ସୈାର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ରବିବାର । ଚନ୍ଦ୍ର-କନ୍ୟା ଅହୋରାତ୍ର, ତିଥି – ୪ର୍ଥୀ ରାତ୍ରି ୧୨.୨୨ ଗତେ ୫ ମୀ, ଘାତ ଚନ୍ଦ୍ର- ବୃଷ ରାଶି ର ଅହୋରାତ୍ର, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି ଭୂମିଦାନ
Also Read
ଶୁଭ ସମୟ:
ପ୍ରାତଃ- ୦୫.୩୧ ରୁ ୦୯.୪୩
ଦିବା – ୦୧.୨୪ ରୁ ୦୧.୫୬
ସନ୍ଧ୍ୟା- ୦୬.୫୩ ରୁ ୦୯.୧୦
ରାତ୍ରି- ୧୨.୧୨ ରୁ ୦୧.୧୫
ରାତ୍ରି- ୦୨.୪୧ ରୁ ୦୩.୧୫
ଅଶୁଭ ସମୟ:
ଋାହୁକାଳ –ଦିବା ୦୪.୩୩ ରୁ ୦୬.୦୮
କାଳବେଳା – ଦିବା ୧୧.୫୦ ରୁ ୦୧.୨୪
ବାରବେଳା – ଦିବା ୧୦.୧୫ ରୁ ୧୧.୫୦
କାଳରାତ୍ରି – ରାତ୍ରି ୦୧.୧୫ରୁ ୦୨.୪୧