• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ଚମ୍ପିଆନ୍ସ ଟ୍ରଫି-୨୦୨୫: ପାକିସ୍ତାନରେ ଖେଳିବ ଭାରତ !
Champions Trophy 2025 Schedule: ଆସନ୍ତା ସପ୍ତାହରେ ଆସିପାରେ ଚମ୍ପିଆନ୍ସ ଟ୍ରଫି କାର୍ଯ୍ୟସୂଚୀ, ପାକିସ୍ତାନରେ ଖେଳିବ Team India !

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆସନ୍ତା ନଭେମ୍ବର ୧୧ରେ ଫେବ୍ରୁଆରୀରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇପାରେ ।

ଟ୍ରମ୍ପଙ୍କ ବିଜୟରେ ନାଖୁସ୍‌ ଋଷ
World Leaders Congratulate Trump: ଟ୍ରମ୍ପଙ୍କ ବିଜୟରେ ନାଖୁସ୍‌ ଋଷ, କ୍ରେମଲିନ୍ କହିଲା America ଆମ ବନ୍ଧୁ ନୁହଁ....

RTର ଏକ ରିପୋର୍ଟ ଅନୁଯାୟୀ ପେସ୍କୋଭ କହିଛନ୍ତି, ଆମେ ଭୁଲିଯିବା ଉଚିତ ନୁହେଁ ଯେ ଆମେ ଯେଉଁ ଦେଶ ବିଷୟରେ ଆଲୋଚନା କରୁଛୁ, ସେ ଏକ ଅମିତ୍ର ଦେଶ । ସେହି ଦେଶ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଆମ ଦେଶ ବିରୋଧରେ ହେଉଥିବା ଯୁଦ୍ଧ ସହ ସାମିଲ ରହିଛି ।

ପ୍ରତି ମାସରେ କେତେ ମିଳିବ ପେନସନ୍‌
Unified Pension Scheme Explained: ଯଦି ଆପଣ ଏତିକି ଟଙ୍କା ଦରମା ପାଉଥାଆନ୍ତି, ଜାଣନ୍ତୁ ଅବସର ପରେ କେତେ ମିଳିବ ପେନସନ୍‌...

UPS, OPS ଓ NPS କେଉଁଟି ଭଲ ? କେଉଁ ପେନସନ୍‌ ସ୍କିମ୍‌ ଜରିଆରେ ଆପଣ କେତେ ଟଙ୍କା ପେନସନ୍‌ ମିଳିବ ? ଜାଣନ୍ତୁ ଉଦାହରଣ ସହ...

ଭାରତରେ ଭରପୁର ଟ୍ୟାଲେଣ୍ଟ, ଭାଇରାଲ ହେଉଛି ନୂଆ ଜୁଗାଡ଼ !
Desi Jugad: ଭାରତରେ ଭରପୁର ଟ୍ୟାଲେଣ୍ଟ, ଭାଇରାଲ ହେଉଛି ନୂଆ ଜୁଗାଡ଼ ! ଦେଖନ୍ତୁ Viral Video...

ଆଇରନ୍‌ରେ ରୁଟି ସେକିବା, ୱାଟର ହିଟରରେ ରୋଷେଇ କରିବା, କ୍ୟାଣ୍ଡେଲ ଜାଳି ଆମଲେଟ୍‌ କରିବା .. ଏମିତି ଅନେକ ଉଦାହରଣ ରହିଛି । ହେଲେ ଏସବୁ ତ ଥିଲା ପୁରୁଣା କଥା । ଯାହା ଆପଣ ଜାଣିଛନ୍ତି ।

chaula bara
Chaula Bara Recipe: ସଂଧ୍ୟା ଜଳଖିଆ ପାଇଁ ଘରେ ବନାନ୍ତୁ ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ 'ଚାଉଳ ବରା'

ଶୀତୁଆ ପାଗରେ ସଂଧ୍ୟା ଟିଫିନ୍ ପାଇଁ ଗରମାଗରମ ଜଳଖିଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଗରମାଗରମ ଚଟପଟା ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ‘ଚାଉଳ ବରା' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

୧୬ ବର୍ଷରୁ କମ୍‌ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍‌
Australia Ban Social Media For Children: ଅଷ୍ଟ୍ରେଲିଆ ସରକାରଙ୍କ ବଡ଼ ନିଷ୍ପତ୍ତି, ୧୬ ବର୍ଷରୁ କମ୍‌ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍‌

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଫେସବୁକ୍ ଏବଂ ଟିକ୍‌ଟକ୍ ଭଳି ପ୍ଲାଟଫର୍ମର ପ୍ରଭାବ ଆମ ପିଲାମାନଙ୍କୁ କ୍ଷତି ପହଞ୍ଚାଉଛି ।

