ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଧଳାରଙ୍ଗରେ ଦେଖିବାକୁ ମିଳୁଥିଲା । ଧଳା ରଙ୍ଗ ସହ ସବୁଜ ରଙ୍ଗରେ ନଜର ଆସୁଥିଲା ବନ୍ଦେ ଭାରତ । ହେଲେ ବର୍ତ୍ତମାନ ଏହାର ରଙ୍ଗରେ ପରିବର୍ତ୍ତନ କରାଯାଇଛି ।
ଭାରତୀୟ ନୌସେନାରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ନୌସେନା ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୬୨ ଟ୍ରେଡ୍ସମ୍ୟାନ୍ ମେଟ୍ ପଦବୀରେ ନିଯୁକ୍ତି ମିଳିବ।
ସ୍କୁଲରେ ଥିଲା ପ୍ୟାରେଣ୍ଟ୍ସ-ଟିଚର ମିଟିଂ । ପୂର୍ବ ରାତିରେ ବାପା-ମାଆଙ୍କୁ ଟ୍ୟୁସନ୍ କଲା କୁନି ପୁଅ । କହିଲା, କହିବନି ମୁଁ କୁକିଜ୍ ଖାଏ...କହିବ ସ୍କୁଲରୁ ଆସି ଖେଚୁଡ଼ି ଖାଏ, ପରେ ଶୋଇ ପଡ଼େ ।
ଦାରିଙ୍ଗବାଡିରୁ ମାୟାନଗରୀ...ଦିନେ ଖାଇବାକୁ ପାଇନଥିଲେ ଏବେ ବଲିଉଡ୍ରେ କମାଲ କରିଦେଲେ । ଫଲି ଆଟିଷ୍ଟ ଭାବରେ ସାଉଁଟୁଛନ୍ତି ପ୍ରଶଂସା
ଅପରାହ୍ମ ୫ଟା ୪୫ରୁ ଅବତରଣ ପ୍ରକ୍ରିୟା ଆରମ୍ଭ । ସଫଳ ହେଲା ଚନ୍ଦ୍ରଯାନ-୩ ର ଦ୍ୱିତୀୟ ଡିବୁଷ୍ଟିଂ ।
ବର୍ଷେ କି ୨ ବର୍ଷ ନୁହେଁ ୨୭ ବର୍ଷ ହେଲାଣି...ଦେଶ ପାଇଁ ସହିଦ ହୋଇଗଲେ ସ୍ୱାମୀ । ହେଲେ ଆଜି ଯାଏଁ ପରିବାରକୁ ମିଳିପାରିନି ଗୋଟେ ଚାକିରି
ଏକ ଭଲ କାହାଣୀ ପରେ ମଧ୍ୟ OMG-2 ଗଦର-୨ ତୁଳନାରେ ରୋଜଗାରରେ ବହୁ ପଛରେ ପଡିଛି। ଏହା ପଛରେ ଏକ ବଡ କାରଣ ମଧ୍ୟ ଅଛି ଯାହା ଫିଲ୍ମର ସାର୍ଟିଫିକେଟ୍ ବିଷୟରେ କୁହାଯାଉଛି। ଅକ୍ଷୟ କୁମାର ନିଜେ ଫିଲ୍ମର 'ଏ' ସାର୍ଟିଫିକେଟ୍ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
'ଶାସନ ବ୍ୟବସ୍ଥାରେ ସୁଧାର ପାଇଁ ଛୋଟିଆ ପଦକ୍ଷେପ । ବ୍ୟବସ୍ଥାରେ ସୁଧାର ନ ଆସିବା ଯାଏଁ ପ୍ରତିବାଦ କରିବି ।
ରୁଷ୍ର ମୁନ୍ ମିଶନକୁ ଝଟ୍କା ! ରୁଷ୍ର ଲୁନା-୨୫ ଚନ୍ଦ୍ରର କକ୍ଷପଥକୁ ଯିବା ପୂର୍ବରୁ ପ୍ରି ଲାଣ୍ଡିଂ ପ୍ରକ୍ରିୟାରେ ଅଜଣା ତ୍ରୁଟି ପରିଲକ୍ଷିତ ହୋଇଛିା
