ଭୁବନେଶ୍ୱର: OJEE ପାଇଁ ଆଜିଠାରୁ ଅନ୍ଲାଇନ୍ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। OJEE ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଏହାର ୱେବ୍ସାଇଟ୍ ojee.nic.in କୁ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୦ ତାରିଖ ରହିଛି। ଆବେଦନ କରିଥିବା ଛାତ୍ରଛାତ୍ରୀ ଆସନ୍ତା ଏପ୍ରିଲ ୨୦ରୁ ଇଣ୍ଟରନେଟ୍ରୁ ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ମେ’ ପ୍ରଥମ ସପ୍ତାହରେ ପରୀକ୍ଷା ହେବ।
କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତା’ହେଲେ ଆଉ ଡେରି ନ କରି ଖାଲି ପଡ଼ିଥିବା ପଦବୀ ପାଇଁ ତୁରନ୍ତ ଆବେଦନ କରନ୍ତୁ। ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ(କେଭିଏସ୍) ଦରଖାସ୍ତ ଆହ୍ୱାନ କରୁଛି। ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଫେବୃଆରୀ ୧୫ ସୁଦ୍ଧା ଆବେଦନ କରିପାରିବେ। ଜାଣନ୍ତୁ କେଉଁ କେଉଁ ପଦବୀ ସବୁ ଖାଲି ପଡ଼ିଛି… TGTs – ଇଂରାଜୀ, ହିନ୍ଦୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, […]
ଭୁବନେଶ୍ୱର: JEE ମେନ୍ ୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଓଡ଼ିଶାରେ ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ। ସେ ୯୯.୯୯% ମାର୍କ ରଖିଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସ୍ଥିତିପ୍ରଜ୍ଞା ସାହୁ। ସେ ୯୯.୯୮ ପ୍ରତିଶତ ମାର୍କ ରଖିଛନ୍ତି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ବା NTA ପକ୍ଷରୁ ପରୀକ୍ଷା ଫଳ ଘୋଷଣା ହୋଇଛି। jeemain.nic.inରେ ଆପଣମାନେ ରେଜଲ୍ଟ ଦେଖିପାରିବେ। ସର୍ବ ଭାରତୀୟ ସ୍ତରରେ ଏଥର ୯ ଜଣ ଛାତ୍ର ୧୦୦ ପ୍ରତିଶତ ନମ୍ବର […]
ଭୁବନେଶ୍ୱର: ଚଳିତ ବର୍ଷ CBSE ଓ ICSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ତାରିଖ ଘୋଷଣା ହୋଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଫେବୃଆରୀ ୧୫ରୁ CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। CBSE ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରେ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ଶେଷ ହେବ। ସେହିପରି CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃୟାରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ […]
ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ OTETର ରେଜଲ୍ଟ ଗତକାଲି ପ୍ରକାଶ ପାଇଛି। ବୋର୍ଡର ୱେବ୍ସାଇଟ୍ www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ଅଛି। ପ୍ରଥମେ ଜାନୁଆରୀ ୧୬ରେ ଅଫ୍ଲାଇନ୍ରେ ପରୀକ୍ଷା ହୋଇଥିଲା। ତେବ ପ୍ରଶ୍ନପତ୍ର ଲିକ୍ କାରଣରୁ ଏହି ପରୀକ୍ଷା ବାତିଲ କରାଯାଇଥିଲା। ଏହା ପରେ ଅଗଷ୍ଟ ୫ରୁ ୧୮ ତାରିଖ ଯାଏ ଅନ୍ଲାଇନ୍ରେ ପରୀକ୍ଷା ହୋଇଥିଲା। ପରୀକ୍ଷା ପରେ Answer Keyରେ ଭୁଲ୍ ପ୍ରକାଶ ପାଇବାରୁ ବିଭ୍ରାଟ ହୋଇଥିଲା। ଏନେଇ ବୋର୍ଡ ଅଫିସ ମଧ୍ୟ […]
ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ। ଇଷ୍ଟର୍ଣ୍ଣ ରେଲ୍ୱେର Railway Recruitment Cell (RRC), ଖାଲି ପଡ଼ିଥିବା ଗ୍ରୁପ୍ ସି ଲେଭେଲ୍ ୪/୫, ଗ୍ରୁପ୍ ସି ଲେଭେଲ୍ ୨ ଟେକ୍ନିସିଆନ୍ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଇଚ୍ଛୁକ ପ୍ରାର୍ଥୀମାନେ ୨୦୧୯, ଡିସେମ୍ବର ୧ ସୁଦ୍ଧା ଆବେଦନ କରିପାରିବେ। […]
ସିବିଏସ୍ଇ ବୋର୍ଡ ପରୀକ୍ଷା ୨୦୨୦: ନିକଟରେ ସିବିଏସ୍ଇ ପକ୍ଷରୁ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନମୁନା ପ୍ରକାଶ କରିଛି। ଚଳିତ ଶିକ୍ଷାବର୍ଷରେ ଯେଉଁ ଛାତ୍ରଛାତ୍ରୀମାନେ ସିବିଏସ୍ଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ ସେମାନେ ସିବିଏସ୍ଇର ଅଫିସିଆଲ୍ ୱେବ୍ସାଇଟ୍ cbseacademic.nic.in କୁ ଯାଇ ପ୍ରଶ୍ନପତ୍ର ନମୁନା ଡାଉନ୍ଲୋଡ୍ କରିପାରିବେ। ଏହି ପ୍ରଶ୍ନପତ୍ର ନମୁନା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ପ୍ରାକ୍ଟିସ୍ କରିବାରେ ସାହାଯ୍ୟ କରିବ। ଫଳରେ ସେମାନେ ପରୀକ୍ଷାରେ ଭଲ ନମ୍ବର ରଖିପାରିବେ। […]
ଭୁବନେଶ୍ୱର: ଏମବିବିଏସ ଏବଂ ବିଡିଏସ୍ ନାମଲେଖା ପାଇଁ ରେଜିଷ୍ଟ୍ରେସନ୍ ଅବଧିକୁ ବୃଦ୍ଧି କରାଯାଇଛି। OJEE ୱେବସାଇଟ୍ରେ ରେଜିଷ୍ଟ୍ରେସନ୍ ସମୟ ବୃଦ୍ଧି ନେଇ ସୂଚନା ଦିଆଯାଇଛି। ପୂର୍ବରୁ ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ନୂଆ ନିର୍ଦ୍ଦେଶ ଅନୁଯାୟୀ ଏହାକୁ ଜୁନ୍ ୨୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସେହିପରି ଡକ୍ୟୁମେଣ୍ଟ ଭେରିଫିକେସନ୍ ସମୟ ସୀମାକୁ ବି ବଢ଼ାଇ ଦିଆଯାଇଛି। ପୂର୍ବରୁ ଏହା ଜୁନ୍ ୨୬ରୁ ୨୯ ତାରିଖ ମଧ୍ୟରେ ଥିବା […]
