• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Jobs Updates

High Court Recruitment Apply for 35 posts
High Court Recruitment: ଓଡ଼ିଶା ହୋଇକୋର୍ଟରେ ପୂରଣ ହେବ ଜୁନିୟର୍ ଷ୍ଟେନୋଗ୍ରାଫର୍ ପଦବୀ

ଓଡ଼ିଶା ହୋଇକୋର୍ଟରେ ବାହାରିଛି ଚାକିରି। ଏନେଇ ହାଇକୋର୍ଟ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ବିସ୍ତୃତଭାବେ ଜାଣିବାକୁ ଚାହାନ୍ତି ସେମାନେ ଅଫିସିଆଲ୍ ବିଜ୍ଞପ୍ତିକୁ ଯାଇପାରିବେ।

BSF Recruitment 2024 Apply for 191 posts
BSF Recruitment: BSFରେ ପୂରଣ ହେବ ଅନେକ ପଦବୀ; ଦଶମ ପାଶ୍‌ ସହ ଏହି ସାର୍ଟିଫିକେଟ୍ ଥିଲେ ସୁଯୋଗ

ସୀମା ସୁରକ୍ଷା ବାହିନୀ (BSF) ରେ ଯୋଗଦେବାକୁ ସ୍ୱପ୍ନ ଦେଖୁଛନ୍ତି। ତେବେ ଏହି ଖବର ଆପଣଙ୍କ ପାଇଁ। କେ ୱାଟର ୱିଙ୍ଗରେ ଗ୍ରୁପ୍ ବି ଏବଂ ସି ବର୍ଗ ପଦବୀ ପାଇଁ BSF ନିଯୁକ୍ତି ଘୋଷଣା କରିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

AFCAT 2 Recruitment Apply for 304 posts
AFCAT 2024: ଭାରତୀୟ ବାୟୁସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି… ସୁଯୋଗ ହାତଛଡା କରନ୍ତୁ ନାହିଁ

ଭାରତୀୟ ବାୟୁସେନାରେ ଚାକିରି ପାଇବା ପାଇଁ ଅନେକ ଯୁବକ ଚାହିଁ ବସିଥାନ୍ତି। ଆପଣ ଯଦି ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ଏୟାର୍‌ପୋର୍ସ କମନ ଆଡମିଶନ ଟେଷ୍ଟ(AFCAT) ମାଧ୍ୟମରେ ହେବ।

NCERT Recruitment 2024
NCERT Recruitment 2024: NCERT ରେ ପୂରଣ ହେବ ବିଭିନ୍ନ ପଦବୀ; ଆପଣ ବି ନେଇ ପାରିବେ ସୁଯୋଗ

NCERTରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଏକ ଖୁସି ଖବର। NCERT ଏନେଇ ଏକ ବିଜ୍ଞାପନ ପ୍ରକାଶ କରିଛି। ଆପଣ ଯଦି NCERTରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଏହି ବିଜ୍ଞପ୍ତିକୁ ତୁରନ୍ତ ଯାଞ୍ଚ କରନ୍ତୁ।

Government jobs preparation tips know how to clear exams
Career Tips: ବାରମ୍ବାର ଚେଷ୍ଟା ପରେ ମିଳୁନି ସରକାରୀ ଚାକିରି... ଏହି ୬ଟି ଉପାୟ ମାନନ୍ତୁ, ସଫଳତା ହାତ ମୁଠାରେ

ସରକାରୀ ଚାକିରିଟିଏ ପାଇବାକୁ ଚାହୁଁଥିବା ଯୁବକମାନେ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ସେମାନେ ଯଦି କିଛି ଟିପ୍ସକୁ ଗ୍ରହଣ କରନ୍ତି ତେବେ ସେମାନଙ୍କୁ ସଫଳ ହେବାକୁ କେହି ଅଟକାଇ ପାରିବେ ନାହିଁ। ତେବେ ଆସନ୍ତୁ ଏହି ଟିପ୍ସଗୁଡିକ ଜାଣିବା, ଯାହା ଏକ ସରକାରୀ ଚାକିରି ପ୍ରସ୍ତୁତିରେ ଆପଣଙ୍କୁ ସାହାଯ୍ୟ କରିବ।

Railway Jobs ICF Chennai Recruitment Apply for 1010 posts
Railway Jobs: ରେଳବାଇରେ ପୂରଣ ହେବ ୧୦୦୦ରୁ ଅଧିକ ପଦବୀ; ଦଶମ ପିଲା ନେବେ ସୁଯୋଗ

