ଆଗକୁ ଦେଶରେ ପୁଣି ଥରେ ନିର୍ବାଚନ ହେବାକୁ ଯାଉଛି । ଖୁବ୍ ଶୀଘ୍ର ପଞ୍ଚାୟତ ନିର୍ବାଚନ ହେବା ସହ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ତେବେ ମୋଦିଙ୍କ ପଲ୍ଲା କେତେ ଭାରି ରହିବ ? ସେନେଇ ଆମ୍ ଟିମ୍ ଜ୍ୟୋତିର୍ବିତଙ୍କ ସହ ଆଲୋଚନା କରିଛନ୍ତି ।
ଚଳିତ ବର୍ଷ କିପରି କଟିବ । ଭଲ ରହିବ ନା ସଂଘର୍ଷପୂର୍ଣ୍ଣ ରହିବ । ଜାଣିବା ପାଇଁ ବାର୍ଷିକ ରାଶିଫଳ ଦେଖନ୍ତୁ . . .
ବହୁ ଲୋକଙ୍କ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ଘରେ ଆର୍ଥିକ ଅନାଟନ ଦେଖା ଦେଇଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ସକାଳୁ ଉଠି ବହୁ ଦିଗରେ ଧ୍ୟାନ ଦେଲେ ଆପଣ ଧନ, ଐଶ୍ୱର୍ଯ୍ୟ,ସହ ଲକ୍ଷ୍ମୀଙ୍କର ପ୍ରସନ୍ନତା ଲାଭ କରିପାରିବେ ।
ମଣିଷର ଭାଗ୍ୟ ମଥାରେ ଲେଖାଥାଏ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଥାରେ ଥିବା ରେଖା ବ୍ୟକ୍ତିର ଭାଗ୍ୟ ନିର୍ଦ୍ଧାରିତ କରିଥାଏ ବୋଲି ବିଶ୍ୱାସ ରହିଛି । ତେବେ ଆପଣଙ୍କର କପାଳର ରେଖା କଣ କହୁଛି । ଚାଲନ୍ତୁ ଜାଣିବା ।
୨୦୨୧ ମସିହା, ଡିସେମ୍ବର ମାସ ୩୧ ତାରିଖ, ଶୁକ୍ରବାର, ଧନୁ ୧୬ ଦିନ, ପୌଷମାସ, କୃଷ୍ଣପକ୍ଷ, ଦ୍ୱାଦଶୀତିଥି । ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟରେ କଣ ରହିଛି । ଦେଖନ୍ତୁ ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ...
ଶାସ୍ତ୍ର ଅନୁସାରେ ଶରୀରରେ ରୁଦ୍ରାକ୍ଷ ପିନ୍ଧିବା ଭଗବାନ ଶିବଙ୍କୁ ଧାରଣ କରିବା ସହିତ ସମାନ । ତେବେ ଶାସ୍ତ୍ର ଅନୁସାରେ ଏହାକୁ ଧାରଣ କରିଲେ ବହୁ ସଂକଟରୁ ମୁକ୍ତି ମିଳିଥାଏ । ରୁଦ୍ରାକ୍ଷ ଧାରଣ କରିବା ପାଇଁ ବହୁ ନିୟମ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ରୁଦ୍ରାକ୍ଷ ଧାରଣ କରିବା ମନା ।
୨୦୨୧ ମସିହା, ଡିସେମ୍ବର ମାସ ୩୦ ତାରିଖ, ଗୁରୁବାର, ଧନୁ ୧୫ ଦିନ, ପୌଷମାସ, କୃଷ୍ଣପକ୍ଷ, ଏକାଦଶୀତିଥି, ବିଶାଖା ନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର, ତୁଳା, କୁମ୍ଭ ରାଶିର ଘାତବାର,ଶିମ୍ବ, ଆମିଷ ନ ଖାଇଲେ ଭଲ, ପର୍ବଦିନ-ସର୍ବସମ୍ମତ ସଫଳା ଏକାଦଶୀ । ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । ତେବେ ଆସନ୍ତୁ ଜାଣିବା ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ...
ଆଜି ୨୦୨୧ ମସିହା, ଡିସେମ୍ବର ମାସ, ୨୯ ତାରିଖ, ବୁଧବାର, ଧନୁ ମାସ ,୧୪ ଦିନ, ପୌଷମାସ, କୃଷ୍ଣପକ୍ଷ, ଦଶମୀତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ.