ଭୁବନେଶ୍ୱର: ଆଇଆଇଟିରେ ନାମଲେଖା ପାଇଁ ଆଜି ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଅନୁଷ୍ଠିତ ହେଉଛି। ଦେଶର ୧ ଲକ୍ଷ ୭୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଥିବା ବେଳେ ଓଡ଼ିଶାରୁ ୩୨୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଜେଇଇ ଆଡ୍ଭାନ୍ସଡ୍ରେ ଦୁଇଟି ପେପର୍ରେ ପରୀକ୍ଷା ହେବାକୁ ଥିବାବେଳେ ସକାଳ ୯ଟାରୁ ପେପର୍-୧ ପରୀକ୍ଷା ଆରମ୍ଭ ହୋଇଛି। ଏହା ୧୨ଟା ପର୍ଯ୍ୟନ୍ତ ଚାଲିବ। ପେପର୍-୨ ପରୀକ୍ଷା ଅପରାହ୍ଣ ୨ଟାରୁ ୪ଟା ଯାଏ ହେବ। ତେବେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଗୋଟିଏ ଘଣ୍ଟା […]
ଦେଶର ୩୩୪ ଟି ସହରର ୬୬୦ ଟି କେନ୍ଦ୍ରରେ ପରୀକ୍ଷା ହେଉଥିବା ବେଳେ ଓଡ଼ିଶାର ୧୯ଟି ସହରର ୩୫ଟି କେନ୍ଦ୍ରରେ ପରୀକ୍ଷା ହେଉଛି । ସମସ୍ତ କେନ୍ଦ୍ରରେ କୋଭିଡ ଗାଇଡ଼ ଲାଇନ ପାଳନ କରି ପରୀକ୍ଷା ହେଉଛି ।
ପିଲାମାନେ କେମିତି ଭଲ ପାଠ ପଢ଼ିବେ ସେଥିପାଇଁ ପିତାମାତା ସର୍ବଦା ଧ୍ୟାନ ଦେଇଥାନ୍ତି। ସେଥିପାଇଁ ପିଲାମାନେ ସ୍କୁଲରୁ ଫେରିଲା ପରେ ଅଧିକାଂଶ ମାଆ ହିଁ ପିଲାଙ୍କୁ ହୋମ୍ୱାର୍କ କରାଇଥାନ୍ତି। ତେବେ ଦେଖାଯାଏ ହୋମୱାର୍କ ନକରିବା ପାଇଁ ପିଲାମାନେ ବିଭିନ୍ନ ପ୍ରକାର ବାହାନା କରିଥାନ୍ତି। କିଛି ଉପାୟ ଅଛି ଯାହାକୁ ଆପଣାଇଲେ ପିଲାମାନଙ୍କର ହୋମୱାର୍କ ସହିତ ବନ୍ଧୁତା ବଢ଼ିଯାଇଥାଏ। କଥା ଦେଇ କଥା ରଖନ୍ତୁ- ଦେଖାଯାଏ ପିଲାମାନଙ୍କଠାରୁ କାମ ଆଦାୟ କରିବା ପାଇଁ ମାଆମାନେ ତାଙ୍କ ପସନ୍ଦ ମୁତାବକ […]
ରାଜ୍ୟରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁର ଆଦି ୫ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରଥମ ପେପରରେ ୧୦୦ ଅବଜେକ୍ଟିଭ୍ ପ୍ରଶ୍ନ ସହ ମଲ୍ଟିପଲ୍ ଚଏସ୍ ଉତ୍ତର ରହିବ। ସେହିପରି ୨ୟ ପେପର ୮୦ ମାର୍କର ପ୍ରଶ୍ନ ରହିଛି।
ଆପଣ ରେଳ ବିଭାଗରେ ଚାକିରି ପାଇଁ ଆବେଦନ କରିଛନ୍ତି କି ? ଏବେ ଆଉ ଚିନ୍ତା କରନ୍ତୁନି। ରେଳ ବିଭାଗ ଏହାର ଖାଲି ଥିବା ଲୋକୋ ପାଇଲଟ୍ ଓ ଟେକ୍ନିସିଆନ୍ ପଦବୀ ସଂଖ୍ୟାକୁ ୨୬ହଜାର ୫୦୨ରୁ ୬୦ ହଜାରକୁ ବଢ଼ାଇଦେଇଛି। ଏହାର ଅନ୍ଲାଇନ୍ ନିଯୁକ୍ତି ପରୀକ୍ଷା ୯ ଅଗଷ୍ଟରେ ଅନୁଷ୍ଠିତ ହେବ। ଏଣୁ ଏହାର ଏକ ସପ୍ତାହ ପୂର୍ବରୁ ରେଳ ବିଭାଗ ଆବେଦନକାରୀଙ୍କୁ ଏହି ବଡ଼ ଖୁସି ଖବର ଦେଇଛି। ରେଳବିଭାଗ ଏକ ସୂଚନା ମାଧ୍ୟମରେ ଏହି […]
