ରତ୍ନଭଣ୍ଡାର ଖୋଲିଲା, ବାହାର ଓ ଭିତର ଦୁଇଟିଯାକ ଭଣ୍ଡାର ଘରୁ ସ୍ବତନ୍ତ୍ର ଷ୍ଟ୍ରଙ୍ଗରୁମକୁ ରତ୍ନ ବି ସ୍ଥାନାନ୍ତର ହେଲା। ହେଲେ କେବେଠୁ ମରାମତି କାମ ଆରମ୍ଭ ହେବ ତାକୁ ନେଇ ଚର୍ଚ୍ଚା।
୨୪ ବର୍ଷର ଅଖଣ୍ଡ କ୍ଷମତା ଭିତରେ ଶାସନ କଳକୁ ଧରି ଖଣି ଗିଳିଛନ୍ତି ମାଳ ମାଳ ବିଜେଡି ନେତା । ଆଉ ଏବେ କ୍ଷମତାଚ୍ୟୁତ ହେବା ପରେ ଫୁଟି ବାହାରୁଛି ଖଣି ଦୁର୍ନୀତିର ନୂଆ ନୂଆ ଚିତ୍ର । ନୟାଗଡ଼ ଜିଲ୍ଲା ନିମାଣି ପଥର କ୍ବାରୀ। ଜିଲ୍ଲାର ଜଣେ...
ଦେଶୀ ଧାନ ଦୁନିଆର ଦେଶୀ ମଣିଷ । ଧାନକୁ ନେଇ ବଞ୍ଚୁଥିଲେ । ଧାନକୁ ନିଜେ ବଞ୍ଚାଉ ବି ଥିଲେ। ଜାଣନ୍ତୁ, କିଭଳି ଥିଲା ଏହି ବିରଳ ସାଧିକାଙ୍କ ସାଧନାର ଯାତ୍ରା।
ଦୁଇ ଦିନ ହେଲା ଥମିବାର ନାଁ ନେଉନି ବର୍ଷା। କେଉଁଠି ଅବିଶ୍ରାନ୍ତ ବର୍ଷା ତ କେଉଁଠି ରହି ରହି କାଚୁଛି। ଅଧିକ ପ୍ରଭାବିତ ହୋଇଛି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର।
ଭୁବନେଶ୍ବରସ୍ଥିତ ବିଜେଡି ମୁଖ୍ୟ କାର୍ଯ୍ୟାଳୟ-ଶଙ୍ଖ ଭବନ ନିର୍ମାଣକୁ ନେଇ ସରଗରମ ରାଜ୍ୟ ରାଜନୀତି। ବିବାଦୀୟ ଜମିରେ ଠିଆ ହୋଇଛି କି ବିଜେଡି ହେଡ୍ ଅଫିସ୍? ବେଆଇନ୍ ନିର୍ମାଣ ନେଇ ଅଭିଯୋଗ ଉଠିବା ପରେ ସରକାରଙ୍କ ତତ୍ପରତା। ରାଜସ୍ବ ମନ୍ତ୍ରୀ କହିଲେ ଆଇନ୍ ଉଲ୍ଲଂଘନ ହୋଇଥିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ...
