୧୪ଶହ ଲୋକଙ୍କୁ ସ୍ଥାନାନ୍ତର, ପୋଡ଼ିଯାଇଛି ୨ ହଜାର ଘର । ଆପାତକାଳୀନ ପରିଚାଳନାରେ ତ୍ରୁଟି ଅଭିଯୋଗ କରିଛନ୍ତି ଲୋକେ ।
ଛୋଟ ଛୁଆ ନଖ କାଟିବା ସମୟରେ ହାତ-ଗୋଡ ହଲାନ୍ତି। ଫଳରେ ଆଙ୍ଗୁଠି କ୍ଷତ ହେବାର ଆଶଙ୍କା ଥାଏ। ଏହି କାରଣରୁ, ଅଧିକାଂଶ ବାପାମାଆ ପିଲାର ନଖ କାଟିବାରୁ ଦୂରେଇ ରୁହନ୍ତି। ଏହି କଠିନ କାମକୁ କିପରି ସହଜ କରାଯାଇପାରିବ ଆସନ୍ତୁ ଜାଣିବା।
ଚେନ୍ନାଇରେ ମାଲେସିଆକୁ ୪-୩ ଗୋଲରେ ହରାଇ ଭାରତ ଆଜି ଚାମ୍ପିଅନ୍ ହୋଇଛି।
ପଞ୍ଚାୟତ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ଦେଖାଯାଇଥିବା ହିଂସାକାଣ୍ଡ ପ୍ରସଙ୍ଗ ଆଜି ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପଶ୍ଚିମବଙ୍ଗର କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସି ପଞ୍ଚାୟତ ନିର୍ବାଚନ ବେଳେ ରକ୍ତର ଖେଳ ଖେଳିଥିଲା ବୋଲି ମୋଦି ଅଭିଯୋଗ କରିଛନ୍ତି।
କହି କହି ଭାଇ ଭଲ ବାଟକୁ ଫେରିଲାନି ଭାଇ । ସବୁବେଳେ ନିଶାରେ ଚୁର ରହି ଠିକ୍ଭୁଲ୍ ଜାଣି ପାରିଲାନି । ଭାଇକୁ ଭଲ ବାଟକୁ ଫେରାଇ ଆଣିବା ପାଇଁ ନିଜ ଜୀବନ ହାରିଦେଲା ଭଉଣୀ ।
ଯଦି ଆପଣ କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଭାରତୀୟ ଡାକ ବିଭାଗରେ ବିନା ପରୀକ୍ଷାରେ ୩୦ ହଜାରରୁ ଅଧିକ ପଦବୀ ପାଇଁ ନିଯୁକ୍ତି ମିଳିବ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।
ଆପଣ ଜାଣନ୍ତି କି ? ଏମିତି ୪ଟି ଆପ୍ ରହିଛି ଯାହା ଆପଣ ଆପଣଙ୍କ ଫୋନ୍ରେ ରଖିବା ନିହାତି ଜରୁରୀ । କାରଣ ଏହି ଆପ୍ ଗୁଡ଼ିକ ଦ୍ୱାରା ଆପଣ ଅନେକ ସୁବିଧା ପାଇପାରିବେ ।
ସୁପର୍ଷ୍ଟାର୍ ରଜନୀକାନ୍ତଙ୍କ ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେ ସବୁବେଳେ ପାଗଳ। ଅନ୍ୟପକ୍ଷରେ, ଯଦି ତାଙ୍କ ଫିଲ୍ମ ବହୁ ବର୍ଷର ବ୍ୟବଧାନ ପରେ ପ୍ରେକ୍ଷାଳୟକୁ ଆସେ ତେବେ କିଏ ତାଙ୍କ ଫିଲ୍ମ ଦେଖିବାକୁ ଯିବ ନାହିଁ, ଏହା ହୋଇ ନ ପାରେ।
‘ଗଦର ୨’ ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି କରୁଛି। ଖାଲି ସାଧାରଣ ଦର୍ଶକ ନୁହେଁ ସୁପରଷ୍ଟାର୍ମାନେ ମଧ୍ୟ ଏହାର ଫ୍ୟାନ ହୋଇଯାଇଛନ୍ତି। ସଲମାନ ଯେଉଁଭଳି ଭାବରେ ସନି ପାଜିଙ୍କୁ ପ୍ରଶଂସା କରିଛନ୍ତି ତାହା ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି କରିଛି।
