• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

Divyang Girl Rescued
ପୁଣି ଅଲୋଡା ଶିଶୁକନ୍ୟା; ଜଙ୍ଗଲରୁ ଉଦ୍ଧାର ହେଲା ଦିବ୍ୟାଙ୍ଗ ଶିଶୁ ...

ଚିତ୍ରକୋଣ୍ଡା ଜଙ୍ଗଲରୁ ଦିବ୍ୟାଙ୍ଗ ଶିଶୁ କନ୍ୟା ଉଦ୍ଧାର। ଉଦ୍ଧାର ପରେ ଶିଶୁକନ୍ୟାଙ୍କୁ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।

Divyang brothers
ଗରିବ ଆଖିରୁ ଶୁଖୁନି ଲୁହ; ହଠାତ୍‌ ଦିବ୍ୟାଙ୍ଗ ହୋଇଗଲେ ଦୁଇ ପୁଅ... 

କୁନିପୁଅର ଆଖିକୁ ଚାହିଁ କେତେ ସ୍ୱପ୍ନ ଦେଖିଥିଲେ ବାପା-ମା’। ହେଲେ ସବୁକିଛି ହୋଇଗଲା ଓଲଟପାଲଟ, ସମୟର ସୁଅରେ ଦୁଇ ପୁଅ ସିନା ବଡ଼ ହେଲେ, କିନ୍ତୁ ହୋଇଗଲେ ଦିବ୍ୟାଙ୍ଗ ।

Restriction To Cut Palm Tree
ଏଣିକି ମନଇଚ୍ଛା କାଟି ପାରିବେନି ତାଳ ଗଛ: ବନ ବିଭାଗଠୁ ନେବାକୁ ପଡ଼ିବ ଅନୁମତି

ଆଉ ମନ ଇଚ୍ଛା କାଟି ପାରିବେନି ତାଳ ଗଛ । ତାଳ ଗଛ କାଟିବାକୁ ହେଲେ ବନ ବିଭାଗଠୁ ନେବାକୁ ପଡ଼ିବ ଅନୁମତି । ଏମିତିକି ନିଜ ବାଡିର ତାଳ ଗଛ କାଟିବାକୁ ବି ନେବାକୁ ପଡ଼ିବ ଅନୁମତି ।

Balle Balle Dhaba
ସିଲ୍ ହେବ ‘ବଲ୍ଲେ ବଲ୍ଲେ ଢାବା’;‘ଟଙ୍କା କେଉଁଠୁ ଆସିଥିଲା, କିପରି ଖର୍ଚ୍ଚ ହୋଇଛି ହେବ ଯାଞ୍ଚ’

ଯାଜପୁର ଧର୍ମଶାଳାର ବିବାଦୀୟ ଢାବା ବଲ୍ଲେ ବଲ୍ଲେକୁ ସିଲ୍ କରାଯିବ । ତିନି ଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନୋଟିସ୍ ଆଜି ସରିଛି।

 CM's Grievance Cell
୧୬ ବର୍ଷ ପରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି; କାନ୍ଦି କାନ୍ଦି କଷ୍ଟ ଜଣାଇଲେ ସୂର୍ଯ୍ୟକାନ୍ତ... 

ଆରମ୍ଭ ହେଲା ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଅଭିଯୋଗ ପ୍ରକୋଷ୍ଠରେ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ । ଅଭିଯୋଗ ନେଇ ବିଭିନ୍ନ ଜିଲ୍ଲାରୁ ଆସିଛନ୍ତି ଶତାଧିକ ଲୋକ ।

Xpheno
ବିଶ୍ବକପ୍ ବିଜୟ ଉତ୍ସବ ପାଳନ ପାଇଁ କର୍ମଚାରୀଙ୍କୁ ଛୁଟି ଦେଲା ଏହି IT କମ୍ପାନୀ 

ଦ୍ବିତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ। ଆଉ ଟିମ୍‌ ଇଣ୍ତିଆର ଜବରଦସ୍ତ ବିଜୟ ଉତ୍ସବ ପାଳନ କରିବାକୁ ଆଇଟି କମ୍ପାନୀ ‘Xpheno’ ୧ ଜୁଲାଇକୁ ଛୁଟି ଘୋଷଣା କରିଛି ।

Saptasajya Hill
ମିଳିଲା ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ରଙ୍କ ପତ୍ତା; ସୁରକ୍ଷିତ ଭାବେ ଉଦ୍ଧାର କଲା ବନବିଭାଗ 

