• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

The Border-Gavaskar Trophy will be the acid test for Gautam Gambhir
Sports: ଗୌତମ ଗମ୍ଭୀରଙ୍କ ପାଇଁ ଏସିଡ୍ ଟେଷ୍ଟ ହେବ ବର୍ଡର-ଗାଭାସ୍କର ଟ୍ରଫି

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ କ୍ଲିନ୍ ସୁଇପ୍ ହୋଇଛି ଟିମ୍ ଇଣ୍ଡିଆ । ଏହାପରେ ଡବ୍ଲ୍ୟୁଟିସିରେ ଭାରତର କ୍ରମାଗତ ତୃତୀୟ ଥର ଫାଇନାଲ୍‌ରେ ପ୍ରବେଶ ଉପରେ ଲାଗିଯାଇଛି ପ୍ରଶ୍ନଚିହ୍ନ । ଅଧିନାୟକ ରୋହିତ ଶର୍ମାଙ୍କ ସହ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ବି ହୋଇଛନ୍ତି କଡ଼ା ସମାଲୋଚନାର ଶରବ୍ୟ । ଏବେ ଗମ୍ଭୀରଙ୍କ ପାଇଁ ଏସିଡ୍ ଟେଷ୍ଟ ହେବ ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ।

international day for preventing environmental exploitation during armed conflict
Environment in War and Armed Conflict: ଯୁଦ୍ଧ ଯୋଗୁଁ ନଷ୍ଟ ହେଉଛି ପର୍ଯ୍ୟାବରଣ; ରୋକିବାରେ କ’ଣ ହେବ ଆପଣଙ୍କ ଭୂମିକା

ଯୁଦ୍ଧ ସମୟରେ ଏହା ଦୂଷିତ ଜଳ, ଜଙ୍ଗଲ ଜାଳିବା, ପଶୁମାନଙ୍କୁ ମାରିବା ଇତ୍ୟାଦି ପରିବେଶକୁ ପ୍ରଭାବିତ କରିଥାଏ। ଏହାକୁ ଏଡାଇବା ପାଇଁ ଆପଣ କି ପଦକ୍ଷେପ ନେବେ ଜାଣନ୍ତୁ।

US Election
US Presidential Elections 2024: କିଏ ମାରିବ ବାଜି ? ପ୍ରଥମ ମହିଳା ରାଷ୍ଟ୍ରପତି ନା ଅବ କି ବାର୍ ଟ୍ରମ୍ପ ସରକାର ?

କିଏ ଯିବେ ହ୍ୱାଇଟ ହାଉସ । ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ବଢୁଛି ଉତ୍କଣ୍ଠା ।

Panchang
Panchang Today 6th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Disadvantages of modern dating trends know its emotional impact
Relationship Tips: ଏଭଳି ସଂପର୍କ କେବଳ ଫ୍ଲର୍ଟିଂ ଆଉ ଟାଇମ୍ ପାସ୍; ଜାଣିବା ପାଇଁ ଟିପ୍ସ

ଅନେକ ଯୋଡି ପରସ୍ପର ସହ କଥାବାର୍ତ୍ତା କରିବା କିମ୍ବା ଏକାଠି ସମୟ ବିତାଇବା ପରିବର୍ତ୍ତେ ଟେକ୍ସଟ୍ ଉପରେ ସମ୍ପର୍କ ବଜାୟ ରଖିବା ଆରମ୍ଭ କରିଛନ୍ତି। ଏହାକୁ “ଟେକ୍ସଟେସନ୍‌ସିପ୍” କୁହାଯାଏ। ଏପରି ପରିସ୍ଥିତିରେ, ଲୋକମାନେ ପ୍ରାୟତଃ ଭାବପ୍ରବଣ ହୋଇ ଫସି ରହିଥିବାର ଅନୁଭବ କରନ୍ତି। ଆସନ୍ତୁ ଏହାର ଲକ୍ଷଣଗୁଡିକ ଜାଣିବା।

CM MOHAN MAJHI
Ration Card: ହିତାଧିକାରୀଙ୍କୁ ମିଳିବ ୩ ମାସର ଆଗୁଆ ଚାଉଳ

ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଆଗୁଆ ଚାଉଳ ପାଇଁ ନିର୍ଦ୍ଦେଶ ।

Meghanad Prachir
Cracks spotted on Meghanada Prachir: ASI ସବୁ ଜାଣିଛି କହିଲେ ଅରବିନ୍ଦ

