• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

IMFA
୧୨ ସ୍କୁଲକୁ ଖେଳ ଉପକରଣ ପ୍ରଦାନ କଲା IMFA

ଏହି କାର୍ଯ୍ୟକ୍ରମରେ ଇମ୍ଫାର ଲୋକ ସମ୍ପର୍କ ଅଧିକାରୀ ଧ୍ରୁବ ଚରଣ ରାଉତ ମଧ୍ୟ ଯୋଗଦେଇଥିଲେ ।

Taraprasad Bahinipati
‘ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିଲମ୍ବିତ କର, AIIMS ପଠାଇ ଚିକିତ୍ସା କର’

ମୁଖ୍ୟ ପ୍ରଶାସକ ରଖିଥିବା ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ସେ କହିଛନ୍ତି, ସରକାରଙ୍କ ଜିଦି ନବାବ ହୁସେନଙ୍କ ଜିଦିକୁ ବଳିଗଲା ।

Deputy Speaker
ସାଲୁଗା ପ୍ରଧାନ ହେବେ ପରବର୍ତ୍ତୀ ଉପବାଚସ୍ପତି

ବିଜେପି କହିଛି ଆଦିବାସୀଙ୍କ ଜମି କିଣାବିକା ପ୍ରସ୍ତାବ ସ୍ଥଗିତ ବଦଳରେ ପ୍ରତ୍ୟାହାର ନହେଲେ ବିରୋଧ ତୀବ୍ର ହେବ ।

Aparajita Sarangi
ଭୁବନେଶ୍ୱର ପଦ୍ମକେଶରୀପୁର ମହାଭାରତ ପଛରେ ମହାଜନୀ କାରବାର

ପଦ୍ମକେଶରୀପୁର ହିଂସା ପଛର କାରଣ ଖୋଜିବାକୁ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ ପରେ ଏବେ ଏଭଳି ନୂଆ ଥିଓରୀ ସାମ୍ନାକୁ ଆଣିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Puri Srimandir
ଜଗା ଦର୍ଶନାର୍ଥୀଙ୍କୁ କଲବଲ କଲାଣି ବ୍ୟାରିକେଡ୍ ଯନ୍ତ୍ରଣା

ଭକ୍ତ କହିଲେଣି ଆଉ ପୁରୀ ଆସିବୁନି, ତେଣେ ଚାରିଦ୍ୱାର ଖୋଲାଯାଉନଥିବାରୁ ବର୍ଷିଲେଣି ପୁରୀ ବାସିନ୍ଦା ଓ ବୁଦ୍ଧିଜୀବୀ ।

5T School
ଚକାଚକ୍ କୋଠା, ଲ୍ୟାବ୍, ସାଇନ୍ସ ରୁମ, କମ୍ପ୍ୟୁଟର ଥିଲେ କଣ ହେବ, ଶିକ୍ଷକ ନାହାନ୍ତି !

୩୮ ଲକ୍ଷ ଟଙ୍କା ବ୍ୟୟରେ ଫାଇଭ-ଟି ଅଧୀନରେ ଏହି ସ୍କୁଲର ରୂପାନ୍ତରଣ ହୋଇଛି। ପୁରା ଚକାଚକ୍।

Biswabhusan Harichandan
ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଯନ୍ତ୍ରଣା

ବିଶ୍ୱଭୂଷଣଙ୍କ ଏମିତି ମନ୍ତବ୍ୟ ପେର ତେଜିଛି ରାଜ୍ୟ ରାଜନୀତି ।

5T School
ରାଜ୍ୟରେ ସାଂଘାତିକ ଶିକ୍ଷକ ମରୁଡ଼ି ! ହାଇସ୍କୁଲରେ ଅଷ୍ଟମରୁ ଦଶମ ଯାଏଁ ଜଣେ ସାର୍

ଅତିଥି ଶିକ୍ଷକଙ୍କ ଭରସାରେ ବ୍ରହ୍ମପୁର କେ.ସି. ଟାଉନ୍ ହାଇସ୍କୁଲ । ରାଜ୍ୟରେ ଖାଲି ପଡ଼ିଛି ୨୪ ହଜାର ଶିକ୍ଷକ ପଦବୀ ।

Aparajita Sarangi
ପଦ୍ମକେଶରୀପୁର ମହାଭାରତ ପଛରେ ମହାଜନୀ କାରବାର ! ୨୪୦ % ସୁଧରେ ଦିଆଯାଉଥିଲା ୠଣ

ନୂଆ ଥିଓରୀ ଆଣି ବିଜେଡିକୁ ଘେରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଲୋକେ ବଖାଣିଲେ ଦୁର୍ଦ୍ଦଶା, କିଛି ଜାଣିନି କହି ଏଡ଼ାଇଗଲେ ବିଧାୟକ ସୁଶାନ୍ତ ।

Tikhali Dam
ପର୍ଯ୍ୟଟକଙ୍କ ପସନ୍ଦ ଏବେ ତିଖାଲି ଡ୍ୟାମ୍‌, ଏଇଠି ମିଳିବ ସ୍ପିଟଡ୍‌ ବୋଟିଂର ମଜା

ଏଣିକି ପର୍ଯ୍ୟଟକ ଏଠାକୁ ଆସିଲେ କେବଳ ଯେ, ଡ୍ୟାମ ବୁଲି ମଜା ନେବେ ତା ନୁହେଁ, ଡ୍ୟାମ୍‌ ବୁଲିବା ସହ ଏଥିରେ ସ୍ପିଡ୍ ବୋଟିଂର ବି ମଜା ନେଇପାରିବେ ।

ROAD PROBLEM
ଏବେ ଏବେ ପଞ୍ଚାୟତ କାର୍ଯ୍ୟାଳୟ ତିଆରି ହୋଇଛି, ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହୋଇଛି କିନ୍ତୁ ରାସ୍ତା ୧୦ ବର୍ଷ ତଳର !

ରାସ୍ତା ମରାମତି ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ବିଡିଓ, କଲେକ୍ଟର ଓ ଜନପ୍ରତିନିଧି, ସମସ୍ତଙ୍କୁ ଗୁହାରି କରିଛନ୍ତି ଗାଁ ଲୋକେ । ହେଲେ କେହି ଶୁଣୁନାହାନ୍ତି ।

Kho Kho Player
ବାପା ମାଆ ନାହାନ୍ତି, ନହଲେ ପୁଅ ପାଇଁ ସେମାନଙ୍କ ଛାତି ଆଜି ଗର୍ବରେ ଫାଟି ପଡ଼ୁ ଥାନ୍ତା...

ପୂର୍ବରୁ ମଧ୍ୟ ସେ ଅନେକ ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗୀତାରେ ସାମିଲ ହୋଇ ପୁରସ୍କାର ପାଇଛନ୍ତି । ତାଙ୍କର ଏହି ସବୁ ଉପଲବ୍ଧି ପାଇଁ ପୁରା ଗାଁ ଆଜି ତାଙ୍କୁ କାନ୍ଧରେ ବସାଇ ବୁଲାଉଛନ୍ତି ।

Anganwadi Workers
ସରକାରଙ୍କ ନାଲି ଆଖି ସତ୍ତ୍ୱେ ଦୁର୍ବାର ଆନ୍ଦୋଳନ, ଗର୍ଜିଲେ ହଜାର ହଜାର ଅଙ୍ଗନବାଡ଼ି ଦିଦି

ଦାବି ପୂରଣ ନହେବା ଯାଏଁ ବାରମ୍ବାର ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ । ଝାଞ୍ଜ ଓ ଖୋଳ ବଜାଇ ସଂକୀର୍ତ୍ତନ କରି ଲୋକକଳା ପରିଷଦର ଆନ୍ଦୋଳନ ।

Srimandir Lord Jagannath
ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

କାଲିଠୁ ମରାମତି ଆରମ୍ଭ ଲାଗି ASIକୁ ଉଚ୍ଚ ନ୍ୟାୟାଳୟଙ୍କ କଡ଼ା ନିର୍ଦ୍ଦେଶ । ପ୍ରତି ୧୫ ଦିନରେ ଆମିକସକ୍ୟୁରି ଦେବେ ମରାମତି କାମର ଷ୍ଟାଟସ୍ ରିପୋର୍ଟ ।

Cyber Crime
ମିଠା କିଣି ପେମେଣ୍ଟ କରୁ କରୁ ଚାଲିଗଲା ୭୯୦୦୦ ଟଙ୍କା !