ବଲିଉଡ୍ର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ଯଦି କେହି ଚାପୁଡ଼ା ମାରନ୍ତି କିମ୍ବା ତାଙ୍କ ଉପରେ ଛେପ ପକାନ୍ତି, ତା’ହେଲେ ପୁରସ୍କାର ସ୍ୱରୂପ ତାଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ଏନେଇ ଆଗ୍ରାର ଏକ ହିନ୍ଦୁ ସଂଗଠନ ଘୋଷଣା କରିଛି।
ପୂର୍ବରୁ ମଣିପୁର ପ୍ରସଙ୍ଗକୁ ନେଇ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବିରୋଧୀ । ଏହି ପ୍ରସଙ୍ଗରେ ଗୃହ ମଧ୍ୟ ସରଗରମ ହୋଇଥିଲା । ପରେ ପରେ ବିରୋଧୀ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଲୋଡ଼ିଥିଲା । ବିରୋଧୀଙ୍କୁ ଜବାବ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗୃହରେ ନିଜର ପ୍ରତିକ୍ରିୟା ରଖିଥିଲେ ।
ପୋଲିସ ଖବର ପାଇବା ପରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟାରେ ନେହେରୁ ନଗର ପୋଲିସ ଷ୍ଟେସନ ଅଧିନସ୍ଥ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ।
ପରିଚୟ ଲୁଚାଇ ଯଦି କୌଣସି ଯୁବତୀଙ୍କୁ ବିବାହ କରନ୍ତି କିମ୍ବା ପଦୋନ୍ନତି ଓ ଚାକିରିର ପ୍ରଲୋଭନ ଦେଖାଇ ସମ୍ପୃକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି, ତା’ହେଲେ ଏଥିପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ମିଳିପାରେ।
ପ୍ରତିବର୍ଷ ଅଗଷ୍ଟ ୧୨ରେ ସାରା ବିଶ୍ୱ ଏହି ଦିନକୁ ଆନ୍ତର୍ଜାତୀୟ ଯୁବ ଦିବସ ଭାବରେ ପାଳନ କରନ୍ତି। ଏହା ଏକ ସଚେତନତା ଦିବସ ଭାବରେ ପାଳନ କରାଯାଏ ଏବଂ ଯୁବକମାନଙ୍କୁ ପ୍ରଭାବିତ କରୁଥିବା ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ଆହ୍ୱାନର ଏକ ନିର୍ଦ୍ଦିଷ୍ଟ ଦିଗ ପ୍ରତି ଧ୍ୟାନ ଆକର୍ଷଣ କରିଥାଏ।
ଯୁବ ଗୋଷ୍ଠୀ ଶାରୀରିକ ଏବଂ ମାନସିକ ସ୍ତରରେ ଯେକୌଣସି କାର୍ଯ୍ୟକୁ ଦକ୍ଷତାର ସହିତ କରିବାକୁ ସକ୍ଷମ ହୋଇଥାନ୍ତି। କିନ୍ତୁ ଆଜିକାଲି ଦେଖାଯାଏ ଯେ ଯୁବପିଢି ମାନସିକ ସ୍ତରରେ ଦୁର୍ବଳ ହେଉଛନ୍ତି। ଏନେଇ ଯୁବପିଢିଙ୍କୁ ମାନସିକ ଭାବେ ସୁସ୍ଥ ରହିବା ନେଇ କେତେକେ ଦିଗ ପ୍ରତି ଦୃଷ୍ଟିଦେବା ନିହାତି ଜରୁରୀ।
ଭାରତରେ ଆଉ ଚଳିବନି ୧୬୦ ବର୍ଷ ପୂର୍ବ ବ୍ରିଟିଶ ଅମଳର ଫୌଜଦାରୀ ଆଇନ୍ । ନୂଆ ଆଇନରେ ନାବାଳିକା ଦୁଷ୍କର୍ମୀକୁ ମୃତ୍ୟୁଦଣ୍ଡ ଓ ମହିଳା ଗଣଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିଛି।
AIIMS, ମଙ୍ଗଳଗିରି, ଆନ୍ଧ୍ରପ୍ରଦେଶ ବିଭିନ୍ନ ଅଣ-ଅଧ୍ୟାପକ ଗ୍ରୁପ୍-ବି ଏବଂ ଗ୍ରୁପ୍-ସି ପଦବୀ ପାଇଁ ଯୋଗ୍ୟ ଭାରତୀୟ ନାଗରିକଙ୍କ ଠାରୁ ଅନ୍ଲାଇନ୍ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀଙ୍କୁ ସିଧାସଳଖ ନିଯୁକ୍ତି ଦିଆଯିବ।
