• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

 Lord Alarnath
କାହିଁକି ପୋଡିଗଲା ଅଲାରନାଥଙ୍କ ଓଠ ?

ଅଲାର ନାଥ। କଳା କମନୀୟ ବିଷ୍ଣୁ ପ୍ରତିମା। ନିରିଖେଇ ଦେଖିଲେ ଦିଅଁଙ୍କ ଥୋଡ ଆଉ ହାତ ପୋଡିଯାଇଛି। ହେଲେ କେମିତି ଦିଅଁଙ୍କ ଓଠ ପୋଡିଗଲା। ଆସନ୍ତୁ ଶୁଣିବା ଏହା ପଛର କାହାଣୀ ।

weather
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ; ଆହୁରି ୩ଦିନ ବର୍ଷିବ, ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ..

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆହୁରି ୩ ଦିନ ବର୍ଷିବ।

Roof collapses at Delhi airport
ବର୍ଷା ଓ ପବନରେ ଭୁଶୁଡ଼ିଲା ଦିଲ୍ଲୀ ବିମାନବନ୍ଦର ଛାତ; ଜଣେ ମୃତ, ଏକାଧିକ ଆହତ

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ଛାତ ଭୁଶୁଡିବା ଘଟଣାରେ ନିଜେ ସେ ଏନେଇ ମନଟରିଂ କରୁଛନ୍ତି । ଯଥାସମ୍ଭବ ଭଶୁଡିବା ସାଇଟରେ କାମ ଚାଲିଛି ।

Panchang
Panchang Today 28th June 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ..

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର। ଚନ୍ଦ୍ର- ମୀନ ଅହୋରାତ୍ର। ତିଥି- ୭ମୀ ଦିବା ୦୪.୨୭ ଗତେ ୮ମୀ। ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର। ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୨ପାଦ-ପଶୁ ଓ ବଂଶହାନି-ଅନ୍ନ...

T20 World Cup
୧୦ବର୍ଷ ପରେ ବିଶ୍ୱକପ୍‌ ଆଶା ଉଜ୍ଜ୍ୱଳ; ଫାଇନାଲରେ ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର

୧୦ ବର୍ଷ ପରେ ବିଶ୍ବକପ୍ ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ। ଶେଷ ଥର ୨୦୧୪ରେ ଫାଇନାଲ୍ ଖେଳିଥିଲା। ଆସନ୍ତାକାଲି ଟି-ଟ୍ବେଣ୍ଟି ବିଶ୍ବକପ୍ ଟାଇଟଲ ପାଇଁ ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା।

‘Phuluri oil’
କାଳିଆ ପାଇଁ ଔଷଧ

ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ବଡ ଓଡିଆ ମଠ ପକ୍ଷରୁ ଯୋଗାଇ ଦିଆଯାଇଥାଏ ଏହି ଫୁଲୁରୀ ତେଲ । ଘଣାପେଡା ରାଶି ତେଲ ସହ ୨୪ଟି ଉପାଦାନରେ ତିଆରି ହୋଇଥାଏ ଏହି ଫୁଲୁରୀ ତେଲ । ସ୍ନାନ ପରେ ଜ୍ୱରରେ ପୀଡିତ ହୋଇଛନ୍ତି...

Donates Hair
କ୍ୟାନସର ରୋଗୀକୁ ମହାନ ଦାନ

ବୟସ ସିନା ସାନ କିନ୍ତୁ ସେ ଆଜି କରିଛି ମହାନ ଦାନ। ନିଜ ସବୁଠୁ ପ୍ରିୟ ଜିନିଷକୁ ଆଉ କାହା ଖୁସି ପାଇଁ ଦାନ କରିଦେଇଛି ଏହି ସାନ ଝିଅ। ସେ ଏମିତି କିଛି କରିଛି ଯାହା କରିବା ପାଇଁ ଜଣେ ୧୦୦ଥର ଚିନ୍ତା କରିବ।

 Ratha Daudi
କେଉଁଠୁ ଆସେ ରଥ ଦଉଡ଼ି ?

ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ରଥଯାତ୍ରା । ତେବେ ରଥ ଟାଣିବା ପାଇଁ ଆବଶ୍ୟକ ହେଉଥିବା ଦଉଡି ଆସେ କେଉଁଠୁ? କିଭଳି ହୁଏ ପ୍ରସ୍ତୁତ?

SHABARA SHEBAKA
ମୁଁ ଶବର ସେବକ

ସେ ବ୍ରାହ୍ମଣ ନୁହଁନ୍ତି। ପୂଜା ପାଠ ପାଇଁ ସଂସ୍କୃତ ବି ଭଲରେ ଜାଣି ନାହାନ୍ତି। କିନ୍ତୁ ସେବକ ବୋଲି ମହାପ୍ରଭୁଙ୍କଠାରେ ତାଙ୍କ ମନ। ଅଣସର ବେଳେ ସେ ହିଁ ସେବା କରନ୍ତି। ନିଜେ ଫୁଲ ତୋଳନ୍ତି, ନିଜେ ଠାକୁରଙ୍କୁ ସଜେଇ ଦିଅନ୍ତି। ନିଜେ ବଣକୁ ଯାଇ ଜଟିବୁଡି ସଂଗ୍ରହ...

