ରାଜ୍ୟ କଂଗ୍ରେସ ମୂରବି ଶୂନ୍ୟ ହେବାର ଦେଢ଼ ମାସ ବିତିଲା, ତଥାପି ମଙ୍ଗୁଆଳ ଖୋଜା ସରୁନି । ଏଆଇସିସି ଗଢ଼ିଥିବା ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ହେଲା, କିନ୍ତୁ କାହା ନାଁରେ ମୋହର ବାଜିଲାନି । ଏବେ କହିଲେଣି ଜିଲ୍ଲାସ୍ତରର ନେତାଙ୍କଠୁ ମତାମତ ଆଣି ନାଁ ସ୍ଥିର ହେବ ଓ ଏଆଇସିସିକୁ ପଠାଯିବ।
Published By: Sujit kumar Swain
Last updated: 24 August 2024, 10:57 PM IST
କାହା ଗୁଡ୍ ବୁକ୍ ? ଗୁଡ୍ ବୁକ୍ରେ ରହିବାର ମାପ ଦଣ୍ଡ କ’ଣ ? କାହାକୁ ଇଙ୍ଗିତ କଲେ ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ର ? ୨୫ ବର୍ଷ ପରେ ବିଜେଡି ପଲିଟିକାଲ ଆଫେୟାର୍ସ କମିଟି ବା ପିଏସି ଗଢିଛି ।