• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ବିଦ୍ୟୁତ୍ ବିତରଣ ପାଇଁ ଏକ ଜଣାଶୁଣା କମ୍ପାନୀ ତଥା ଭାରତ ସରକାରଙ୍କ ଅଧୀନରେ ଥିବା ପାୱାର୍ ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ(PGCIL)ରେ ଚାକିରି ସୁଯୋଗ। ଏନେଇ PGCIL ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଅନେକ ଗୁଡିଏ ପଦବୀ ପୂରଣ ହେବ। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

ଏହି ନିଯୁକ୍ତି ମାଧ୍ୟମରେ PGCILରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଇଂଜିନିୟରିଂ କରିଥିବା ପିଲାମାନେ ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ସବୁ ରାଜ୍ୟରେ ହେଉଥିବା ବେଳେ ଓଡିଶାରେ ମଧ୍ୟ ୪୭ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: NPCIL Vacancy 2024: ଦଶମ ପାଶ୍ କରିଥିଲେ ସରକାରୀ ଚାକିରି; ଜାଣନ୍ତୁ ଆବେଦନ କରିବାର ବୟସ, ଦରମା

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ PGCILର ଅଫିସିଆଲ୍ ୱେବ୍‌ସାଇଟ୍‌ http://www.powergrid.in/କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ PGCIL Recruitment 2024 Apply for 1027 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୦ ଅଗଷ୍ଟ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୮ ସେପ୍ଟେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଷ୍ଟାଇପେଣ୍ଡ୍ରୀ ଟ୍ରେନୀ ଅପରେଟର୍ – ୧୫୩ଟି ପୋଷ୍ଟ୍
  • ଷ୍ଟାଇପେଣ୍ଡ୍ରୀ ଟ୍ରେନୀ ମେଣ୍ଟେନର୍ – ୧୨୬ଟି ପୋଷ୍ଟ୍
  • ଉତ୍ତରପ୍ରଦେଶ, କ୍ଷେତ୍ର NR-III – ୮୪ଟି ପୋଷ୍ଟ୍‌
  • ଉତ୍ତରାଖଣ୍ଡ, କ୍ଷେତ୍ର NR-III – ୦୪ଟି ପୋଷ୍ଟ୍‌
  • ବିହାର କ୍ଷେତ୍ର-ERTS I – ୪୮ଟି ପୋଷ୍ଟ୍‌
  • ଝାଡଖଣ୍ଡ କ୍ଷେତ୍ର-ERTS I – ୧୮ଟି ପୋଷ୍ଟ୍‌
  • ଦିଲ୍ଲୀ, କ୍ଷେତ୍ର NR-I – ୧୧ଟି ପୋଷ୍ଟ୍‌
  • ହରିୟାଣା, କ୍ଷେତ୍ର NR-I – ୬୦ଟି ପୋଷ୍ଟ୍‌
  • ଉତ୍ତରପ୍ରଦେଶ, କ୍ଷେତ୍ର NR-I – ୧୭ଟି ପୋଷ୍ଟ୍‌
  • ରାଜସ୍ଥାନ, କ୍ଷେତ୍ର NR-I – ୪୧ଟି ପୋଷ୍ଟ୍‌
  • ଉତ୍ତରାଖଣ୍ଡ, କ୍ଷେତ୍ର NR-I – ୧୨ଟି ପୋଷ୍ଟ୍‌
  • ହରିୟାଣା, କର୍ପୋରେଟ୍ କେନ୍ଦ୍ର – ୭୧ଟି ପୋଷ୍ଟ୍‌
  • ଜମ୍ମୁ କାଶ୍ମୀର, କ୍ଷେତ୍ର NR-II ଏବଂ ଲଦାଖ – ୩୬ଟି ପୋଷ୍ଟ୍‌
  • ହରିୟାଣା, କ୍ଷେତ୍ର NR-II – ୦୮ଟି ପୋଷ୍ଟ୍‌
  • ପଞ୍ଜାବ, କ୍ଷେତ୍ର NR-II – ୨୦ଟି ପୋଷ୍ଟ୍‌
  • ହିମାଚଳ ପ୍ରଦେଶ, କ୍ଷେତ୍ର NR-II – ୦୮ଟି ପୋଷ୍ଟ୍‌
  • ଚଣ୍ଡିଗଡ଼, କ୍ଷେତ୍ର NR-II – ୦୨ଟି ପୋଷ୍ଟ୍‌
  • ପଶ୍ଚିମବଙ୍ଗ, କ୍ଷେତ୍ର ER-II – ୫୦ଟି ପୋଷ୍ଟ୍‌
  • ସିକ୍କିମ୍, କ୍ଷେତ୍ର ER-II – ୦୨ଟି ପୋଷ୍ଟ୍‌
  • ଅରୁଣାଚଳ ପ୍ରଦେଶ, କ୍ଷେତ୍ର-NER – ୨୪ଟି ପୋଷ୍ଟ୍‌
  • ଆସାମ, କ୍ଷେତ୍ର-NER –୪୦ଟି ପୋଷ୍ଟ୍‌
  • ମଣିପୁର, କ୍ଷେତ୍ର-NER – ୦୫ଟି ପୋଷ୍ଟ୍‌
  • ମେଘାଳୟ, କ୍ଷେତ୍ର-NER – ୧୮ଟି ପୋଷ୍ଟ୍‌
  • ମିଜୋରାମ, କ୍ଷେତ୍ର-NER – ୦୪ଟି ପୋଷ୍ଟ୍‌
  • ନାଗାଲାଣ୍ଡ, କ୍ଷେତ୍ର-NER – ୦୪ଟି ପୋଷ୍ଟ୍‌
  • ତ୍ରିପୁରା, କ୍ଷେତ୍ର-NER – ୧୧ଟି ପୋଷ୍ଟ୍‌
  • ଓଡ଼ିଶା, ଓଡ଼ିଶା ପ୍ରକଳ୍ପ – ୪୭ଟି ପୋଷ୍ଟ୍‌
  • ମହାରାଷ୍ଟ୍ର କ୍ଷେତ୍ର - WR-I – ୫୫ଟି ପୋଷ୍ଟ୍‌
  • ମଧ୍ୟପ୍ରଦେଶ କ୍ଷେତ୍ର - WR-I – ୦୪ଟି ପୋଷ୍ଟ୍‌
  • ଛତିଶଗଡ କ୍ଷେତ୍ର - WR-I –୪୦ଟି ପୋଷ୍ଟ୍‌
  • ଗୋଆ କ୍ଷେତ୍ର - WR-I – ୦୨ଟି ପୋଷ୍ଟ୍‌
  • ମଧ୍ୟପ୍ରଦେଶ କ୍ଷେତ୍ର - WR-II – ୫୩ଟି ପୋଷ୍ଟ୍‌
  • ଗୁଜୁରାଟ କ୍ଷେତ୍ର - WR-II – ୫୯ଟି ପୋଷ୍ଟ୍‌
  • ଆନ୍ଧ୍ରପ୍ରଦେଶ, କ୍ଷେତ୍ର SR-I – ୩୨ଟି ପୋଷ୍ଟ୍‌ |
  • ତେଲେଙ୍ଗାନା, କ୍ଷେତ୍ର SR-I – ୩୬ଟି ପୋଷ୍ଟ୍‌
  • କର୍ଣ୍ଣାଟକ, କ୍ଷେତ୍ର - SR-II – ୪୬ଟି ପୋଷ୍ଟ୍‌
  • ତାମିଲନାଡୁ, କ୍ଷେତ୍ର - SR-II ଏବଂ ପୁଡୁଚେରୀ କ୍ଷେତ୍ର - SR-II – ୪୨ଟି ପୋଷ୍ଟ୍‌
  • କେରଳ, କ୍ଷେତ୍ର - SR-II – ୧୩ଟି ପୋଷ୍ଟ୍‌
  • ମୋଟ୍ - ୧୦୨୭ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: RRB Paramedical Recruitment: ପୂରଣ ହେବ ୧୩ ଶହରୁ ଅଧିକ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଯୋଗ୍ୟତା:

