ଅଭିଷେକ ବଚ୍ଚନଙ୍କ ନୂଆ ଫିଲ୍ମ 'ବି ହାପୀ' ର ଫାଷ୍ଟ୍ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି। ଏହାର କାହାଣୀ ସିଙ୍ଗଲ୍ ଫାଦର ଏବଂ ତାଙ୍କ ଝିଅର ଅନନ୍ୟ ଏବଂ ହୃଦୟସ୍ପର୍ଶୀ କାହାଣୀ ଉପରେ ଆଧାରିତ।
୨୦୧୪ରେ ମୋଦି ଓ ବାରାକ୍ ଓବାମାଙ୍କ ସାକ୍ଷାତକାର ସମୟର ଏକ ବିଶେଷ ଘଟଣା ସେୟାର କରିଛନ୍ତି ପୂର୍ବତନ ବୈଦେଶିକ ସଚିବ ତଥା ବର୍ତ୍ତମାନର ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା।
ରାଷ୍ଟ୍ରୀୟ ରାଇଫଲ ସଂଘର (NRAI) ନୂଆ ଅଧ୍ୟକ୍ଷ ହୋଇଛନ୍ତି କଳିକେଶ ନାରାୟଣ ସିଂହଦେଓ । ପୂର୍ବରୁ ସେ ଉପାଧ୍ୟକ୍ଷ ରହିଥିଲେ ।
ମୁକେଶ ଖାନ୍ନା ତାଙ୍କ ଶବ୍ଦକୁ ବୁଲେଇ ବଙ୍କେଇ କୁହନ୍ତି ନାହିଁ। ବର୍ତ୍ତମାନ, ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଥିବା ଏକ ଭିଡିଓ ମାଧ୍ୟମରେ ଅଭିନେତା ପାନ ମସଲାର ବିଜ୍ଞାପନ ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କ ଉପରେ କଡା ଶବ୍ଦ ପ୍ରୟୋଗ କରିଛନ୍ତି।
ଏବେ ବାୟୁ ସେନା ମୁଖ୍ୟ ଅଛନ୍ତି ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ ।
ବର୍ଷକୁ ୬୧୦୦ ଟନ୍ ଘିଅ, ୧୪ ଟନ୍ ଚିନି, ୯୨୦୦ ଟନ୍ ବେଙ୍ଗଲ ଗ୍ରାମ୍, ୪୬୮୦ ଟନ୍ର ସୋନା ମସୁର ଡାଲି ଏବଂ ଅନ୍ୟ ଉପାଦନ ଯେମିତିକି କାଜୁ, କିଶମିଶ, ଗୁଜୁରାତି, ବେସନ, ଇଲାଇଚି ଓ ସୂର୍ଯ୍ୟମୁଖୀ ତେଲ ।
ଲେବାନନ୍ରେ ପେଜର୍ ଓ ୱାକି-ଟକି ବିସ୍ଫୋରଣ ପରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ବିସ୍ଫୋରଣରେ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ତେବେ ଏହି ବ୍ଲାଷ୍ଟ ପଛରେ କେରଳ ଲିଙ୍କ ଥିବା ଚର୍ଚ୍ଚା ଜୋର୍ ଧରିଛି।
ଭୁଲିଯିବା ସମସ୍ୟା, ଠିକ୍ ସମୟରେ କୌଣସି ଜିନିଷ କିମ୍ବା କାହାର ନାଁ ମନେ ନ ପଡିବା ଏହା ଏକ ସ୍ୱାଭାବିକ କଥା। କିନ୍ତୁ ଯଦି ବାରମ୍ବାର ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ଏବଂ ଏହା ଦୈନନ୍ଦିନ କାର୍ଯ୍ୟକଳାପକୁ ପ୍ରଭାବିତ କରେ, ତେବେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ। ଏହା କିଛି ନ୍ୟୁରୋ-ସାଇକିଆଟ୍ରିକ୍ ସମସ୍ୟା ହେତୁ ମଧ୍ୟ ହୋଇପାରେ।
ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି । ଜାଣନ୍ତୁ କେତେ...