ଡେଙ୍ଗୁ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ବଢ଼ାଯିବ ଆଉ ୨୦ଟି ବେଡ୍। ଫଳରେ ଡେଙ୍ଗୁ ରୋଗୀଙ୍କ ପାଇଁ ଥିବା ସ୍ୱତନ୍ତ୍ର ବେଡ୍ ସଂଖ୍ୟା ୫୦ରୁ ୭୦କୁ ବଢ଼ିବ।
‘ଗଦର ୨’ ରିଲିଜ୍ ହେବାର ୯ ଦିନ ବିତିଗଲାଣି, ଏହା ପରେ ବି ଫିଲ୍ମର କ୍ରେଜ୍ କମି ନାହିଁ। ଏହି ଫିଲ୍ମ ରିଲିଜ୍ ହେବା ଦିନଠାରୁ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିବାରେ ଲାଗିଛି। ଚଳଚ୍ଚିତ୍ରଟି ‘ବାହୁବଲୀ ୨’ ର ରେକର୍ଡ ଭାଙ୍ଗିଛି। ଜାଣନ୍ତୁ ସେହି ରେକର୍ଡ କ’ଣ…
ପୁଅର ପ୍ରେମ ପାଇଁ ବୃଦ୍ଧ ମୁସଲମାନ ଦମ୍ପତିଙ୍କ ଜୀବନ ଚାଲିଗଲା । ପଡ଼ିଶା ଘର ଝିଅକୁ ନେଇ ବିବାହ କରିବା ପରେ ପିଟି ପିଟି ମାରିଦେଲେ ଝିଅ ଘର ଲୋକ ।
ଜଣେ ସରକାରୀ ଅଧିକାରୀ ନିଜ ସାଙ୍ଗଙ୍କ ୧୪ ବର୍ଷୀୟା ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ ନାବାଳିକା ଜଣକ ଯେତେବେଳେ ଗର୍ଭବତୀ ହୋଇଥିଲେ, ଏହି ସମୟରେ ସମ୍ପୃକ୍ତ ଅଫିସରଙ୍କ ପତ୍ନୀ ମେଡିସିନ୍ ଦେଇ ନାବାଳିକାଙ୍କ ଗର୍ଭପାତ କରାଇଥିଲେ।
ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ସହ ସମ୍ବିଧାନ କିପରି ପ୍ରଣୟନ ହୋଇଥିଲା ତା ମଧ୍ୟ ଲିପିବଦ୍ଧ ହୋଇଛି ଏଠାରେ ।
ସରପଂଚଙ୍କ ସ୍ୱାମୀଙ୍କ ଗୁଣ୍ଡାରାଜ୍ । ହିତାଧିକାରୀ ତାଲିକାରେ ନା ଥିବା ପରେ ବି ରାଗ ରଖି କାଟି ଦେଉଛନ୍ତି ନା । ପଚାରିବାରୁ କହୁଛନ୍ତି, ତୁମେ ମତେ ଭୋଟ୍ ଦେଇନ, ଘର ମିଳିବନି । କ୍ୟାମେରା ଦେଖି ଧାଉଁଛନ୍ତି ବିଡିଓ
ନଈରେ କୁମ୍ଭୀର ଆତଙ୍କ । ଲୋକ ଦେଖିବା ମାତ୍ରେ ଲୁଚିଯାଉଛି...ଛପି ଛପି ଶିକାର କରୁଛି । ଜାଲୁଆ ମାଛ ଧରିବା ବେଳେ କୁମ୍ଭୀର ଦେଖିବା ପରେ ଏବେ ଭୟରେ ଲୋକେ
ରାହୁଲ ସୀମା ନେଇ ମନ୍ତବ୍ୟ ଦେବା ପରେ ଏହାକୁ ନାପସନ୍ଦ କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ
