• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Business Updates

Gold price trade lower: Check gold rates for today
ପୁଣି କମିଲା ସୁନା-ରୂପା ଦର, ଜାଣନ୍ତୁ କେତେ...

ଗତକାଲି ଭଳି ଆଜି ବି କମିଛି ସୁନାଦର । ୨୪ କ୍ୟାରେଟ୍ ସୁନା ମୂଲ୍ୟ କେତେ ଜାଣନ୍ତୁ...

Gold, Silver prices see slight rise today in Bhubaneswar, Cuttack, check rates here
ଆଜି ଆପଣଙ୍କ ସହରରେ କେତେ ଅଛି ସୁନାରୂପା ଦର, ଜାଣନ୍ତୁ...

ଆଜି ବି ସୁନାରୂପା ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ଜାଣନ୍ତୁ କେତେ...

gold rate today
ସୁନା ଦରରେ ଲାଗୁନି ଲଗାମ୍‌; ଆଜି ପୁଣି ଥରେ ବଢ଼ିଲା

ଗତ ଶନିବାର ଅପେକ୍ଷା ଆଜି ପୁଣି ବଢ଼ିଛି ସୁନା ଦର, ଜାଣନ୍ତୁ କେତେ...

Gold and silver prices rise again: Check rates in Bhubaneswar, Cuttack today
ପୁଣି ବଢ଼ିଲା ସୁନା ଦର; ଜାଣନ୍ତୁ ଭୁବନେଶ୍ୱର ଓ କଟକର ରେଟ୍‌

ଗତକିଛି ଦିନ ଧରି ସୁନା ମୂଲ୍ୟରେ ବୃଦ୍ଧି ଘଟୁଥିବାବେଳେ ଆଜି ପୁଣି ବଢ଼ିଛି ସୁନା ଦର ।

Gold, silver rates today: Check latest prices of precious metals in Bhubaneswar & Cuttack
ପୁଣି ବଢ଼ିଲା ସୁନା ଦର; ୧୦ ଗ୍ରାମ୍‌ ପିଛା ୫୨,୩୫୦ ଟଙ୍କା

ବଢ଼ିଲା ସୁନା ଦର । ଗତ କିଛି ଦିନ ହେଲାଣି ସାରାଦେଶରେ ଲାଗାତାର ଭାବେ ସୁନା ଓ ରୂପା ଦର ପରିବର୍ତ୍ତନ ଘଟୁଥିବାବେଳେ ଆଜି ଦରରେ ବୃଦ୍ଧି ଘଟିଛି ।

Gold, silver prices today: Check latest rates of precious metals in Bhubaneswar & Cuttack
ସାଧାରଣ ଲୋକଙ୍କୁ ଆଶ୍ୱସ୍ତି; କମିଲା ସୁନା ଦର

ଗତ କିଛିଦିନ ହେବ ସୁନା ଦର ବୃଦ୍ଧି ପାଉଥିବାବେଳେ ଆଜି ଦର ସାମାନ୍ୟ ହ୍ରାସ ପାଇଛି...

Check gold and silver prices in Bhubaneswar, Cuttack today
ପୁଣି ବଢ଼ିଲା ସୁନା ଦର; ଆପଣଙ୍କ ସହରରେ କେତେ ରହିଛି ଦାମ୍‌ ଜାଣନ୍ତୁ

ଆଜି ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ...

What are gold, silver prices in Odisha today
ଆଜି ଭୁବନେଶ୍ୱରରେ କ’ଣ ରହିଛି ୨୨ କ୍ୟାରେଟ୍‌ ସୁନା ମୂଲ୍ୟ, ଜାଣନ୍ତୁ...

ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ର ସୁନା ମୂଲ୍ୟ ୫୦ ହଜାର ୩୬୦ ଟଙ୍କାରେ ପହଞ୍ଚିଛି ।

zomato 1.
ଜୋମାଟୋ ଅବସ୍ଥା ଶୋଚନୀୟ ! ଟମାଟୋ ଦାମ୍‌ଠୁ ବି କମ୍‌ରେ ମିଳୁଛି ସେୟାର

ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋର ସେୟାର କ୍ରମାଗତ ଭାବରେ ହ୍ରାସ ପାଉଛି । ଏମିତିକି ମଙ୍ଗଳବାର ଜୋମାଟୋ ଷ୍ଟକ୍ ତଳକୁ ଖସିବାରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

