• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Jena

Saroj Kumar Jena

Editor

ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରିବା ପରେ ଧରିତ୍ରୀରେ ସହ ସମ୍ପାଦକ ଭାବେ କାମ କରିଛନ୍ ...more

ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରିବା ପରେ ଧରିତ୍ରୀରେ ସହ ସମ୍ପାଦକ ଭାବେ କାମ କରିଛନ୍ତି। ରିପୋର୍ଟିଙ୍ଗ ପ୍ରତି ରହିଛି ଦୁର୍ବଳତା। ନୂଆ ନୂଆ ଜିନିଷ ଶିଖିବାକୁ ଆଗ୍ରହୀ।

less

Posts by Saroj Kumar Jena

Saif ali Khan
Saif Ali Khan Attack: ସୈଫ ଅଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ, ଘରେ ପଶି କରିଥିଲା ଛୁରାମାଡ଼

ସୈଫ ଅଲୀ ଖାନଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ। ବୁଧବାର ବିଳମ୍ବିତ ରାତିରେ ସୈଫଙ୍କ ଘରେ ପଶି ଅଭିଯୁକ୍ତ ଜଣକ ଛୁରା ମାଡ କରି ଫେରାର ହୋଇ ଯାଇଥିଲା। ବାନ୍ଦ୍ରା ପୋଲିସ ତଦନ୍ତ କରି ଶୁକ୍ରବାର ଦିନ ଅଭିଯୁକ୍ତକୁ ଗିରଫ କରିଛି।

Lottery
UK Man Won Lottery: ଜିତିଲେ ୮୦ କୋଟିର ଲଟେରୀ, ତା’ପରେ ଡ୍ରେନ୍ ସଫାକଲେ

କାର୍ଲସିଲେର ଗ୍ୟାସ ଟ୍ରେନି ଇଞ୍ଜିନିୟର ଜେମ୍ସ କ୍ଲାର୍କସନ ୭.୫ ମିଲିୟନ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୭୯.୫୮ କୋଟି ଟଙ୍କା ଜିତିବାରେ ସକ୍ଷମ ହୋଇଛନ୍ତି।

Adivasi Mela
Adivasi Mela: ଆଦିବାସୀ ମେଳା ଉଦଯାପିତ, ୮ କୋଟିର ବେପାର

ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଗତ ୧୨ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଉଦଯାପିତ ହୋଇଛି।ଚଳିତ ବର୍ଷ ଆଦିବାସୀ ମେଳାରେ ୮ କୋଟି ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବେପାର ହୋଇଛି। ପ୍ରବାସୀ ଭାରତୀୟ ଦିବସକୁ ଦୃଷ୍ଟିରେ ରଖି ଆଦିବାସୀ ମେଳା ଜାନୁଆରୀ ୫ ରୁ ୧୬ ପର୍ଯ୍ୟନ୍ତ...

singapore President
Singapore President: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସିଙ୍ଗାପୁର ରାଷ୍ଟ୍ରପତି

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ସନମୁଗ ରତ୍ନମ । ଦିନ ