• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Woman Harass

Women’s Equality Day 2024
Women’s Equality Day 2024: ବଢିବାରେ ଲାଗିଛି ମହିଳା ଡିଜିଟାଲ୍ ହିଂସା; ଜାଣନ୍ତୁ କିପରି ନିଜକୁ କରିବେ ରକ୍ଷା

ଆଜି ‘ମହିଳା ସମାନତା ଦିବସ’ ପାଳନ କରାଯାଉଥିବା ବେଳେ ମଧ୍ୟ ଭାରତୀୟ ସମାଜରେ କେଉଁଠି ନା କେଉଁଠି ମହିଳା-ପୁରୁଷଙ୍କ ମଧ୍ୟରେ ରହିଛି ପାତରଅନ୍ତର। ଆଜି ବି ମହିଳାମାନେ ଅନେକ ଡିଜିଟାଲ ହିଂସାର ଶିକାର ହେଉଛନ୍ତି। ତେବେ ଏହି ଡିଜିଟାଲ ହିଂସା କ’ଣ ଓ ସେଥିରୁ କିପରି ନିଜକୁ ରକ୍ଷା କରିହେବ ଆସନ୍ତୁ ଜାଣିବା।

Vishaka guidelines against sexual harassment in the workplace
Vishaka Guidelines: ଅଫିସ୍‌ରେ କେବେ ବି ହୁଅନ୍ତୁ ନାହିଁ ଏମିତି କଥା; ହେବ ପୋଲିସ୍ କେସ୍!

କୋଲକାତାର ଆର୍‌.ଜି କର ମେଡିକାଲ୍‌ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନୀ ଡାକ୍ତରଙ୍କ ଯନ୍ତ୍ରଣାଦାୟକ ଯୌନ ଉତ୍ପୀଡ଼ନ କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିକରିଛି। ତେବେ କର୍ମକ୍ଷେତ୍ରରେ ମହିଳାଙ୍କ ସହ ଘଟୁଥିବା ଏହି ଘଟଣାକୁ ରୋକିବା ପାଇଁ ସୁପ୍ରିମକୋର୍ଟ 'ବିଶାଖା ଗାଇଡ୍‌ଲାଇନ୍' ଜାରି କରିଛନ୍ତି।

Indian housewives commit suicide
ଭାରତୀୟ ଗୃହିଣୀଙ୍କ ଆତ୍ମହତ୍ୟା ପ୍ରବଣତା

ଭାରତରେ ପ୍ରତିବର୍ଷ ଗୃହିଣୀଙ୍କ ଆତ୍ମହତ୍ୟା ସଂଖ୍ୟା ବଢି ଚାଲିଛି। ଏହା ପଛରେ ମାନସିକ ଓ ଶାରିରୀକ କାରଣ ଠାରୁ ଆରମ୍ଭ କରି ଘରୋଇ ହିଂସା, ଯୌତୁକ ନିର୍ଯାତନା, ଆର୍ଥିକ ନିର୍ଭରଶୀଳତା ଆଦି ଦାୟୀ ବୋଲି କୁହାଯାଏ। ଆସନ୍ତୁ ଏ ବିଷୟରେ ନଜର ପକେଇ ନେବା