ଏଭଳି ଏକ ଠକାମୀର ଶିକାର ହେବା ପରେ ସେ ତୁରନ୍ତ ନବଘର ପୋଲିସ ଷ୍ଟେସନ୍‌ର ଦ୍ୱାରସ୍ଥ ହୋଇଥିଲେ ।

Sachin Tendulkar- Virat Kohli
ଭବାବିହ୍ୱଳ ହୋଇ ଟ୍ୱିଟ୍‌ କଲେ ସଚିନ୍‌, କହିଲେ ମନେପଡ଼ିଗଲା ସେଇ ଡ୍ରେସିଂ ରୁମ୍‌ରେ ଦେଖା...

ବିଶ୍ୱକପ୍ ସେମି ଫାଇନାଲରେ ବିରାଟ କୋହଲିଙ୍କ ବିରାଟ ଶତକ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଶତକ ରେକର୍ଡ ଭାଙ୍ଗିଛନ୍ତି ବିରାଟ । ୫୦ ତମ ସେଞ୍ଚରୀ କରି ସେ ସଚିନଙ୍କ ରେକର୍ଡ ଭାଙ୍ଗିବା ସହ କ୍ରିକେଟରେ ବିରାଟ ରେକର୍ଡ କରିଛନ୍ତି ବିରାଟ କୋହଲି ।

KBC
ବିଗ୍ ବିଙ୍କ ଆଗରେ ମହା ଠକେଇର ଭାଣ୍ଡାଫୋଡ୍ କଲେ ଓଡ଼ିଆ ଟ୍ୟୁସନ୍ ସାର୍

ବାଲେଶ୍ବର ଶ୍ରୀଙ୍ଗାରପୁରର ଟ୍ୟୁସନ ସାର୍ ଶେକ୍ ଅଜମତ୍ ଖୋଲିଲେ ଗୁମର । ଖୋଲିଦେଲେ ରାଜ୍ୟ ସରକାରଙ୍କ ମିଛ ପ୍ରତିଶ୍ରୁତିର ପୋଲ୍ ।

Deepawali
ଦୁଃଖ ଦେଇଗଲା ଦୀପାବଳି ! ସ୍ୱାମୀଙ୍କ ବିୟୋଗରେ ମ୍ରିୟମାଣ ପତ୍ନୀ ହାରିଦେଲେ ଜୀବନ

ଶେଷକୃତ୍ୟ ସରୁ ସରୁ ଆତ୍ମହତ୍ୟାର ପଥ ବାଛିନେଲେ ପତ୍ନୀ । ଅବେଳରେ ଅନାଥ ହୋଇଗଲେ ବୋଲଗଡ଼ ବେଣାଗାଡିଆର ୨ କୁନି ଝିଅ ।

Pradeep Panigrahi
ଛିଡୁନି ବିଧାୟକ ପ୍ରଦୀପ ପାଣିଗ୍ରାହୀ ସମୀକରଣ ! ଅକଳରେ ପଡ଼ିଛି ବିଜେଡି, ବିଜେପିରେ ଚାଲିଛି ଅଙ୍କକଷା

ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗରେ କଣ୍ଟାବାଡ଼ରେ ଲୁଗା ପକାଇ ବିଜେଡି କରୁଛି କଳି !

Odisha Politics
୨୪ ଭୋଟ୍ ପୂର୍ବରୁ ବିଜେପିର ହଲ୍ଲାବୋଲ ! ଅଳିଆ ଢାଳିଲେ, ଗୋବର ମାଡ଼ କଲେ...

ଆଗାମୀ ୧୮ ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନ । ବିଜେଡି କହିଲା, ଏହାର କୌଣସି ପ୍ରଭାବ ପଡ଼ିବନି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।