୫ଟି କ୍ଲାସରେ ଏଠି ମୋଟ୍ ୨୩୧ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୨ ଜଣ ଶିକ୍ଷକ ଥିବାରୁ ପାଠପଢ଼ା ମଧ୍ୟ ସଠିକ୍ ଭାବେ ହୋଇପାରୁନାହିଁ ।
ଆୟୁଷ୍ମାନ ଭାରତ ପରେ ଏବେ ପିଏମ୍ଶ୍ରୀ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ତୁ… ତୁ… ମେ... ମେ… ହେବାରେ ଲାଗିଛନ୍ତି। ସ୍ୱାସ୍ଥ୍ୟ ପରେ ଶିକ୍ଷା କ୍ଷେତ୍ରକୁ ନେଇ ଆରମ୍ଭ ହୋଇଛି ରାଜନୀତି। କେନ୍ଦ୍ର ରାଜ୍ୟ କଳି ଭିତରେ ବଳି ପଡିବେନି ତ ଛାତ୍ରଛାତ୍ରୀ।
ମାଟ୍ରିକ ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଜଣେ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାହା ପୁଣି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ । ଖାଲି ଛାତ୍ର ନୁହେଁ, ଛାତ୍ରଙ୍କ ମା’ ମଧ୍ୟ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଉଭୟେ, କିରାସିନି ବୋତଲ ଧରି ଆତ୍ମାହୁତି ଉଦ୍ୟମ କରିବା ବେଳେ କାବୁ ନେଇଥିଲା ପୋଲିସ।