• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

Mobile Network
ଗଛ ଉପରେ ନେଟୱର୍କ ଖୋଜା

ଏଠି ସେଠି... କେଉଁଠି ବି ନାହିଁ । ଉଚ୍ଚ ଜାଗାରେ ମିଳୁନି, କି ଫାଙ୍କା ସ୍ଥାନରେ ବି ଆସୁନି । ଖୋଜି ଖୋଜି ନୟାନ୍ତ ହେଲେଣି, ହେଲେ ଯେତେ ଖୋଜିଲେ ବି ମିଳୁନି।

Odisha CM Mohan Majhi
ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ; ଆସନ୍ତାକାଲି ମାଓ ମୁକାବିଲା ବୈଠକରେ ଯୋଗଦେବେ 

ନକ୍ସଲ ମୁକାବିଲା ବୈଠକରେ ଯୋଗଦେବା ଆଜି ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

 RG Kar Medical College
କୋଲକାତା ଆରଜି କର ମେଡିକାଲର ୧୦ ଡାକ୍ତର ବହିଷ୍କୃତ

କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିଛନ୍ତି।

Tragedy Strikes Chennai Airshow
ଚେନ୍ନାଇରେ ଏୟାର୍ ସୋ’ବେଳେ ଅଘଟଣ: ହିଟଷ୍ଟ୍ରୋକରେ ଚାଲିଗଲା ୫ ଦର୍ଶକଙ୍କ ଜୀବନ

ହିଟଷ୍ଟ୍ରୋକରେ ୫ ଜଣ ଦର୍ଶକଙ୍କ ମୃତ୍ୟୁ, ୨ଶହରୁ ଅଧିକ ଅସୁସ୍ଥ । ଅସୁସ୍ଥ ମାନଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।  

Maldives President Muizzu
ପର୍ଯ୍ୟଟନ ଶିଳ୍ପ ଭୁଶୁଡ଼ିଯିବା ପରେ ଭାରତ ଶରଣରେ ମୁଇଜୁ ! 

୪ ଦିନିଆ ଭାରତ ଗସ୍ତରେ ଆସି ଆଜି ପ୍ରଥମ ଦିନରେ ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଭେଟିଛନ୍ତି ମୁଇଜୁ। 

Chintaguda Project
କେବେ ଚାଷୀଙ୍କ ଚିନ୍ତା ହରିବ ଚିନ୍ତାଗୁଡ଼ା ପ୍ରକଳ୍ପ ? କେବେ ନେବ ବାସ୍ତବତାର ରୂପ ? 

ଓଡ଼ିଶାର ପାଣି ନେଇ ମାଲେମାଲ୍ ହେଉଛି ଆନ୍ଧ୍ର ପ୍ରଦେଶ ! ହେଲେ ଚିନ୍ତାଗୁଡ଼ା ବ୍ୟାରେଜ ପାଇଁ ପଡ଼ିପାରୁନି ମୂଳଦୁଆ ।

Bolangir Sugar Factory
ଚିମିନିରୁ ବାହାରୁନି ଧୂଆଁ; ଶୁଭୁନି ମେସିନର ଶବ୍ଦ, ୧୦ ବର୍ଷ ଧରି ବନ୍ଦ ପଡ଼ିଛି ବଲାଙ୍ଗିର ଚିନିକଳ

ଦିନେ ବଲାଙ୍ଗିର, ନୂଆପଡ଼ା ଓ ସୋନପୁରର ୮ରୁ ୯ ହଜାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ପାଲଟିଥିବା ଚିନିକଳର ଏବେ ଭାଙ୍ଗିଯାଇଛି ମେରୁଦଣ୍ଡ ।

Mobile Network
ଏମିତି ଗାଁ, ଯେଉଁଠି ମୋବାଇଲ ନେଟୱର୍କ ପାଇଁ ଲୋକଙ୍କୁ ଚଢ଼ିବାକୁ ପଡ଼ୁଛି ଗଛ ! 

