• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

land scam allegations
ପାତ୍ରପଡ଼ା ଜମି ହଡପରେ ୪ ଆଇପିଏସ୍; ୨୫୦ କୋଟି ମୂଲ୍ୟର ସରକାରୀ ଜମି ଚଞ୍ଚକତା

ପାତ୍ରପଡ଼ା ଜମି ହଡପ୍ ଘଟଣାରେ ୪ ଆଇପିଏସ୍‌ଙ୍କ ସଂପୃକ୍ତିକୁ ନେଇ ହଇଚଇ । ଗଣମାଧ୍ୟମରେ ନାଗେଶ୍ବର ରାଓ-ସଞ୍ଜିବ ମାରିକ ଦୋଷ ଲଦାଲଦି, ଗୋହି ଖାଳାଖୋଳି ।

 Chief Secretary Manoj Ahuja
ଓଡ଼ିଶା ପ୍ରଶାସନ କେମିତି ପାଇବ ନୂଆ ପରିଚୟ ? କେମିତି ସୁଧୁରିବ ବ୍ୟୁରୋକ୍ରେସିର ଭାବମୂର୍ତ୍ତି ?

ସୋମବାରରୁ ଓଡିଶା ପ୍ରଶାସନର ମଙ୍ଗ ଧରିବାକୁ ଯାଉଥିବା ମନୋଜ ଆହୁଜାଙ୍କ ଆଗରେ ଭରପୂର ଚାଲେଞ୍ଜ । କେମିତି ସୁଧୁରିବ ବ୍ୟୁରୋକ୍ରେସିର ଭାବମୂର୍ତ୍ତି ? କିଭଳି ରହିବ ଓଡିଆ-ଅଣଓଡିଆ ଅଧିକାରୀଙ୍କ ଭିତରେ ବାଲାନ୍ସ ?

Tribal Community
ଆଦିବାସୀ ସେବକ କରୁଛନ୍ତି ଠାକୁରଙ୍କ ଅଣସର ନୀତି; ଶାବର ଶ୍ରୀକ୍ଷେତ୍ରରେ ଭିନ୍ନ ଏକ ପରମ୍ପରା...

ପବିତ୍ର ସ୍ନାନପୂର୍ଣ୍ଣିମା ଦିନ ୧୦୮ ଗରା ଜଳରେ ସ୍ନାନ କରି ଅସୁସ୍ଥ ହୋଇ ପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ। ଶାବର ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ ଆଦିବାସୀ ସେବକଠାକୁର ମାନଙ୍କର ଉପଚାର ଆରମ୍ଭ କରିଛନ୍ତି।

Dowry
ସ୍ତ୍ରୀ ହେବ ତ ଏମିତି ! ଯୌତୁକ ଲୋଭୀ ସ୍ୱାମୀକୁ ଦେଲେ ପାନେ...

ଯୌତୁକ ଲୋଭୀ ରାକ୍ଷସଙ୍କୁ ଉଚିତ ଜବାବ ଦେଇଛନ୍ତି ବୌଦ୍ଧ ବାଉଁଶୁଣୀ ଥାନା ଅନ୍ତର୍ଗତ ସିଦ୍ଧପୁର ଗ୍ରାମର ଲିଜା ମେହେର। 

Amarnath Yatra
ଜୁନ୍ ୨୯ରୁ ଆରମ୍ଭ ହେବ ଅମରନାଥ ଯାତ୍ରା; ଜାଣନ୍ତୁ ଯାତ୍ରା ସମୟରେ କ’ଣ କରିବେ ଓ କ’ଣ କରିବେନି...

ଅମରନାଥ ଯାତ୍ରା ଜୁନ୍ ୨୯ରୁ ଆରମ୍ଭ ହେବ । ଏହି ଯାତ୍ରା ଅଗଷ୍ଟ ୧୯ ପର୍ଯ୍ୟନ୍ତ ଚାଲିବ । ତେବେ ୫୨ ଦିନ ଧରି ଶ୍ରଦ୍ଧାଳୁ, ଭକ୍ତ ଓ ତୀର୍ଥଯାତ୍ରୀଙ୍କୁ ଅମରନାଥ ଯାତ୍ରାର ସୁଯୋଗ ମିଳିବ। 

