ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ଆଉ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍ ଜନମନ ଯୋଜନାରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ।
ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତା ଅକ୍ଟୋବର ୫ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଯୋଜନାର ୧୮ ତମ କିସ୍ତି।
ଆଜି ଜାମ୍ମୁ ଓ କାଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଶେଷ ପର୍ଯ୍ୟାୟରେ ୪୦ଟି ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି ।
ଆଜିକାଲି ଭେଜାଲ ଘିଅକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହିପରି ସୋରିଷ ତେଲ ମଧ୍ୟ ଏଥିରୁ ବଞ୍ଚିତ ନୁହେଁ। ବର୍ତ୍ତମାନ ଯେଉଁମାନେ ସୋରିଷ ତେଲ ଅଧିକ ବ୍ୟବହାର କରନ୍ତି, ସେମାନେ ନିଶ୍ଚୟ ଜାଣିବା ଉଚିତ୍ ଯେ ସେମାନେ ଖାଉଥିବା ତେଲ ଅସଲି ନା ନକଲି
ମହୀଶୂରରେ ବେଆଇନ ଭାବେ ଜମି ହାତେଇଥିବା ଅଭିଯୋଗ ହୋଇଛି ସିଦ୍ଧରମୈୟାଙ୍କ ପତ୍ନୀ ବି.ଏମ୍.ପାର୍ବତୀଙ୍କ ନାଁରେ । Mysuru Urban Development Authority-MUDA ଜରିଆରେ ୧୪ଟି ପ୍ରିମିୟମ୍ ଜମିକୁ ଅତି ଶସ୍ତାରେ କିଣିଛନ୍ତି ।
ମାଡି ଆସୁଛି ମହାବାତ୍ୟା ! ଘଣ୍ଟାପ୍ରତି ବହିପାରେ ୨୧୫ କି.ମି ବେଗରେ ପବନ ।
ସ୍ପେସ ଷ୍ଟେସନରେ ପହଞ୍ଚି ସାରିଛି ‘କ୍ରିଉ-୯’। ଯାହାର ଭିଡିଓ ସେୟାର କରିଛି NASA। ତେବେ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲ ISSରେ ସଫଳତାର ସହ ପହଞ୍ଚି ସାରିଥିଲେ ସୁଦ୍ଧା ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ତୁରନ୍ତ ପୃଥିବୀ ପୃଷ୍ଠକୁ ଫେରିବେ ନାହିଁ।
ଆସାମ ରାଇଫଲ୍ସରେ ପୂରଣ ହେବ ରାଇଫଲ୍ମେନ୍/ଓମେନ୍ ପଦବୀ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ରାଜସ୍ଥାନର ଉଦୟପୁରରେ ଆତଙ୍କ ରଚୁଛି କଳା କଲରାପତରିଆ ବାଘ । ୧୧ ଦିନରେ ନେଲାଣି ୭ଜଣଙ୍କ ଜୀବନ।
ଥମୁନି ତିରୁପତି ଲଡୁ ବିବାଦ। ଆଜି ଏହି ବିବାଦ ସହ ଜଡ଼ିତ ପିଟିସନ୍ର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ।
ଶୋଇବା ପାଇଁ ମିଳୁଛି ଏତେ ଟଙ୍କା ! ଆପଣ କେବେ ଭାବିଛନ୍ତି କି କେବଳ ଶୋଇବା ପାଇଁ ମଧ୍ୟ ମିଳିପାରେ ଲକ୍ଷ ଲକ୍ଷ ଟଙ୍କା ।
‘ସିଂଘମ୍ ଏଗେନ୍’କୁ ଏବେ ଲୋକଙ୍କ ବଡ ଅପେକ୍ଷା। ରୋହିତ ଶେଟ୍ଟୀଙ୍କ କପ-ୟୁନିଭର୍ସର ଏହି ପଞ୍ଚମ ଫିଲ୍ମ, ଆକ୍ସନ୍-ଡ୍ରାମାରେ ଭରପୂର। ରିଲିଜ୍ ହେବାର କିଛି ସପ୍ତାହ ପୂର୍ବରୁ ଏହା ୨୦୦ କୋଟି ଟଙ୍କା ରୋଜଗାର କରିସାରିଲାଣି। ଜାଣନ୍ତୁ କେମିତି…
ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା। ଏହି ସମୟରେ ହଠାତ୍ ପ୍ରଧାନ ବିଚାରପତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ମରାଠୀରେ କହିବା ଆରମ୍ଭ କଲେ । CJI ଆବେଦନକାରୀଙ୍କୁ ଭର୍ତ୍ସନା କରି ଅଦାଲତି ଶିଷ୍ଟାଚାର ପାଠ ପଢାଇଲେ।
ପୋଲିସ କମିଶନର ରାଜଦୀପ ନୁକୁମଙ୍କ ସୂଚନା ଅନୁଯାୟୀ ଏହି ନକଲି ନୋଟ ଶାହିଦ କପୁରଙ୍କ ଟିଭି ସିରିଜ୍ 'ଫର୍ଜି' ଦ୍ୱାରା ଅନୁପ୍ରାଣିତ ହୋଇଛି। ଅନୁପମ ଖେରଙ୍କ ଛବି ସହିତ 'ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ' ବଦଳରେ 'ରେଜୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ' ଲେଖାଯାଇଛି।
ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ । ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ମିଳିବ ଫାଲକେ ସମ୍ମାନ ।
Chanakya Niti for Life: ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହିପରି ତିନୋଟି ଘଟଣା ବିଷୟରେ କହିଥିଲେ ଯାହାକି ଜଣେ ସାହସୀ ବ୍ୟକ୍ତିଙ୍କୁ ଦୁର୍ବଳ କିମ୍ବା ନଷ୍ଟ କରିବାରେ ସକ୍ଷମ ହୋଇଥାଏ । କ’ଣ ସେହି ତିନୋଟି ଘଟଣା ? ଆସନ୍ତୁ ଜାଣିବା...
