Coastal Odisha
ଅସ୍ଥିର ବାଂଲାଦେଶ... ଆଲର୍ଟରେ ଓଡ଼ିଶା । ସମୁଦ୍ରରେ କଡ଼ା ପହରା... ପାଟ୍ରୋଲିଂ ବୋଟ୍ର ଘନ ଘନ ପଇଁତରା । ତନାଘନା ଓ ପଚରାଉଚରା । ଜଳପଥରେ ସନ୍ଦିଗ୍ଧ ଗତିବିଧି ଓ ଅନୁପ୍ରବେଶ ଉଦ୍ୟମ ଉପରେ କଡ଼ା ନଜର ରଖିଛନ୍ତି ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ୍ । ବାଂଲାଦେଶର ରାଜନୈତିକ ହିଂସା ଲାଗିରହିଥିବା ବେଳେ, ଭାରତ ଭିତରକୁ ଅବୈଧ ଅନୁପ୍ରବେଶ ବଢ଼ିପାରେ । ଅତ୍ୟାଚାର ଭୟରେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଶେଖ୍ ହାସିନାଙ୍କ ଆୱାମୀ ଲିଗ୍ ନେତା ଓ ସମର୍ଥକଙ୍କ ସହିତ; ଅପରାଧୀ ଓ ଅସାମାଜିକ ତତ୍ତ୍ବ ବି ଜଳସୀମା ଡେଇଁବାର ଆଶଙ୍କା ରହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)