• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର� ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

Telangana Tunnel Collapse
ଟନେଲ୍ ଟ୍ରାଜେଡିରେ ମଉଳି ଯାଉଛି ଜୀବନ ଆଶା

ତେଲେଙ୍ଗାନା ଟନେଲ୍ ଟ୍ରାଜେଡିରେ ମଉଳି ଯାଉଛି ଜୀବନ ଆଶା। ୬୦ ଘଣ୍ଟା ପରେ ବି ଫସିଥିବା ୮ ଶ୍ରମିକ ଓ କର୍ମଚାରୀଙ୍କ ସ୍ଥିତି ଅସ୍ପଷ୍ଟ। ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି ଶେଷ ୪୦ ମିଟର। ରେସ୍କ୍ୟୁ ଅପରେସନରେ ୯ ଏଜେନ୍ସି ସହ ସାମିଲ ହେଲେ ୬ ରାଟ୍ ମାଇନର...

Balasore Man Marries Divyang Girlfriend in Heartwarming Act of Love
ଦିବ୍ୟାଙ୍ଗ ପ୍ରେମିକା ମଥାରେ ସିନ୍ଦୂର ଭରି ଚର୍ଚ୍ଚାରେ ଦାଦନ ପ୍ରେମିକ

ଦିବ୍ୟାଙ୍ଗ ପ୍ରେମିକା ମଥାରେ ସିନ୍ଦୂର ଭରି ଚର୍ଚ୍ଚାରେ ଦାଦନ ପ୍ରେମିକ। ଗୋଡ଼ ନଥିବା ପ୍ରେମିକାକୁ ହାତରେ ଉଠାଇ ସାତ ଫେରା। ହ୍ବିଲ୍ ଚେୟାରରେ ପ୍ରେମିକାକୁ ବସାଇ ମଥାରେ ଭରିଲେ ସିନ୍ଦୂର। ସୋସିଆଲ୍ ମିଡ଼ିଆ ବନ୍ଧୁରୁ ଅନ୍ନପୂର୍ଣ୍ଣାଙ୍କୁ ବଧୂ ବନାଇଲେ ପଞ୍ଚାନନ। ନିଆରା ଲଭ୍ ଷ୍ଟୋରୀକୁ ନେଇ ବାଲେଶ୍ବର ଜଳେଶ୍ବରରେ...

Pakistani Cricket Fans Upset Over Team Defeat Against India in CT
ଏ ଟିମ୍‌କୁ କାଢ଼...

ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ଠାରୁ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନରେ ଯେପରି ଦୁଃଖର ବନ୍ୟା। ଭାଙ୍ଗି ଯାଇଛି କ୍ରିକେଟ ପ୍ରେମିଙ୍କ ହୃଦୟ। କାଲିର କଥା ଭାବି ଭାବି ଯେମିତି ଛାତି ଫାଟି ପଡୁଛି। ନା କୋହ ସମ୍ଭାଳି ହେଉଛି ନା ଦୁଃଖ ସହି ହେଉଛି। ଖୁଲମ୍ ଖୁଲା ଆରମ୍ଭ...

Special Story
ଭଲ ପାଉଥିଲି ମିଳିଲାନି ମାରିଦେଲି

ବନ୍ଧୁ ହିସାବରେ ଘରକୁ ଆସୁଥିଲା। ହଠାତ ବାହାଘର କଥା ଉଠାଇଲା। ମୁଁ ମନା କରିବାରୁ ମୋ ଝିଅକୁ ମାରିଦେଲା। ଏକ ତରଫା ପ୍ରେମ ନେଇଗଲା ଜୀବନ ।

KIIT
ମୋ ପିଲାକୁ ବାଉନ୍‌ସର୍‌ ଲଗାଇ ମାରିଲ...

କିଟ୍‌ ଭିସିଙ୍କ ସହ ଭିଡ଼ିଓ କଲ୍‌ରେ କଥା ହେଲା ବେଳେ କାନ୍ଦି ପକାଇଲେ ନେପାଳ ଅଭିଭାବକ । କହିଲେ, ମୁଁ ମୋ ପିଲାକୁ ଚାପୁଡ଼ା ମାରିନି। ଆପଣ ବାଉନ୍‌ସର୍‌ ଲଗାଇ ମାରିଲେ...

