• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

success story of vikas d nahar
୨୦ ଥରର ବିଫଳତା ପରେ ସଫଳତା; ୧୦ ହଜାରରୁ ଆରମ୍ଭ କରିଥିବା କମ୍ପାନୀ ଏବେ ୫୦୦ କୋଟି...

କଥାରେ ଅଛି ଦୃଢ଼ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ । ଅଧିକାଂଶ ଲୋକ ଭାବନ୍ତି ଏହା କେବେଳ ବହିରେ ଲେଖା କଥା । ଆଉ ଏହି ପକ୍ତିଂର ସଠିକ୍ ଉଦାହରଣ ଦେଉଛନ୍ତି ବିକାଶ ଡି ନାହର । 

police complaint against yuvraj
ରିଲ୍‌ କରି ଫସିଲେ ପୂର୍ବତନ ଭାରତୀୟ କ୍ରିକେଟର୍; ଥାନାରେ ରୁଜୁ ହେଲା ମାମଲା...

ମହଙ୍ଗା ପଡ଼ିଲା ଦିବ୍ୟାଙ୍ଗଙ୍କୁ ପରିହାସ ! ପୂର୍ବତନ ଭାରତୀୟ କ୍ରିକେଟର୍ ଯୁବରାଜ ସିଂହ, ସୁରେଶ ରାଇନା ଓ ହରଭଜନ ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

  SCB Medical College & Hospital
SCBରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ହାଉସ ସର୍ଜନ ସଂଘ; ରୋଗୀସେବା ବାଧାପ୍ରାପ୍ତ...

ଅଧୀକ୍ଷକଙ୍କ ହସ୍ତକ୍ଷେପ ପରେ ବି ସମାଧାନ ହେଲାନି ବିବାଦ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ହାଉସ ସର୍ଜନ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ। ରୋଗୀସେବା ବାଧାପ୍ରାପ୍ତ।

Higher Secondary Schools
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ଚଳିତବର୍ଷ ହାୟର୍ ସେକେଣ୍ଡାରୀ ସ୍କୁଲକୁ ଉନ୍ନୀତ ହେବ ୧୦ ହାଇସ୍କୁଲ

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେବ ରାଜ୍ୟର ଅନ୍ୟୁନ ୧୦ଟି ଉଚ୍ଚ ବିଦ୍ୟାଳୟ।  

 Private Hospital Fire Mishap
ଛତୁ ଫୁଟିଲା ଭଳି ହସ୍ପିଟାଲ; ଆବଶ୍ୟକ ଭିତ୍ତିଭୂମି ନଥାଇ କିଭଳି ଚାଲିଛି ରୋଗୀ ସେବା ?

କାହା ପାଖରେ ଫାୟାର ଲାଇସେନ୍ସ ଓ କ୍ଲିନିକାଲ ଏଷ୍ଟାବ୍ଲେସମେଣ୍ଟ ସାର୍ଟିଫିକେଟ ଅଛି ତ ଆଉ କାହାର ନାହିଁ । ସବୁ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି କିଛି ହସ୍ପିଟାଲ । 

5 Days Of Surviving In The Sea
୫ ଦିନ ପରେ ମଝି ସମୁଦ୍ରରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ; ବର୍ଷା ପାଣି ପିଇ ବଞ୍ଚିଥିଲେ...

ଟ୍ରଲର ଲେଉଟିବାର ୫ ଦିନ ପରେ ମତ୍ସ୍ୟଜୀବୀ ଉଦ୍ଧାର । ପଶ୍ଚିମବଙ୍ଗ ହଳଦିଆ ଅଞ୍ଚଳର ଘଟଣା...

heavy rainfall
ସପ୍ତାହେ ଭିଜାଇବ ! ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ଆଗାମୀ ୭ ଦିନ ଯାଏଁ ବର୍ଷାରେ ଭିଜିବ ଓଡ଼ିଶା । ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ।

Suna Besha 2024
ଆଜି ଶ୍ରୀଜିଉଙ୍କ ସୁନାବେଶ; ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି...

ପୁରି ଉଠିବ ସିଂହଦ୍ବାର, ଉଚ୍ଛୁଳିବ ବଡ଼ଦାଣ୍ଡ। ସକାଳୁ ୩ ରଥ ଉପରେ ଦୈନନ୍ଦିନ ନୀତିକାନ୍ତି ପରେ ଅପରାହ୍ନରେ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଦର୍ଶନ ଦେବେ ରଥାରୁଢ଼ ୩ ଠାକୁର। 

Vegetables Price Hike
ସବୁ ଜିଲ୍ଲାରେ ଖୋଲିବ ପରିବା ମଣ୍ଡି, ଲାଗିବ ରେଟ୍ ଚାର୍ଟ

ଜୁଲାଇରେ ଯେତିକି ରହିବା କଥା ତାଠୁ ଅଧିକ ରହିଛି ପରିବା ଓ ଗ୍ରୋସରୀ ଦର । ଦରଦାମ କେମିତି ନିୟନ୍ତ୍ରଣକୁ ଆସିବ, ମାର୍କେଟ୍ ବୁଲି ସ୍ଥିତି ପରଖିବା ପରେ ଆଜି ରିଟେଲର ଏବଂ ହୋଲସେଲରଙ୍କ ସହ ବୈଠକ କରି କାରଣ ଖୋଜିଛନ୍ତି ମନ୍ତ୍ରୀ । ତେଣୁ ପ୍ରତି ଜିଲ୍ଲାରେ...