ବିକଳ ଚିତ୍କାରରେ ଫାଟି ପଡ଼ୁଥିଲା ସ୍ଥାନୀୟ ଅଞ୍ଚଳ । ବସ୍ ଭିତରେ ଜୀବନ୍ତ ଜଳିଗଲେ ୩୦ ଜଣ ।
ଅଭିନୟ ମାଧ୍ୟମରେ କୋରାପୁଟର କୁନି ଝିଅ ନିଜ ଅଞ୍ଚଳର ସମସ୍ୟା ବଖାଣିବା ପରେ ପଦୁଗୁଡ଼ା ଗାଁରେ ଦଶମନ୍ତପୁର ବ୍ଲକ୍ ପ୍ରଶାସନ ପହଞ୍ଚିଛି।
ପ୍ରେମିକକୁ ଦେଖା କରିବାକୁ ଆସିଥିବା ଯୁବତୀଙ୍କ ରହସ୍ୟଜନକ ମୃତ୍ୟୁ। ଗଞ୍ଜାମ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।
ପଡିଆ ଚାରିପଟ ବଡ଼ ବଡ଼ ଅନାବନା ଗଛଲତାରେ ଭର୍ତ୍ତି। ସନ୍ଧ୍ୟା ହେଲେ ଅସାମାଜିକ ଯୁବକଙ୍କ ମଦ ଆସର ଜମୁଛି। ପ୍ରଶ୍ନ ଉଠୁଛି କଣ କେବଳ ପାଚେରି ଓ ଗେଟରେ ନିର୍ମାଣ ହୋଇଛି ୨୦ ଲକ୍ଷ ଟଙ୍କା ? ଖେଳାଳିଙ୍କ ପାଇଁ କାହିଁକି ବାକି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇନି ?
MCL ଅଧିଗ୍ରହଣ କରିଥିବା ଗାଁରେ ବ୍ଲକ ପ୍ରଶାସନ କରୁଛି ସରକାରୀ ପ୍ରକଳ୍ପ। କରୁଛି ତ କରୁଛି ନିମ୍ନମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ।
ସୈାର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ରବିବାର । ଚନ୍ଦ୍ର-କନ୍ୟା ଅହୋରାତ୍ର, ତିଥି – ୪ର୍ଥୀ ରାତ୍ରି ୧୨.୨୨ ଗତେ ୫ ମୀ, ଘାତ ଚନ୍ଦ୍ର- ବୃଷ ରାଶି ର ଅହୋରାତ୍ର, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି ଭୂମିଦାନ
ସୁନ୍ଦର ଆଉ ଫିଟ୍ ରହିବା ସବୁ ବୟସର ମହିଳାମାନଙ୍କର ସ୍ୱପ୍ନ। ଯଦି ଆପଣ ୩୦ ବର୍ଷ ବୟସରୁ ନିଜ ଚର୍ମକୁ ନେଇ ସାବଧାନ ରୁହନ୍ତି ତେବେ ଏଥିରେ କୁଞ୍ଚନ ଦେଖାଯିବା ଏବଂ ସୂକ୍ଷ୍ମ ରେଖା ସମସ୍ୟାକୁ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି ପ୍ରାକୃତିକ ଉପାୟରେ ବାର୍ଦ୍ଧକ୍ୟର ସମସ୍ୟାକୁ ହ୍ରାସ କରିପାରିବେ।
ଇସ୍ରୋର ମୁନ୍ ମିଶନରେ ଆଉ ପାଦେ ଆଗେଇଲା ଚନ୍ଦ୍ରୟାନ-୩। ଚନ୍ଦ୍ରର ଆହୁରି ନିକଟତର ହୋଇଛି ଲାଣ୍ଡର।