କିଟ୍ ଘଟଣାରେ ସିପିଏମର ବିଷୋଦଗାର
KIIT ଭଡ଼ାଟିଆ ଗୁଣ୍ଡାଙ୍କୁ ଆଗେ ଧରନ୍ତୁ

କିଟ ଘଟଣାରେ ଯେଉଁ ଅପରାଧୀମାନେ ଗିରଫ ହେଲେ, ସେମାନଙ୍କୁ କେମିତି ସେହିଦିନ ବେଲ୍ ମିଳିଗଲା? ଯେଉଁ ମହିଳା ଦୁଇଜଣ ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରିଥିଲେ, ସେମାନେ ଗିରଫ ହେଲେନି। ଯେଉଁ ଭଡ଼ାଟିଆ ଗୁଣ୍ଡାମାନେ ଛାତ୍ରମାନଙ୍କୁ ମାଡ଼ ମାରିଥିଲେ, ସେମାନଙ୍କର ଅପରାଧ ତାଲିକା ପୋଲିସ ପାଖରେ ପହଞ୍ଚୁ।

ବାଟ ଛାଡ଼ୁନି KIIT
କିଟ୍ ସିକ୍ୟୁରିଟିଙ୍କ ଏ କି ପ୍ରକାରର ବ୍ୟବହାର?

NIFTର ଡିରେକ୍ଟରଙ୍କୁ ଦେଖା କରିବାକୁ ଛାଡ଼ିଲେନି ସିକ୍ୟୁରିଟି । ପଚାରିିବାରୁ କହିଲେ ସାର୍ ମିଟିଂରେ ଅଛନ୍ତି ଆପଣ ବାହାରେ ଛିଡ଼ା ହୁଅନ୍ତୁ.. କିଟ୍ ସିକ୍ୟୁରିଟିଙ୍କ ଏ କି ପ୍ରକାରର ବ୍ୟବହାର?

ICC Champions Trophy 2025 
IND vs PAK: ୨୦୧୭ର କଡ଼ାଗଣ୍ଡା ବଦଲା ନେଲା ଟିମ୍‌ ଇଣ୍ତିଆ; ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ !

୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର କଡ଼ାଗଣ୍ଡା ବଦଲା ନେଲା ଟିମ୍‌ ଇଣ୍ତିଆ । ଧୂଳି ଚଟିଲା ପାକିସ୍ତାନ । ଏକ ପ୍ରକାର ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ ! ଟିମ୍‌ ଇଣ୍ତିଆଠାରୁ ହାରିବା ସହ ଚାମ୍ପିଅନ୍ସ ଟ୍ରଫିର ଆଶା ଏକ ପ୍ରକାର ଶେଷ ହୋଇ ଯାଇଛି...

Drones Soar Over Cannabis Fields
Drones Soar Over Cannabis Fields: ଗଞ୍ଜେଇ ଚାଷ଼ ବିରୋଧରେ ଜିରୋ ଟଲରାନ୍ସ; ବାଜ୍ୟାପ୍ତ ହେବ ନିଶା ଚାଲାଣରେ ବ୍ୟବହୃତ ଗାଡି...

ନଷ୍ଟ ହେଉଛି ଶହ ଶହ ଏକର ଚାଷ। ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଆରମ୍ଭ ହୋଇଛି ଗଂଜେଇ ଚାଷ ନଷ୍ଟ ଅଭିଯାନ। କେବଳ ଚାଷ ନଷ୍ଟ ହେଉନି ବରଂ ନିଶା କାରବାରରେ ସମ୍ପୃକ୍ତ ଗାଡିକୁ ବି ବାଜ୍ୟାପ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। 

KIMS Built With Government Assistance
KIMS Built With Government Assistance: ଖାଲି ଜମି ନୁହେଁ, ଚିକିତ୍ସା କେଳଙ୍କାରୀରେ ବି ଉବୁଟୁବୁ ଅଚ୍ୟୁତ; ଚଳୁ କରିଛନ୍ତି ୧୦୦ କୋଟିରୁ ଅଧିକ ଟଙ୍କା !

ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଆଉ ଏକ କେଳେଙ୍କାରୀ ! କୋଭିଡ୍ ମହାମାରୀ ବାହାନାରେ ଲୁଟିଛନ୍ତି କୋଟି କୋଟି ସରକାରୀ ଟଙ୍କା ! ସ୍ବାସ୍ଥ୍ୟସେବା ନାଁରେ ଚଳୁ କରିଦେଲେ ୧୦୦ କୋଟିରୁ ଅଧିକ ଟଙ୍କା ! 

