କିସ୍ରୁ ନିଖୋଜ ହୋଇଯାଉଛନ୍ତି ପିଲା! ଘର ଲୋକଙ୍କୁ ବି ମିଳୁନି ଖବର। ଏକଥା ଆମେ କହୁନୁ, କହୁଛନ୍ତି କିସ୍ରୁ ନିଖୋଜ ଜଣଏ ଛାତ୍ରଙ୍କ ପରିବାର ଲୋକ ଏଭଳି ଅଭିଯୋଗ ଆଣିଛନ୍ତି ।
ଅନ୍ତିମ ସ୍ନାନଯୋଗ ସହ ସରିଲା ପ୍ରୟାଗ ମହାକୁମ୍ଭ । ମହାଶିବରାତ୍ରିରେ ଦେଢ କୋଟି ଶ୍ରଦ୍ଧାଳୁଙ୍କ ସ୍ନାନ । ସମ୍ମାନ ଜଣାଇ ଉଡ଼ିଲା ବାୟୁସେନାର ଯୁଦ୍ଧ ବିମାନ । ୪୫ ଦିନରେ ବୁଡ ପକାଇଲେ ୬୫ କୋଟିରୁ ଅଧିକ ।
ଇମ୍ପ୍ରୁଭମେଣ୍ଟ ପାଇଁ ଦେଇ ହେବ ଦ୍ବିତୀୟ ବୋର୍ଡ ପରୀକ୍ଷା । ପ୍ରଥମଟି ବାଧ୍ୟତାମୂଳକ, ଦ୍ବିତୀୟଟି ଇଚ୍ଛାଧୀନ । ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବାକୁ ଦଶମ ପରୀକ୍ଷାରେ ଜାତୀୟ ଶିକ୍ଷାନୀତି 2020 ଆଧାରରେ ଏମିତି ସଂସ୍କାର ଆଣିବାକୁ ଯାଉଛି ସିବିଏସ୍ଇ।
ଜଗତସିଂହପୁର କୁଜଙ୍ଗର ପୂର୍ବତନ IIC ତପନ ନାହାକ ଗିରଫ ହୋଇଛନ୍ତି। ସରକାରୀ ପଦ ମର୍ଯ୍ୟାଦା କ୍ଷୁଣ୍ଣ ଅଭିଯୋଗରେ ପ୍ରଥମେ ତାଙ୍କୁ ନିଲମ୍ବନ କରାଯାଇଥିଲା।
ବଲାଙ୍ଗୀର ପୁଇଁତଳା ଥାନା ଖମାରମୁଣ୍ଡା ଗାଁରେ ୨ ଶହ ଫୁଟ ଉଚ୍ଚ ବିଦ୍ୟୁତ ଟାୱାର ଉପରେ ଚଢ଼ି ଉତ୍ପାତ କରୁଥିବା ଯୁବକ ୬ ଘଣ୍ଟା ପରେ ତଳକୁ ଓହ୍ଲାଇଛି । ଏହାପରେ ସଂପୃକ୍ତ ଯୁବକଙ୍କୁ କାବୁ କରି ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଛି ।
ସବୁଠି ଚାଲିଛି ପୂଜାର୍ଚ୍ଚନା । ଶିବଙ୍କୁ କରାଯାଉଛି ଉପାସନା । ଅନେକ ଶୈବାଳୟର ଭିନ୍ନ ଆକର୍ଷଣ ରହିଛି । ଧର୍ମଗଡ ଠାରେ ପ୍ରତିଷ୍ଠିତ ପାରଦେଶ୍ୱର ମନ୍ଦିରର ବି ରହିଛି କିଛି ସ୍ୱତନ୍ତ୍ରତା ।
ଝିଅଟିର ପାଠପଢ଼ା ସହ ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପରିବାର ଲୋକ ବହୁ ପୂର୍ବରୁ ସବୁକିଛି ସ୍ଥିର କରିନିଅନ୍ତି । ଏମିତିକି ଝିଅଟିର ବିବାହ ପାଇଁ ଟଙ୍କା ମଧ୍ୟ ସଞ୍ଚୟ କରାଯାଇଥାଏ । ଯେପରି ଝିଅର ବିବାହ ସମୟରେ କୌଣସି ଅସୁବିଧା ନଉପୁଜେ ସେଥିପ୍ରତି ଧ୍ୟାନ ଦିଆଯାଇଥାଏ ।...
