ଆପଣ ଓଡ଼ିଶାରେ କାଶ୍ମୀର ଓ ମସୁରୀ ପରି ପରିବେସର ମଜା ନେବାକୁ ଚାହୁଁଛନ୍ତି କି? ତେବେ ଥରେ କୋରାପୁଟ ଯାଆନ୍ତୁ। ଥରେ ଦେଖନ୍ତୁ ବର୍ଷାଋତୁରେ କେମିତି ଦେଖାଯାଏ କୋରାପୁଟ ।
Published By: Swadesi Megha Mallhar Prusty
Last updated: 02 August 2024, 12:03 PM IST
ବଜାରରେ ଆଳୁ ନେବା ପାଇଁ ଗ୍ରାହକଙ୍କ ଭିଡ଼ । ଆଜି ବଜାରକୁ କିଛି ଗାଡ଼ି ଆସିଥିବା ବେଳେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରିଛନ୍ତି ବ୍ୟବସାୟୀ ।