Advertisment

ଶଙ୍ଖ ଭବନ ବଦଳରେ କଡ଼ରେ ଥିବା କ୍ୱାର୍ଟରରେ ଅନ୍ତିମ ବିଦାୟ ଜଣାଇଥିଲେ ଦଳର ବିଧାୟକ-ମନ୍ତ୍ରୀ-ସାଂସଦ

ଦିବଙ୍ଗତ ନେତା ସୂର୍ଯ୍ୟ ପାତ୍ରଙ୍କୁ ଦିଆଗଲା ଶେଷ ସମ୍ମାନ ।

author-image
Satyendu Shekher Mishra

ଦିବଙ୍ଗତ ନେତା ସୂର୍ଯ୍ୟ ପାତ୍ରଙ୍କୁ ଦିଆଗଲା ଶେଷ ସମ୍ମାନ । ଶଙ୍ଖ ଭବନରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବି ଅଣାଯାଇଥିଲା ପାର୍ଥିବ ଶରୀର...ହେଲେ ଏଥିରେ ଦେଖାଦେଲା ବ୍ୟତିକ୍ରମ । ଶଙ୍ଖ ଭବନ ବଦଳରେ କଡ଼ରେ ଥିବା କ୍ୱାର୍ଟରରେ ଅନ୍ତିମ ବିଦାୟ ଜଣାଇଥିଲେ ଦଳର ବିଧାୟକ, ମନ୍ତ୍ରୀ, ସାଂସଦଙ୍କ ସମେତ ବହୁ ନେତା ଓ କର୍ମୀ । ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ ବି କରାଯାଇଥିଲା।

Advertisment
BJD Odisha BJP Odisha Politics
Advertisment
Advertisment