PM Modi Health Tips
PM Modi Health Tips: ମନ୍-କୀ-ବାତ୍'ରେ ପ୍ରଧାନମନ୍ତ୍ରୀଙ୍କ ମୋଟାପା ଚିନ୍ତା; ଓବେସିଟିରୁ ବର୍ତ୍ତିବାକୁ PM ବତାଇଲେ ସରଳ ମନ୍ତ୍ର

ଖାଇବା ତେଲ ୧୦ ପ୍ରତିଶତ କମାଇବାକୁ କଲେ ଅପିଲ୍ । ଓବେସିଟି, ମୋଟାପା ବା ମେଦବହୁଳତା। ଆବଶ୍ୟକତାଠୁ ଶରୀର ଅଧିକ ଓଜନ। ଏହା କେବଳ ଯେ ସୌନ୍ଦର୍ଯ୍ୟକୁ ବିଗାଡ଼େ ତା ନୁହେଁ, ଡାକିଆଣେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଓ ଜଟିଳ ବ୍ୟାଧି। 

India vs Pakistan Paksitan all out for 241
IND vs PAK: ଫେଲ୍‌ ମାରିଲେ ପାକିସ୍ତାନର ବ୍ୟାଟ୍‌ର; ଭାରତ ସାମ୍ନାରେ ୨୪୨ ଟାଗେର୍ଟ...

ଟିମ୍‌ ଇଣ୍ତିଆ ବୋଲ୍‌ରଙ୍କ ଆଗରେ ଧୂଳି ଚାଟିଲେ ପାକିସ୍ତାନର ବ୍ୟାଟିଂ ଅର୍ଡ଼ର । ଟିମ୍‌ ଇଣ୍ତିଆକୁ ୨୪୨ ରନ୍‌ର ଟାଗେର୍ଟ ଦେଲା ପାକିସ୍ତାନ।

Odisha CM Mohan Majhi Heads to Prayagraj for Maha Kumbh
'ମୁଁ ପ୍ରୟାଗରାଜ ଯାଉଛି'

ମହାକୁମ୍ଭ ଅବସରରେ ପ୍ରୟାଗରାଜ ଅଭିମୁଖେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରିବାର ସହ ସଂଗମରେ ପକାଇବେ ବୁଡ଼ । ଓଡ଼ିଶାବାସୀଙ୍କ ମଙ୍ଗଳ ଲାଗି ମାତା ଗଙ୍ଗାଙ୍କୁ କରିବେ ପ୍ରାର୍ଥନା।

KIIT Student Death
କିଟରେ ଯାହା ସବୁ ଘଟିଲା, ତାହାକୁ ନେଇ ବେଶ୍ ଚିନ୍ତାରେ ମୁଖ୍ୟମନ୍ତ୍ରୀ

କିଟରେ ଯାହା ସବୁ ଘଟିଲା, ତାହାକୁ ନେଇ ବେଶ୍ ଚିନ୍ତାରେ ପଡ଼ିଛନ୍ତି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ବିଧାୟକ ବାବୁ ସିଂ ! 

Sangams holy water
ଆମ ପାପ ଧୋଇଦିଅ

ଜେଲ ଭିତରେ କଏଦୀଙ୍କ ମହାକୁମ୍ଭ ସ୍ନାନ। ଏକାଠି ହେଲେ ହଜାର ହଜାର ହିନ୍ଦୁ ମୁସଲିମ କଏଦୀ। ଶରୀରରେ ପବିତ୍ର ପାଣି ଢାଳିଲେ, ସବୁ ପାପକୁ ଧୋଇଦେଲେ ।

new virus
ଡରାଲାଣି ଚୀନ୍,ମାଡ଼ି ଆସୁଛି ନୂଆ ଭୂତାଣୁ

କରୋନାର ତାଣ୍ଡବ ଏଯାଏଁ ମନରୁ ଲିଭି ନଥିବା ବେଳେ ଆଉ ଏକ ମହାମାରି ଆସିବାକୁ ପ୍ରସ୍ତୁତ ହେଲାଣି। ଚୀନ୍‌ରେ କାୟା ବିସ୍ତାର କଲାଣି ନୂଆ ଭାଇସର। ଏହି ନୂଆ ଭୂତାଣୁ କୋଭିଡ-୧୯ ଭଳି ମଣିଷକୁ ସଂକ୍ରମଣ କରିବାର ଆଶଙ୍କା ଦେଖାଦେଇଛି।

ନାଭିରେ ସାବୁନ୍ ଲଗାଉଥିଲେ ସାବଧାନ ! ହୋଇପାରେ...
Care of Belly Button: ନାଭିରେ ସାବୁନ୍ ଲଗାଉଥିଲେ ସାବଧାନ ! ହୋଇପାରେ...

