କୋଲକାତାର ଆର୍.ଜି କର ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନୀ ଡାକ୍ତରଙ୍କ ଯନ୍ତ୍ରଣାଦାୟକ ଯୌନ ଉତ୍ପୀଡ଼ନ କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିକରିଛି। ତେବେ କର୍ମକ୍ଷେତ୍ରରେ ମହିଳାଙ୍କ ସହ ଘଟୁଥିବା ଏହି ଘଟଣାକୁ ରୋକିବା ପାଇଁ ସୁପ୍ରିମକୋର୍ଟ 'ବିଶାଖା ଗାଇଡ୍ଲାଇନ୍' ଜାରି କରିଛନ୍ତି।
ସାମ୍ନାକୁ ଆସିଲା ମାଓ କ୍ୟାମ୍ପର କଳାକାହାଣୀ । ବାହା ହେବାକୁ ଦିଆଯାଉଥିଲା ଅନୁମତି , ପିଲା ଜନ୍ମ କରିବା ପୂର୍ବରୁ ଦମ୍ପତିଙ୍କର ହେଉଥିଲା ବନ୍ଧ୍ୟାକରଣ । ଆତ୍ମସମର୍ପଣ ପରେ ଖୋଲିଲା ଗୁମର
ସାମ୍ନାକୁ ଆସିଲା ମାଓ କ୍ୟାମ୍ପର କଳାକାହାଣୀ । ବାହା ହେବାକୁ ଦିଆଯାଉଥିଲା ଅନୁମତି , ପିଲା ଜନ୍ମ କରିବା ପୂର୍ବରୁ ଦମ୍ପତିଙ୍କର ହେଉଥିଲା ବନ୍ଧ୍ୟାକରଣ । ଆତ୍ମସମର୍ପଣ ପରେ ଖୋଲିଲା ଗୁମର
ଅଭିନେତ୍ରୀ / ରାଜନେତା ଖୁସ୍ବୁ ସୁନ୍ଦରଙ୍କ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା। ମାତ୍ର ୮ ବର୍ଷ ବୟସରେ ହୋଇଥିଲେ ଯୌନ ଶୋଷଣର ଶିକାର। ପିଲାଦିନେ ତାଙ୍କ ବାପାଙ୍କ ଦ୍ୱାରା ନିର୍ଯାତିତ ହୋଇଥିଲେ।