ମୋ ବସ୍ ର ମହିଳା କଣ୍ଡକ୍ଟର ଛବି ପ୍ରଧାନ। ଘର ଗଞ୍ଜାମ, ରୁହନ୍ତି ଭୁବନେଶ୍ୱର ଓୟୁଏଟି ପାଖ ଫାର୍ମ ଗେଟ୍ ବସ୍ତିରେ। ମୋ ବସରେ ଯାତ୍ରୀଙ୍କ ଠାରୁ ଟିକେଟ୍ କାଟନ୍ତି, ଯାତ୍ରୀ ଗନ୍ତବ୍ୟସ୍ଥଳୀ ସମ୍ପର୍କରେ ସହାୟତା କରନ୍ତି। ତାଙ୍କର ଏ କାମ ପଛର କାହାଣୀ ଶୁଣିଲେ କହିବେ ପରିଶ୍ରମର ଫଳ ନିଶ୍ଚୟ ମିଠା।
ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୮ ତାରିଖ, ମଙ୍ଗଳବାର, ଧନୁ ୧୩ ଦିନ, ପୌଷମାସ, କୃଷ୍ଣପକ୍ଷ, ନବମୀତିଥି,ତେବେ ଜାଣନ୍ତୁ କେମିକି କଟିବ ଆଜି ଆପଣଙ୍କ ଦିନ....
ଭାରତୀୟ ଜୀବନଯାପନ ପ୍ରଣାଳୀ ବାସ୍ତୁଶାସ୍ତ୍ର ଉପରେ କିଛି ମାତ୍ରାରେ ନିର୍ଭର କରିଥାଏ । ବେଳେ ବେଳେ ଜୀବନରେ ମାନସିକ ଚାପ ବଢିବା ଦ୍ୱାରା ପଇସାର ଅଭାବ ମଧ୍ୟ ଦେଖା ଦେଇଥାଏ ,ଯେଉଁ କାରଣରୁ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ବାସ୍ତୁଶାସ୍ତ୍ରରେ ଆମ ରୋଷେଇ ଘରର ଅନେକ ମହତ୍ୱ ରହିଛି । ବାସ୍ତୁ ଅନୁଯାୟୀ ରୋଷେଇ ଘରର ବିଭିନ୍ନ ଜିନିଷ ଯାହା ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ ।
୨୦୨୧ ମସିହା, ଡିସେମ୍ବର ମାସ, ୨୭ ତାରିଖ, ସୋମବାର, ଧନୁ ୧୨ ଦିନ, ପୌଷମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ....
ବାଉଁଶ ଗଛ ସମସ୍ତଙ୍କର ପରିଚିତ ଗଛ ଅଟେ l ଏହି ଗଛଟି ଗାଁ ଠାରୁ ସହର ପର୍ଯ୍ୟନ୍ତ ଚାରିଆଡେ ଦେଖା ଯାଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ବାଉଁଶ ଉଦ୍ଭିଦ ବା ଗଛ ଜୀବନରେ ସକରାତ୍ମକତା ଏବଂ ସୁଖ-ସମୃଦ୍ଧି ଆଣିବା ପାଇଁ ଏକ ପ୍ରଭାବଶାଳୀ ଉପାୟ ଭାବରେ ବିବେଚନା କରାଯାଏ । ବାଉଁଶ ଗଛଘରେ କିମ୍ବା ଅଫିସରେ ରଖିଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।
ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଏହି ସପ୍ତାହରେ ଆପଣ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ବୃତ୍ତିଗତ ଜୀବନରେ ନୂତନ ସୁଯୋଗ ପାଇବେ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୬ ତାରିଖ, ରବିବାର, ଧନୁ ୧୧ ଦିନ, ପୌଷମାସ, କୃଷ୍ଣପକ୍ଷ, ସପ୍ତମୀତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ....
ଆଜି ୨୦୨୧ ମସିହା, ଡିସେମ୍ବର ମାସ, ୨୫ ତାରିଖ, ଶନିବାର, ଧନୁ ୧୦ ଦିନ, ପୌଷମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି, ପୂର୍ବାଫାଲଗୁନୀ ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର, ବୃଷ, ସିଂହ, କନ୍ୟା ରାଶିର ଘାତବାର,କର୍କଟ, ମକର ରାଶିର ଘାତଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୪ ତାରିଖ, ଶୁକ୍ରବାର, ଧନୁ ୯ ଦିନ, ପୌଷମାସ, କୃଷ୍ଣପକ୍ଷ, ପଞ୍ଚମୀତିଥି, ମଘାନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର, ବିଛା, ଧନୁ, ମୀନ ରାଶିର ଘାତବାର,କର୍କଟ, ମକର ରାଶିର ଘାତଚନ୍ଦ୍ର, ବେଲ ପଣସ ନ ଖାଇଲେ ଭଲ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ......
ଜ୍ୟୋତିଷଶାସ୍ତ୍ରରେ ଅଙ୍କ ଗଣନାର ବିଶେଷ ମହତ୍ତ୍ୱ ରହିଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମତିଥିର ଗୋଟିଏ ମୁଖ୍ୟ ଅଙ୍କ ଥାଏ। ଏହାକୁ ମୂଳାଙ୍କ କୁହାଯାଏ। ମୂଳାଙ୍କ ଜରିଆରେ ପତା କରାଯାଏ ବ୍ୟକ୍ତି ଭାଗ୍ୟଶାଳୀ ହେବେ ନା ଜୀବନରେ ଅସୁବିଧାର ସମ୍ମୁଖୀନ ହେବେ। ପ୍ରତ୍ୟେକ ଅଙ୍କର ଗୁରୁ ଗ୍ରହ ଥାଆନ୍ତି। ଗୁରୁ ଗ୍ରହଙ୍କର ମଧ୍ୟ ବ୍ୟକ୍ତିର ସ୍ୱଭାବ ଉପରେ ପ୍ରଭାବ ପଡିଥାଏ। ଅଙ୍କର ଜାଣନ୍ତୁ ବ୍ୟକ୍ତିଙ୍କ ସ୍ଵଭାଵ ଓ ଆର୍ଥିକ ସ୍ଥିତି...