ଭୁବନେଶ୍ୱର: ଆରମ୍ଭ ହେଲା ନୂଆ ସେସନ୍ । ଆଜିଠାରୁ ଖୋଲିଛି ସବୁ କଲେଜ୍ । ହେଲେ ଏଯାଏଁ ପ୍ରକାଶ ପାଇପାରିଲାନି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ। ଯାହାକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ ଓ ଅଭିଭାବକ। ଏପଟେ ପରିଷଦ ତାରିଖ ସ୍ପଷ୍ଟ କରି ନ ଥିବା ବେଳେ ଜୁନ୍ ୩ୟ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି। ରେଜଲଟ୍ ପ୍ରକାଶ ପାଇ ନ ଥିତବାରୁ ଆଶା ଆଶଙ୍କା ଭିତରେ ରହିଛନ୍ତି […]
ଅଲ୍ ଇଣ୍ଡିଆ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଯୋଧପୁର( AIIMS, Jodhpur) ଖାଲି ଥିବା ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ। ପ୍ରଫେସର,ଆସିଷ୍ଚାଣ୍ଟ ପ୍ରଫେସର ଓ ଅନ୍ୟ ପଦବୀ ଗୁଡ଼ିକ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିମ୍ନ ସୂଚୀ ଅନୁସାରେ ଆବେଦନ କରିପାରିବେ । ସମୁଦାୟ ପଦ ସଂଖ୍ୟା : ୭୩ ଆସିଷ୍ଟାଣ୍ଟ୍ ପ୍ରଫେସର : ୧୨ ଆସୋସିଏଟ୍ ପ୍ରଫେସର : ୧୮ ଆଡିଶନାଲ୍ ପ୍ରଫେସର : ୧୮ ପ୍ରଫେସର : ୨୫ […]
ଭୁବନେଶ୍ୱର: ପ୍ରକାଶ ପାଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳ ଶାଖାର ପ୍ରବେଶିକା ପରୀକ୍ଷା ଫଳ। ଆଇଆଇଏମସିର ନିଜସ୍ୱ ୱେବସାଇଟ୍ରେ ଛାତ୍ରଛାତ୍ରୀ ମାନେ ଏହି ପରୀକ୍ଷା ଫଳ ଦେଖିପାରିବେ। ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଇଂରାଜୀ ଓ ଓଡ଼ିଆ ସାମ୍ବାଦିକତାରେ ନାମଲେଖା ପାଇଁ ଫଳ ପ୍ରକାଶ ପାଇଛି। ତେବେ ଓଡ଼ିଆ ସାମ୍ବାଦିକତା ପାଇଁ ଆବେଦନ କରିଥିବା ପିଲାମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୨ ଜଣ ପିଲାଙ୍କୁ ଚୟନ କରାଯାଇଛି। ଜାତୀୟସ୍ତରୀୟ ଏହି ସଂସ୍ଥାନରେ ଓଡ଼ିଆ ସାମ୍ବାଦିକତା ଶିକ୍ଷା […]
ଭୁବନେଶ୍ୱର : ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଇଂରାଜି ଭାଷାରେ ପ୍ରାଧାନ୍ୟ ଦେବାକୁ ଅଭିଭାବକମାନେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ସେମାନଙ୍କୁ ଘରୋଇ ସ୍କୁଲରେ ପଢ଼ାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଣିକି ସରକାରୀ ସ୍କୁଲରେ ମଧ୍ୟ ପିଲାଙ୍କୁ ଇଂରାଜୀ ଶିକ୍ଷା ଦିଆଯିବା ଉପରେ ଗୁରୁତ୍ୱ ଦିଆଯିବ। ଖୁବ୍ ଶୀଘ୍ର ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀ ପିଲାଙ୍କୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା। ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦେବାକୁ ଅଭିଭାବକଙ୍କ ଆଗ୍ରହ ଦେଖି ଏପରି ନିଷ୍ପତ୍ତି ନିଆଯାଇଥିବା […]