Panchang
Panchang Today 27th June 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଯାତ୍ରା ଆରମ୍ଭ କରନ୍ତୁ..

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର। ଚନ୍ଦ୍ର- କୁମ୍ଭ ନିଶାନ୍ତ ୦୪.୩୧ ଗତେ ମୀନ। ତିଥି- ୬ଷ୍ଠୀ ସନ୍ଧ୍ୟା ୦୬.୩୯ ଗତେ ୭ମୀ। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ନିଶାନ୍ତ ୦୪.୩୧ ଗତେ ଧନୁ ରାଶିର। ଘାତବାର- ତୁଳା...

rain
ହଠାତ୍ ବଦଳିଲା ପାଗ; ଘୋଟି ଆସିଲା କଳାହାଣ୍ଡିଆ ମେଘ..ଧୁମ୍ ବର୍ଷିଲା

ରାଜଧାନୀରେ ପ୍ରବଳ ବର୍ଷା। ହଠାତ୍ ବଦଳିଲା ପାଗ। ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। ଭୁବନେଶ୍ବରରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଛି।

Disabled Person
ଭିନ୍ନକ୍ଷମ ବୋଲି କଣ ଭିକ ମାଗିବି ?

ଦିନେ ଦୁନିଆ କହିଥିଲା ତାଙ୍କୁ ଭିକ ମାଗିବାକୁ। ହେଲେ ସେ ଶୁଣିନଥିଲେ। ଭିନ୍ନକ୍ଷମ ବୋଲି କ’ଣ ଆତ୍ମସମ୍ମାନ ଭୁଲିଯିବେ? ସେ ସଂକଳ୍ପ ନେଇଥିଲେ ପରିବାର ଉପରେ ବୋଝ ହେବେ ନାହିଁ ନିଜେ ରୋଜଗାର କରିବେ, ନିଜ ପେଟ ନିଜେ ପୋଷିବେ।

 Prices of Vegetables Raise
ହୁ ହୁ ବଢୁଛି ପରିବା ଦର

ହୁ ହୁ ବଢୁଛି ପରିବା ଦର । ଆଳୁ, ପିଆଜ ଠାରୁ ଆରମ୍ଭ କରି କଞ୍ଚା ପନିପରିବାରେ ହାତ ମାରି ହେଉନାହିଁ। ୫୦୦ ଟଙ୍କାରେ ପରିବା କିଣିଲେ ବ୍ୟାଗ୍ ଭର୍ତ୍ତି ହେଉନି ।

Tahia Lagi Rituals
ଅଣସର ବିଜେ କଲେ କାଳିଆ ସାଆଁନ୍ତ

ସରିଛି ଶ୍ରୀଜିଉଙ୍କ ସ୍ନାନଯାତ୍ରା: ସ୍ନାନବେଦୀରୁ ଅଣସର ଘରକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦେଖନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅଣସରକୁ ଯିବା ବେଳର ସେହି ସୁନ୍ଦର ଦୃଶ୍ୟ...

fraud call
ସାବଧାନ! ପାକିସ୍ତାନରୁ ଆସୁଛି ଫ୍ରଡ୍ କଲ୍

ପାକିସ୍ତାନରୁ ଆସୁଛି ଫ୍ରଡ କଲ। ଲୋକଙ୍କୁ ଡରାଇ ହେଉଛି ଲୁଟ୍ ।

Deputy CM Pravati Parida
ଭାବି ନଥିଲି ଉପ-ମୁଖ୍ୟମନ୍ତ୍ରୀ ହେବି: ଉପ-ମୁଖ୍ୟମନ୍ତ୍ରୀ

ବାର ବାର ହାରିବା ପରେ ଜିତିଛି। ଭାବି ନଥିଲି ଉପ-ମୁଖ୍ୟମନ୍ତ୍ରୀ ହେବି ।

Lok Sabha Speaker
ଦୀର୍ଘ ଦଶନ୍ଧି ପରେ ବାଚସ୍ପତି ନିର୍ବାଚନ; ମୁହାଁମୁହିଁ ହେବେ ଓମ୍‌ ବିର୍ଲା- କେ. ସୁରେଶ

ଏଥର ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏନଡିଏର ୨୯୩ ସାଂସଦ ଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟର ୨୩୪ ଜଣ ସାଂସଦ ଅଛନ୍ତି। ଆଜି ବାଚସ୍ପତି ନିର୍ବାଚନ ପରେ ଆସନ୍ତାକାଲି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Triple City
ମନ୍ତ୍ରୀ କହିଲେ; ଆଉ ଟ୍ୱିନ ସିଟି ନୁହେଁ, ଏଥର ହେବ ଟ୍ରିପଲ୍ ସିଟି

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନୂଆ ପରିକଳ୍ପନା । ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି ।

Panchang
Panchang Today 26th June 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଦ୍ରବ୍ୟ କ୍ରୟ କରନ୍ତୁ...

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର। ଚନ୍ଦ୍ର- କୁମ୍ଭ ଅହୋରାତ୍ର। ତିଥି- ପଞ୍ଚମୀ ରାତ୍ରି ୦୮.୫୫ ଗତେ ଷଷ୍ଠୀ।। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ନାସ୍ତି।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।