/odishatv-khabar/media/post_attachments/uploadimage/library/16_9/16_9_0/Panchang_1736738343.jpg)
Panchang
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର । ଚନ୍ଦ୍ର- ମିଥୁନ ରାତ୍ରି ୦୪.୪୯ ଗତେ କର୍କଟ,ତିଥି- ପୂର୍ଣ୍ଣିମା ରାତ୍ରି ୦୩.୫୬ ଗତେ ପ୍ରତିପଦ, ଘାତଚନ୍ଦ୍ର- କନ୍ୟା ରାଶିର ରାତ୍ରି ୦୪.୧୯ ପର୍ଯ୍ୟନ୍ତ,ପୁଷ୍କର ଦୋଷ- ଦିବା ୧୦.୩୮ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
Advertisment
ଶୁଭସମୟ-
ପ୍ରାତଃ– ୦୬.୨୭ ରୁ ୦୭.୪୯
ଦିବା- ୦୯.୨୨ ରୁ ୧୧.୩୩
ରାତ୍ରି- ୦୭.୫୯ ରୁ ୧୦.୧୭
ରାତ୍ରି- ୦୨.୫୮ ରୁ ୦୩.୫୦
ଅଶୁଭସମୟ-
ରାହୁକାଳ- ପ୍ରାତଃ ୦୭.୪୯ ରୁ ୦୯.୧୧
କାଳବେଳା- ପ୍ରାତଃ ୦୭.୪୯ ରୁ ୦୯.୧୧
ବାରବେଳା- ଦିବା ୦୨.୩୯ ରୁ ୦୪.୦୧
କାଳରାତ୍ରି- ରାତ୍ରି ୧୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)