/odishatv-khabar/media/post_attachments/uploadimage/library/16_9/16_9_0/Panchang_1717813570.jpg)
Panchang
ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୯ ରବିବାର। ଚନ୍ଦ୍ର- ମିଥୁନ ଦିବା ୦୨-୦୮ ଗତେ କର୍କଟ। ତିଥି- ୩ୟା ଦିବା ୦୩.୪୪ ଗତେ ୪ର୍ଥୀ। ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୦୨.୦୮ପର୍ଯ୍ୟନ୍ତ। ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ ରାତ୍ରି ୦୮.୨୧ ଗତେ ୦୧ ପାଦ-କୃଷିହାନି-ଭୂମିଦାନ।
Advertisment
ଶୁଭ ସମୟ
ପ୍ରାତଃ- ୦୬.୫୬ ରୁ ୦୯.୩୪
ଦିବା-୦୧.୨୪ ରୁ ୦୨.୫୦
ଦିବା - ୦୪.୩୫ ରୁ ୦୪.୪୨
ସନ୍ଧ୍ୟା- ୦୬.୨୧ ରୁ ୦୭.୪୭
ରାତ୍ରି- ୧୦.୪୧ ରୁ ୧୨.୫୧
ଅଶୁଭ ସମୟ
ରାହୁକାଳ- ଦିବା- ୦୪.୪୨ ରୁ ୦୬.୨୧
କାଳବେଳା- ପ୍ରାତଃ – ଦିବା ୧୧.୪୬ ରୁ ୦୧.୨୪
ବାରବେଳା- ଦିବା- ୧୦.୦୭ ରୁ ୧୧.୪୬
କାଳରାତ୍ରି- ରାତ୍ରି- ୦୧.୦୭ ରୁ ୦୨.୨୮
Advertisment