ବାଲେଶ୍ୱର/ ଭୁବନେଶ୍ୱର : ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ହେବ। କଡ଼ାକଡ଼ି ପ୍ରଥମ ବର୍ଷ ପରୀକ୍ଷା ପାସ୍ ନକଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେନି ଛାତ୍ରଛାତ୍ରୀ। ଏଭଳି ସଂସ୍କାର ମୂଳକ ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ। ପ୍ରଥମ ବର୍ଷ ପାସ୍ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ଦୁଇଟି ସୁଯୋଗ ଦିଆଯିବ । ପ୍ରଥମ ପରୀକ୍ଷାଟି ଫେବୃଆରୀ ୧୫ରୁ ୨୯ ମଧ୍ୟରେ କରାଯିବ । ଏଥିରେ […]
ଭୁବନେଶ୍ୱର : ଓଡ଼ିଆ ପୁଅ ଅଂଶୁମାନ କାମିଲା ହେଲେ ଇଣ୍ଡିଆନ୍ ଇକୋନୋମିକ୍ ସର୍ଭିସ୍ (ଆଇଇଏସ୍) ଟପ୍ପର। ଆଇଇଏସ୍ ୨୦୧୯ ପରୀକ୍ଷାରେ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରେ ସେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ଅଂଶୁମାନ ହେଉଛନ୍ତି ପୂର୍ବତନ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲା ଓ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ଅର୍ଥଶାସ୍ତ୍ର ପ୍ରଫେସର ମିତାଲି ଚିନାରାଙ୍କ ପୁଅ। ଅଂଶୁମାନ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଡିଏଭିରେ ପାଠପଢ଼ା ଶେଷ କରିବା ପରେ ଦିଲ୍ଲୀର ଷ୍ଟିଫେନ୍ […]
ପାରାଦୀପ/ଢ଼େଙ୍କାନାଳ : ଘରେ ବିଜୁଳି ନଥିଲା, ହେଲେ କଠିନ ପରିଶ୍ରମ କରି ସଫଳତାର ଶିଖରରେ ପହଞ୍ଚିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବାଲିଆ ବଡ଼ବନ୍ଧ ଗାଁର ଜନ୍ ମେଜର୍ ଦଳାଇ । ସେ ଓଡ଼ିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ ୧୩୯ ତମ ରାଙ୍କ ହାସଲ କରିଛନ୍ତି। ନୂଆଣିଆ ଘରେ ପାଠ ପଢ଼ି ସେ ଏବେ ସିଭିଲ୍ ସର୍ଭିସ୍ରେ ସଫଳତା ହାସଲ କରିଛନ୍ତି । ଯାହାକୁ ନେଇ ତାଙ୍କ ପରିବାର ଓ ସମ୍ପର୍କୀୟ ଖୁସି ବ୍ୟକ୍ତ କରିଛନ୍ତି […]