Vegetables Price Hike
ଗୁଣ୍ଡିଚା ବେଳର ତ୍ରୁଟିକୁ ବାହୁଡ଼ାରେ ସୁଧାରିଲେ

ଗୁଣ୍ଡିଚା ବେଳର ତ୍ରୁଟିକୁ ବାହୁଡ଼ାରେ ସୁଧାରିଲେ । ଏବର୍ଷ ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରା ବେଳେ ଏକାଧିକ ବିଶୃଙ୍ଖଳାକୁ ପଦାରେ ପକାଇଥିଲା । ହେଲେ ବାହୁଡ଼ାରେ କିନ୍ତୁ, ସେ ବିଲକ୍ଷଣ ଓ ବିଶୃଙ୍ଖଳାକୁ ଯେମିତି ଆଦୌ ପ୍ରଶ୍ରୟ ଦେଇନି ଶ୍ରୀମନ୍ଦିର ପ୍ରଶାସନ। 

Ratna Bhandar
ଶ୍ରୀମନ୍ଦିର ରତ୍ନଭଣ୍ଡାର: ସନ୍ଦେହ ଘେରରେ ଡୁପ୍ଲିକେଟ୍ ଚାବିର ସତ

ଶ୍ରୀମନ୍ଦିର ରତ୍ନଭଣ୍ଡାର ନୁହେଁ ତ, ସତେ କି ଖୋଲୁଛି ରହସ୍ୟ ପେଡ଼ି । ପ୍ରାୟ ୫ ଦଶନ୍ଧି ପରେ ଗତକାଲି ଭିତର ଭଣ୍ଡାର ଖୋଲାଯାଇଥିଲେ ବି, ବିବାଦ ଥମୁନି । ପଡ଼ିଥିବା ୩ଟି ତାଲାରୁ ଗୋଟିଏ ବି ତଥାକଥିତ ଡୁପ୍ଲିକେଟ୍ ଚାବିରେ ନଖୋଲିବା ଏବଂ ଦୁଇଟି ତାଲାରେ ଜଉମୁଦ...

Rath Jatra
ଲୀଳାଖେଳା ସାରି ବାହୁଡ଼ିଲେ ଶ୍ରୀଜିଉ

ଜନ୍ମବେଦିରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ । ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ପାଖାପାଖି ପହଞ୍ଚି ସାରିଥିଲା ବେଳେ ପଛେ ପଛେ ଆସୁଛନ୍ତି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ କାଳିଆ ସାଆଁନ୍ତଙ୍କ ନନ୍ଦିଘୋଷ । ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ପୁରୀରେ ବିପୁଳ ଭକ୍ତଙ୍କର ସମାଗମ । 

Watco Engineer
ଚର୍ଚ୍ଚାରେ ଗାଦିମଡ଼ା ଇଞ୍ଜିନିୟର 

ବିଜେଡି ସରକାରରେ କେବଳ ଆଇଏଏସ୍ କିମ୍ବା ଓଏଏସ ଅଧିକାରୀ ଗାଦି ମାଡ଼ି ବସିଥିଲେ ତାହା ନୁହଁ । ବହୁ ବଡବଡିଆ ଇଞ୍ଜିନିୟର ମଧ୍ୟ ନିର୍ଦ୍ଦିଷ୍ଟ ଅଫିସରେ ଗେହ୍ଲା ପୁଅ ସାଜି କାମ କରୁଛନ୍ତି । ଅଧିକାଂଶ ଅଫିସର ଅବସର ନେଲା ପରେ ପୁନଃନିଯୁକ୍ତି ପାଇଥିବା ବେଳେ ଆଉ କେତେକ...

Ratha Yatra 2024
ଭକ୍ତି ଓ ଭାବରେ ବୁଡ଼ିଛି ଶ୍ରୀକ୍ଷେତ୍ର; ସିଂହଦ୍ବାରରେ ଲାଗିଲା ୩ ରଥ...

ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ୁଲେ ଚତୁର୍ଦ୍ଧାମୂର୍ତ୍ତି । ସିଂହଦ୍ବାର ସାମ୍ନାରେ ତାଳଧ୍ବଜ , ଦେବଦଳନ ଓ ନନ୍ଦିଘୋଷ । ଲକ୍ଷ୍ମୀନାରାୟଣ ଭେଟ ସାରି ପଛେ ପଛେ ପହଞ୍ଚିଲେ ନନ୍ଦିଘୋଷ । 

Cyber Fraud
ଡିଜିଟାଲ ଆରେଷ୍ଟ ଫାଶରେ ପଡ଼ିଲାଣି କି ଓଡ଼ିଶା ?

