• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Donald Trump
US Election: Donald Trumpଙ୍କୁ ମୋଦି କହିଲେ ‘ହୃଦୟରୁ ବଧାଇ ବନ୍ଧୁ’

ଟ୍ରମ୍ପଙ୍କ ୨ୟ ଇନିଂସରେ ନୂଆ ଶିଖର ଛୁଇଁବ ଭାରତ-ଆମେରିକା ସଂପର୍କ । ବିଶ୍ୱରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ପାଇଁ ମିଳିମିଶି କାମ କରିବା କହିଲେ ମୋଦି ।

Indian Railways
Indian Railways: ନୂଆ ରେକର୍ଡ କଲା ଭାରତୀୟ ରେଳ: ୨୪ ଘଣ୍ଟାରେ ଯାତ୍ରା କଲେ ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡର ଜନସଂଖ୍ୟାଠାରୁ ଅଧିକ ଯାତ୍ରୀ  

୪ ନଭେମ୍ବରରେ ୩ କୋଟିରୁ ଅଧିକ ଯାତ୍ରୀ ଭାରତୀୟ ରେଳ ଦ୍ୱାରା ଯାତ୍ରା କରିଛନ୍ତି । ଯାହା ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡର ମିଳିତ ଜନସଂଖ୍ୟା ସହିତ ସମାନ । ଏଭଳି ବିରଳ ରେକର୍ଡ ସୃଷ୍ଟି କରି ପାରିଛି ଭାରତୀୟ ରେଳ ବିଭାଗ ।

Vigilance Raid In Odisha
Vigilance Raid In Odisha: ଆଖି ତରାଟିଲା ଅଚଳାଚଳ ସମ୍ପତ୍ତି; ରିମୋଟ୍ ସହ ପାସୱାର୍ଡ୍ ପ୍ରୋଟେକ୍ଟେଡ୍ ଘର...

ବାବୁଙ୍କ ଗେଟ୍ ଖୋଲେ ରିମୋଟ୍ ଚିପିଲେ । ବାବୁଙ୍କ ଲକର୍ ଫିଟେ ପାସୱାର୍ଡ ଦେଲେ । ବାଥରୁମରେ ବାବୁ ଗାଧାନ୍ତି ମିନେରାଲ୍ ୱାଟରରେ । ମନ୍ଦିର ଚୂଳ ସହ ନେତ ଦିଶେ ବାବୁଙ୍କ ଦୁଆର ଖୋଲିଲେ। 

Bhubaneswar Metro Rail Project
Bhubaneswar Metro Rail Project: ଟ୍ବିନ୍‌ସିଟି ବାସୀଙ୍କ ପାଇଁ ଖୁସି ଖବର; ୨୦୨୭ ସୁଦ୍ଧା ସରିବ ମେଟ୍ରୋ କାମ, କିଣାଯିବ ୧୩ଟି ଟ୍ରେନ୍

ଆଗାମୀ ୩ ବର୍ଷ ମଧ୍ୟରେ ଗଡ଼ିବ ମେଟ୍ରୋ ଟ୍ରେନ୍। ୨୦୨୭ ସରୁ ସରୁ ସରିଯିବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାମ।

US President Election Result 2024
US President Election Result 2024: ୪ ବର୍ଷ ପରେ ଆମେରିକାରେ ପୁଣି ଚାଲିଲା ଟ୍ରମ୍ପ କାର୍ଡ; ବନ୍ଦ ହେବ କି ଋଷ-ୟୁକ୍ରେନ୍ ଯୁଦ୍ଧ ? 

୪ ବର୍ଷ ପରେ ପୁଣି ରାଷ୍ଟ୍ରପତି ବନିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଡେମୋକ୍ରାଟ୍ ପ୍ରାର୍ଥୀ କମଳା ହାରିସଙ୍କୁ ହରାଇ ବୃହତ୍ ବିଜୟ ହାସଲ କରିଛନ୍ତି ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ। 

Kandhamal Mango Kernel Tragedy
Kandhamal Mango Kernel Tragedy: ଆମ୍ବ ଟାକୁଆ ମୃତ୍ୟୁ ଘଟଣାକୁ ନେଇ ତେଜିଲା ରାଜନୀତି; ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା BJD

ତେବେ ଆରୋପ ଉପରେ ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଚାଉଳ ଆଗୁଆ ଦିଆଯାଇଛି । ତେଣୁ ଚାଉଳ ବିନା ସେମାମେ ଆମ୍ବ ଟାକୁଆ ଖାଇବା ଅଭିଯୋଗ ଭୁଲ ।

Vigilance Raid In Odisha IDCO Manager
Vigilance Raid In Odisha: IDCO Manager ବାବୁଙ୍କ ଅଚଳାଚଳ ସମ୍ପତ୍ତି; ସୁଇଚ୍‌ ଚିପିଲେ ଖୋଲୁଛି କବାଟ, କୋଠାର ମୂଲ୍ୟ ୩ କୋଟି ୨୨ ଲକ୍ଷ...

