/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730289541.jpg)
ଆଲୋକର ପର୍ବ ଦୀପାବଳି ଅବସରରେ ସଜେଇ ହେଲାଣି ରାମ ଜନ୍ମଭୂମି ଅଯୋଧ୍ୟା।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730289541.jpg)
1/7
ଆଲୋକର ପର୍ବ ଦୀପାବଳି ଅବସରରେ ସଜେଇ ହେଲାଣି ରାମ ଜନ୍ମଭୂମି ଅଯୋଧ୍ୟା।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730289732.jpg)
2/7
ଏଥର ଅଯୋଧ୍ୟାର ଦୀପାବଳି ଆହୁରି ସ୍ବତନ୍ତ୍ର ହେବାକୁ ଯାଉଛି ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730289780.jpg)
3/7
କାରଣ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏହା ହେଉଛି ପ୍ରଥମ ଦୀପାବଳି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730289914.jpg)
4/7
ଏଥିପାଇଁ ଆଲୋକ ଓ ଦୀପରେ ନବବଧୁଟିଏ ପରି ସଜେଇ ହେବାକୁ ପ୍ରସ୍ତୁତ ହେଉଛି ଶ୍ରୀରାମଙ୍କ ଜନ୍ମଭୂମି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730289988.jpg)
5/7
ଆଜି ୨୫ ଲକ୍ଷ ଦୀପରେ ଆଲୋକିତ ହେବ ସରଯୁ ନଦୀ ତଟ ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730290016.jpg)
6/7
ଦୀପୋତ୍ସବ ପାଇଁ ରାମ କି ପୈଡ଼ି ଘାଟରେ ସ୍ବତନ୍ତ୍ର ଆୟୋଜନ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730290035.jpg)
7/7
ଝଟକୁଛି ରାମଙ୍କ ନଗରୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)