ଆପଣ ଯଦି କୌଣସି ଷ୍ଟାର୍ ହୋଟେଲ୍ ବୁକ୍ କରି ରହିଛନ୍ତି ତେବେ ଏଠି ଥିବା ଅନେକ ଜିନିଷ ଆପଣ ବ୍ୟାଗ୍ରେ ପୂରେଇ ନେଇଯାଇପାରିବେ। ତେବେ ସେଗୁଡିକ କ’ଣ ଆସନ୍ତୁ ଜାଣିବା।
ଲେବାନନରେ ହିଜବୁଲ୍ଲା ଉପରେ ଘନଘନ ହମଲା ଭିତରେ ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍।
ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସାରୁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଉଛି। ଧୀରେ ଧୀରେ ଏହା ଲୋକଙ୍କ ପ୍ରିୟ ପନିପରିବାରେ ପରିଣତ ହେଉଛି। ତେବେ ସାରୁର ଏହି ଲୋକପ୍ରିୟତା ପଛର କାରଣ ହେଉଛି ଏହାର ଔଷଧୀୟ ଗୁଣ ଯାହା ଏହାକୁ ସ୍ୱତନ୍ତ୍ର କରିଥାଏ।
୧୦ ବର୍ଷ ତଳେ ବିଜୟା ଦଶମୀରେ ଆରମ୍ଭ ହୋଇଥିବା ଏହି ରେଡିଓଭିତ୍ତିକ କାର୍ଯ୍ୟକ୍ରମ ଆଜି ଦେଶର ଘରେ ଘରେ ପରିଚିତ, ପ୍ରଶଂସିତ। ଦେଶର କୋଣ ଅନୁକୋଣରେ ଲୁଚି ରହିଥିବା ବ୍ୟକ୍ତିଗତ ପ୍ରତିଭା ହେଉ ଅବା ସମାଜ ପାଇଁ ପରିଶ୍ରମ ଓ ଉତ୍ସର୍ଗ, ଲୋକଲୋଚନକୁ ଆସିବା ସହ ପ୍ରଚାର ପ୍ରସାର ବି ହୋଇଛି ।
ହାର୍ଟ ଆଟାକ୍, ହାର୍ଟ ଫେଲ୍ୟୁର, ହାର୍ଟ ଷ୍ଟ୍ରୋକ୍। ଅଣ-ସଂକ୍ରାମକ ରୋଗ କ୍ଷେତ୍ରରେ ଏହି ତିନି ହୃଦରୋଗ ବିଶ୍ବର ନମ୍ବର ୱାନ୍ କିଲର। ଉଦବେଗର କଥା ହେଲା, ଏହି ରୋଗରେ ଏବେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବବର୍ଗ।
ନଷ୍ଟ କରାଗଲା ୩ ହଜାର ୪୭୦ କେଜିର ଲଡୁ । କ୍ୱିଣ୍ଟାଲ କ୍ୱିଣ୍ଟାଲ ଲଡୁକୁ ମାଟିରେ ପୋତି ଦିଆଗଲା ।
ଲେବାନନରେ ହିଜବୁଲ୍ଲା ସହ ସଂଘର୍ଷ ଭିତରେ ଗାଜାରେ ବି ହମାସ ବିରୋଧରେ ଅପରେସନ ଜାରି ରଖିଛି ଇସ୍ରାଏଲ୍ ।
ନିଷ୍ଠୁର ଲୋକ ଏମାନେ... ସମାଜିକ ଲୋକଠୁ ପୂରା ଭିନ୍ନ । ଦୁନିଆଠୁ ସମ୍ପୂର୍ଣ୍ଣ ଅଲଗା... ନା କୋମଳ ହୃଦୟ ଅଛି... ନା ଏମାନେ କାହା କଷ୍ଟକୁ ବୁଝିପାରନ୍ତି ।
ଆଜିଠୁ ପୃଥିବୀ ଚାରିପଟେ ବୁଲିବ ଦ୍ୱିତୀୟ ଚନ୍ଦ୍ର । ମହାକାଶରେ ଘଟିବ ବିରଳ ଘଟଣା ।