Advertisment

Teacher Recruitment : ଓଡ଼ିଶାରେ ଚାକିରି; ପୂରଣ ହେବ ୨୦,୦୦୦ ଜୁନିଅର ଶିକ୍ଷକ ପଦବୀ

ଓଡ଼ିଶାରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଜୁନିଅର ଶିକ୍ଷକ ନିଯୁକ୍ତି ପାଇଁ OSEPA ଏକ ଚାକିରି ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସାରା ଓଡ଼ିଶାରେ ମୋଟ ୨୦,୦୦୦ ପଦବୀ ପୂରଣ ହେବ।

author-image
Pramod Behera
OSEPA Recruitment 2023 posting for 20,000 Junior Teacher

OSEPA Recruitment 2023 posting for 20,000 Junior Teacher

ଓଡ଼ିଶାରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଜୁନିଅର ଶିକ୍ଷକ ନିଯୁକ୍ତି ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ନିକଟରେ ଏକ ଚାକିରି ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସାରା ଓଡ଼ିଶାରେ ମୋଟ ୨୦,୦୦୦ ପଦବୀ ପୂରଣ ହେବ।

Advertisment

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ OSEPAର ଅଫିସିଆଲ୍ ୱେବ୍‌ସାଇଟ୍‌ ttps://osepa.odisha.gov.in/ କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Odisha Junior Teacher JT Recruitment 2023 Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୩ ସେପ୍ଟେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୦ ଅକ୍ଟୋବର ୨୦୨୩
Advertisment

ଶିକ୍ଷାଗତ ଯୋଗ୍ୟତା:

  • ଦ୍ୱାଦଶ ପାଶ୍ ସହିତ ଏବଂ D.El.Ed
  • କିମ୍ବା ସ୍ନାତକ ସହିତ B.Ed ପାଶ୍
  • ଅଧିକ ସୂଚନା ପାଇଁ ଅଫିସିଆଲ୍ ୱେବସାଇଟ୍ ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ବର୍ଷ
  • ସର୍ବାଧିକ ବୟସ – ୩୮ ବର୍ଷ

ସରକାରୀ ନିୟମ ଅନୁଯାୟୀ କୋହଳ ବୟସ

  • OBC - ୦୩ ବର୍ଷ
  • ST / SC / PWD - ୦୫ ବର୍ଷ
  • ପୂର୍ବତନ ଚାକିରିଆ - ୦୫ ବର୍ଷ
  • PWD + SC / ST- ୧୫ ବର୍ଷ
  • ଅଧିକ ସୂଚନା ପାଇଁ ଅଫିସିଆଲ୍ ୱେବସାଇଟ୍ ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଡକ୍ୟୁମେଣ୍ଟ ଯାଞ୍ଚ
  • ଡାକ୍ତରୀ ପରୀକ୍ଷା

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ଦଶମ ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • +2 ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • ସ୍ନାତକ ଏବଂ B.Ed ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • ଜାତି ପ୍ରମାଣପତ୍ର
  • ଆଧାର କାର୍ଡ
  • ବାସିନ୍ଦା ସାର୍ଟିଫିକେଟ୍
  • D.EI.Ed ସାର୍ଟିଫିକେଟ୍
  • ଦସ୍ତଖତ
  • ପାସପୋର୍ଟ ଆକାରର ଫଟୋଗ୍ରାଫ୍
Govt Jobs Job Opportunities Govt. Teacher Jobs
Advertisment
Advertisment