• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Jobs Updates

OPSC
OPSC ଆଶାୟୀଙ୍କ ଆଶା ଧୂଳିସାତ୍ ! ୭୦୩୯ ଜଣଙ୍କ ଦରଖାସ୍ତ ନାକଚ କଲେ କମିଶନ

ଏତେ ସଂଖ୍ୟକ ପିଲାଙ୍କ ସ୍ୱପ୍ନ ଏବେ ଆଶଙ୍କା ଭିତରେ । ନାକଚ୍ ହୋଇଯିବା ପରେ ହତୋତ୍ସାହିତ ହୋଇପଡିଥିବା ଆଶାୟୀ ଏବେ ଅପେକ୍ଷା କରି ରହିଛନ୍ତି କମିଶନଙ୍କ ନିଷ୍ପତ୍ତିକୁ ।

Indian navy agniveer ssr recruitment 2022 for 2800 posts
ଅଗ୍ନିବୀର ଏସ୍‌ଏସ୍‌ଆର୍‌ ପାଇଁ ନିଯୁକ୍ତି : ପୂରଣ ହେବ ୨୮୦୦ ଟି ପଦବୀ

ଭାରତୀୟ ନୌସେନା ତରଫରୁ ଆବେଦନ କରିବାକୁ ଆମନ୍ତ୍ରଣ ଜାରି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୮୦୦ ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଓ କିପରି କରିବେ ଆବେଦନ…

GRSE Recruitment 2022 Notification
ଏଇଠି ବାହାରିଛି ଚାକିରି; ତୁରନ୍ତ କରନ୍ତୁ ଆବେଦନ

GRSE ଟେକ୍ନିସିଆନ୍, ସୁପର୍‌ଭାଇଜର୍‌ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମୋଟ ୫୮ ଟି ପଦବୀ ପୂରଣ ହେବ।

NVS Recruitment 2022
ନବୋଦୟ ବିଦ୍ୟାଳୟରେ ନିଯୁକ୍ତି ପାଇବେ ୧୬୧୬ଟି ଶିକ୍ଷକ, ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା

ନବୋଦୟ ବିଦ୍ୟାଳୟରେ ନିଯୁକ୍ତି ପାଇବେ ଟିଜିଟି, ପିଜିଟି, ପ୍ରଧାନଶିକ୍ଷକ ତଥା ଅନ୍ୟାନ୍ୟ ଶିକ୍ଷକ। ଆରମ୍ଭ ହୋଇଯାଇଛି ଆବେଦନ। ଜାଣନ୍ତୁ କେବେ ଅଛି ଶେଷ ତାରିଖ।

ITBP SI Recruitment 2022
୧୦ମ ପାସ୍ ସହିତ ଯଦି ଏହି ଡିଗ୍ରୀ ଅଛି ତେବେ ପୋଲିସ୍‌ ଚାକିରି ପକ୍କା

ପୋଲିସ୍‌ରେ ସବ୍ ଇନ୍ସପେକ୍ଟର ପଦରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୩୫ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ କରିବେ ଆବେଦନ।

Railway Recruitment 2022
ରେଳବାଇରେ ଚାକିରି ସୁଯୋଗ : ପୂରଣ ହେବ ୧୬୫୯ ପଦବୀ

ରେଳବାଇରେ ବାହାରିଛି ଚାକିରି। ପୂରଣ ହେବ ୧୬୫୯ ପଦବୀ। ଏହାର ଶିକ୍ଷାଗତ ଯୋଗ୍ୟତା ଓ କିପରି ଆବେଦନ କରିବେ ଜାଣିବା ପାଇଁ ପଢନ୍ତୁ।

Golden chance to become an officer in territorial army
ଅଛି କି ଏହି ଯୋଗ୍ୟତା, ବିନା ପରୀକ୍ଷାରେ ହୁଅନ୍ତୁ ଆର୍ମି ଅଫିସର୍‌

ଆର୍ମିରେ ଅଫିସର୍‌ ହେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଟେରିଟୋରିଆଲ୍ ଆର୍ମି ଅଧିକାରୀ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ୧୩ଟି ପଦବୀ ପୂରଣ ହେବ।

Govt jobs without exam in powergrid
POWERGRIDରେ ବିନା ପରୀକ୍ଷାରେ ଚାକିରି କରନ୍ତୁ

POWERGRIDରେ ଚାକିରି କରିବାକୁ ଚାହୁଛନ୍ତି କି? ତେବେ ସୁବର୍ଣ୍ଣ ସୁଯୋଗ। ପରୀକ୍ଷା ନ ଦେଇ ଏଠି ଚାକିରି ସୁଯୋଗ ଅଛି। ଏଠି କ୍ଲିକ୍ କରି ସରକାରୀ ବିଜ୍ଞପ୍ତି ଦେଖନ୍ତୁ ଆଉ ଆଦେଦନ କରନ୍ତୁ।