ଅନ୍‌ଅଫିସିଆଲ୍‌ ଟେଷ୍ଟରେ ଚମକିଲେ ଧ୍ରୁବ ଜୁରେଲ
AUS-A vs IND-A: Unofficial ଟେଷ୍ଟରେ ଭାରତର ଖରାପ ପ୍ରଦର୍ଶନ; ଫେଲ୍‌ ହେଲେ KL Rahul

ଅଷ୍ଟ୍ରେଲିଆ-ଏ ଓ ଭାରତ-ଏ ମଧ୍ୟରେ ଚାଲିଛି ପ୍ରଥମ ଅନ୍‌ଫିସିଆଲ ଟେଷ୍ଟ । ପ୍ରଥମରୁ ଖରାପ ପ୍ରଦର୍ଶନ କରିଛି ଭାରତ-ଏ  । ଧ୍ରୁବ ଜୁରେଲଙ୍କ ୮୦ ରନ୍‌ ବଳରେ ଭାରତ-ଏ ମାତ୍ର ୧୬୧ ରନ୍‌ କରିପାରିଛି । 

Elon Musk
US Election Result 2024: ଏଲନ୍ କେବଳ ବନ୍ଧୁ ନା ଅନ୍ୟ କିଛି ! ଟ୍ରମ୍ପ ପରିବାର ଫଟୋରେ Elon Musk

ଟ୍ରମ୍ପଙ୍କ ବିଜୟ ପରେ ସାରା ବିଶ୍ୱରେ କେବଳ ଗୋଟିଏ ବ୍ୟକ୍ତିର ଚର୍ଚ୍ଚା । ସେ ହେଉଛନ୍ତି ଏଲନ୍ ମସ୍କ ।

ଶାହରୁଖ ଖାନ୍‌ଙ୍କୁ ମିଳିଲା ହତ୍ୟା ଧମକ
Shah Rukh Khan Gets Death Threat: ସଲମାନଙ୍କ ପରେ ଶାହରୁଖ୍‌ଙ୍କୁ ହତ୍ୟା ଧମକ

ଜୀବନରୁ ମାରିଦେବାକୁ କିଙ୍ଗ୍‌ ଖାନ୍‌ ଧମକ ମିଳିଛି । ତେବେ ଏକ ଧମକ ପୂର୍ଣ୍ଣ ଫୋନ୍‌ କଲ୍‌ ଆସିବା ପରେ ମୁମ୍ବାଇର ବାନ୍ଦ୍ରା ପୋଲିସ୍‌ ଷ୍ଟେସନ୍‌ରେ ଏକ ମାମଲା ରୁଜୁ କରାଯାଇଛି ।

Godabarisha Mishra Adarsha Prathamika Vidyalaya Yojana
Godabarisha Mishra Adarsha Prathamika Vidyalaya Yojana: ପ୍ରତି ପଞ୍ଚାୟତରେ ହେବ ୧ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ; ମୋଟ୍ ୬,୭୯୪ଟି ହେବ ନିର୍ମାଣ

ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା । ଏଥିରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। 

Bus Driver Dies Of Heart Attack While Driving
Bengaluru Bus Driver Death Viral Video: ବସ୍‌ ଚଳାଉଥିବା ବେଳେ ହାର୍ଟ ଆଟାକ୍‌ରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ; ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ...

ଚଳାଉଥିଲେ ବସ୍‌, ହଠାତ୍‌ ଚାଲିଗଲା ଜୀବନ । ବସ୍‌ ଚଳାଉଥିବା ବେଳେ ହଠାତ୍‌ ହାର୍ଟ ଆଟାକ୍‌ରେ ବେଙ୍ଗାଲୁରୁ ବିଏମଟିସିର ଜଣେ ଡ୍ରାଇଭର ପ୍ରାଣ ହରାଇଛନ୍ତି ।

Gold Price Today
Gold Price Today 7th November 2024: ସୁନା ଦରରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ ୧୦ଗ୍ରାମକୁ କେତେ ରହିଛି ଦାମ୍

ଆଗକୁ ଆସୁଛି ବିବାହଋତୁ,ସେଥିପାଇଁ ସୁନା ଦୋକାନରେ ଅଧିକ ଗହଳି ଦେଖିବାକୁ ମିଳିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଜାମ୍ମୁ ଓ କାଶ୍ମୀର ବିଧାନସଭାରେ ହଙ୍ଗାମା
Jammu Kashmir Assembly: ଭୁଲିଗଲେ ସୌଜନ୍ୟ ! ଧାରା ୩୭୦କୁ ନେଇ ବିଧାନସଭାରେ ପ୍ରବଳ ହଙ୍ଗାମା