ସାଇବର ଫ୍ରଡର ନୂଆ ତରିକା ଡିଜିଟାଲ ଆରେଷ୍ଟ ଫାଶରେ ପଡ଼ିଲାଣି କି ଓଡ଼ିଶା ? ନିକଟରେ କିଛି ଉଚ୍ଚ ପଦସ୍ତ ଅଧିକାରୀ ସାଇବର ଅପରାଧୀଙ୍କ ଜାଲରେ ଫସି ମୋଟା ଅଙ୍କରେ ଲୁଟର ଶିକାର ଅଭିଯୋଗ ପରେ ଏ ଘଟଣା ସାମ୍ନାକୁ ଆସିଛି । ଗତକାଲି କ୍ରାଇମବ୍ରାଞ୍ଚର ସାଇବର ସେଲ୍...

 Secret of Ratna Bhandar
ଖୋଲିବ କି ତୃତୀୟ କୋଠରୀ ଓ ଭୂତଳ ଗୁପ୍ତଭଣ୍ଡାର ରହସ୍ୟ ?

ଖୋଲିବ କି ରାଜରାଜେଶ୍ବରଙ୍କ ରତ୍ନଭଣ୍ଡାରର ଅଭେଦ୍ୟ ରହସ୍ୟ ? ୫ ଦଶନ୍ଧି ପରେ ଉଦ୍ଧାର ହେବ କି ମଉଡ଼ମଣିଙ୍କ ମହଣ ମହଣ ଅଳଙ୍କାର ? ଭିତର ଭଣ୍ଡାରରେ ଥିବ କି ସୁନା-ରୂପା, ହୀରା-ନୀଳା, ମୋତି-ମାଣିକ୍ୟ ଭରା ସିନ୍ଦୁକ ?

Key Positions in BJP Government
କାହାକୁ ମିଳିବ କେଉଁ ନିଗମ ଓ ବୋର୍ଡ ?

ବିଜେପି ସରକାର ଗଠନ ପରେ ପରେ ବିଭିନ୍ନ ବୋର୍ଡ ଆଉ ନିଗମ ପାଇଁ ଆରମ୍ଭ ହୋଇଗଲାଣି ଲବି। ଦଳ ବି କାହାକୁ ପୁରସ୍କୃତ କରିବ ତାକୁ ନେଇ ବି ଅଙ୍କ କଷୁଛନ୍ତି ରାଜ୍ୟ ନେତୃତ୍ୱ ।

Ratna Bhandar
କେଉଁ ଅବସ୍ଥାରେ ଅଛି ଭିତର ଭଣ୍ଡାର ଘର ସ୍ଥିତି ?

କେମିତି ଅଛି ରତ୍ନଭଣ୍ଡାର ? କେଉଁ ଅବସ୍ଥାରେ ଅଛି ଭିତର ଓ ବାହାର ଭଣ୍ଡାର ଘର ସ୍ଥିତି ? କେବେଠୁ ହେବ ମରାମତି ?

Ratna Bhandar
ଖୋଲିଲା ଲୀଳାମୟ ଠାକୁରଙ୍କ ରହସ୍ୟମୟ ରତ୍ନଭଣ୍ଡାର

୪୬ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର । ତାଲା ଭାଙ୍ଗି ଭିତରଭଣ୍ଡାରକୁ ପଶିଲେ ହାଇଲେବଲ୍ କମିଟି । ଷ୍ଟ୍ରଙ୍ଗରୁମକୁ ବାହାର ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର । ରଥଯାତ୍ରା ପରେ ହେବ ଭିତର ଭଣ୍ଡାର ଅଳଙ୍କାର ସିଫ୍ଟିଂ ।

 Secret of Ratna Bhandar
ଖୋଲିବ ଗୁପ୍ତଭଣ୍ଡାର ରହସ୍ୟ ? ଖୋଲିବ କି ତୃତୀୟ କୋଠରୀ ଓ ଭୂତଳ ଗୁପ୍ତଭଣ୍ଡାର ରହସ୍ୟ ? 

ଖୋଲିବ କି ରାଜରାଜେଶ୍ବରଙ୍କ ରତ୍ନଭଣ୍ଡାରର ଅଭେଦ୍ୟ ରହସ୍ୟ ? ୫ ଦଶନ୍ଧି ପରେ ଉଦ୍ଧାର ହେବ କି ମଉଡ଼ମଣିଙ୍କ ମହଣ ମହଣ ଅଳଙ୍କାର ? ଭିତର ଭଣ୍ଡାରରେ ଥିବ କି ସୁନା-ରୂପା, ହୀରା-ନୀଳା, ମୋତି-ମାଣିକ୍ୟ ଭରା ସିନ୍ଦୁକ ? 

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।