ପରିସ୍ଥିତି ବଦଳିଛି ଆଉ ଭାବନା ମଧ୍ୟ। ବର୍ତ୍ତମାନ OMG 2 ଆସିଛି। ନିର୍ଦ୍ଦେଶକ ଫିଲ୍ମର କାହାଣୀକୁ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ତିଆରି କରିଛନ୍ତି ଏବଂ ଆଜିର ପରିବେଶକୁ ନେଇ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରାସଙ୍ଗିକ କରିବାକୁ ଚେଷ୍ଟା କରିଛନ୍ତି। ସେ ଖୁବ ଚତୁରତାର ସହିତ ସେହି ବିଷୟରେ ହାତ ମାରିଛନ୍ତି, ଯାହା କରିବାକୁ ଅନ୍ୟମାନେ ଶହେ ଥର ଚିନ୍ତା କରିବେ।
ବର୍ତ୍ତମାନ ସେହିପରି ଏକ ଘଟଣା ନଜରକୁ ଆସିଛି । ଖୋଦ୍ ଆଇନ୍ର ରକ୍ଷକ ପୋଲିସ ଓ ଜନପ୍ରତିନିଧିଙ୍କ ବିରୋଧରେ ଅଭିଯୋଗ ହୋଇଛି । ଖାଲି ଯେ ଅଭିଯୋଗ ତାହାନୁହେଁ, ବିଧାୟକଙ୍କ ବିରୋଧରେ ଜୋତା ଚଟାଇବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ବ୍ୟକ୍ତି ।
ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ୨୦୨୩ ରେ ଟିମ୍ ଇଣ୍ତିଆର ଜର୍ସିରେ ପାକିସ୍ତାନର ନାମ ରହିପାରେ । ଏନେଇ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ଅସାଧାରଣ ଟି-ପଟ୍ର ନାଁ 'ଇଗୋଷ୍ଟ' ରଖାଯାଇଛି । ଏହାକୁ N. Sethia Foundation (UK) ଏବଂ Newby Teas of London, ମିଳିତ ଭାବେ ତିଆରି କରିଛନ୍ତି।
‘ଗଦର ୨’ ରିଲିଜ୍ ହୋଇଛି। ଏହା ଅକ୍ଷୟ କୁମାରଙ୍କ ଅଭିନୀତ ‘OMG 2’ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି। ‘ଗଦର ୨’ର ନିର୍ଦ୍ଦେଶନା ଦେଇଛନ୍ତି ଅନିଲ ଶର୍ମା। ଦେଖିବାକୁ ଯିବା ପୂର୍ବରୁ ଆସନ୍ତୁ ଜାଣିନେବା କିପରି ହୋଇଛି ଗଦର ୨ ।
ଏହି ହତ୍ୟାକାଣ୍ଡ ରାଜନୈତିକ ଶତ୍ରୁତା କାରଣରୁ ହୋଇଥିବା ପରିବାର ଲୋକ କହିଛନ୍ତି । ବିରୋଧୀ ଦଳର ନେତା ଲୋକ ଲଗେଇ ଏଭଳି ହତ୍ୟାକାଣ୍ଡ ଘଟାଇଥିବା କହିଛନ୍ତି ପରିବାର ଲୋକ ।
ଗୃହମନ୍ତ୍ରୀଙ୍କ ବିବୃତି ଅନୁସାରେ ଗଣଦୁଷ୍କର୍ମ କ୍ଷେତ୍ରରେ ଅପରାଧୀଙ୍କୁ ୨୦ ବର୍ଷ ବା ଆଜୀବନ ସଜା ମିଳିବ । ସେହିପରି ନୂଆ ଆଇନରେ ନାବାଳିକା ଗଣଦୁଷ୍କର୍ମୀଙ୍କୁ ମୃତ୍ୟୁଦଣ୍ଡ ମିଳିବ । ଭିଡ଼ ହିଂସା ପାଇଁ ୭ ବର୍ଷ, ଆଜୀବନ ବା ମୃତ୍ୟୁଦଣ୍ଡ ମିଳିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି ।
ଖାଲି ସେତିକି ନୁହେଁ ୯୦ ଦିନ ଭିତରେ ମାମଲାର ଶୁଣାଣି ସାରି ରାୟ ଶୁଣାଇବେ କୋର୍ଟ ବୋଲି କୁହାଯାଇଛି ।