ଧାରା ୩୭୦ ପୁଣି ଫେରାଇ ଆଣିବାକୁ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ଏକ ସଂକଳ୍ପ ଆଣିବାରୁ ବୁଧବାର ମଧ୍ୟ ବିରୋଧୀ ଦଳ ଏହାକୁ ବିରୋଧ କରିଥିଲେ।

killing mother and sister for property
Sambalpur Murder Case: ସମ୍ପତ୍ତି ପାଇଁ ମାଆକୁ ଜାଳିଦେଲା ପୁଅ; ଅଭିଯୁକ୍ତକୁ ଗିରଫ କଲା ପୋଲିସ

ସମ୍ପତ୍ତି ପାଇଁ ମାଆ ଓ ଉଭଣୀଙ୍କୁ ହତ୍ୟା। ଦୁଇ ଜଣଙ୍କୁ ପୋଡ଼ି ମାରିଦେଇଥିଲେ ବାପା ପୁଅ। ହତ୍ୟାକୁ ଦେଇଥିଲେ ଆତ୍ମହତ୍ୟାର ରୂପ । 

Birth anniversary of CV Raman know some unknown fact about great scientist
CV Raman Birth Anniversary 2024: ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ପ୍ରଥମ ଭାରତୀୟ ନିର୍ଦ୍ଦେଶକ ଭାବରେ ଇତିହାସ ସୃଷ୍ଟି କରିଥିଲେ ସିଭି ରମଣ

ସିଭି ରମଣ ଭାରତର ସବୁଠାରୁ ବଡ ବୈଜ୍ଞାନିକ ଥିଲେ। ସେ ଜଣେ ପଦାର୍ଥ ବିଜ୍ଞାନୀ ଯିଏ ଆଧୁନିକ ବିଜ୍ଞାନରେ ଅନେକ ଆବିଷ୍କାର କରିଥିଲେ। ଆସନ୍ତୁ ଏହି ମହାନ ବୈଜ୍ଞାନିକଙ୍କ ବିଷୟରେ କିଛି ରୋଚକ ତଥ୍ୟ ଜାଣିନେବା।

Illegal Cough Syrup Seized
Illegal Cough Syrup Seized: ମେଡିସିନ୍ ଫାର୍ମ ଉପରେ ରାତି ଅଧିଆ ଚଢ଼ାଉ; ଜବତ ହେଲା ପୁଳା ପୁଳା ବେଆଇନ୍ କଫ ସିରପ୍

କଟକରେ ଡ୍ରଗ୍ସ କଣ୍ଟ୍ରୋଲ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବେଆଇନ୍ କଫ୍ ସିରପ ଜବତ ହୋଇଛି ।

Devotees in Large Numbers Conduct Sacred Chhath Puja
Chhath Puja: ଆସନ୍ତାକାଲି ଛଟ୍ ପୂଜା, ପ୍ରସ୍ତୁତି ଶେଷ; ପୂଜା ସାମଗ୍ରୀ କିଣିବାକୁ ମାର୍କେଟରେ ଗହଳି ଚହଳି...

ସହରରେ ରହୁଥିବା ଲକ୍ଷାଧିକ ବିହାରୀ ସଂପ୍ରଦାୟର ଲୋକୋ ଛଟି ମାତାଙ୍କ ପୂଜା କରୁଛନ୍ତି। ବଜାରରେ ପୂଜା ସାମଗ୍ରୀ କିଣାକିଣି ପାଇଁ ପ୍ରବଳ ଭିଡ ଲାଗିଛି।

Anganwadi Worker Brutally Hacked to Death
Anganwadi Worker Death: ଏକ ତରଫା ପ୍ରେମର କରୁଣ ପରିଣତି; ବାହା ହେବାକୁ ମନା କରିବାରୁ ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା !

ବାହା ହେବାକୁ ମନା କରିବାରୁ ଅଙ୍ଗନବାଡି କର୍ମୀଙ୍କୁ ଫାର୍ସାରେ ହାଣି ନିର୍ମମ ହତ୍ୟା ଅଭିଯୋଗ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଜୁଲୁମବାହାଲ ପୁରୁଣା ଗାଁରେ ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା ଘଟଣାର ତନାଘନା କରୁଛି ପୋଲିସ।

In India cancer patients are on the rise know how to prevent it
National Cancer Awareness Day 2024: ଭାରତରେ ବଢୁଛନ୍ତି କର୍କଟ ରୋଗୀ; ଜାଣନ୍ତୁ କିପରି ଏହାକୁ ରୋକାଯାଇ ପାରିବ

ଭାରତରେ ପ୍ରତିବର୍ଷ ୧୦ଲକ୍ଷରୁ ଅଧିକ ନୂତନ କର୍କଟ ରୋଗ ରିପୋର୍ଟ କରାଯାଏ। ଏହାକୁ ଦୃଷ୍ଟିରେ ରଖି ଭାରତରେ ପ୍ରତି ୦୭ ନଭେମ୍ବରରେ ‘ଜାତୀୟ କର୍କଟ ସଚେତନତା ଦିବସ’ ପାଳନ କରାଯାଏ।