ଟାଟୁରୁ ହୋଇପାରେ ଲିମ୍ଫୋମା ବ୍ଲଡ କ୍ୟାନସର ବା ରକ୍ତ କର୍କଟ। ସ୍ବିଡେନରେ କରାଯାଇଥିବା ଏକ ଷ୍ଟଡିରୁ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ତଥ୍ୟ।
ଶାସନ କଳକୁ ଧରି ଖଣି ଗିଳିଛନ୍ତି ମାଳ ମାଳ ବିଜେଡି ନେତା । ଆଉ ଏବେ କ୍ଷମତାଚ୍ୟୁତ ହେବା ପରେ ଫୁଟି ବାହାରୁଛି ଖଣି ଦୁର୍ନୀତିର ନୂଆ ନୂଆ ଚିତ୍ର ।
କେଉଁଠି ଅବିଶ୍ରାନ୍ତ ବର୍ଷା ତ କେଉଁଠି ରହି ରହି କାଚୁଛି। ଏହାରି ଭିତରେ ରାଜ୍ୟରେ ଲଗାଣ ବର୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ।
ଦେଶୀ ଧାନ ଦୁନିଆର ଦେଶୀ ମଣିଷ । ଧାନକୁ ନେଇ ବଞ୍ଚୁଥିଲେ । ଧାନକୁ ନିଜେ ବଞ୍ଚାଉ ବି ଥିଲେ। ଜାଣନ୍ତୁ, କିଭଳି ଥିଲା ଏହି ବିରଳ ସାଧିକାଙ୍କ ସାଧନାର ଯାତ୍ରା।
ମିଳିଲା ରାଜ ରାଜୁଡ଼ା ଅମଳର ଯୁଦ୍ଧ ସାମଗ୍ରୀ । ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ।
ଭାରତ ସହ ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା, ୟୁକେରେ ମାଇକ୍ରୋସଫ୍ଟ ସର୍ଭର ଠପ୍ ହୋଇଥିବା ସୂଚନା ମିଳିଛି । ବ୍ୟାଙ୍କିଂ ସହ ବିମାନ ସେବା ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।
ଦିନକୁ ଦିନ ସରକାର ଶିଶୁ ଓ ମହିଳାଙ୍କ ବିକାଶ ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । ଏବେ ଅଙ୍ଗନବାଡି କେନ୍ଦ୍ରରେ ମିଳୁଛି ଅଣ୍ତା ସହ କୁକୁଡ଼ା ଚିଆଁ ଫ୍ରି ।
ଘରେ ମଦ ଡେଲିଭରି ଆରମ୍ଭ ହେବାକୁ ଯାଉଛି ! ଏନେଇ ଚାଲିଛି ପାଇଲଟ୍ ପ୍ରୋଜେକ୍ଟ । ସ୍ବିଗି, ବିଗ୍ ବାସ୍କେଟ୍, ଜୋମାଟୋ ଓ ବ୍ଲିଙ୍କିଟ୍ରେ ମଦ ଡେଲିଭରି ହେବ ।
ଚଳିତ ବର୍ଷ ପାଇଁ ସମ୍ମାନଜନକ "ଗଦ୍ୟାଂଶ ଯୁବ ପ୍ରତିଭା ପୁରସ୍କାର" ପାଇବେ ଓଡ଼ିଆ କଥା ସାହିତ୍ୟର ଯୁବ କଥାଶିଳ୍ପୀ ବିଶ୍ୱନାଥ ସାହୁ । ତାଙ୍କର ଗଳ୍ପ ସଂକଳନ "ମୂର୍ତ୍ତି ପ୍ରବେଶ" ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।
ତାମ୍ପରା ହ୍ରଦରେ ନିର୍ମିତ ସ୍ଥାୟୀ ନିର୍ମାଣ ବିରୋଧରେ ଏନଜିଟି ଛାଟ । ୪ ସପ୍ତାହ ମଧ୍ୟରେ ଉଛେଦ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି ।
ମହାପ୍ରଭୁଙ୍କର ୧୨ ଦିନର ମାନବୀୟ ଲୀଳାଖେଳାର ଆଜି ଅନ୍ତିମ ପର୍ବ ନୀଳାଦ୍ରିବେଜି। ରଥ ଉପରୁ ରତ୍ନସିଂହାସନକୁ ବିଜେ କରିବେ ମହାପ୍ରଭୁ।
ପୁରୀରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଉଦଘାଟନ କରିବେ ଜେପି ନଡ୍ଡା । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରେ ପ୍ରସ୍ତୁତ ହେବ ଆଗାମୀ ରଣନୀତି ।
ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରୁଛନ୍ତି ରେଲୱେ ସେଫଟି କମିଶନର । ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଳ ମନ୍ତ୍ରାଳୟ ।
୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଅବପାତ। ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଆଚାର୍ଯ୍ୟ ଚାଣକ୍ୟ ନୀତିକୁ ଯଦି ଆପଣ ସଠିକ୍ ଭାବରେ ଅନୁସରଣ କରନ୍ତି, ତେବେ ଆପଣ ଜୀବନରେ ଅନେକ ସଫଳତା ପାଇବେ ଓ ଏହା ସହିତ ଆପଣ ଚାପରୁ ମଧ୍ୟ ମୁକ୍ତି ପାଇବେ ।