ଆସୁଛି ନୂଆ ଧାରାବାହିକ ‘ଇନା ମୀନା ଡିକା’। ଭିନ୍ନ ଧରଣର ଏହି ଧାରାବାହିକକୁ ଦର୍ଶକେ ନଭେମ୍ବର ୨୨ରୁ ପ୍ରତ୍ୟେକ ସୋମବାରରୁ ଶନିବାର ସନ୍ଧ୍ୟା ୬ରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ଦେଖିପାରିବେ।
ଆଇନ ପ୍ରତ୍ୟାହାର କରିବାକୁ ମୋଦି କହିବା ପରେ ଦିଲ୍ଲୀ ସୀମାରେ ଚାଷୀମାନେ ପରସ୍ପକୁ ମିଠା ବାଣ୍ଟି ଏହାକୁ ସ୍ୱାଗତ କରିଥିଲେ। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମଧ୍ୟ ଗୋଟିଏ ବିବୃତି ଜାରି କରି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି।
ରାଷ୍ଟ୍ରୀୟ ବିପର୍ଯ୍ୟୟ ମୁକାବିଲା ସମୟରେ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ, ସମସ୍ତ ଫ୍ରଣ୍ଟଲାଇନ ସେବା ଗୁଡିକ ସମ୍ପର୍କରେ କର୍ମଚାରୀଙ୍କୁ ଅବଗତ କରାଇବା ପାଇଁ ଏହାର ଆୟୋଜନ କରାଯାଇଥିଲା।
ଦେଶବାସୀଙ୍କୁ କ୍ଷମା ମାଗିଲେ, ୩ କୃଷି ଆଇନ ପ୍ରତ୍ୟାହାର କଲେ ମୋଦି
୫୫ ବର୍ଷ ବୟସରୁ ସେ ନୋଟ ସଂଗ୍ରହ ଆରମ୍ଭ କରିଥିଲେ। କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି, ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ମୁଖ୍ୟ ବିଚାରପତି, ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଅଭିନେତା, ଅଭିନେତ୍ର୍ରୀ ଓ ଚର୍ଚ୍ଚିତ ଖେଳାଳିଙ୍କ ଜନ୍ମ ଦିନର ନୋଟ୍ ସଂଗ୍ରହ କରିଛନ୍ତି
ଆଜି୨୦୨୧ ମସିହା, ନଭେମ୍ବର ମାସ ୧୯ ତାରିଖ, ଶୁକ୍ରବାର, ବିଛା ୪ ଦିନ,ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, କୃତ୍ତିକା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
JSCA International Stadiumରେ ଆଜି ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ
ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ନଦୀର ଭ୍ରମ ସୃଷ୍ଟି ହୋଇଛି। ବହୁ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିବା ପରେ ସୁରକ୍ଷତି ସ୍ଥାନକୁ ଯିବାକୁ ସମୟ ପାଇନଥିଲେ ଲୋକେ।
ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୫୦ ବର୍ଷ ମଧ୍ୟରେ ଦେଶର ମୋଟ ଜନସଂଖ୍ୟା ଦୁଇ ଗୁଣିତ ହୋଇଛି । ହେଲେ ସେଥିମଧ୍ୟରୁ ହିନ୍ଦୁ ମାନଙ୍କ ସଂଖ୍ୟାରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି ।
ଆପଣଙ୍କର କେଶ ଝଡ଼ିବା ସମସ୍ୟା ଦେଖାଦେଉଛି କି ? ତେବେ ଆପଣ ଖାଦ୍ୟରେ ସାମିଲ କରନ୍ତୁ ଏହି ଖାଦ୍ୟ । ତେବେ କେଶ ଝଡ଼ିବା ବନ୍ଦ କରିବା ପାଇଁ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ । ଆସନ୍ତୁ ଜାଣିବା..