ଭିଜିଲାନ୍ସ ଜାଲରେ ପଡ଼ିଥିବା କୁବେର ଇଡକୋ ମ୍ୟାନେଜର ବିଜୟ କୁମାର ଉଦୟମ ସିଂଙ୍କ ଅଚଳାଚଳ ସମ୍ପତ୍ତି । ଆଜି ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିବା ପରେ ଭିଜିଲାନ୍ସ ଜବତ ସମ୍ପତ୍ତି ସମ୍ପର୍କରେ ତଥ୍ୟ ରଖିଛି । 

Afro-Asia Cup set to be revived
Afro Asia Cup Cricket 2024: ୧୭ ବର୍ଷ ପରେ ଆରମ୍ଭ ହୋଇପାରେ ଏହି ଟୁର୍ଣ୍ଣାମେଣ୍ଟ, ଏକାଠି ଖେଳିବେ ବିରାଟ-ବାବର ଓ ରୋହିତ-ରିଜୱାନ୍‌ !

ଯଦି ଏହି ଟୁର୍ଣ୍ଣାମେଣ୍ଟ ହୁଏ ତେବେ ବିରାଟ-ବାବର ଓ ରୋହିତ-ରିଜୱାନ୍‌ଙ୍କ ଭଳି ଖେଳାଳି ଗୋଟିଏ ଦଳରେ ଖେଳୁଥିବାର ନଜର ଆସିବେ । ଯାହା କ୍ରିକେଟ ପ୍ରେମୀଙ୍କ ପାଇଁ ବେଶ୍‌ ରୋମାଞ୍ଚକର ହେବ ।

Mo Bus Speed To Be Restricted
Mo Bus Speed To Be Restricted: ସାବାଡ୍ ହେବେ ଅମାନିଆ 'ମୋ ବସ୍‌' ଡ୍ରାଇଭର; ଲାଗିବ ସ୍ପିଡ୍ ଗଭର୍ଣ୍ଣର

ପ୍ରତି 'ମୋ ବସ୍ 'ର ସ୍ପିଡ୍ ୪୦ରୁ କମ୍ ରହିବ। ବେପରୁଆ ଗାଡ଼ି ଚାଳନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। 

Bhubaneswar Metro Rail Project
Bhubaneswar Metro Rail Project: ୨୦୨୭ ସୁଦ୍ଧା ସରିବ ମେଟ୍ରୋ କାମ, ପ୍ରତି ୧୦ ମିନିଟ୍‌ରେ ଲୋକଙ୍କ ପାଖରେ ଟ୍ରେନ୍‌

ମେଟ୍ରୋ ଟ୍ରେନ୍‌ ପ୍ରତି ୧୦ ମିନିଟ ବ୍ୟବଧାନରେ ଚାଲିବ । ସେଥିପାଇଁ ୩ କୋଚ୍‌ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍‌ କିଣିବାକୁ ଯୋଜନା ହୋଇଛି ।

Ambanis Family Pandit
Ambani Wedding Pandit: ଅନନ୍ତ-ରାଧିକାଙ୍କ ବିବାହ କେଉଁ ପଣ୍ତିତ କରିଥିଲେ ? ଜାଣନ୍ତୁ କେତେ ନିଅନ୍ତି Salary...

ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ। କିଏ କରିଥିଲେ ବିବାହ ? ତାଙ୍କ ପାଉଣା କେତେ ? ଜାଣନ୍ତୁ...

Ten useless degrees do not have guarantee jobs
Career Tips For Students: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍

ଯଦି ଆପଣ ଏକ ଡିଗ୍ରୀ ପାଠ୍ୟକ୍ରମରେ ଆଡ୍‌ମିଶନ ନେବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ରିସର୍ଚ୍ଚ କରିବା ପରେ ନିଷ୍ପତ୍ତି ନେବା ଭଲ ହେବ। ବାସ୍ତବରେ, ଏମିତି ଅନେକ ପୁରାତନ ପାଠ୍ୟକ୍ରମ ଅଛି ଯାହାର ମୂଲ୍ୟ ହ୍ରାସ ପାଇଛି ଏବଂ ଆଗାମୀ କିଛି ବର୍ଷ ମଧ୍ୟରେ ଏହା ଶେଷ ହୋଇଯିବ।