ସପ୍ତଶଯ୍ୟା ପାହାଡରେ ବାଟବଣା ସମସ୍ତ ପାଞ୍ଚ ଜଣ ଛାତ୍ର ମିଳିଲା ପତ୍ତା। ରାତି ପ୍ରାୟ ସାଢେ ୧୧ଟା ସମୟରେ ବହୁ ଖୋଜାଖୋଜି ପରେ ପାହାଡ ଉପରୁ ସେମାନଙ୍କୁ ଉଦ୍ଧାର କରାଯାଇଛି ।

DHH Bolangir
ବଲାଙ୍ଗିର ବଡ ଡାକ୍ତରଖାନାର ଗୁମର କଥା; ୭୫୦ ଶଯ୍ୟା ଭିତରୁ କାର୍ଯ୍ୟକ୍ଷମ ନୁହେଁ ଗୋଟିଏ ବି ବେଡ୍‌

ଆକାଶ ଛୁଆଁ ନୂଆ କୋଠାକୁ ଦେଖିଲେ ମନଖୁସି ହେଇଯିବ। ସବୁ ପ୍ରକାର ସିଭିଲ କାମ ସରିଯାଇଛି। କିନ୍ତୁ ୭୫୦ ଶଯ୍ୟା ଭିତରୁ ଗୋଟିଏ ବି ବେଡ କାର୍ଯ୍ୟକ୍ଷମ ନୁହେଁ।

 LPG gas cylinder price
ମାସ ଆରମ୍ଭରୁ ଖୁସି ଖବର, କମିଲା ଗ୍ୟାସ୍‌ ଦର; ଜାଣନ୍ତୁ କେତେ ପାଇଲା ହ୍ରାସ...

ହ୍ରାସ ପାଇଲା ଗ୍ୟାସ ସିଲିଣ୍ଡର ଦର। ଶନିବାର ଦେଶରେ ନୂଆ ଦର ଲାଗୁ ହୋଇଥିବା ବେଳେ ସିଲିଣ୍ଡର ଉପରେ ୩୦ ଟଙ୍କା ହ୍ରାସ ପାଇଛି।

CM Mohan Majhi
‘ସୁଭଦ୍ରା ଯୋଜନାଠୁ ଧାନ MSP ବଢ଼ାଇବା ଯାଏଁ ପୂରଣ କରିବୁ ସବୁ ପ୍ରତିଶ୍ରୁତି’

ନୂଆ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ। ଗରିବ କଲ୍ୟାଣ ହେବ ବିଜେପି ସରକାରର ପ୍ରାଥମିକତା। ୧୦୦ ଦିନର ରୋଡ୍ ମ୍ୟାପ୍ ଚୂଡ଼ାନ୍ତ।

T20 World Cup win
ୱାର୍ଲଡ ଚାମ୍ପିଅନ୍ ଟିମ୍ ଇଣ୍ଡିଆର ଘର ବାହୁଡ଼ାକୁ ଅପେକ୍ଷା; ୧୭ ବର୍ଷ ପରେ ଖୁସିରେ ମସଗୁଲ ଭାରତ

୨୦୦୭ ପରେ ୨୦୨୪। ଧୋନିଙ୍କ ପରେ ରୋହିତ। ୧୭ ବର୍ଷ ଲମ୍ବା ପ୍ରତୀକ୍ଷାର ଅନ୍ତ। ଦ୍ବିତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ। ଆଉ ମେନ୍ ଇନ୍ ବ୍ଲୁର ବିଜୟ ପରେ ଝୁମି ଉଠିଥିଲା ସାରା ଦେଶ।

Team India
ଟିମ୍ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କଲା BCCI

ଟିମ୍ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କଲା ବିସିସିଆଇ । ପୁରସ୍କାର ଘୋଷଣା କଲେ ବିସିସିଆଇ ସମ୍ପାଦକ ଜୟ ଶାହ ।

Justice Reform
କାଲିଠୁ ହଟିବ ବ୍ରିଟିଶ ଅମଳର ଫୌଜଦାରୀ ଆଇନ; ଲାଗୁ ହେବ ୩ ନୂଆ ଆଇନ  

କାଲିଠୁ ଇତିହାସ ପାଲଟିବ IPC, CrPC ଓ ଏଭିଡେନ୍ସ ଆକ୍ଟ । ବ୍ରିଟିଶ ଅମଳର ଫୌଜଦାରୀ ଆଇନ ହଟି, ଲାଗୁ ହେବ ୩ ନୂଆ ଆଇନ । 

ICC Mens T20 World Cup 2024
ଇତିହାସ ରଚିଲା ଟିମ୍‌ ଇଣ୍ଡିଆ; ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ଜିତିଲା ଭାରତ

ଦୂର ହେଲା ଆଇସିସି ଟ୍ରଫି ଜିତିବା ଆଶା । ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ଜିତିଲା ଭାରତ । ଦଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଟାଇଟଲ୍‌ ହାତେଇଲା ଟିମ୍‌ ଇଣ୍ଡିଆ ।

 Chief Secretary Manoj Ahuja
କିଭଳି ରହିବ ଓଡିଆ-ଅଣଓଡିଆ ଅଧିକାରୀଙ୍କ ଭିତରେ ବାଲାନ୍ସ ?