ଜଳଭଣ୍ଡାର ପାରି ହେଲେ ହାଟ ବଜାର, ଶିକ୍ଷା, ସ୍ବାସ୍ଥ୍ୟ ସବୁ ସୁବିଧା। ମୋରାନ୍ ଜଳଭଣ୍ଡାରର ବିପଦକୁ ପଛ କରି ପାରି ହେଉଛନ୍ତି ପାଣିବାଟ । ଗମନାଗମନ ପାଇଁ ୧୨ଟି ଗାଁ ଲୋକଙ୍କ ନାହିଁନଥିବା ଦୁର୍ଦ୍ଦଶା। ୫୦ କିମି ଦୂର ବାଟ ପାଇଁ ଜଳଭଣ୍ଡାର ପାରି ହେଉଛନ୍ତି ଲୋକେ। କୋରାପୁଟ...
ଅଚ୍ୟୁତ ସାମନ୍ତଙ୍କ ସାମନ୍ତବାଦୀ ନୀତି। ସରକାରୀ ସଂସ୍ଥାକୁ ବି ଛାଡ଼ୁନାହାନ୍ତି ସରକାରୀ ବାଟ। ଫାଟକ ପକାଇ, ସିକ୍ୟୁରିଟି ଜଗାଇ ଓଗାଳୁଛନ୍ତି ରାସ୍ତା। ନୋ ପାର୍କିଂ ସାଇନ୍ ବୋର୍ଡରେ କଳା ବୋଳି ଜୋର୍ ଜବରଦସ୍ତ କରୁଛନ୍ତି ପାର୍କିଂ।
ପେଟ ପାଇଁ କିଏ ବାହାର ରାଜ୍ୟରେ ଦାଦନ ଖଟୁଛି ତ କିଏ ଲାଗୁଛି ମୂଲ । ଫର୍ମପୂରଣ କରିବି ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ପ୍ରାୟ ୧୦ ହଜାର ପିଲା। ଉପକୂଳରୁ ଉପାନ୍ତ ସବୁ ଜିଲ୍ଲାରେ ଅନୁପସ୍ଥିତି। ଡ୍ରପ୍ ଆଉଟ୍ କଥାକୁ ମାନିଲେ ଜିଲ୍ଲା ଶିକ୍ଷାଧିକାରୀ। ବୋର୍ଡ ଓ ସରକାରଙ୍କୁ...
ତେଲେଙ୍ଗାନା ଟନେଲ୍ ଟ୍ରାଜେଡିରେ ମଉଳି ଯାଉଛି ଜୀବନ ଆଶା। ୬୦ ଘଣ୍ଟା ପରେ ବି ଫସିଥିବା ୮ ଶ୍ରମିକ ଓ କର୍ମଚାରୀଙ୍କ ସ୍ଥିତି ଅସ୍ପଷ୍ଟ। ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି ଶେଷ ୪୦ ମିଟର। ରେସ୍କ୍ୟୁ ଅପରେସନରେ ୯ ଏଜେନ୍ସି ସହ ସାମିଲ ହେଲେ ୬ ରାଟ୍ ମାଇନର...
ଦିବ୍ୟାଙ୍ଗ ପ୍ରେମିକା ମଥାରେ ସିନ୍ଦୂର ଭରି ଚର୍ଚ୍ଚାରେ ଦାଦନ ପ୍ରେମିକ। ଗୋଡ଼ ନଥିବା ପ୍ରେମିକାକୁ ହାତରେ ଉଠାଇ ସାତ ଫେରା। ହ୍ବିଲ୍ ଚେୟାରରେ ପ୍ରେମିକାକୁ ବସାଇ ମଥାରେ ଭରିଲେ ସିନ୍ଦୂର। ସୋସିଆଲ୍ ମିଡ଼ିଆ ବନ୍ଧୁରୁ ଅନ୍ନପୂର୍ଣ୍ଣାଙ୍କୁ ବଧୂ ବନାଇଲେ ପଞ୍ଚାନନ। ନିଆରା ଲଭ୍ ଷ୍ଟୋରୀକୁ ନେଇ ବାଲେଶ୍ବର ଜଳେଶ୍ବରରେ...
ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ଠାରୁ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନରେ ଯେପରି ଦୁଃଖର ବନ୍ୟା। ଭାଙ୍ଗି ଯାଇଛି କ୍ରିକେଟ ପ୍ରେମିଙ୍କ ହୃଦୟ। କାଲିର କଥା ଭାବି ଭାବି ଯେମିତି ଛାତି ଫାଟି ପଡୁଛି। ନା କୋହ ସମ୍ଭାଳି ହେଉଛି ନା ଦୁଃଖ ସହି ହେଉଛି। ଖୁଲମ୍ ଖୁଲା ଆରମ୍ଭ...
ବନ୍ଧୁ ହିସାବରେ ଘରକୁ ଆସୁଥିଲା। ହଠାତ ବାହାଘର କଥା ଉଠାଇଲା। ମୁଁ ମନା କରିବାରୁ ମୋ ଝିଅକୁ ମାରିଦେଲା। ଏକ ତରଫା ପ୍ରେମ ନେଇଗଲା ଜୀବନ ।
କିଟ୍ ଭିସିଙ୍କ ସହ ଭିଡ଼ିଓ କଲ୍ରେ କଥା ହେଲା ବେଳେ କାନ୍ଦି ପକାଇଲେ ନେପାଳ ଅଭିଭାବକ । କହିଲେ, ମୁଁ ମୋ ପିଲାକୁ ଚାପୁଡ଼ା ମାରିନି। ଆପଣ ବାଉନ୍ସର୍ ଲଗାଇ ମାରିଲେ...
କିଟ ଘଟଣାରେ ଯେଉଁ ଅପରାଧୀମାନେ ଗିରଫ ହେଲେ, ସେମାନଙ୍କୁ କେମିତି ସେହିଦିନ ବେଲ୍ ମିଳିଗଲା? ଯେଉଁ ମହିଳା ଦୁଇଜଣ ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରିଥିଲେ, ସେମାନେ ଗିରଫ ହେଲେନି। ଯେଉଁ ଭଡ଼ାଟିଆ ଗୁଣ୍ଡାମାନେ ଛାତ୍ରମାନଙ୍କୁ ମାଡ଼ ମାରିଥିଲେ, ସେମାନଙ୍କର ଅପରାଧ ତାଲିକା ପୋଲିସ ପାଖରେ ପହଞ୍ଚୁ।
NIFTର ଡିରେକ୍ଟରଙ୍କୁ ଦେଖା କରିବାକୁ ଛାଡ଼ିଲେନି ସିକ୍ୟୁରିଟି । ପଚାରିିବାରୁ କହିଲେ ସାର୍ ମିଟିଂରେ ଅଛନ୍ତି ଆପଣ ବାହାରେ ଛିଡ଼ା ହୁଅନ୍ତୁ.. କିଟ୍ ସିକ୍ୟୁରିଟିଙ୍କ ଏ କି ପ୍ରକାରର ବ୍ୟବହାର?
୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର କଡ଼ାଗଣ୍ଡା ବଦଲା ନେଲା ଟିମ୍ ଇଣ୍ତିଆ । ଧୂଳି ଚଟିଲା ପାକିସ୍ତାନ । ଏକ ପ୍ରକାର ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ ! ଟିମ୍ ଇଣ୍ତିଆଠାରୁ ହାରିବା ସହ ଚାମ୍ପିଅନ୍ସ ଟ୍ରଫିର ଆଶା ଏକ ପ୍ରକାର ଶେଷ ହୋଇ ଯାଇଛି...
ନଷ୍ଟ ହେଉଛି ଶହ ଶହ ଏକର ଚାଷ। ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଆରମ୍ଭ ହୋଇଛି ଗଂଜେଇ ଚାଷ ନଷ୍ଟ ଅଭିଯାନ। କେବଳ ଚାଷ ନଷ୍ଟ ହେଉନି ବରଂ ନିଶା କାରବାରରେ ସମ୍ପୃକ୍ତ ଗାଡିକୁ ବି ବାଜ୍ୟାପ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।