ଏଠି ସେଠି... କେଉଁଠି ବି ନାହିଁ । ଉଚ୍ଚ ଜାଗାରେ ମିଳୁନି, କି ଫାଙ୍କା ସ୍ଥାନରେ ବି ଆସୁନି । ଖୋଜି ଖୋଜି ନୟାନ୍ତ ହେଲେଣି, ହେଲେ ଯେତେ ଖୋଜିଲେ ବି ମିଳୁନି। 

accident
କୁଚିଣ୍ଡାରେ ବଡ଼ ଦୁର୍ଘଟଣା; ୨ ଗାଡ଼ି ମୁହାଁମୁହିଁ ଧକ୍କା ପରେ ଜୀବନ୍ତ ଜଳିଗଲେ ୨ ଡ୍ରାଇଭର 

 ୨ ଗାଡ଼ି ମୁହାଁମୁହିଁ ଧକ୍କା ପରେ ୨ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କଣ୍ଟେନର ଓ ଟ୍ରକ୍ ସହ ୨ ଜଣ ଜଳିଯାଇଥିବା ସୂଚନା ମିଳିଛି। ତେବେ କଣ୍ଟେନରର ଖଲାସୀ ଜଣକ ଗୁରୁତର ଥିବା କୁହାଯାଉଛି।

Odisha Family
ପତ୍ନୀଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି

ପତ୍ନୀ ବିୟୋଗକୁ ୪ ବର୍ଷ ହେଲାଣି କିନ୍ତୁ ଏବେ ବି ସେ ପାଖରେ ଅଛନ୍ତି । ପାଖରେ ବସିଛନ୍ତି, କଥା କହିଲେ ଶୁଣୁଛନ୍ତି ଆଉ ସମସ୍ତଙ୍କୁ ଦେଖୁଛନ୍ତି ମଧ୍ୟ। ଶୁଣିବାକୁ ଟିକିଏ ଅଜବ ଲାଗିଲେ ବି ସତ ଘଟଣା। ବ୍ରହ୍ମପୁରର ଜଣେ ବ୍ୟବସାୟୀ ପ୍ରଶାନ୍ତ ନାୟକ ପତ୍ନୀ କିରଣଙ୍କ...

BJD Politics
ଇଣ୍ଡିମେଣ୍ଟ ଆଡ଼କୁ ଢଳୁଛି କି ବିଜେଡି ?

ଇଣ୍ଡିମେଣ୍ଟ ଆଡ଼କୁ ଢଳୁଛି କି ବିଜେଡି ? ହରିୟାଣା,ଜମ୍ମୁ-କାଶ୍ମୀର ଏକଜିଟ୍ ପୋଲ ପରେ ପରେ ବଢ଼ିଲା ଚର୍ଚ୍ଚା । କଂଗ୍ରେସ ଓ ରାହୁଲଙ୍କୁ ବିଜେଡି ନେତାଙ୍କ ଭୁରି ଭୁରି ପ୍ରଶଂସା ପରେ ଚର୍ଚ୍ଚା । ଦେବାଶିଷ କହିଲେ, ନିଷ୍ପତ୍ତି ନେବ ଦଳ । ବିଜେପି କହିଲା, କିଛି ପ୍ରଭାବ...

Ragging Incident
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ହଟିନି ରାଗିଂ ବ୍ୟାଧି !

ହଷ୍ଟେଲରୁ ବିଦା ହେବାକୁ ଯାଉଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୪ ଛାତ୍ର । ପିଜି ଦ୍ୱିତୀୟ ବର୍ଷର ଏହି ୪ ଛାତ୍ରଙ୍କ ସମେତ ମୋଟ ୧୭ ଜଣଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ।

Durga Puja
ବସ୍ ମାଲିକ ସଂଘର ଆନ୍ଦୋଳନ ତୟାରୀ

ଦଶହରା ଭିଡ଼ ବେଳେ ବସ୍ ମାଲିକ ସଂଘର ଆନ୍ଦୋଳନ ତୟାରୀ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବସ୍ ନ ଚଳାଇବାକୁ ନିଷ୍ପତ୍ତି । କାଲିଠୁ ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ଚେତାବନୀ ।

Police Seize Idol Theft
'ଭାଇ ଭାଇ' ମୂର୍ତ୍ତି ଚୋରି ଗ୍ୟାଙ୍ଗ

ମନ୍ଦିରକୁ ପୂଜକ ହେଇ ଆସୁଥିଲେ । ଯେଉଁ ଠାକୁରଙ୍କୁ ପୂଜା କରୁଥିଲେ, ତାଙ୍କୁ ଲୁଟୁଥିଲେ । ଦିଅଁ ଖାଇ ଖଟୁଲି ଖାଇଲା ଭଳି । ପୂରା ମନ୍ଦିରରେ କଳକନା ବୁଲେଇ ଫେରାର ମାରୁଥିଲେ । ରାମକୃଷ୍ଣ, ହନୁମାନ, ବଡ଼ବଡ଼ ଅଷ୍ଟଧାତୁ ନିର୍ମିତ ନାଗ ଭଳି ବହୁ ପ୍ରାଚୀନ ମୂର୍ତ୍ତି...

