍ରାଉଣ୍ଡ୍, ବିଚାର, ଚେହେରା କିମ୍ବା ବ୍ୟକ୍ତିତ୍ୱକୁ ନେଇ କୌଣସି ନକାରାତ୍ମକ ମନ୍ତବ୍ୟ ଦିଆଯାଏ, ତେବେ ସେମାନେ ଗଭୀର ଭାବରେ ପ୍ରଭାବିତ ହୁଅନ୍ତି ଏବଂ ସେମାନଙ୍କର ଆତ୍ମବିଶ୍ୱାସ କମିଯାଏ। ବାପାମାଆଙ୍କର କେତେକ ଭୁଲ୍ ହିଁ ପିଲାମାନଙ୍କ ମନରେ ହୀନଭାବନା ସୃଷ୍ଟି କରେ।
ଅଗ୍ରପୂଜ୍ୟଙ୍କ ଆବାହନ ସହ ଆରମ୍ଭ ହୋଇଛି ପାର୍ବଣ। ଗଜାନନଙ୍କ ପୂଜା ପାଇଁ ସାରା ରାଜ୍ୟ ଉତ୍ସବମୁଖର। ଜଟଣୀ ଓ ତାଳଚେରରେ ମହାଆଡମ୍ବରରେ ଗଣେଶ ପୂଜା ହେଉଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ସାମ୍ନା କଲୋନୀରେ ଲୁଟେରାଙ୍କ ହଲ୍ଲାବୋଲ । ସବୁଠୁ ହାଇ ସିକ୍ୟୁରିଟି ଅଞ୍ଚଳରୁ ଲୁଟି ନେଲେ । ପୋଲିସ ଘରେ କଳାକନା ବୁଲାଇଲେ ।
ଆଉ ବେଶି ଦିନ ନୁହେଁ, ଖୁବଶୀଘ୍ର ମହିଳାଙ୍କ ଆକାଉଣ୍ଟଙ୍କୁ ଯିବ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା । ତାପୂର୍ବରୁ ଆଜିଠୁ ରାଜ୍ୟରେ ଗଡ଼ିଛି ସଚେତନତା ରଥ।
ବିକ୍ରି ହେଉଛି ସରକାରୀ ଚାକିରି ! ରାଜ୍ୟରେ ଗ୍ରୁପ୍-ସି ପଦବି ପାଇଁ ପ୍ରାର୍ଥୀ ବାଛୁଥିବା ଓଡ଼ିଶା ଅଧସ୍ଥନ କର୍ମଚାରୀ ଆୟୋଗ ବା ଓ-ଟ୍ରିପିଲ୍ ଏସ୍ ସି ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ।
ଛିଡୁଛି ବିଜେଡି, ବଢୁଛି ବିଜେପି। ସୁଜିତ କୁମାର ଶଙ୍ଖ ଛାଡ଼ି ପଦ୍ମ ଧରିବା ପରେ ଏହି ଚର୍ଚ୍ଚା ବଢିଛି। ବିଜେଡିର ଆଉ କିଛି ସାଂସଦ ଏବେ ସେଇ ଲାଇନରେ ଥିବା ଆଲୋଚନା ହେଉଥିବା ବେଳେ ରାଜନୈତିକ ବୟାନବାଜି ବି ଜୋର୍ ଧରିଛି।
ସୁଜିତଙ୍କ ବିସ୍ଫୋରକ ବୟାନ ପରେ କଳାହାଣ୍ଡି ରାଜନୀତିରେ ହଲଚଲ । ସୁଜିତ ଆଣିଥିବା ଅଭିଯୋଗର ତଦନ୍ତ ଦାବି କଲା ବିଜେପି । ବିଜେଡିର ଜବାବ, ପ୍ରମାଣ ଦିଅନ୍ତୁ ସୁଜିତ୍ ।
ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଚାଲିଛି ମାଟି ପରୀକ୍ଷଣ। ୪୦ ମିଟର ଗଭୀରରୁ ମାଟି ଆଣି କରାଯାଉଛି ପରୀକ୍ଷା।