ଧନ ଲାଭ ହେବାରୁ ମନଖୁସି ରହିବ ଓ ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ମିତ୍ରଙ୍କର ସହଯୋଗ ପାଇବା ସହ ବିଦ୍ୟାରେ ଯଥେଷ୍ଟ ଉନ୍ନତି ହେବ।
ସକାରାତ୍ମକ ଶକ୍ତିକୁ ନେଇ ବିଶେଷ ମହତ୍ତ୍ୱ ଆମ ଜୀବନରେ ରହିଥାଏ । ଘରେ ସୁଖ ଶାନ୍ତି ,ଧନ ବୈଭବ ଓ ସୁଖୀ ଜୀବନ ପାଇଁ ସବୁବେଳେ ସକାରାତ୍ମକ ଶକ୍ତିର ଆବଶ୍ୟକତା ରହିଛି । ଘରେ ନକାରତ୍ମକ ଶକ୍ତି ବା ଖରପ ପରିବେଶ ରହିଲେ ବିଭିନ୍ନ ସମସ୍ୟା ଉପୁଜିଥାଏ । ଏହାକୁ ବାସ୍ତୁ ଦୋଷ ବୋଲି ମଧ୍ୟ କୁହାଯାଏ । ତେବେ ଚାଲନ୍ତୁ ଜାଣିବା ଏହି ସମସ୍ୟାକୁ କିଭଳି ଭାବେ ଦୂର କରିବା ।
ଆଜିକାଲି ପ୍ରାୟ ଲୋକ ହେଡଫୋନ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। କାମ କଲାବେଳେ ହେଉ ବା ଗାଡ଼ି ଚଲାଇଲାବେଳେ କିମ୍ବା ଅଫିସରେ। କିନ୍ତୁ କଣ ଆପଣ ଜାଣନ୍ତିକି ମାତ୍ରାଧିକ ହେଡଫୋନର ବ୍ୟବହାର ଦ୍ୱାରା ଆପଣ ଶ୍ରବଣ ଶକ୍ତି ହରାଇ ପାରନ୍ତି ।
ସନ୍ତାନଙ୍କ ପାଇଁ ଶୁଭ ସମ୍ବାଦ ପାଇବେ ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢାଇବ। ସାମାଜିକ ପତିଆରା ଅମଳିନ ରହିବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ।
ଧାର୍ମିକ ମାନ୍ୟତା ଅନୁସାରେ ରାତ୍ରୀ ସମୟରେ କ୍ଷୀର ପିଇବା ତ ଠିକ କଥା କିନ୍ତୁ ରାତିରେ ଦହି ଖାଇବା ଉଚିତ ନୁହେଁ । ଏହାର ଗୋଟିଏ କାରଣ ହେଲା ଦହି ଥଣ୍ଡା ଜିନିଷରେ ଗଣା ହୁଏ ଯାହା ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ କ୍ଷତି କାରକ । ଧାର୍ମିକ ଦୃଷ୍ଟିରୁ ମଧ୍ୟ ଦଧି ଅନ୍ନ ଖାଇବାକୁ ରାତ୍ରୀ ସମୟରେ ବାରଣ କରା ଯାଇଥାଏ । କାରଣ ଏହାଦ୍ୱାରା ଧନ ହାନି ହୋଇଥାଏ । ଏହା ବ୍ୟତୀତ ଭାତ ,ମୂଳା ଇତ୍ୟାଦି ରାତିରେ ଖାଇବା ଉଚିତ ନୁହେଁ ।
ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୧ ତାରିଖ, ମଙ୍ଗଳବାର, ଧନୁ୬ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ,ଦ୍ୱିତୀୟା ତିଥି, ପୁନର୍ବସୁ ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର, ମକର ରାଶିର ଘାତବାର ଏବଂ କନ୍ୟା ରାଶି ପୁରୁଷ , ବିଛା ଓ କୁମ୍ଭ ରାଶି ମହିଳାଙ୍କର ଘାତଚନ୍ଦ୍ର, ଜଣନ୍ତୁ ....
ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୧ ତାରିଖ, ମଙ୍ଗଳବାର, ଧନୁ୬ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ପୁନର୍ବସୁ ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର, ମକର ରାଶିର ଘାତବାର ଏବଂ କନ୍ୟା ରାଶି ପୁରୁଷ , ବିଛା ଓ କୁମ୍ଭ ରାଶି ମହିଳାଙ୍କର ଘାତଚନ୍ଦ୍ର, ଜଣନ୍ତୁ ....