Ranbir kapoor sai pallavi yash Ramayana first poster out
Ramayana Movie Release Date: ଆସିଲା ଫିଲ୍ମ 'ରାମାୟଣ'ର ପ୍ରଥମ ଝଲକ; ଏହି ଦିନ ହେବ ପ୍ରଥମ ଭାଗ ରିଲିଜ୍

ଫିଲ୍ମ 'ରାମାୟଣ'ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି ଏବଂ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି। ତେବେ ରଣବୀର କପୁରଙ୍କ 'ରାମାୟଣ' ଦେଖିବାକୁ ଦର୍ଶକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ।

PM Modi Congratulates Trump
US President Election Result 2024: Donald Trump ଙ୍କୁ ବଂଧୁ ସମ୍ବୋଧନ କରି ଶୁଭେଚ୍ଛା ଜଣାଇଲେ PM Narendra Modi; କହିଲେ...

କମଳା ହ୍ୟାରିସଙ୍କୁ ହରାଇ ଜିତିଲେ ଡୋନାଲ୍ଡ ଟ୍ରମ୍ପ। ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବନ୍ଧୁ ସମ୍ବୋଧନ କରି ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

Former Bari MLA Sunanda Das join BJP
Sunanda Das Joins BJP: ବିଜେପିରେ ସାମିଲ ହେଲେ ସୁନନ୍ଦା ଦାସ, ସମର୍ଥକଙ୍କ ସହ ଧରିଲେ ପଦ୍ମ

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସୁନନ୍ଦା ଦାସ ବିଜେପିରେ ସାମିଲ ହୋଇଛନ୍ତି ।

LMV licence holders can drive transport vehicles
Supreme Court On LMV Licence: ଡିଏଲ୍ ନିୟମରେ ବଡ଼ ପରିବର୍ତ୍ତନ; ଲାଇଟ୍ ଲାଇସେନ୍ସରେ ଚଳାଇ ହେବ ଭାରୀ ଯାନ

ଏଣିକି ଲାଇଟ୍ ମୋଟର ଭେହିକିଲ ଲାଇସେନ୍ସ ବା ହାଲୁକା ଯାନ ପାଇଁ ଲାଇସେନ୍ ପାଇଥିବା ଗାଡ଼ି ଚାଳକ ଭାରୀ ଯାନ ବି ଚଳାଇପାରିବେ। ଏଥିପାଇଁ ଆଉ ଅଲଗା ଅଥରାଇଜେସନର ଆବଶ୍ୟକତା ନାହିଁ।

ପାରୋଲରେ ଆସିଲେ, ସ୍ତ୍ରୀ ଓ ପିଲାଙ୍କୁ ମାରିଲେ
Uttar Pradesh Family Murder: ପାରୋଲରେ ଆସିଲେ, ସ୍ତ୍ରୀ ସହ ୩ ପିଲାଙ୍କୁ ମାରିଦେଲେ

ଶୋଇଥିବା ବେଳେ ରାଜେନ୍ଦ୍ର ଗୁପ୍ତା (୫୦) ତାଙ୍କ ପତ୍ନୀ ନୀତୁ ଗୁପ୍ତା (୪୫), ପୁଅ ନଭନେନ୍ଦ୍ର (୨୫), ସୁବେନ୍ଦ୍ର (୧୫) ଓ ଝିଅ ଗୌରାଙ୍ଗୀ (୧୬)ଙ୍କୁ ହତ୍ୟା କରିଥିଲେ ।

ଜିତିଲେ ଟ୍ରମ୍ପ, ଷ୍ଟକ୍‌ ମାର୍କେଟରେ କ’ଣ ପଡ଼ିବ ପ୍ରଭାବ ?
US Election Results 2024: ଜିତିଲେ Donald Trump, ଭାରତୀୟ ସେୟାର ବଜାରରେ କ’ଣ ରହିବ ଏହାର ପ୍ରଭାବ ?