ଶ୍ରୀଲଙ୍କା ପଠାଇଥିବା ସାରର ନମୁନା ପରୀକ୍ଷା ପରେ ଚୀନ୍ର ଘୋଟାଲା ଜଣାପଡ଼ିଥିଲା । ସାରରେ କ୍ଷତିକାରକ ବ୍ୟାକ୍ଟେରିଆ ଥିବା ଜଣାପଡ଼ିଛି । ଏହି ସାରା ବ୍ୟବହାର ଦ୍ୱାରା ଫସଲରେ ବ୍ୟାପକ କ୍ଷତି ଘଟାଇବ ବୋଲି ଶ୍ରୀଲଙ୍କା କହିଛନ୍ତି କୃଷି ବିଭାଗର ମହାନିର୍ଦ୍ଦେଶକ
୪୬ ବର୍ଷ ବୟସରେ ମାଆ ହେଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା । ପ୍ରୀତି ଓ ତାଙ୍କ ସ୍ୱାମୀ ସରୋଗେସୀ ଜରିଆରେ ପିତାମାତା ହୋଇଥିବା ଜଣାଯାଇଛି। ଏହି ଖବରକୁ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଶେୟାର କରିବା ସହ ସରୋଗେଟ ମା’ ଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।
ଆପଣଙ୍କ ପାଦତଳେ ଏହିଭଳି କିଛି ଚିହ୍ନ ଅଛି କି ? ଯାହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ତେବେ ଆପଣ ଏବେ ଏହା ପରଖି ନିଅନ୍ତୁ । ବହୁତ କମ୍ ଲୋକ ଜାଣଥାନ୍ତି ଯେ ନିଜ ଶରୀରର ଗଠନକୁ ନେଇ ଆପଣ ଭାଗ୍ୟଶାଳୀ ହୋଇ ପାରନ୍ତି । ସମୁଦ୍ର ଶାସ୍ତ୍ର ଅନୁସାରେ କଣ ରହିଛି ଶରୀର ଗଠନକୁ ନେଇ ରହସ୍ୟ...
କରୋନାକୁ ମାତ୍ ଦେବାକୁ ନୂଆ ଅସ୍ତ୍ର । ଖୁବ ଶୀଘ୍ର ମାର୍କେଟକୁ ଆସିବ ମଲନୁପିରାଭିର୍ ଓ ପାକ୍ସଲୋଭିଡ୍ ।
ଦିନକୁ ଦନ ଦେଶରେ ଦୁର୍ଘଟଣା ସଂଖ୍ୟା ବଢୁଛି। ତେଣୁ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ବ୍ଲାକ୍ସ୍ପଟ୍ ଚିହ୍ନଟ କରିବା ସହ ଟ୍ରାଫିକ୍ କଟକଣାକୁ ଅଧିକ ସୁଦୃଢ କରୁଛନ୍ତି।
ଧାର୍ମିକ ବିଶ୍ୱାସ ଅନୁସାରେ, ଗ୍ରହଣକୁ ଅଶୁଭ ବୋଲି କୁହାଯାଇ ଥାଏ। ଏଥିପାଇଁ ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ ହୁଏ ନାହିଁ।
ପିଲାମାନଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା ପାଇଁ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ମନ୍ଦ ଉଦ୍ଦେଶ୍ୟ ରଖି ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁବା POCSO ଆକ୍ଟ ଅଧୀନରେ ଆସୁଛି । କେବଳ ସ୍କିନ ଟୁ ସ୍କିନ୍ ଟଚ୍ ଅପରାଧ ନୁହେଁ । ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରି ସୁପ୍ରିମକୋର୍ଟ ଦେଲେ ଏହି ରାୟ ।
ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ। କହିଲେ, ଅନଲାଇନ୍ ନୁହେଁ, ଅଫଲାଇନ୍ରେ ହେବ ସିବିଏସ୍ଇର ଟର୍ମ-୧ ବୋର୍ଡ ପରୀକ୍ଷା
ମୁମ୍ବାଇ ପନ୍ତନଗର ନିକଟସ୍ଥ ଏକ ଡ୍ରେନରୁ ପୋଲିସ୍ ଦ୍ୱାରା ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ । ବିଲେଇ ମିଆଁଉ ମିଆଁଉ ଶବ୍ଦ କରି ଦେଇଥିଲେ ସୂଚନା । ଉଦ୍ଧାର କରିଥିଲା ମୁମ୍ୱାଇ ପୋଲିସ୍ । ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ପୋଲିସକୁ ପ୍ରଶଂସାର ସୁଅ ଛୁଟୁଛି ।
ପୃଥିବୀର ଆଖି ଦେଖିଛନ୍ତି । କଳ୍ପନା କରନ୍ତୁ କିଭଳି ଦେଖାଯିବ । ସାଧାରଣ ଭାବେ ଆମ ଆଖି ଭଳି । ମୁଁ ଯଦି କହିବି ଏହା ଚମତ୍କାର ଭଳି ଦୃଶ୍ୟମାନ ହୁଏ, ତେବେ ଆପଣଙ୍କ କଳ୍ପନା କେତେ ଆଗକୁ ଯାଇପାରିବ । ତେବେ ଚାଲନ୍ତୁ ଜାଣିବା ବାସ୍ତବରେ କଣ ଏହି ସ୍ଥାନ । ଯାହାକୁ ଚମତ୍କାରୀ ଆଖି ସହ ତୁଳନା କରିବା ସହ ପୃଥିବୀର ଆଖି ବୋଲି କୁହାଯାଏ ।
ପ୍ରକୃତରେ ଏହା ହେଉଛି ଏକ ଡିଜିଟାଲ୍ କରେନ୍ସି ବା ମୁଦ୍ରା। କିନ୍ତୁ ଏହାର କୌଣସି କାଗଜ ନୋଟ୍ କିମ୍ବା ଧାତବ କଏନ୍ ନାହିଁ । ଏହାର ପ୍ରଚଳନ କେବଳ ଇଣ୍ଟରନେଟ୍ ଦୁନିଆରେ ହୋଇଥାଏ।
ପାକିସ୍ତାନର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନର ଜଣେ ପୋଲିସକର୍ମୀଙ୍କ ଦ୍ୱାରା ନିଜ ପିଲାକୁ ୫୦ ହଜାର ଟଙ୍କାରେ ବିକ୍ରି ନେଇ ନିଲାମ ଡକାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ଅଡ଼ୁଆରେ ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ତଥା ଗାୟିକା ସପନା ଚୌଧୁରୀ। କୋର୍ଟ ସପନାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି।
ବହୁ ପ୍ରତୀକ୍ଷାର ଅନ୍ତ ପରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ପ୍ରସିଦ୍ଧ ଗଜ ଭୋଗ । ରାତ୍ର ଗୋଟାଏରୁ ନୀତି କାନ୍ତି ଆରମ୍ଭ ହୋଇ ମଙ୍ଗଳାଆଳତୀ ପରେ ମହାନଦୀରୁ ୧୦୮ ସୁବାଷିତ ଜଳ ରେ ସ୍ନାନ କରା ଯାଇ ଖେଚୁଡି ଭୋଗ କରାଯାଇଥିଲା ।
ସ୍ୱାମୀର ଦୀର୍ଘ ଜୀବନ ପାଇଁ ମହିଳାମାନେ ସିନ୍ଥିରେ ଲମ୍ବା ସିନ୍ଦୁର ପିନ୍ଧନ୍ତି, ହାତରେ ଚୁଡି ଲଗାନ୍ତି ଏବଂ ନିଜକୁ ଷୋହଳ ଶୃଙ୍ଗାରରେ ସଜ୍ଜିତ କରନ୍ତି। କିନ୍ତୁ ଭାରତରେ ଏମିତି ଏକ ସମ୍ପ୍ରଦାୟ ଅଛି ଯେଉଁ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ ନେଇ ବିଧବାଙ୍କ ଭଳି ରୁହନ୍ତି।