ଚୀନର ଜଣେ ରୋଗୀଙ୍କର ଫୁସଫୁସ ଟ୍ୟୁମର ହୋଇଥିଲା । ସେ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅସ୍ତ୍ରୋପଚାର କରାଯିବାର ଥିଲା । ମାତ୍ର ସର୍ଜନ ରୋଗୀଠାରୁ ୫ହଜାର କିଲୋମିଟର ଦୂରରେ ରହିଥିଲେ । ଏପରି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକକୌଶଳ ବ୍ୟବହାର କରି ଏକ ଡାକ୍ତରୀ ଟିମ୍ ସଂଘାଇରୁ ମେସିନ୍ ଅପରେଟ୍ କରି ଅସ୍ତ୍ରୋପତାର କରିଥିଲେ । ଯାହାକି ଘଣ୍ଟାଏ ମଧ୍ୟରେ ରୋଗୀଙ୍କର ଫୁସ୍ଫୁସ୍ରୁ ଟ୍ୟୁମରକୁ ବାହାର କରିଦେଇଥିଲା ।
Published By: Sonali Ojha
Last updated: 06 August 2024, 01:21 PM IST
‘ଆର୍ଯ୍ୟଭଟ୍ଟ’ ସାଟେଲାଇଟ୍ ଉତକ୍ଷେପଣର ୪ ଦିନ ଭିତରେ ଏହା କାମ କରିବା ବନ୍ଦ କରିଦେଇଥିଲା । ପାୱାର ସପ୍ଲାଇ ବନ୍ଦ ଯୋଗୁ ସାଟେଲାଇଟ ମହାକାଶରେ ଅକାମି ହୋଇଯାଇଥିଲା ।