ପ୍ରାଥମିକ ଭାବେ ଶିଉଳି ଛଡ଼ା, ପାଣି ଝରିବା ବନ୍ଦ ପଦକ୍ଷେପ ନିଆଯାଇଛି । ଆନନ୍ଦବଜାରର ଡ୍ରେନେଜ ବ୍ୟବସ୍ଥା ସୁଧାରିବାକୁ ଉଦ୍ୟମ କରିଛୁ ।

ISKON Ratha Jatra
ISKON Ratha Jatra: ଜିଦ୍‌ ଛାଡ଼ିଲା, ରଥଯାତ୍ରା ନକରି ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରିବ ସଂସ୍ଥା

ପ୍ରେସ ରିଲିଜ୍ ଜରିଆରେ ଇସ୍କନ ପରିଚାଳନା ପରିଷଦର ସୂଚନା । ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଗଜପତି ମହାରାଜା ।

Nudity in Jatra
Obscenity in Jatra: ଯାତ୍ରାରେ ଅଙ୍ଗ ପ୍ରଦର୍ଶନ; କିଏ ଦେଉଛି ପ୍ରଶ୍ରୟ, ମାଲିକ ନା କମିଟି ?

ଯାତ୍ରାରେ ଅଶ୍ଳୀଳତାକୁ ନେଇ ଯାତ୍ରା ମାଲିକ ଓ କମିଟି ତୁତୁ ମେମେ । ମଂଚରେ ଅଙ୍ଗ ପ୍ରଦର୍ଶନ ସୀମା ଟପୁଥିବା ବେଳେ ଏଥିପାଇଁ ଯାତ୍ରା କମିଟିକୁ ଦୋଷ ଦେଇଥିଲେ ମାଲିକ ।

Train
Firing on Nandan Kanan Express: ସୀମା ଟପିଗଲେ ଦୁର୍ବୃତ୍ତ, ଚଳନ୍ତା ଟ୍ରେନକୁ କଲେ ଗୁଳିମାଡ଼; ହେଲେ କାହିଁକି

ସବୁ ସୀମା ସରହଦ ଟପିଲେ ଦୁର୍ବୃତ୍ତ । ପୂର୍ବରୁ ଚଳନ୍ତା ଟ୍ରେନକୁ ଢେଲା ଫୋପାଡୁ ଥିବା ବେଳେ ଏବେ ସିଧା ଗୁଳି ମାଡ଼ ।

Puri temple boundary wall
Cracks spotted on Meghanada Prachir: ଜେସିବି ମାଡ଼ରେ ଘାଇଲା ପାଚେରି !! ଚାରିକଡ଼େ ଫାଟ, ସନ୍ତସନ୍ତିଆ କାନ୍ଥ ଦେଖି ବର୍ଷିଲେ ଭକ୍ତ-ସେବକ

ମେଘନାଦ ପାଚେରି ଚାରିପଟୁ ଦୁର୍ବଳ । ଖାଲି ସିଂହଦ୍ୱାର ପଟ ନୁହେଁ, ପଶ୍ଚିମ ଓ ଦକ୍ଷିଣ ଦ୍ୱାର କଡ଼ କାନ୍ଥରୁ ବି ଝରୁଛି ପାଣି ।

Odisha Congress
Odisha Congress: କିଏ ହେବେ ନୂଆ PCC ସଭାପତି, ମୋକିମ୍- ଶ୍ରୀକାନ୍ତ ନା ଭକ୍ତ ?

କାଲି ଦିନତମାମ AICC ନେତାଙ୍କ ମାନସ ମନ୍ଥନ ପରେ ବି ଚିତ୍ର ଅସ୍ପଷ୍ଟ । ନିଷ୍କର୍ସ ଆସିବା ଆଗରୁ ବାହାରିଲାଣି ନେତାଙ୍କ ଗୋଡ଼ ଟଣାଟଣି ରୋଗ ।

Sharad Pawar hints at retirement from politics
Sharad Pawar: ରାଜନୀତିରୁ ସନ୍ୟାସ ନେବେ ଶରଦ ପାୱାର ! କହିଲେ...