ଗ୍ଲୋବାଲ ବ୍ରୋକରେଜ୍‌ ଫାର୍ମ Emkey Global ଆଶା ରଖିଛି ଯେ ଟ୍ରମ୍ପଙ୍କ ବିଜୟ ସେୟାର ବଜାର ଉପରେ ସକରାତ୍ମକ ପ୍ରଭାବ ପକାଇବ ।

Sharda Sinha Died worked in salman khan bhagyashree blockbuster film
Sharda Sinha Passes Away: ଆଉ ନାହାନ୍ତି ଛଠ୍ ଗାୟିକା ଶାରଦା ସିହ୍ନା; ପାଇଥିଲେ ‘ପଦ୍ମଶ୍ରୀ’ ଏବଂ ‘ପଦ୍ମ ଭୂଷଣ’

ଅନେକ ପ୍ରସିଦ୍ଧ ଛଠ୍ ଗୀତ ଗାଇଥିବା ଗାୟିକା ଶାରଦା ସିହ୍ନାଙ୍କର ଦେହାନ୍ତ ହୋଇଯାଇଛି। ଗାୟିକାଙ୍କ ପୁଅ ଅଂଶୁମାନ ସିହ୍ନା କହିଥିଲେ ଯେ ତାଙ୍କ ମା’ଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଅଛି। ବଲିଉଡ୍‌ରେ ତାଙ୍କ ଗୀତ ମଧ୍ୟ ହିଟ୍ ହୋଇଥିଲା।

Donald Trump
US Presidential Elections 2024: ଟ୍ରମ୍ପ ମାରିଲେ ବାଜି, ପୁଣି ଥରେ ରାଷ୍ଟ୍ରପତି

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ଡୋନାଲ୍ଡ ଟ୍ରମ୍ପ । ଆମେରିକୀୟ ମିଡିଆ ନେଟୱର୍କର ପ୍ରାରମ୍ଭିକ ଫଳାଫଳ ଅନୁସାରେ ପୂର୍ବତନ ରାଷ୍ଟ୍ରପତି ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ ଆଗରେ ରହିଥିଲେ ।

Genetic Disorder
Genetic Disease: ବିରଳ ଜେନେଟିକ୍ ରୋଗରେ ପୀଡ଼ିତ ୬ମାସର ଶିଶୁ, ହୋସ୍ ଉଡ଼ାଇବ Medicine ର ଦାମ୍ !!

ଜୀବନର ଦାମ୍ ୧୬ କୋଟି ଟଙ୍କା ! କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

Sambalpur Fire Mishap
Sambalpur Fire Mishap: ବିଭତ୍ସ, ଭୟଙ୍କର !! ସମ୍ପତ୍ତି ପାଇଁ ଜୀଅନ୍ତା ଜାଳିଦେଲେ

ଘର ଭିତରେ ଶୋଇଥିବା ବେଳେ ଲାଗିଗଲା ନିଆଁ । ମାଆ ଓ ଝିଅ ଜୀବନ୍ତ ଦଗ୍‌ଧ ।

Saudi Arabian desert
Saudi Arabian desert: ଇତିହାସରେ ପ୍ରଥମ !! ମରୁଭୂମିରେ ତୁଷାରପାତ

ଜଳବାୟୁ ପରିବର୍ତ୍ତନର ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି । ବର୍ତ୍ତମାନର ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ମଣିଷ ପାଇଁ ଏକ ବିରାଟ ସମସ୍ୟା ରୂପେ ଉଭା ହୋଇଛି ।

The story of the union and separation of a heavenly nymph and a mortal king
Mahabharat Story: ସ୍ୱର୍ଗର ଅପ୍ସରୀ ଓ ଜଣେ ମର୍ତ୍ତ୍ୟ ଲୋକର ରାଜାଙ୍କ ମିଳନ ଓ ବିଛେଦର କାହାଣୀ

ଆଜି ଜାଣିବା ସ୍ୱର୍ଗର ଅପ୍ସରୀ ଉର୍ବଶୀ କାହିଁକି ଆସିଥିଲେ ପୃଥିବୀକୁ ଓ କଣ ପାଇଁ ସେ ସବୁବେଳେ ମେଣ୍ଢା ଛୁଆ ଗୋଟେ ସାଙ୍ଗରେ ରଖୁଥିଲେ ଏବଂ କେମିତି ରାଜା ପୁରୁ୍ରବା ପ୍ରେମପାଇଁ ଶେଷକୁ ଗନ୍ଧର୍ବ ହେଲେ ।

Elephant
Elephants In Odisha: ଗଜରାଜଙ୍କ ପାଇଁ ନାହିଁ ପର୍ଯ୍ୟାପ୍ତ ଜାଗା, ଓଡ଼ିଶା ଜଙ୍ଗଲରେ କ୍ଷମତାଠାରୁ ଅଧିକ

ହାତୀଙ୍କ ପାଇଁ ଛୋଟ ପଡ଼ିଲାଣି ଓଡ଼ିଶା । ଆମର ଏଠି ଜଙ୍ଗଲର କ୍ଷମତାଠୁ ବାସ କରୁଛନ୍ତି ୪୦୦ ଅଧିକ ହାତୀ ।