ଆସନ୍ତା ସୋମବାରରୁ ଓଡିଶା ପ୍ରଶାସନର ମଙ୍ଗ ଧରିବାକୁ ଯାଉଛନ୍ତି ମନୋଜ ଆହୁଜା । ନୂଆ ସରକାରରେ ନୂଆ ମୁଖ୍ୟ ଶାସନ ସଚିବଙ୍କ ଆଗରେ ରହିଛି ଭରପୂର ଆହ୍ବାନ ।

Balle Balle Dhaba
ବଲ୍ଲେ ବଲ୍ଲେ ଢାବାର ଫିଟୁଛି ଗୁମର

କ୍ଷମତାର ଛତ୍ରଛାୟାରେ ଯାଜପୁର ନେଉଳପୁର ଧର୍ମଶାଳା ଭବନ ପରିସରରେ ଥିବା ବଲ୍ଲେ ବଲ୍ଲେ ଢାବାର ଫିଟୁଛି ଗୁମର ।କିଏ କହୁଛନ୍ତି, ଏଇଠି ଚାଲିଥିଲା ରଙ୍ଗଶାଳା ତ ଆଉ କିଏ କହୁଛନ୍ତି ଜମୁଥିଲା ମଦମାଂସର ଆସର । 

India vs South Africa
କାହାର ହେବ ଜିତ୍ ? 

ଅପରାଜେୟ ବାଦଶାହା ବନିବ ଟିମ୍ ଇଣ୍ଡିଆ ନା ପ୍ରଥମ ଆଇସିସି ଟ୍ରଫି ସହ ଇତିହାସ ରଚିବ ଦକ୍ଷିଣ ଆଫ୍ରିକା ? ଟ୍ବେଣ୍ଟି ବିଶ୍ବକପ୍ ଗ୍ରାଣ୍ଡ ଫିନାଲେରେ କାହାର ହେବ ଜିତ୍ ? 

land scam allegations
ମାରିକ୍ ନାଗେଶ୍ବର ଗୋହି ଖୋଳାଖୋଳି

ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ସରକାରୀ ଜମି ହଡପ୍ ଘଟଣାରେ ୪ ଆଇପିଏସଙ୍କ ସଂପୃକ୍ତି ଗୁମର ଖୋଲିବା ପରେ ସୃଷ୍ଟି ହୋଇଛି ହଇଚଇ । ଏମିତିକି ଜମି ହାତେଇଥିବା ଜଣେ ପୂର୍ବତନ ଡିଜିପି ଓ ସିବିଆଇର ଜଣେ ପୂର୍ବତନ ନିର୍ଦ୍ଦେଶକଙ୍କ ମଧ୍ୟରେ ଦୋଷ ଲଦାଲଦି ସାଙ୍ଗକୁ ଡକ୍ୟୁମେଣ୍ଟ ୱାର ବି...

Apartment Registration
୨ ବର୍ଷ ଧରି ଆପାର୍ଟମେଣ୍ଟ୍ ପଞ୍ଜିକରଣ ପ୍ରତିବନ୍ଧକର ହେଲା ଅନ୍ତ

ହଟିଲା ୨ ବର୍ଷର ପ୍ରତିବନ୍ଧକ । ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ ଆସିବାର ୪ ମାସ ପରେ ଆରମ୍ଭ ହୋଇଛି ଆପାର୍ଟମେଣ୍ଟ ପଞ୍ଜୀକରଣ । ଦେଶରେ ପ୍ରଥମ ରାଜ୍ୟଭାବେ ଆପାର୍ଟମେଣ୍ଟ ଜମିର ବି ମାଲିକ ବନିଲେ ବାସଗୃହ କ୍ରେତା ।

land scam allegations
ପାତ୍ରପଡ଼ା ଜମି ହଡପରେ ୪ ଆଇପିଏସ୍; ୨୫୦ କୋଟି ମୂଲ୍ୟର ସରକାରୀ ଜମି ଚଞ୍ଚକତା

ପାତ୍ରପଡ଼ା ଜମି ହଡପ୍ ଘଟଣାରେ ୪ ଆଇପିଏସ୍‌ଙ୍କ ସଂପୃକ୍ତିକୁ ନେଇ ହଇଚଇ । ଗଣମାଧ୍ୟମରେ ନାଗେଶ୍ବର ରାଓ-ସଞ୍ଜିବ ମାରିକ ଦୋଷ ଲଦାଲଦି, ଗୋହି ଖାଳାଖୋଳି ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।