Raj Pariwar Murder
ରାଜାଙ୍କ ଘରେ ରକ୍ତର ଛିଟା । ପଡ଼ିଛି ମୃତଦେହ । ରକ୍ତାକ୍ତ ଅବସ୍ଥାରେ ପ୍ରାଣ ହରାଇଛନ୍ତି ରାଜବଂଶର ବୋହୂ । ହତ୍ୟା କରାଯାଇଛି କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ୍ କୁମାରୀ ଭଞ୍ଜଦେଓଙ୍କୁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ୭୫ ବର୍ଷ ବୟସ୍କ ଏହି ବୃଦ୍ଧାଙ୍କ ହତ୍ୟାକାରୀ ଆଉ କେହି ନୁହେଁ, ବରଂ ତାଙ୍କ ନିଜ ପୁଅ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)