ଆପଣ ଯଦି ଭାରତୀୟ ରେଳବାଇରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ସମ୍ପ୍ରତି ରେଳବାଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଇଣ୍ଟିଗ୍ରାଲ୍ କୋଚ୍ କାରଖାନା ଚେନ୍ନାଇରେ ୧ ହଜାରରୁ ଅଧିକ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ।

upsc announces vacancies for multiple posts apply for  312
UPSC Recruitment: UPSCରେ ପୂରଣ ହେବେ ଅନେକ ପ୍ରାର୍ଥୀ; ବିଭିନ୍ନ କ୍ଷେତ୍ରରେ ପିଜି-ଡିଗ୍ରୀ ଥିଲେ ନେବେ ସୁଯୋଗ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୟୁନିଅନ ପବ୍ଲିକ୍‌ ସର୍ଭିସ୍‌ କମିଶନ ଏହି ସୁଯୋଗ ନେଇଆସିଛି। ଏନେଇ ବିଭିନ୍ନ କ୍ଷେତ୍ରରେ ଅନେକ ପଦବୀ ପୂରଣ ହେବ। UPSC ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Intelligence Bureau Recruitment
IB Recruitment 2024: ଇଣ୍ଟେଲିଜେନ୍ସ ବ୍ୟୁରୋରେ ପୂରଣ ହେବ ୬୦୦ରୁ ଅଧିକ ପଦବୀ; ଦରମା ୧.୫ଲ‍କ୍ଷ

ପ୍ରତ୍ୟେକ ଯୁବକ IBରେ କାମ କରିବାକୁ ଇଚ୍ଛା କରନ୍ତି। ଯଦି ଆପଣ ବି IBରେ ଚାକିରି ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ତୁରନ୍ତ ଆବେଦନ କରନ୍ତୁ।

Want professor job with 200000 salary apply at esic
ESIC Recruitment 2024: ESICରେ ପୂରଣ ହେବ ଅନେକ ପଦବୀ; ଦରମା ୨ ଲକ୍ଷ

ESICରେ ଚାକିରି କରିବାକୁ ଅନେକ ପ୍ରାର୍ଥୀ ଇଛା କରିଥାନ୍ତି। ଆପଣ ଯଦି ଏହି ସଂସ୍ଥାରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ESIC ଏନେଇ ଏକ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଚୟନ୍ ହେଲେ ଦରମା ୨ ଲକ୍ଷ ଟଙ୍କା।

 Karnataka peon
ଆଶ୍ଚର୍ଯ୍ୟ ! ମାଟ୍ରିକ୍‌ରେ ରଖିଛନ୍ତି ୯୯.୫%, କିନ୍ତୁ ପଢ଼ି ପାରୁନାହାଁନ୍ତି ଅକ୍ଷର...

ଆଶ୍ଚର୍ଯ୍ୟ କଲେ ବି ସତ ! ମାଟ୍ରିକ୍‌ରେ ରଖିଛନ୍ତି ୯୯.୫% କିନ୍ତୁ ପଢି ପାରୁ ନାହାଁନ୍ତି ଅକ୍ଷର । ଏହି ଘଟଣା ସାମ୍ନାକୁ ଆସିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି । 

If you lost your job then do these things to get new job soon
Career Tips: ଆପଣ ଚାକିରି ହରାଇ ଚିନ୍ତାରେ ଅଛନ୍ତି କି… ଏହି ୫ଟି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ, ସାଙ୍ଗେ ସାଙ୍ଗେ ମିଳିଯିବ ନୂଆ କାମ

ଚାକିରି ପାଇବା ଯେତିକି ଖୁସି ଆଣିଥାଏ, ଚାକିରି ହରେଇବା ତା’ ଠାରୁ ଅଧିକ ଦୁଃଖ ଦେଇଥାଏ। ଆପଣ ଯଦି ଚାକିରି ହରାଇ ଅସୁବିଧାରେ ଅଛନ୍ତି, ଆଉ ନୂଆ ଚାକିରି ଖୋଜୁଛନ୍ତି ତେବେ କିଛି ଉପାୟ ଅନୁସରଣ କଲେ ତୁରନ୍ତ ଚାକିରି ମିଳିଯାଇପାରେ। ତେବେ ଏହି ଉପାୟ ଜାଣିବା ପାଇଁ ପଢନ୍ତୁ।

First job tips for successful career and tension free office life
Career Tips: ଆପଣ ପ୍ରଥମ ଚାକିରି ପାଇ ଉତ୍ସାହିତ କି; ଏହି ୬ଟି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ, କାମରେ ଆସିବନି ଚାପ