Bumper vacancy for these posts in navodaya vidyalaya
NVS ରେ ଚାକିରି : ୧୬୧୬ଟି ପଦବୀ ପୂରଣ ହେବ

NVSରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। TGT, PGT, ପ୍ରିନ୍ସିପାଲ୍ ସହିତ ବାହାରିଛି ଅନେକ ପଦବୀ। ସମୁଦାୟ ୧୬୧୬ଟି ପଦବୀ ପୂରଣ ହେବ।

Bumper vacancy for these posts in irels department
ପରମାଣୁ ଶକ୍ତି ବିଭାଗରେ ଖାଲି ପଡିଛି ଅନେକ ପଦବୀ: ୮୮୦୦୦ ଦରମା

ପରମାଣୁ ଶକ୍ତି ବିଭାଗରେ ଅନେକ ବିଭାଗରେ ଆବେଦନ କରିବାକୁ IREL ଆମନ୍ତ୍ରଣ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୯୨ଟି ପଦବୀ ପୂରଣ ହେବ।

AAI Recruitment 2022
AAIରେ ଖାଲିପଡିଛି ୪୦୦ ଜୁନିଅର ଏକ୍ସିକ୍ୟୁଟିଭ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । (AAI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । AAIରେ ଖାଲିପଡିଛି ୪୦୦ ଜୁନିଅର ଏକ୍ସିକ୍ୟୁଟିଭ ପଦବୀ । ଇଛୁକ ଓ ଯୋଗ୍ୟ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।

You can get govt jobs on these posts in Indian navy
ପରୀକ୍ଷା ନ ଦେଇ ଭାରତୀୟ ନୌସେନାରେ ଚାକିରି କରନ୍ତୁ

୧୦ ପାସ୍ କରିଥିଲେ ଭାରତୀୟ ନୌସେନାରେ ଚାକିରି ସୁଯୋଗ। ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ ମୋଟ ୩୩୮ଟି ପଦବୀ ପୂରଣ ହେବ। ପୂରା ସୂଚନା ଜାଣିବା ପାଇଁ ପଢନ୍ତୁ…

Apprentice posts 270 vacancy for ITI 10th pass
୧୦ମ ପାସ୍ କରିଥିଲେ ବିନା ପରୀକ୍ଷାରେ HCL ରେ ଚାକିରି କରନ୍ତୁ

HCL ରେ ଚାକିରି ସୁଯୋଗ। ୧୦ମ ପାସ୍ ଓ ITI କରିଥିଲେ ବିନା ପରୀକ୍ଷାରେ କରିପାରିବେ ଚାକିରି। ୨୭୦ ପଦବୀ ଖାଲି ଅଛି।

PGCIL recruitment 2022 for managerial posts
ପରୀକ୍ଷା ନ ଦେଇ PGCIL ଚାକିରି କରନ୍ତୁ

PGCIL ବିଭିନ୍ନ ପରିଚାଳନାଗତ ପଦବୀ ପାଇଁ ଆବେଦନ ଜାରି କରିଛି। ସମୁଦାୟ ୩୨ ଟି ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ…

Recruitment for civilian posts 10th 12th pass can apply online
ପ୍ରତିରକ୍ଷା ମନ୍ତ୍ରଣାଳୟରେ ଖାଲି ପଡିଛି ୪୫୮ ପଦବୀ, ତୁରନ୍ତ ଆବେଦନ କରନ୍ତୁ

ଆପଣ ୧୦ମ ଆଉ ୧୨ଶ ପାସ୍ କରି ଘରେ ଅଛନ୍ତି ଆଉ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି, ତେବେ ସୁବର୍ଣ୍ଣ ସୁଯୋଗ। ଏଇଠି ଅଛି ଚାକିରି…

If 10th pass then you will get govt job in india post
ଆପଣ ୧୦ମ ପାଶ୍‌ କରିଥିଲେ ପୋଷ୍ଟ୍ ଅଫିସ୍‌ରେ କରିପାରିବେ ଚାକିରି

ଆପଣ ୧୦ମ ପାଶ କରି ସରକାରୀ ଚାକିରି କରିବାକୁ ଚାହାନ୍ତି କି। ତେବେ ପୋଷ୍ଟ୍ ଅଫିସ୍‌ରେ ଏହି ସୁଯୋଗ ଅଛି। ୨୪ଟି ପୋଷ୍ଟ୍ ପାଇଁ ବାହାରିଛି ଆବେଦନ ଫର୍ମ।

Agniveer
ଅଗ୍ନିପଥ ଯୋଜନା: ୪ ବର୍ଷର ସେବା ପରେ ଅଗ୍ନିବୀରଙ୍କ କେମିତି ହେବ ମୂଲ୍ୟାୟନ ?