US President Election Result 2024
US President Election Result 2024: ପରାଜୟ ସ୍ବୀକାର କଲେ Kamala Harris; କହିଲେ-'ଆମେରିକାର ସ୍ବପ୍ନ, ଆକାଂକ୍ଷାକୁ ପୂରା କରିବା ଦିଗରେ କାମ ଜାରି ରଖିବି'

ହାୱାର୍ଡ ବିଶ୍ବବିଦ୍ୟାଳୟରେ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇ, ପରାଜୟକୁ ମାନିବା ସହ ଶାନ୍ତିପୂର୍ଣ୍ଣ ଭାବରେ ଡୋନାଲ୍ଟ ଟ୍ରମ୍ପଙ୍କୁ କ୍ଷମତା ହସ୍ତାନ୍ତର ପ୍ରତିଶ୍ରୁତି ଦେଇଛନ୍ତି। 

Panchanga
Panchang Today 7th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଗୁରୁବାର ଚନ୍ଦ୍ର- ଧନୁ ସନ୍ଧ୍ୟା ୦୫.୫୩ ଗତେ ମକର ତିଥି-୬ଷ୍ଠୀ ରାତ୍ରି ୧୨.୩୫ ଗତେ ୭ମୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୫.୫୩ ଗତେ ସିଂହ ରାଶିର ଘାତବାର- ତୁଳା ଓ କୁମ୍ଭ ରାଶିର

Infant Protection Day 2024 how to care Infant in winter
Infant Protection Day 2024: ଶୀତଦିନେ କିପରି ପାଳିବେ ଶିଶୁ; ପିଲାକୁ ସୁସ୍ଥ ରଖିବା ପାଇଁ ଜାଣନ୍ତୁ ୫ଟି ଟିପ୍ସ

ଶିଶୁଙ୍କ ଭବିଷ୍ୟତକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ତେବେ ଗୋଟେ ଛୋଟ ପିଲାକୁ ପାଳି ମଣିଷ କରିବା ସହଜ କଥା ନୁହେଁ। ଏଥିପାଇଁ ବାପାମାଆଙ୍କୁ ଅନେକ କଷ୍ଟ କରିବାକୁ ପଡେ। ଅନେକ ବାପାମାଆ ଏ ଦିଗରେ ଯତ୍ନବାନ ହୋଇଥିବା ବେଳେ କେତେକ ଏହାକୁ ଅଣଦେଖା ମଧ୍ୟ କରିଥାନ୍ତି।

Study Loan
Study Loan: PM ବିଦ୍ୟାଲକ୍ଷ୍ମୀ ଯୋଜନା, ୮୬୦ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଦିଆଯିବ ଋଣ

ସାଢ଼େ ୭ ଲକ୍ଷ ପର୍ଯ୍ୟନ୍ତ ଋଣର ୭୫% କ୍ରେଡିଟ ଗ୍ୟାରେଣ୍ଟି ଦେବେ କେନ୍ଦ୍ର ସରକାର। ପରିବାର ଆୟ ୮ ଲକ୍ଷ ପର୍ଯ୍ୟନ୍ତ ଥିଲେ, ୩% ସୁଧରେ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ମିଳିବ।

sri sri ravi shankar
‘ଫିଜି’ର ସର୍ବୋଚ୍ଚ ବେସାମାରିକ ସମ୍ମାନର ଅଧିକାରୀ ହେଲେ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର

ଫିଜି ର ରାଜଧାନୀ ସୂୱାରେ ଭୋଡାଫୋନ ରଙ୍ଗଭୂମିରେ ଆୟୋଜିତ ସମ୍ମିଳନୀରେ ହଜାର ହଜାର ସ୍କୁଲ ଲ ଛାତ୍ର ଏବଂ ଯୁବକଙ୍କୁ ଗୁରୁଦେବ ନିଶାଠାରୁ ଦୂରରେ ରହିବାକୁ ଉତ୍ସାହିତ କରି ଶପଥ ଗ୍ରହଣ କରାଇଲେ ।

Odisha Politics
Odisha Politics: ଖାଲି ହୋଇଯିବ କି BJD ଶିବିର ? BJPରେ ମିଶିବାକୁ ତାଲିକା ଲମ୍ବୁଛି !

ଦେବେନ୍ଦ୍ରଙ୍କ କଣ୍ଟାବାଞ୍ଜି ବାଣ ପରେ ନବୀନଙ୍କ ସ୍ପଷ୍ଟୀକରଣ । ବଢ଼ିଲା ଷଡ଼ଯନ୍ତ୍ର ଥିଓରି ଚର୍ଚ୍ଚା ।