ପ୍ରତ୍ୟେକଙ୍କ ନାଭି ପରସ୍ପରଠାରୁ ଭିନ୍ନ। ଏହି ଅଙ୍ଗ ଆମର ଗର୍ଭନାଡ଼ ସହିତ ସଂଯୁକ୍ତ। ନାଭି ଏବଂ ପେଟର ସ୍ୱାସ୍ଥ୍ୟ ମଧ୍ୟରେ ସିଧାସଳଖ ସଂଯୋଗ ଅଛି। ନାଭିରେ ଥିବା ମଇଳା ପେଟରେ ସମସ୍ୟା ସୃଷ୍ଟି କରେ। କିନ୍ତୁ ଅଧିକାଂଶ ଲୋକ ଗାଧୋଇବା ସମୟରେ ନାଭି ସଫା କରିବାକୁ ଭୁଲିଯାଆନ୍ତି। ନାଭି...

Patnagarh Parcel Bomb Case
Patnagarh Parcel Bomb Case: ପାଟଣାଗଡ ପାର୍ସଲ ବୋମା ଘଟଣାକୁ ପୂରିଲା ୭ ବର୍ଷ; ନ୍ୟାୟ ଅପେକ୍ଷାରେ ପ୍ରଫେସର ଦଂପତି...

ସାତବର୍ଷ ଭିତରେ ପାର୍ସଲ ବୋମାକୁ ନେଇ ଜାତୀୟ ସ୍ତରରେ ଖବର ହେବା ସାଂଗକୁ ସିନେମା ହୋଇ ରୁପେଲି ପରଦାକୁ ଆସିଛି । ଆଉ ଘଟଣାର ଏକମାତ୍ର ଅଭିଯୁକ୍ତ ପୁଜିଂଲାଲ ମେହେର ବି ଜେଲ ଭିତରେ ଥାଇ ସାମ୍ବାଦିକତା ପାଠ ପଢିସାରିଛି । କିନ୍ତୁ ଏସବୁ ଭିତରେ ଆଗକୁ ବଢିଛି...

Pankaj Lochan Mohanty Elected as New President of OCA
Odisha Cricket Association: ପଙ୍କଜ ଲୋଚନ ହେଲେ ଓସିଏ ସଭାପତି; ଫ୍ଲଡ୍‌ ଲାଇଟ୍‌ ବିଭ୍ରାଟ ନେଇ ରଖିଲେ ମତ

 ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ କରିଥିଲେ ପଙ୍କଜ ଲୋଚନ ମହାନ୍ତି । ବବି ଦାସଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ । ବାରବାଟୀ ଫ୍ଲଡ୍‌ ଲାଇଟ୍‌ ବିଭ୍ରାଟ ନେଇ ମତ ରଖିଲେ ନୂଆ ସଭାପତି ପଙ୍କଜ । 

Saroj Padhi Targets Achyuta Samanta
Saroj Padhi Targets Achyuta Samanta: ‘ଅଚ୍ୟୁତଙ୍କୁ ବିଜେଡି ଅହେତୁକ ଅନୁକମ୍ପା ଦେଖାଉଥିଲା‘

ବିଜେଡିର ଅନୁକମ୍ପା ପ୍ରସଙ୍ଗ ଉଠାଇଲେ ବିଧାୟକ ସରୋଜ ପାଢ଼ୀ । ଅଗ୍ରଣୀ ପ୍ରତିଷ୍ଠାନ କରିବାକୁ କ’ଣ ବେଆଇନ ନିର୍ମାଣ କରିବେ ବୋଲି ପଚାରିଲେ । ବିନା ଅନୁମୋଦନରେ ନିର୍ମାଣ କେମିତି କଲେ ? 

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।