ଆଜିକାଲି ସାମାନ୍ୟ ଘଟଣାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଛି। ଏପରିକି ଛାଡପତ୍ର ଯାଏଁ କଥା ଚାଲିଯାଉଛି। ହେଲେ ବିବାହକୁ ବଞ୍ଚାଇବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ଏପରି ପରାମର୍ଶ ଦେଇଛନ୍ତି ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିବ।
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ୍ ଆଦମୀ ପାର୍ଟିର ଫାୟାରବ୍ରାଣ୍ଡ୍ ନେତ୍ରୀ ଆତିଶି ମାର୍ଲେନା। ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶି।
ଗୋଲ୍ଡ ଆପୋଲୋ କହିଛି ଯେ ବୁଦାପେଷ୍ଟ ସ୍ଥିତ ଏକ କମ୍ପାନୀ BAC କନ୍ସଲ୍ଟିଂ ସହିତ ଦୀର୍ଘ ବର୍ଷ ହେବ ଏହାର ଚୁକ୍ତିନାମା ରହିଛି । ଯେଉଁଥିପାଇଁ ସେମାନଙ୍କୁ ଗୋଲ୍ଡ ଆପୋଲୋ ବ୍ରାଣ୍ଡକୁ ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ବ୍ୟବହାର କରିବାକୁ ଅନୁମତି ମିଳିଛି ।
ରେଫ୍ରିଜରେଟରରେ ଏକ ଡିଫ୍ରୋଷ୍ଟ ବଟନ୍ ଥାଏ। ବେଳେବେଳେ ଏହି ବଟନ୍ ବାଉଳାରେ ଦାବି ହୋଇଯାଏ କିମ୍ବା ପିଲାମାନେ ଏହାକୁ ଦଦେଇ ଦିଅନ୍ତି। ତା’ପରେ ଏହାକୁ ଠିକ୍ କରିବା ଦରକାର।
ଅଧିକାଂଶ ଝିଅ ପ୍ରଥମେ ନିଜ ପ୍ରେମ ପ୍ରକାଶ କରିବାକୁ କୁଣ୍ଠାବୋଧ କରନ୍ତି। ସେମାନେ ଭାବନ୍ତି ଯେ ଏହା କେବଳ ପୁଅମାନଙ୍କ ଦାୟିତ୍ୱ। ତେବେ ଏହାର କାରଣ କ’ଣ ଯେଉଁଥିପାଇଁ ଝିଅମାନେ ପ୍ରଥମେ ନିଜ ପ୍ରେମ ପ୍ରକାଶ କରିବାକୁ ଚାହାଁନ୍ତି ନାହିଁ। ଆସନ୍ତୁ ଜାଣିବା…
ଟୁଥବ୍ରସ୍କୁ ସଠିକ୍ ଭାବେ ଷ୍ଟୋର କରି ରଖିବା ଉଚିତ୍ ଏବଂ ଏହାକୁ ବ୍ୟବହାର କରିବା ପୂର୍ବରୁ ସଫା କରାଯିବା ଉଚିତ୍ ।
ଏହି ଘଟଣା ମୁମ୍ବାଇରୁ ସାମ୍ନାକୁ ଆସିଛି । ଖାଲି ୨୧ ଘଣ୍ଟା ଧାଡ଼ିରେ ଛିଡ଼ା ହୋଇଛନ୍ତି ତାହା ନୁହେଁ ।
ଆପଣ ଯଦି ବ୍ୟାଙ୍କ୍ ଚାକିରି କରିବାକୁ ଚାହାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଏନେଇ କାନାରା ବ୍ୟାଙ୍କ୍ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ମହାରାଷ୍ଟ୍ର ୱାର୍ଦ୍ଧାରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କିଣିଲେ ମୋଦି । ‘ପିଏମ୍ ବିଶ୍ବକର୍ମା’ ପ୍ରଦର୍ଶନୀରେ କିଣିଲେ ପ୍ରତିମୂର୍ତ୍ତି
ଆପଲ୍ ଷ୍ଟୋର ଖୋଲିବା ମାତ୍ରେ ଆଇଫୋନ୍ ୧୬ କିଣିବା ପାଇଁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।
ପୋଷ୍ଟ ପ୍ରଡକ୍ସନ୍ରେ ବିଳମ୍ବ ହେତୁ ‘ପୁଷ୍ପା ୨’ର ରିଲିଜ୍ ତାରିଖ ଡିସେମ୍ବର ୬କୁ ଘୁଞ୍ଚାଇ ଦିଆଯାଇଛି। ଫିଲ୍ମର ଅନେକ ସିନ୍ ପୁନଃ-ସୁଟିଂ କରାଯାଉଛି। ଏହାରି ଭିତରେ ଏହି ଅଷ୍ଟ୍ରେଲୀୟ କ୍ରିକେଟର ‘ପୁଷ୍ପା ୨’ରେ କେମୈଓ କରିବାର ଆଲୋଚନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
ଖରାପ ମୁଡ୍ କେବଳ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ ନାହିଁ, ବରଂ ଏହା ଆପଣଙ୍କ ଆଖପାଖର ଲୋକଙ୍କ ପାଇଁ ମଧ୍ୟ ଏକ ସମସ୍ୟା ହୋଇଯାଏ । ଆମେ ଖାଉଥିବା ଖାଦ୍ୟ ପାଇଁ ଆମେ ଖୁସି ହୋଇପାରିବା । ତେବେ ଆମେ ଖୁସିରେ ରହିବା ପାଇଁ କେଉଁ ଖାଦ୍ୟ ଖାଇବା ଦରକାର, ଆସନ୍ତୁ ଜାଣିବା।
ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ହ୍ରାସ ପାଇଛି । ଜାଣନ୍ତୁ କେତେ...
ପଶ୍ଚିମବଙ୍ଗ ଜୁନିୟର ଡାକ୍ତର ସଂଘର ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି । ଆଜିଠାରୁ ଜରୁରୀ ମେଡିକାଲ୍ ସେବାରେ ଯୋଗ ଦେବେ ଡାକ୍ତର । ଅଭୟାକୁ ନ୍ୟାୟ ଦାବିରେ ୪୧ ଦିନ ହେଲା ଆନ୍ଦୋଳନ କରୁଥିଲେ
ତିରୁମାଲା ପ୍ରସାଦରେ ପଶୁ ଚର୍ବି ମିଶୁଥିବା ଅଭିଯୋଗକୁ ନେଇ ଆନ୍ଧ୍ରପ୍ରଦେଶରେ ହଇଚଇ। ଲଡ଼ୁ ପାଇଁ ବ୍ୟବହୃତ ଘିଅରେ ବିଫ୍ ଚର୍ବି ଓ ମାଛ ତେଲ ମିଶା ଯାଉଥିବା ନେଇ ଶାସକ ଟିଡିପିର ଅଭିଯୋଗ।
ସୁଟକେସରେ ଯେଉଁ ମହିଳାଙ୍କ ମୃତଦେହ ମିଳିଥିଲା, ତାଙ୍କ ନାଁ ଦୀପା ବୋଲି ଜଣା ପଡ଼ିଛି ।