ପରମେଶ୍ୱର ଖେମୁଣ୍ଡି ଓ ସୁକାନ୍ତି ଦାସଙ୍କ ତିନି ମାସର ପୁଅ ଗତ ୩ ତାରିଖରେ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା। ପୋଲିସର ତଦନ୍ତ ପରେ ଯାହା ଜଣାପଡ଼ିଲା ତାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି ।
ବିଜେଡିର ବହୁ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି । ବିଜେଡିର ଅଧିକାଂଶ ନେତା ଓ କର୍ମୀ ଦଳର ଏକଛତ୍ରବାଦ ଶାସନରେ ଅସନ୍ତୁଷ୍ଟ । ବିଜେଡି ନେତାମାନେ ଦଳ ଛାଡିବା ପ୍ରସଙ୍ଗରେ ଏଭଳି କହିଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ ।
ଯଦି ଜଣେ ବିଦେଶୀ ଭାରତକୁ ଏକ ବିକଶିତ ଦେଶ ସହିତ ତୁଳନା କରେ ଏବଂ ଏହାକୁ ଉନ୍ନତ ବୋଲି କୁହେ ତେବେ କୋଉ ଭାରତୀୟ ବା ଗର୍ବ ନ କରିବ। ବର୍ତ୍ତମାନ ସେମିତି ଏକ ଭିଡିଓ ଭାଇରାଲ୍ ହେଉଛି।
ଆଜି ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ। ଆମେ ଭଗବାନ ଗଣେଶଙ୍କ ସମ୍ପର୍କିତ କିଛି ସ୍ୱତନ୍ତ୍ର ତଥ୍ୟ ଆପଣଙ୍କୁ ଦେବାକୁ ଯାଉଛୁ। ସାକ୍ଷୀଗୋପାଳ ମନ୍ଦିରରେ କେଉଁ କେଉଁ ନାମରେ ଓ କେତେ ଗୋଟି ଗଣେଶ ବିଗ୍ରହଣଙ୍କୁ ପୂଜାର୍ଚ୍ଚନା କରାଯାଏ?
ପାରା ଅଲିମ୍ପିକ୍ସରେ ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ। ୬ଟି ସ୍ୱର୍ଣ୍ଣ,୯ଟି ରୌପ୍ୟ ଓ ୧୨ଟି କାଂସ୍ୟ ସହିତ ମୋଟ ୨୭ ପଦକ ଜିତିସାରିଲେଣି ଭାରତୀୟ ଆଥଲେଟ୍ସ ।
ବ୍ୟାଙ୍କରେ ଅଫିସର୍ ହେବାକୁ କିଏ ବା ନ ଚାହେଁ। ଆପଣ ଯଦି ବ୍ୟାଙ୍କରେ ସରକାରୀ କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ସୁଯୋଗ ଆପଣ ପାଇଁ। ଏହି ସୁଯୋଗ ନେଇଆସିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍(SBI)। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତରେ ବ୍ୟାପକ କୁକୁଡ଼ା ମରିଲେ । ଅନେକ କୁକୁଡା ଫାର୍ମରେ ପଡ଼ି ରହିଛି ଶହ ଶହ ମଲା କୁକୁଡ଼ା ।
ପାଦ ଚିପି ଚିପି ନଦୀ ପାର୍ ହୋଇଥାନ୍ତି ଏଠିକାର ଗରିବ ଲୋକେ । ଅସ୍ଥାୟୀ ପୋଲ ପାଲଟିଛି ଏମାନଙ୍କ ପାଇଁ ଜୀବନ ରେଖା । ଜୀବନ ଜିଇବାକୁ ହେଲେ ଏମିତି ସଂଘର୍ଷ ଏମାନଙ୍କ ପାଇଁ ନିତିଦିନିଆ କଥା ପାଲଟିଛି ।