ଏ ହେଉଛନ୍ତି ଜଣେ ଗୋଲ୍ଡ ମେଡାଲିଷ୍ଟ । ସ୍ୱର୍ଣ୍ଣ ପଦକ ବିଜେତା । ହେଲେ ରୁମରେ ଶୋଇବାକୁ ଶାନ୍ତି ଲାଗୁନି ବୋଲି ସେ ପାର୍କରେ ଶୋଇଛନ୍ତି । ଆପଣ ଭାବୁଥିବେ ଖେଳରେ ଥକିବା କାରଣରୁ ସେ ନିଶ୍ଚୟ ଏଠାରେ ଶୋଇପଡ଼ିଛନ୍ତି । ପ୍ୟାରିସରେ ପ୍ରବଳ ଗରମ ହେବା ଯୋଗୁ ଟିକ, ଶାନ୍ତି ପାଇବାର ବାଟ । ପାର୍କ ଭିତରେ ଗଛର ଛାଇ ତଳେ ନିଜର ଥକାପଣ ମେଣ୍ଟାଉଛନ୍ତି ଖେଳାଳି ଜଣକ । କାରଣ ପ୍ୟାରିସରେ ଅସହ୍ୟ ଗରମ ଅନୁଭୂତ ହେଉଛି ।
Published By: Sonali Ojha
Last updated: 09 August 2024, 11:09 AM IST
ଆଜି ବି ପ୍ରବଳ ଗ୍ରୀଷ୍ଣ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ହେବ। ଅଧା ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ପାର କରିବା ସମ୍ଭାବନା ରହିଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ସାଢ଼େ ୩ଟା ଭିତରେ ଯେତେଦୂର ସମ୍ଭବ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।