LIC IPO
LIC IPO, ଶେଷ ଦିନରେ ବି ଜବରଦସ୍ତ ରେସପନ୍ସ, ୱିକେଣ୍ଡରେ ବି ଧମାଲ କଲା

ପ୍ରଥମ ୨ ଦିନରେ LIC IPOକୁ ୧୦୦% ରୁ ଅଧିକ ସବସ୍କ୍ରାଇବ କରାଯାଇଥିଲା ।

lic-ipo-bidding-detail
LIC IPOରେ ଅର୍ଥ ଲଗାଣ ପାଇଁ ପଲିସିଧାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ବୀମାଧାରକ କାଟାଗୋରୀରେ ପଡ଼ିଛି ଅଧିକ ଆପ୍ଲିକେସନ୍‌

  • Thursday, 05 May 2022
  • LIC
  • IPO
ipo
ଭରତୀୟ ଶେୟାର ମାର୍କେଟରେ ସବୁଠୁ ବଡ଼ ଆଇପିଓ : ରିଟେଲ୍ ନିବେଶକଙ୍କ ସହ ଏଲ୍ଆଇସି ପଲିସିଧାରୀଙ୍କ ପାଇଁ ରିହାତି ସୁବିଧା

ଷ୍ଟକ ମାର୍କେଟରେ ଶେୟାର କିଣା ବିକା ଲାଗି ଉଦ୍ଦିଷ୍ଟ ଡିମାଟ୍ ଆକାଉଣ୍ଟ ଜରିଆରେ ହିଁ ଏହି କାରବାର ହୋଇପାରିବ । ତେବେ ଶେୟାର କିଣିବା ପାଇଁ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ ।

  • Wednesday, 04 May 2022
  • LIC
  • IPO
atm
ଏଟିଏମରୁ ଟଙ୍କା ଉଠାଣ ପାଇଁ ମାନିବାକୁ ହେବ କିଛି ନିୟମ, ନଚେତ୍...

ଏଟିଏମରୁ ଟଙ୍କା ଉଠାଇବା ପାଇଁ ନୂଆ ନିୟମ ଲାଗୁ ହୋଇ ସାରିଛି । ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଏହି ନିୟମ ଆଣିଛି। ଏଣିକି ଏଟିଏମରୁ ଟଙ୍କା ଉଠାଇବା ସମୟରେ ଓଟିପି ଦେବାକୁ ହେବ। ନଚେତ ଟଙ୍କା ବାହାରିବ ନାହିଁ । ୧୦ ହଜାରରୁ ଅଧିକ ଟଙ୍କା ଉଠାଇଲେ ଏହି ନୂଆ ନିୟମ ଲାଗୁ...

State Bank Of India Hikes Lending Rate By 0.1%; Monthly EMIs To Go Up
SBI ଗ୍ରାହକଙ୍କୁ ବଡ ଝଟକା; ମହଙ୍ଗା ହେବ ଲୋନ୍

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମାର୍ଜିନାଲ୍‌ କଷ୍ଟ ଅଫ୍‌ ଲେଣ୍ଡିଂ ରେଟ୍ (MCLR)ରେ ୧୦ ପ୍ରତିଶତ ବେବିସ ପଏଣ୍ଟକୁ ବୃଦ୍ଧି କରିବାର ଘୋଷଣା କରିଛି ।

gst
ବଦଳିପାରେ GST ସ୍ଲାବ୍ : ୫% ରେଟ୍‌କୁ ହଟାଇବ କାଉନ୍‌ସିଲ୍‌ ?

ଆସନ୍ତା ମାସରେ ହେବାକୁ ଥିବା ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକରେ ଏଭଳି କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।

Petrol, diesel prices hiked for 5th time in 6 days
ପୁଣି ମହଙ୍ଗା ହେଲା ତେଲଦର

ସପ୍ତାହକ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୪ଟଙ୍କା ୧୫ ପଇସା ବଢିଲାଣି

electic vechile
ଶସ୍ତା ଇ-କାର୍ ତିଆରି କଲା କମ୍ପାନୀ, ମାତ୍ର ୧୦ ହଜାର ଦେଇ କରିହେବ ବୁକିଂ

ପେଟ୍ରୋଲ୍-ଡିଜେଲ ଦର ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି। ଏଥି ପାଇଁ ଆପଣ ଇ-ଗାଡ଼ି କିଣିବାକୁ ଚାହୁଁଥିଲେ ଆଜି ହିଁ ମାତ୍ର ୧୦ ହଜାର ଦେଇ ବୁକିଂ କରନ୍ତୁ ଏହି ଇ-କାର୍। ଦୁନିଆରେ ଏହାଠାରୁ ଶସ୍ତା ଇ-କାର୍ ଆଉ କେଉଁଠି ମିଳିବ ନାହିଁ...

