ଅସଜଡା ଘର ସଜାଡିବାକୁ ବିଜେଡିର ପ୍ରୟାସ ଆରମ୍ଭ । ବସିଲା ସମନ୍ୱୟ କମିଟିର ପ୍ରଥମ ବୈଠକ । ଫୋକସରେ ସଂଗଠନ ସୁଦୃଢୀକରଣ ସହ ଆଗାମୀ କାର୍ଯ୍ୟପନ୍ଥା । ୨୪ ନିର୍ବାଚନ ବିପର୍ଯ୍ୟୟ ପରେ ଶଙ୍ଖ ଭବନରେ ବସିଥିଲା ଦଳର ପ୍ରଥମ ସମନ୍ୱୟ କମିଟି ବୈଠକ । ଯେଉଁଠି ଆଗାମୀ ରଣନୀତି ନେଇ ପ୍ରସ୍ତୁତ ହୋଇଛି ରୋଡ ମ୍ୟାପ୍ ।
Published By: Satyendu Shekher Mishra
Last updated: 08 August 2024, 10:40 PM IST
ପୁଣି ବଢିଲା ରାସନ କାର୍ଡ e-KYC ଅପଡେଟ୍ ଡେଡଲାଇନ୍। ପୂର୍ବ ଘୋଷିତ ଶେଷ ତାରିଖକୁ ଆଉ ଥରେ ବଢାଇଲେ ରାଜ୍ୟ ସରକାର। ରାସନକାର୍ଡ ହିତାଧିକାରୀଙ୍କୁ ନୂଆ କାର୍ଡ ଦେବା ପୂର୍ବରୁ ପୂର୍ବ ନିର୍ଦ୍ଧାରିତ ଡେଡଲାଇନ୍ ଜାନୁଆରୀ ୩୧କୁ ଆସନ୍ତା ଫେବ୍ରୁଆରୀ ୧୫ ଯାଏଁ ବୃଦ୍ଧି ଘୋଷଣା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।