  • ସ୍ନାତକ (ଇଲେକ୍ଟ୍ରିକାଲ୍) - ପ୍ରାର୍ଥୀମାନେ ଇଲେକ୍ଟ୍ରିକାଲ୍ ଇଂଜିନିୟରିଂରେ B.E./B.Tech./B.Sc
  • HR କାର୍ଯ୍ୟନିର୍ବାହୀ - MBA (HR) / ପର୍ସନାଲ ମ୍ୟାନେଜ୍‌ମେଣ୍ଟ୍‌ / ପର୍ସନାଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ଏବଂ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍‌ସିପ୍‌ରେ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା
  • ଆଇଟିଇ ଇଲେକ୍ଟ୍ରିସିଆନ - ଇଲେକ୍ଟ୍ରିସିଆନ ଟ୍ରେଡ୍‌ରେ ଆଇଟିଆଇ
  • ଡିପ୍ଲୋମା (ଇଲେକ୍ଟ୍ରିକାଲ୍) - ଇଲେକ୍ଟ୍ରିକାଲ୍ ଇଂଜିନିୟରିଂରେ ଡିପ୍ଲୋମା

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ବୟସ ଗଣନା ୦୮। ଅଗଷ୍ଟ ୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୧୩,୫୦୦ଟଙ୍କା
  • ସର୍ବାଧିକ ଦରମା – ୨୫,୮୦୦ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ଏହି ଆବେଦନ ସଂପୂର୍ଣ୍ଣ ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମାର୍କ ଅନୁସାରେ ସର୍ଟଲିଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ସର୍ବପ୍ରଥମେ PGCILର ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ
  • ଏହା ପରେ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମରେ ଦିଆଯାଇଥିବା ସମସ୍ତ ବିବରଣୀକୁ ଯତ୍ନର ସହିତ ପୂରଣ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଫର୍ମ Submit କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟ ବାହାର କରନ୍ତୁ

ଅଧିକ ପଢ଼ନ୍ତୁ: ITBP Constable Recruitment 2024: ITBPରେ ପୂରଣ ହେବ କନଷ୍ଟେବଲ ପଦବୀ; ଦଶମ ପିଲା କରିପାରିବେ ଆବେଦନ

 

OTV is now on Whatsapp

Join and get latest news update delivered to you via whatsapp

Join Now