ଅଗ୍ନିପଥ ଯୋଜନାରେ ସେନାର ସମସ୍ତ ତିନି ବାହିନୀରେ ଦେଶ ମାତୃକାର ସେବା କରିବାର ସୁଯୋଗ ପାଇବାକୁ ଥିବା ଅଗ୍ନିବୀରଙ୍କ କାର୍ଯ୍ୟକାଳର ଅବଧି କିନ୍ତୁ ସ୍ଥିରିକୃତ ।

AAI Recruitment 2022
ସାଇନ୍ସ ବା ଇଂଜିନିୟରିଂରେ ଗ୍ରାଜୁଏଟ୍ ଥିଲେ ଏୟାରପୋର୍ଟରେ ଚାକିରି

AAI ରେ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ। ୪୦୦ ପଦବୀ ପାଇଁ AAI ଆବେଦନ ଜାରି କରିଛି। ଜାଣନ୍ତୁ କିପରି କରିବେ ଆବେଦନ।

Coal India Recruitment 2022
ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ କୋଲ୍‌ ଇଣ୍ଡିଆରେ ଚାକିରି

ସୁବର୍ଣ୍ଣ ସୁଯୋଗ। ବିନା ପରୀକ୍ଷାରେ କୋଲ୍‌ ଇଣ୍ଡିଆରେ ଚାକିରି। ୧୦୫୦ଟି ପଦବୀ ପୂରଣ ହେବ। ଦରମା ୫୦ ହଜାର ଉପରେ।

Golden opportunity to become an officer in bank of baroda
ବ୍ୟାଙ୍କ୍‌ ଅଫ୍ ବରୋଦାରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ; ୩୨୫ଟି ପଦବୀ ପୂରଣ ହେବ

ଆପଣ ସରକାରୀ ଚାକିରି ଖୋଜୁଛନ୍ତି କି? ତେବେ ଆପଣଙ୍କ ପାଇଁ ଖୁସି ଖବର। ବ୍ୟାଙ୍କ୍‌ ଅଫ୍ ବରୋଦାରେ ଖାଲି ପଡିଛି ୩୨୫ଟି ପଦବୀ।

Bumper vacancy in Indian army for 10th pass
୧୦ମ ପାଶ୍ କରିଛନ୍ତି କି; ଭାରତୀୟ ସେନାରେ ଚାକିରି କରନ୍ତୁ

୧୦ ପାଶ୍‌ ପିଲାଙ୍କ ପାଇଁ ବି ସରକାରୀ ଚାକିରି। ଭାରତୀୟ ସେନାରେ ଅଛି ଚାକିରି। ୧୫୫ ପୋଷ୍ଟ୍‌ରେ ହେବ ନିଯୁକ୍ତି।

Agniveer
ଅଗ୍ନିବୀରଙ୍କୁ କୋଟିଏ ଟଙ୍କାର ସୁବିଧା

ପ୍ରଥମ ବର୍ଷ ଅଗ୍ନିବୀରଙ୍କ ମାସିକ ୩୦ ହଜାର ଟଙ୍କା ଦରମା।

What age should be the weight of candidates in cds recruitment
ୟୁପିଏସ୍‌ସି ପରୀକ୍ଷାରେ କିପରି ସଫଳ ହେବେ ଜାଣନ୍ତୁ

ଆପଣ ସରକାରୀ ଚାକିରିର ସ୍ୱପ୍ନ ଦେଖୁଛନ୍ତି ଏବଂ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରି ମଧ୍ୟ ପରୀକ୍ଷାରେ ବିଫଳ ହେଉଛନ୍ତି କି? ତେବେ ଜାଣନ୍ତୁ କିପରି ସଫଳତା ପାଇବେ?

Medical recruitment 2022 vacancy for 1326 posts
ମେଡିକାଲ୍‌ରେ ଚାକିରି ; ୧୩୨୬ ପଦବୀ ପୂରଣ ହେବ

ମେଡିକାଲ୍‌ ହେଲ୍‌ଥ ସର୍ଭିସେସ୍ ରିକ୍ରୁମେଣ୍ଟ ବୋର୍ଡ ସିଭିଲ୍ ଆସିଷ୍ଟାଣ୍ଟ ସର୍ଜନ୍ ସହିତ ଅନ୍ୟାନ୍ୟ ୧୩୨୬ ପଦ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଆହ୍ୱାନ କରିଛି। ଜାଣନ୍ତୁ କେବେ ଠାରୁ କରିବେ ଆବେଦନ?

Bumper vacancy has come out DDA
ଯଦି ଆପଣଙ୍କ ପାଖରେ ଏହି ଯୋଗ୍ୟତା ଅଛି ତେବେ ଆପଣ ବି କରିବେ ସରକାରୀ ଚାକିରି

ଏଇଠି ଅଛି ସରକାରୀ ଚାକିରି। ଅଛି ୨୭୯ ପଦବୀ ଖାଲି। ଯଦି ଆପଣଙ୍କ ପାଖରେ ଏହି ଯୋଗ୍ୟତା ଅଛି ତେବେ ଆପଣ ବି ଏହି ଚାକିରି କରିପାରିବେ।