ପରିଚୟ ଅପେକ୍ଷାରେ ୨୮ ଶବ। ଡିଏନଏ ମ୍ୟାଚିଂ ପ୍ରକ୍ରିୟା ପରେ ବି ନା ପରିଚୟ ମିଳିଲା ନା ଦାହ ସଂସ୍କାରର ସୁଯୋଗ। ଆମେ କହୁଛୁ, ବାହାନଗା ଟ୍ରେନ ଟ୍ରାଜେଡି ପରେ ଚିହ୍ନଟ ହୋଇ ନ ପାରି ଭୁବନେଶ୍ୱର ଏମ୍ସରେ କଣ୍ଟେନର ଭିତରେ ପଡ଼ି ରହିଥିବା ଶବଙ୍କ କଥା। ଏ ଭିତରେ ବାହାନଗା ଟ୍ରେନ ଟ୍ରାଜେଡିକୁ ୩ ମାସ ବିତିଗଲାଣି। ରେଳ ଚଳାଚଳ ସ୍ୱାଭାବିକ ହେଲାଣି। ହେଲେ ଏବେ ବି ୨୮ ମୃତଦେହର ମିଳିନି ପରିଚୟ।
Published By: Satyendu Shekher Mishra
Last updated: 04 September 2023, 09:44 PM IST
ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍କୁ ପଛପଟୁ ଭ୍ୟାନ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ଜୀବନ ଚାଲିଯାଇଛି ।