Advertisment

Railway Recruitment 2024: ଆପଣ ଯଦି ଦଶମ ପାଶ୍, ରେଳବାଇରେ ଚାକିରି କରିବାକୁ ଚାହାନ୍ତି… ପଢନ୍ତୁ ଏହି ଖବର

ଭାରତୀୟ ରେଳବାଇ ଅଧିନରେ ଥିବା କୋଙ୍କଣ ରେଳ ନିଗମ ଲିମିଟେଡ୍ (KRCL) ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Railway Recruitment  2024 KRCL  Apply for 190 posts

Railway Recruitment 2024 KRCL Apply for 190 posts

ରେଳବାଇରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ପୁଣି ଏକ ସୁଯୋଗ। ଏନେଇ ଭାରତୀୟ ରେଳବାଇ ଅଧିନରେ ଥିବା କୋଙ୍କଣ ରେଳ ନିଗମ ଲିମିଟେଡ୍ (KRCL) ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ KRCLରେ ସିନିୟର ଇଞ୍ଜିନିୟର, ଟେକ୍ନିସିଆନ୍, ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍, ଟ୍ରାକ୍ ମେଣ୍ଟେନର୍, ଷ୍ଟେସନ୍ ମାଷ୍ଟର, ଗୁଡ୍‌ସ ଟ୍ରେନ୍ ମ୍ୟାନେଜର, ପଏଣ୍ଟ ମ୍ୟାନ୍ ଆଦି ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଦଶମ ପାଶ୍ ପିଲାମାନେ ମଧ୍ୟ ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୯୦ ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: CISF Recruitment 2024: CISFରେ ଚାକିରି ସୁଯୋଗ; ଦରମା ୬୯ ହଜାର; ଜାଣନ୍ତୁ କେଉଁମାନେ କରିବେ ଆବେଦନ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ KRCLର ଅଫିସିଆଲ୍ ୱେବ୍‌ସାଇଟ୍‌ https://konkanrailway.com/କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Railway Recruitment 2024 KRCL Apply for 190 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୬ ସେପ୍ଟେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୬ ଅକ୍ଟୋବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ସିନିୟର ସେକ୍ସନ୍ ଇଞ୍ଜିନିୟର (ଇଲେକ୍ଟ୍ରିକାଲ୍) – ୦୫ଟି ପୋଷ୍ଟ୍
  • ସିନିୟର ସେକ୍ସନ୍ ଇଞ୍ଜିନିୟର (ସିଭିଲ୍) – ୦୫ଟି ପୋଷ୍ଟ୍
  • ଟେକ୍ନିସିଆନ୍ III (ଇଲେକ୍ଟ୍ରିକାଲ୍) – ୧୫ଟି ପୋଷ୍ଟ୍
  • ଟେକ୍ନିସିଆନ୍ III (ମେକାନିକାଲ୍) – ୨୦ଟି ପୋଷ୍ଟ୍
  • ସହକାରୀ ଲୋକୋ ପାଇଲଟ୍ (ଇଲେକ୍ଟ୍ରିକାଲ୍) – ୧୫ଟି ପୋଷ୍ଟ୍
  • ଟ୍ରାକ୍ ମେଣ୍ଟେନର୍ (ସିଭିଲ୍) – ୩୫ଟି ପୋଷ୍ଟ୍
  • ଷ୍ଟେସନ ମାଷ୍ଟର – ୧୦ଟି ପୋଷ୍ଟ୍
  • ଗୁଡ୍‌ସ ଟ୍ରେନ୍ ମ୍ୟାନେଜର୍ – ୦୫ଟି ପୋଷ୍ଟ୍
  • ପଏଣ୍ଟସ୍ ମ୍ୟାନ୍ – ୬୦ଟି ପୋଷ୍ଟ୍
  • ESTM-III – ୧୫ଟି ପୋଷ୍ଟ୍
  • ବାଣିଜ୍ୟିକ ସୁପରଭାଇଜର – ୦୫ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: UPSC Recruitment 2024: UPSC ବାହାର କଲା ନୂଆ ବିଜ୍ଞପ୍ତି; ଯୁକ୍ତ ଦୁଇ ଥିଲେ ବି କରିବେ ଆବେଦନ

ଯୋଗ୍ୟତା:

  • ଦଶମ, ଦ୍ୱାଦଶ ପାଶ୍ ଠାରୁ ସ୍ନାତକ ପର୍ଯ୍ୟନ୍ତ ଯେକେହି ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୬ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୧୮,୦୦୦ଟଙ୍କା
  • ସର୍ବାଧିକ ଦରମା – ୪୪,୯୦୦ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସମସ୍ତ ପ୍ରାର୍ଥୀ – ୭୫୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଶାରୀରିକ ପରୀକ୍ଷା
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: PGCIL Recruitment 2024: ପୂରଣ ହେବ ୧ହଜାରରୁ ଅଧିକ ପଦବୀ; ଜାଣନ୍ତୁ ଓଡ଼ିଶାରେ କେତେ ନିଯୁକ୍ତି ପାଇବେ

Indian Railways Govt Jobs Job Search Job Seekers
Advertisment
Advertisment