ଅବସର ସମ୍ପର୍କରେ ସୂଚନା ଦେଇ ଏନସିପି-ଏସପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ‘କୌଣସି ସ୍ଥାନରେ ତ ଅଟକିବାକୁ ପଡ଼ିବ’। ସେ ଆହୁରି କହିଛନ୍ତି ‘ମୁଁ ବର୍ତ୍ତମାନ କୌଣସି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁନାହିଁ ।

Virat Kohli
Virat Kohli Water Bottle Price: କୋହଲି ପିଅନ୍ତି ଏତେ ଟଙ୍କାର ପାଣି!! ଶୁଣିଲେ ଉଡ଼ିଯିବ ହୋସ୍

ଆଜିର ଦୁନିଆରେ ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟ ବିଷୟରେ ଅଧିକ ସଚେତନ ହେଉଛନ୍ତି । ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ଉଦ୍ୟମ କରୁଛନ୍ତି ।

India Takes First Step to Host 2036 Olympics
Mission 2036 Olympics: ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ପ୍ରଥମ ପଦକ୍ଷେପ, IOCକୁ ଚିଠି ଲେଖିଲା IOA

ଭାରତ ଅଲିମ୍ପିକ୍ସ ୨୦୩୬ ପାଇଁ ଏକ ବିଡ୍ ଦାଖଲ କରିଛି । ୨୦୩୬ ମସିହାରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ କରିବାକୁ ଆଇଓଏ ଆନୁଷ୍ଠାନିକ ଭାବେ ଭାରତର ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।

Best courses that can land you high salary jobs in google
How To Get Job In Google: ଗୁଗୁଲ ଅଫିସ୍‌ରେ ଚାକିରି କରିବାକୁ ଚାହୁଁଛନ୍ତି କି…କରନ୍ତୁ ଏହି Courses, ମିଳିବ ହାଇ ସାଲାରୀ

ଯଦି ଆପଣ ଗୁଗୁଲରେ କାମ କରିବାକୁ ଆଗ୍ରହୀ, ତେବେ କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଅଧ୍ୟୟନ କରିବା କିମ୍ବା IIT, IIM ପରି ଅନୁଷ୍ଠାନରୁ ଡିଗ୍ରୀ ନେବାର ଆବଶ୍ୟକ ନାହିଁ। ଏଥିପାଇଁ କ’ଣ କରିବାକୁ ପଡିବ ଆସନ୍ତୁ ଜାଣିବା।

Lawrence Bishnoi T-shirts
Lawrence Bishnoi T-shirt: ଗ୍ୟାଙ୍ଗଷ୍ଟର୍ ନାଁରେ Meeshoରେ ବିକ୍ରି ହେଉଛି ଟି-ସାର୍ଟ ! ତେଜିଲା ବିବାଦ

ଅନଲାଇନ୍‌ରେ ଆଜି କାଲି ପ୍ରାୟ ସବୁ ଜିନିଷ ମିଳିଯାଉଛି । ଯାହା ଖୋଜିବେ ତାହା ପାଇବେ ।

Loot From Judge House
Ganjam Judge House Loot Case: ଜଜ୍‌ଙ୍କ ଘରେ ଚକୁଳି ଖାଇଲେ, ସୁନା ଚୋରି କରି ଚମ୍ପଟ ମାରିଲେ

ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଦେବଦତ୍ତ ପଟ୍ଟନାୟକ । କାଳି ପୂଜା ଛୁଟିରେ ସାର ଯାଇଛନ୍ତି ଗାଁକୁ । ଘରେ ତାଲା ପଡ଼ିଛି । ଦୁବୃର୍ତ୍ତଙ୍କୁ ଏ ଖବର ମିଳିବା ପରେ ସେମାନେ ନିଜ ଅଭିଯାନ ଆରମ୍ଭ କରନ୍ତି ।

Sunita Williams
US Presidential Elections 2024: ମହାକାଶରୁ ଭୋଟ୍ ଦେଲେ Sunita Williams, ଜାଣନ୍ତୁ କେମିତି ..

ଆଜି ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ଭାରତୀୟ ସମୟ ଅପରାହ୍ଣ ସାଢେ ୪ଟାରୁ ବୁଧବାର ସକାଳ ସାଢେ ୬ଟା ଯାଏଁ ଚାଲିବ ଭୋଟ୍ ।

Miscreants Fire at Nandan Kanan Express Train
Nandan Kanan Express Train Firing: ନନ୍ଦନକାନନ ଏକ୍ସପ୍ରେସ୍‌ ଉପରକୁ ଗୁଳିମାଡ଼, ଭାଙ୍ଗିଲା ଗାର୍ଡ ବଗିର ୱିଣ୍ଡୋ କାଚ

ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ନନ୍ଦନକାନନ ଏକ୍ସପ୍ରେସ । ତେବେ ଏହି ଟ୍ରେନ୍‌ଟି ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଷ୍ଟେସନ ଅତିକ୍ରମ କରୁଥିଲା । ନନ୍ଦନକାନନ ଏକ୍ସପ୍ରେସ୍‌ ଭଦ୍ରକ ଷ୍ଟେସନରୁ ଛାଡ଼ୁଥିବା ବେଳେ ହଠାତ୍‌ ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଥିଲା ।

Kolkata Case
Kolkata RG Kar Doctor Rape and Murder Case: 'ମୁଁ କିଛି କରିନି, ମୋତେ ଫସେଇ ଦିଆଯାଇଛି'

କୋଲକାତା ଜୁନିୟର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟର ବଡ଼ ବୟାନ ।

Salman khan shot for sikandar movie in Hyderabad amid tight security
Salman Khan Begins Sikandar Shooting: ମିଳୁଛି ଲଗାତର ଧମକ, ଡର ନାହିଁ: ହାଇଦ୍ରାବାଦରେ 'ସିକନ୍ଦର' ପାଇଁ ସୁଟିଂ କଲେ ସଲମାନ

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ଥରେ ମୃତ୍ୟୁ ଧମକ ମିଳିଛି। ତେବେ ଏହି ସମୟରେ ହାଇଦ୍ରାବାଦରେ କଡା ସୁରକ୍ଷା ମଧ୍ୟରେ ଭାଇଜାନ ତାଙ୍କ ଆଗାମୀ ଫିଲ୍ମ 'ସିକନ୍ଦର'ର ସୁଟିଂ କରିଛନ୍ତି।

Footballer Died Due To Lightning
Lightning Strike In Peru: LIVE ମ୍ୟାଚ୍‌ରେ ମାରିଲା ବିଜୁଳି; ଚାଲିଗଲା ଜଣେ Football ଖେଳାଳିଙ୍କ ଜୀବନ, ଭାଇରାଲ ହେଲା ଭିଡିଓ

ଏକ ଫୁଟବଲ୍‌ ମ୍ୟାଚ୍‌ ଚାଲୁଥିବା ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା । ଯାହାଫଳରେ ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଛି ।

rafting
Clean Ganga Program: ଗଙ୍ଗା ସଫେଇ ସଚେତନତା ଅଭିଯାନରେ ଓଡ଼ିଆ ଝିଅ; ଗଙ୍ଗାସାଗର ଯାଏଁ ଦୁଃସାହସିକ ଜଳଯାତ୍ରା

‘ଗଙ୍ଗା’ କେବଳ ନଦୀ ନୁହେଁ, ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗ ସହିତ ଏହା ଅଙ୍ଗାଙ୍ଗୀ ଭାବେ ଜଡିତ । ଗଙ୍ଗା ନଦୀ ପ୍ରତି ପ୍ରତିଟି ହିନ୍ଦୁଙ୍କର ରହିଛି ସ୍ବତନ୍ତ୍ର ଆବେଗ । ଖାସ୍ ସେଥିପାଇଁ ଗଙ୍ଗା ସଫେଇ ସଚେତନତା ଅଭିଯାନରେ ବାହାରିଛନ୍ତି ଓଡ଼ିଆ ଝିଅ ଦିପ୍ତୀମୟୀ।

ପରିକ୍ରମା ପ୍ରକଳ୍ପ ପାଇଁ ମେଘନାଦରେ ଫାଟ
Meghanada Pacheri Puri: ‘୫୦ ବର୍ଷ ହେଲାଣି ଶ୍ରୀମନ୍ଦିରକୁ ନେଇ ଡ୍ରାମା ଚାଲିଛି; ମନଇଚ୍ଛା ଖୋଳୁଛନ୍ତି, ଭାଙ୍ଗୁଛନ୍ତି’

ଜାଣିଶୁଣି ମନ୍ଦିରକୁ ଭାଙ୍ଗିଦେଲେ ବୋଲି ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି । ପରିକ୍ରମା ପ୍ରକଳ୍ପ କାମ ବେଳେ ଜେସିବି ଲଗାଇ ଭାଙ୍ଗିଦେଲେ । ଚାରିକଡ଼ ମଠ, ମନ୍ଦିର, ଘର ସବୁ ଜେସିବିରେ ଭାଙ୍ଗିଦେଲେ । ଏହାଦ୍ବାରା ମନ୍ଦିର ଚାରିକଡ଼ୁ ସପୋର୍ଟ ସବୁ କମିଗଲା ।