ଚାକିରିର ସ୍ୱପ୍ନ ବାସ୍ତବ ରୂପ ନେଉଥିବା ବେଳେ ମନ ଉଲ୍ଲସିତ ଆଉ ଉତ୍ସାହିତ ଥାଏ। ପ୍ରଥମ ଚାକିରି ଆମ ଉଡ଼ାଣକୁ ଜୋର କରିଦିଏ ଏବଂ ଉଚ୍ଚକୁ ଉଡ଼ିବାରେ ସାହାଯ୍ୟ କରେ। ଏହି ସମୟରେ କିନ୍ତୁ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଯାହାଫଳରେ ପ୍ରଥମ ଚାକିରି ଚାପମୁକ୍ତ ହୋଇପାରିବ।

airman group y medical assistant posts vacancy
Indian Air Force Recruitment: ଭାରତୀୟ ବାୟୁସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି କି; ଆପଣଙ୍କ ପାଇଁ ସୁଯୋଗ

ଭାରତୀୟ ବାୟୁସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବବର୍ଗଙ୍କ ପାଇଁ ଏହି ଖବର। ଏୟାରମ୍ୟାନ୍ ଗ୍ରୁପ୍ Y ଅଧୀନରେ ମେଡିକାଲ୍ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ। ଏନେଇ IAF ବିଜ୍ଞପ୍ତି ପ୍ରକାଶ କରିଛି।

BSF Recruitment 2024 apply for 144 posts
BSF Recruitment 2024: ଭାରତୀୟ ସେନାରେ ପୂରଣ ହେବ ଅନେକ ପଦବୀ; ଦଶମ ପିଲା ବି ନେବେ ସୁଯୋଗ

ସେନାରେ ଚାକିରି କରିବା ଏକ ସମ୍ମାନର କଥା ହୋଇଥାଏ। ଏନେଇ ସୀମା ସୁରକ୍ଷା ବଳ (BSF) ରେ ଚାକିରି ପାଇବାକୁ ପ୍ରାୟ ସମସ୍ତେ ସ୍ୱପ୍ନ ଦେଖନ୍ତି। ଯଦି ଆପଣ BSFରେ କାମ କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହି ସୁଯୋଗ ଆପଣଙ୍କ ପାଇଁ।

Senior Resident Job in Indian Railways
Railway Recruitment 2024: ଉତ୍ତର ରେଳବାଇରେ ଚାକିରି; ଚୟନ ହେଲେ ମାସକୁ ୨ ଲକ୍ଷରୁ ଅଧିକ ଦରମା

ଭାରତୀୟ ରେଳବାଇରେ ଚାକିରି ପାଇବାକୁ ଇଚ୍ଛା କରୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଉତ୍ତର ରେଳବାଇ ଏହି ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ପୋଷ୍ଟ୍ ଗ୍ରାଜୁଏସନ କରିଥିବେ ତେବେ ଏହି ସୁଯୋଗ ନେଇପାରିବେ।

Upsc cds ii 2024 registration begins for 459 vacancies
UPSC CDS 2 2024: ଆରମ୍ଭ ହୋଇଛି UPSC CDS 2 ପାଇଁ ଆବେଦନ; ୪୫୯ ପଦବୀ ପାଇଁ ଚାଲିଛି ଆବେଦନ

UPSCରେ ନିଯୁକ୍ତି ପାଇଁ ଅନେକ ଯୁବକ ଚାହିଁ ବସିଥାନ୍ତି। ଆପଣ ଯଦି ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣେ ତେବେ ସୁଯୋଗ ହାତଛଡା କରନ୍ତୁ ନାହିଁ। UPSC ମିଳିତ ପ୍ରତିରକ୍ଷା ସେବା ପରୀକ୍ଷା ୨ (CDS 2) ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

Orissa High Court Recruitment Apply For 182 Posts
Orissa High Court Recruitment: ଓଡ଼ିଶା ହାଇକୋର୍ଟରେ ଚାକିରି ଖୋଜୁଛନ୍ତି କି… ପୂରଣ ହେବ JS ଓ ASO

ଓଡ଼ିଶା ହାଇକୋର୍ଟରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା ହାଇକୋର୍ଟ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଯେକୌଣସି ବିଷୟରେ ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ।

DRDO Recruitment Apply For 25 Posts
DRDO Recruitment: ଇଞ୍ଜିନିୟରିଂ କରିଥିଲେ ସୁବର୍ଣ୍ଣ ସୁଯୋଗ; DRDOରେ ମିଳିବ ନିଯୁକ୍ତି