Indian Railways
ଓଡ଼ିଶାକୁ ରେଳ ଅନୁଦାନ: କାହା ପାଇଁ କେତେ, ଜାଣନ୍ତୁ

ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ସବୁଠୁ ଅଧିକ ଟଙ୍କା ମଂଜୁର କରିଛନ୍ତି କେନ୍ଦ୍ର ସରକାର।

Budget 2022
ନୂଆ ଭାରତର ନୂଆ ବଜେଟ୍: ଫୋକସରେ 5G, ଇଲେକ୍ଟ୍ରିକ୍ ଯାନ

ସ୍ପିଡ୍ ଇଣ୍ଟରନେଟ୍ ପାଇବାକୁ ମୋବାଇଲ୍‌ରେ 5G ନେଟଓ୍ୱର୍କ ପାଇଁ ବି ବେଶୀ ଅପେକ୍ଷା କରିବାକୁ ପଡ଼ିବନି ଦେଶବାସୀଙ୍କୁ।

CM Naveen Patnaik
କେନ୍ଦ୍ର ବଜେଟକୁ ନେଇ ନାଖୁସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାର ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ର ଭଳି ନାର୍ଯ୍ୟ ଦାବିକୁ ଅବେହଳା କରାଯାଇଥିବା ନବୀନ ପ୍ରତିକ୍ରୟା ରଖିଛନ୍ତି।

Budget 2022
ମହାମାଡ଼ ଭିତରେ କାଲି ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍

ବଜେଟ୍-୨୨ରୁ କେତେ ଫାଇଦା ମିଳିବ ଓଡ଼ିଶାକୁ? ପାଇବ ତ ମାଗିଥିବା ହକ୍? ସାଧାରଣ ବଜେଟ୍ ପାଇଁ ଢେର୍ ପୂର୍ବରୁ ରାଜ୍ୟର ଓ୍ବିସ୍ ଲିଷ୍ଟ ଦାଖଲ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥିରେ ରାଜପଥ, ପାନୀୟ ଜଳ ଓ ଅଧିକ କର୍ମନିଯୁକ୍ତି ଯୋଗାଇ ଦେବାକୁ ଦାବି କରାଯାଇଥିଲା। ଏହାଛଡ଼ା ରେଳ ବଜେଟ୍‌ରେ ରାଜ୍ୟ ଲାଗି ୭ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ ସହ ୯୦:୧୦ ହାରରେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ ପାଇଁ ଦାବି ରଖିଛି ରାଜ୍ୟ

Union Budget 2022-23 Live Updates
Union Budget 2022-23 Live Updates

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ 2022 ଉପସ୍ଥାପନ

Budget 2022
କେନ୍ଦ୍ର ବଜେଟ୍‌ରୁ ଓଡ଼ିଶାକୁ ମିଳିବ କି ଫାଇଦା ?

ବଜେଟ୍ ପୂର୍ବରୁ ଜୋର ଧରିଛି ରାଜନୀତି। କଣ କହିଲେ ଉଭୟ ବିଜେଡି ଓ କଂଗ୍ରେସ, ପଢନ୍ତୁ

air ambulance
ଉପାନ୍ତ ଅଞ୍ଚଳର ୪ ଜିଲ୍ଲା ପାଇଁ ଆଜିଠୁ ଆରମ୍ଭ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା

ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ । ଡାକ୍ତରୀ ଟିମ୍ ଏୟାର ଆମ୍ବୁଲାନ୍ସରେ ଯାଇ ଜଟିଳ ରୋଗରେ ଆକ୍ରାନ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ଯୋଗାଇବେ ।

JioPhone Next
ଲଞ୍ଚ୍‌ ହେଲା ଶସ୍ତା ସ୍ମାର୍ଟଫୋନ୍‌ JioPhone Next, ମାତ୍ର ୧,୯୯୯ ଟଙ୍କା ଦେଇ ଘରକୁ ଆଣନ୍ତୁ ଫୋନ୍‌

ଗ୍ରାହକଙ୍କ ପାଇଁ ଶସ୍ତାରେ ଜିଓ ଓ ଗୁଗଲ୍‌ ସ୍ମାର୍ଟଫୋନ୍‌ ଜିଓ ଫୋନ୍‌ ନେକ୍ସଟ୍‌(JioPhone Next) ଲଞ୍ଚ କରିଛି। ଆଜିଠୁ ଷ୍ଟୋର୍‌ରେ ଏହି ଫୋନ୍‌ ଉପଲ୍ଲବ୍ଧ ହୋଇଛି। ଏଥିପାଇଁ ଗ୍ରାହକଙ୍କୁ ପ୍ରଥମେ ୧,୯୯୯ ଟଙ୍କା ଦେବାକୁ ପଡ଼ିବ। ଏହାପରେ ବାକି ଟଙ୍କା ଆପଣ କିସ୍ତି ହିସାବରେ ଦେଇ ପାରିବେ।