ଭୁବନେଶ୍ୱର : ଏଣିକି ଖରାଛୁଟିରେ ପ୍ରାଥମିକ ସ୍କୁଲରେ ହେବ ଏକ୍ସଟ୍ରା କ୍ଲାସ। ପାଠପଢ଼ାରେ ଦୁର୍ବଳ ଥିବା ପିଲାଙ୍କ କ୍ଲାସ ନେବେ ଶିକ୍ଷକ। ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ସେ କହିଛନ୍ତି, ଛୁଟି ସମୟରେ ବି ଶିକ୍ଷକମାନଙ୍କ ରୋଟେସନ ଡ୍ୟୁଟି ଥାଏ। ସେହି ସମୟରେ ଡ୍ୟୁଟିକୁ ଆସୁଥିବା ଶିକ୍ଷକ ଏକ୍ସଟ୍ରା କ୍ଲାସ ନେବେ । ଶିକ୍ଷକମାନଙ୍କୁ ଖରାଛୁଟି ମିଳିବନି ଯାହା କୁହାଯାଉଛି, ସେମିତି ନୁହେଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଭୁବନେଶ୍ୱର : ୨୦୧୮ ଓଏଏସ୍ ପରୀକ୍ଷାରେ ଟପ୍ପର ହୋଇଥିବା ସୁନ୍ଦରଗଡ଼ ବଣାଇର ଦେବାଶିଷ ପଣ୍ଡା ରେଜଲ୍ଟ ବାହାରିବା ପରେ ପ୍ରଥମେ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ। ବିନା କୋଚିଂରେ ଓଏଏସ୍ ଟପ୍ପର ହୋଇଥିବାରୁ ଦେବାଶିଷ ବହୁତ ଖୁସି ବୋଲି କହିଛନ୍ତି । ୟୁଟ୍ୟୁବର ଭିଡିଓ ଓ ଇଣ୍ଟରନେଟ ପରୀକ୍ଷା ପ୍ରସ୍ତୁତିରେ ବହୁତ ସାହାଯ୍ୟ କରିଥିବା କହିଛନ୍ତି ଦେବାଶିଷ । ସେପଟେ ଓଏଏସ୍ ପରୀକ୍ଷାରେ ତୃତୀୟ ସ୍ଥାନ ପାଇଥିବା ଆକାଶ ପଣ୍ଡା […]
ଭୁବନେଶ୍ୱର : ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ୨୦୧୮ ରେଜଲ୍ଟ। ଦେବାଶିଷ ପଣ୍ଡା ହୋଇଛନ୍ତି OAS ଟପ୍ପର । ଦ୍ୱିତୀୟରେ ଅଛନ୍ତି ଋତୁପର୍ଣ୍ଣା ମହାପାତ୍ର, ୩ୟରେ ଆକାଶ କୁମାର ପଣ୍ଡା, ୪ର୍ଥରେ ସନ୍ତୋଷିନୀ ଦାଶ, ୫ରେ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଷଷ୍ଠରେ ଶକ୍ତିଶ୍ରୀ ଅନୀଲ ରଂଜନ ସାହୁ, ସପ୍ତମରେ ଶତାବ୍ଦୀ ରାୟ, ୮ମ ଦମୟନ୍ତୀ ସାହୁ, ୯ମ ଶକ୍ତି ମହାପାତ୍ର, ଓ ଦଶମରେ ସ୍ମରଣିକା ଟୁଲୋ। ମୋଟ ୨୧୮ ଜଣ ପରୀକ୍ଷାର୍ଥୀ ସିଭିଲ ସର୍ଭିସରେ କୃତକାର୍ଯ୍ୟ […]
CBSE ଦଶମ ଶ୍ରେଣୀ ରେଜଲ୍ଟ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ବିନା ପରୀକ୍ଷାରେ ଫଳାଫଳ କ‘ଣ ହେବ ତାହା ଜାଣିବା ପାଇଁ ସମସ୍ତେ ବ୍ୟସ୍ତ।
ଭୁବନେଶ୍ୱର : ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ଅଧ୍ୟାପିକା ତଥା କବୟିତ୍ରୀ ପ୍ରତିଭା ମହାରଥୀଙ୍କ ସୁକନ୍ୟା ପଲ୍ଲବୀ ମହାରଥୀ ଓଡ଼ିଶା ପାଇଁ ଗୌରବ ଆଆଣିଛନ୍ତି। ସମ୍ପ୍ରତି ସେ ଚେନ୍ନାଇସ୍ଥିତ ଏସ୍ଆର୍ଏମ୍ ବିଶ୍ୱବିଦ୍ୟାଳୟରୁ ପେଡିଆଟ୍ରିକ୍(ଶିଶୁ ରୋଗ) ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ଲାଭ କରିଛନ୍ତି। ଗୁଣ୍ଟୁର୍ ସୈନିକ ସ୍କୁଲ୍ରୁ ମାଟ୍ରିକ୍ ଏବଂ କିଟ୍ ବିଶ୍ୱବିଦ୍ୟାଳୟରୁ ଯୁକ୍ତ ଦୁଇ ସମାପ୍ତି ପରେ ପଲ୍ଲବୀ ପଣ୍ଡିଚେରୀସ୍ଥିତ ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟରୁ ଏମ୍ବିବିଏସ୍ କରିଛନ୍ତି। […]