Police Seize Idol Theft
ପୋଲିସ କବଜାରେ 'ଭାଇ ଭାଇ' ମୂର୍ତ୍ତି ଚୋରି ଗ୍ୟାଙ୍ଗ; ମନ୍ଦିରରେ କଳାକନା ବୁଲେଇ ମାରୁଥିଲେ ଫେରାର !

ମନ୍ଦିରକୁ ପୂଜକ ହେଇ ଆସୁଥିଲେ । ଯେଉଁ ଠାକୁରଙ୍କୁ ପୂଜା କରୁଥିଲେ, ତାଙ୍କୁ ଲୁଟୁଥିଲେ । ଦିଅଁ ଖାଇ ଖଟୁଲି ଖାଇଲା ଭଳି । 

Ragging Incident
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ହଟିନି ରାଗିଂ ବ୍ୟାଧି ! ହଷ୍ଟେଲରୁ ବିଦା ହେବେ ୪ ଅନ୍ତେବାସୀ 

 ହଷ୍ଟେଲରୁ ବିଦା ହେବାକୁ ଯାଉଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୪ ଛାତ୍ର । ପିଜି ଦ୍ୱିତୀୟ ବର୍ଷର ଏହି ୪ ଛାତ୍ରଙ୍କ ସମେତ ମୋଟ ୧୭ ଜଣଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ।

Raj Bhawan Politics
ତେଜିଲା ରାଜଭବନକୁ ଟାର୍ଗେଟ୍ ପଲିଟିକ୍ସ; ବିରୋଧୀଙ୍କ ପୁଣି ହମଲା ପରେ ବିଜେପିର ପାଲଟା ନିଶାନା

ଘନେଇଲା ରାଜନୀତି। ରାଜ୍ୟପାଳ ରଘୁବର ଦାସ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭେଟଘାଟକୁ ନେଇ ତେଜିଲା ରାଜନୈତିକ ବିବାଦ। 

OSSSC Exams
OSSSC ପରୀକ୍ଷାରେ ବିଭ୍ରାଟ ଅଭିଯୋଗ: ପରୀକ୍ଷା ଦାତିଲ ଦାବିରେ ଛାତ୍ର ସଂଗଠନର ଆନ୍ଦୋଳନ ଚେତାବନୀ

RI, ARI, ଅମିନ, ICDS ସୁପରଭାଇଜର୍, SFS ପରୀକ୍ଷା ବାତିଲ,ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଏବଂ ଓ' ଟ୍ରିପିଲ୍ ଏସସି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ତିନି ପ୍ରମୁଖ ଦାବି ସରକାର ନମାନିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦେଇଛି ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ସଂଗଠନ।

Cyber Criminals
ମିଛ ପୋଲିସ, ସତ ଲୁଟ୍; ଡିଜିଟାଲ ଆରେଷ୍ଟ ହେଲେ, ସର୍ବସ୍ବ ହରେଇଲେ ସଫ୍ଟୱେର ଇଂଜିନିୟର

କେତେବେଳେ ଡାକ୍ତର ତ ଆଉ କେତେବେଳେ ଇଞ୍ଜିନିୟର । ନାନା ଭୟ ଦେଖାଇ ଲୁଟୁଛନ୍ତି ସାଇବର ଅପରାଧୀ  । ଭିଡିଓ କଲ କରିବେ, ଡାଟା ନେବେ, ଆଉ ତାପରେ ଖେଳ ଆରମ୍ଭ ।

Rocket Attacks
ମଧ୍ୟପ୍ରାଚ୍ୟର ଆକାଶରେ ଯୁଦ୍ଧର କଳାବାଦଲ; ଗାଜାରୁ ଇସ୍ରାଏଲ ଉପରେ ହେଲା ରକେଟ ମାଡ଼

ଇସ୍ରାଏଲ, ଲେବାନନ ଓ ଗାଜା ମଧ୍ୟରେ ଚାଲିଥିବା ବିବାଦ ଭିତରେ ପୁଣି ରକେଟ ମାଡ଼। ଗତ ଦୁଇ ମାସ ଭିତରେ ପ୍ରଥମ ଥର ପାଇଁ ଦୁଇଟି ରକେଟ ଗାଜାରୁ ଇସ୍ରାଏଲ ଭିତରକୁ ହମଲା ହୋଇଛି। 

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।