Vending Zones
ଅବହେଳିତ ଅବସ୍ଥାରେ ଭେଣ୍ଡିଂ ଜୋନ୍; କେବେ ଖୋଲିବ ଦୋକାନ ତାଲା, ଉଠିଲା ପ୍ରଶ୍ନ 

ସହରକୁ ଟ୍ରାଫିକ୍ ମୁକ୍ତ ଓ ସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ପ୍ରୟାସରେ ସତେ ଯେପରି କଳଙ୍କି ଲାଗି ଯାଇଛି। କାରଣ ଅବହେଳିତ ଅବସ୍ଥାରେ ଭେଣ୍ଡିଂ ଜୋନ୍ ।

Physically Assaulting Woman
ଥାନା ଆଗରେ ମହିଳାଙ୍କୁ ଘୋଷାଡ଼ି ନେବା ଘଟଣା; ୩ ପୋଲିସ କର୍ମଚାରୀଙ୍କୁ ବଦଳି 

ଜଳଜଳ ହୋଇ ଦିଶିଲା ବର୍ଦ୍ଦି ପଛରେ ଲୁଚିଥିବା ବର୍ବର ଚେହେରା: ଚାନ୍ଦବାଲି ଥାନା ଆଗରେ ମହିଳାଙ୍କୁ ଘୋଷାଡ଼ି ନେଲେ ପୁରୁଷ ପୋଲିସ । ବିବସ୍ତ୍ର ହେବା ପରେ ବି ଛାଡ଼ିଲେନି । 

South Africa
କୌଣସି ବିଶ୍ବକପରେ ପ୍ରଥମ ଥର ଫାଇନାଲରେ ଦ. ଆଫ୍ରିକା; ଆଫଗାନିସ୍ତାନକୁ ହରାଇ ରଚିଲା ଇତିହାସ

ଆଫଗାନିସ୍ତାନକୁ ୯ ୱିକେଟରେ ହରାଇ ଟି ଟ୍ବେଣ୍ଟି ବିଶ୍ବକପ ଫାଇନାଲ ଗଲା ଦ. ଆଫ୍ରିକା ଟିମ୍‌ । ୫୭ ରନ୍‌ର ସହଜ ଟାର୍ଗେଟକୁ ୮.୫ ଓଭରରେ ହାସଲ କରି ନେଇଛି ।

Ayodhya Ram Mandir
‘ରାମ ମନ୍ଦିର ଗର୍ଭଗୃହରେ ଟୋପାଏ ବି ପାଣି ପଡ଼ିନି’

ଅଯୋଧ୍ୟା ରାମ ମନ୍ଦିରରେ ପାଣି ଲିକ୍  ଖବର ପରେ ସ୍ପଷ୍ଟୀକରଣ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ‘ଏକ୍ସ’ରେ ସ୍ପଷ୍ଟୀକରଣ ।

Delhi CM Arvind Kejriwal
ଦିଲ୍ଲୀ ମଦ ଦୁର୍ନୀତି ମାମଲା; କେଜ୍ରିୱାଲଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା CBI

ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ସିବିଆଇ । ରିମାଣ୍ଡ ଅନୁମତି ଦେଲେ ରାଉଜ୍ ଆଭେନ୍ୟୁ କୋର୍ଟ । ଆଜି ତିହାର ଜେଲରେ ପଚରାଉଚରା କରିବ ସିବିଆଇ ଟିମ୍ ।

Heavy rain
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୪ ଦିନ ପ୍ରବଳ ବର୍ଷିବ, ସତର୍କ କଲା ପାଣିପାଗ ବିଭାଗ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ୪ ଦିନ ପ୍ରବଳ ବର୍ଷା ସମ୍ଭାବନା । ବିଜୁଳି, ଘଡ଼ଘଡ଼ି ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଲା ପାଣିପାଗ ବିଭାଗ ।

BJP leader LK Advani
ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ;  ଦିଲ୍ଲୀ ଏମ୍ସରେ ଭର୍ତ୍ତି

ହସ୍ପିଟାଲରେ ଭର୍ତ୍ତି ହେଲେ ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ । ଦିଲ୍ଲୀ ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଛି । ସେପଟେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । 

Rath Yatra Chariots Damaged
‘ରକ୍ଷଣାବେକ୍ଷଣ ଅଭାବରୁ ଉଈ ଖାଇଗଲା ତିନି ରଥର ସଖୀ’ 

କେତେକ ସଖୀ ମୂର୍ତ୍ତିଙ୍କର ନାକ ଓ ହାତ ଉଈ ଖାଇଯାଇଛନ୍ତି ଓ ଆଉ କେତେକ ପାର୍ଶ୍ବମୂର୍ତ୍ତିଙ୍କର ନାକ ଚେପା ହୋଇଯାଇଛି। ଏନେଇ ଉଦବେଗ ପ୍ରକାଶ କଲେ ରୂପକାର ସେବକ। 

 Mahanadi Water Dispute
ମହାନଦୀ ଜଳ ବିବାଦ ମାମଲା; ‘ଖୁବ୍ ଶୀଘ୍ର ହେବ ସମାଧାନ’

ମହାନଦୀ ଜଳ ବିବାଦ ମାମଲାକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ମନ୍ତବ୍ୟ । ଖୁବ୍ ଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ କହିଲେ ମନ୍ତ୍ରୀ ।

 When Will Puri Ratna Bhandar Will Open?
କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? କିଭଳି ହେବ ମରାମତି ସହ ଅଳଙ୍କାରର ଗଣତି ?

କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ନୂଆ ସରକାର ଆସିବା ପରଠୁ ଏଦିଗରେ ଆଶା ବଢ଼ିଥିଲେ ବି କେବେ ମରାମତି ହେବ, କେବେ ଅଳଙ୍କାରର ଗଣତି-ମଣତି ହେବ ତାକୁ ନେଇ ଚର୍ଚ୍ଚା ଥମୁନି।

Senior IAS officer Manoj Ahuja
ପାୱାର କରିଡରରେ ଚର୍ଚ୍ଚା; ମନୋଜ ଆହୁଜା ହେବେ କି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ?

ହଠାତ୍ କେନ୍ଦ୍ରରୁ ଓଡ଼ିଶା ଫେରୁଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା। ଏହାପରେ ତାଙ୍କୁ ନେଇ ପାୱାର କରିଡରରେ ଚର୍ଚ୍ଚା ସରଗରମ। ମନୋଜ ହୋଇ ପାରନ୍ତି ମୁଖ୍ୟ ଶାସନ ସଚିବ।

Kishan Bagaria
ସ୍କୁଲ ଡ୍ରପଆଉଟ୍‌ରୁ ଟେକ୍‌ ମାଷ୍ଟର୍‌; ୨୬ ବର୍ଷର ଯୁବକ ବିକିଲେ ୪୧୬ କୋଟିର ମେସେଜିଂ ଆପ୍‌

ମାତ୍ର ୨୬ ବର୍ଷ ବୟସରେ ହୋଇଛନ୍ତି କୋଟିପତି । ଆସାମର ଜଣେ ଯୁବକ ପ୍ରସ୍ତୁତ କରିଥିବା ମେସେଜିଂ ଆପ୍ଲିକେସନକୁ ଆମେରିକାର ଏକ ପ୍ରତିଷ୍ଠିତ କମ୍ପାନୀ ୪୧୬ କୋଟି ଟଙ୍କାରେ କିଣିଛି ।

drainage water in supply pipes
ପାଣି ପାଇପ୍‌ ଭିତରେ ପଶୁଛି ନର୍ଦ୍ଦମା ପାଣି; ମରାମତିର ନାଁ ଗନ୍ଧ ନାହିଁ

ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ବାହାନାରେ ଲୋକଙ୍କ ପାଖକୁ ପହଞ୍ଚୁଛି ମଇଳା ନର୍ଦ୍ଦମା ପାଣି । ନୂଆପଡ଼ା ଜିଲ୍ଲାର କୋମନାରେ ପାନୀୟ ଜଳର ବ୍ୟବସ୍ଥା ଦେଖି ଭୟରେ ଲୋକେ ପାଣି ପିଇବାକୁ ଡରୁଛନ୍ତି ।

NEET controversy
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: କେମିତି ହୁଏ ପେପର ଲିକ୍ କହିଲା ମାଫିଆ...

ନିଟ୍ ବିବାଦ ଯେତେ ଘନଉଛି, ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ପେପର ଲିକ୍ ନେଟୱର୍କର ଜଣେ ପ୍ରମୁଖ ସଦସ୍ୟ ଅପରେସନର ବିଷୟରେ ବୁଝାଇଛନ୍ତି । କେମିତି ହୁଏ ପେପର ଲିକ୍...

 Amit Rohi das
ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା; ଓଡ଼ିଆ ଖେଳାଳି ଭାବେ ରୋହିଦାସଙ୍କୁ ମିଳିଲା ସୁଯୋଗ

ଭାରତୀୟ ହକି ଦଳ ଘୋଷିତ ହୋଇଛି । ହରମନପ୍ରୀତ ସିଂଙ୍କ ନେତୃତ୍ବରେ ୧୯ ଜଣିଆ ହକି ଟିମ୍‌ ଘୋଷଣା ହୋଇଛି । ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ମିଳିଛି ସୁଯୋଗ ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।