DRDOରେ ଶିକ୍ଷାଦାନ କରିବାର ଏକ ସୁଯୋଗ। ସଂଗଠନ ଅଧୀନରେ କାମ କରୁଥିବା ସେଣ୍ଟର ଫର୍ ହାଇ ଏନର୍ଜୀ ଆଣ୍ଡ ସାଇନ୍ସ (CHESS) ହାଇଦ୍ରାବାଦରେ ଏହି ନିଯୁକ୍ତି ବାହାରିଛି। ଏନେଇ DRDO ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Railway Goods Train Manager Recruitment Apply For 108 Posts
Railway Recruitment: ଗ୍ରାଜୁଏସନ କରି ଘରେ ବସିଛନ୍ତି କି…ରେଳବାଇରେ ମ୍ୟାନେଜର୍ ହେବାର ସୁଯୋଗ

ଭାରତୀୟ ରେଳ ବିଭାଗରେ ଚାକିରି କରିବାକୁ ଆଗ୍ରହୀ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ପୂର୍ବାଞ୍ଚଳ ରେଳ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

NHPC Recruitment applied for 64 apprentice post
NHPC Recruitment: ଦଶମ ପାଶ୍‌ କରି ITI କରିଛନ୍ତି… NHPCରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ

ଆପଣ ଯଦି ITI ପାଶ୍ କରିଛନ୍ତି ଏବଂ NHPC ଲିମିଟେଡ୍‌ରେ ଚାକିରି ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଏନେଇ ଟନକପୁର ପାୱାର ଷ୍ଟେସନ ପାଇଁ NHPC ଲିମିଟେଡ୍ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

HAL Apprentice Recruitment apply for 324 posts
HAL Apprentice Recruitment: HAL ରେ ପୂରଣ ହେବ ୩୦୦ରୁ ଅଧିକ ପଦବୀ; ପୂରା ସୂଚନା ଜାଣିବା ପାଇଁ ଦେଖନ୍ତୁ

ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ସେମାନଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି। ଏନେଇ HAL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଏହି ବିଜ୍ଞପନକୁ ଦେଖନ୍ତି ଆଉ ଚିନ୍ତା କରନ୍ତୁ।

India Post Office Recruitment Apply For 54 Posts
India Post Office Recruitment: ପୋଷ୍ଟାଲ୍‌ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ବାର୍ଷିକ ଦରମା ୨୫ ଲକ୍ଷ

ଭାରତର ଅନେକ ଯୁବବର୍ଗ ପୋଷ୍ଟାଲ୍ ଚାକିରି ପାଇଁ ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଭାରତୀୟ ଡାକ ସେବାରେ ଚାକିରି କରିବାକୁ ଇଚ୍ଛୁକ ତେବେ ଏହି ଖବର ଆପଣଙ୍କ ପାଇଁ। ଏନେଇ ଇଣ୍ଡିଆନ୍ ପୋଷ୍ଟାଲ୍ ପେମେଣ୍ଟ୍ ବ୍ୟାଙ୍କ(IPPB) ଏକ ବିଜ୍ଞପ୍ତି ପ୍ରକାଶ କରିଛି।

DRDO DMRL Apprentice Recruitment 2024
DRDO Recruitment 2024: ITI କରି ଘରେ ବସିଛନ୍ତି କି…. DRDOରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ

ଆପଣ ଯଦି ITI ଘରେ ବସିଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଆପଣ ମଧ୍ୟ ଭାରତୀୟ ପ୍ରତିରକ୍ଷା ଏବଂ ଅନୁସନ୍ଧାନ ସଂଗଠନ (DRDO)ରେ ଚାକିରି କରିପାରିବେ। ଏନେଇ DRDO ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Indian Navy Agniveer (MR/SSR) Recruitment Apply Online For 300+ Posts
Indian Navy Agniveer Recruitment: ଭାରତୀୟ ନୌସେନାରେ ପୂରଣ ହେବ ୩୦୦ରୁ ଅଧିକ ପଦବୀ; ଦଶମ ପାଶ୍ ପିଲା ବି କରିବେ ଆବେଦନ

ଭାରତୀୟ ନୌସେନାରେ ଚାକିରି କରିବାକୁ ପ୍ରାୟ ଯୁବବର୍ଗ ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଭାରତୀୟ ନୌସେନାରେ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ନୌସେନା ଅଗ୍ନିବୀର ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Assistant Communication officer vacancy in home ministry
MHA Recruitment 2024 : ଗ୍ରାଜୁଏସନ କରିଥିଲେ ଗୃହ ମନ୍ତ୍ରଣାଳୟରେ ଚାକିରି; ହେବେ ଅଫିସର୍

ଯେଉଁମାନେ ଗୃହ ମନ୍ତ୍ରଣାଳୟରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। ଏଥିପାଇଁ MHA ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଚୟନ ହେଲେ ପ୍ରାର୍ଥୀ ମାସକୁ ୧ ଲକ୍ଷରୁ ଅଧିକ ଦରମା ପାଇବେ।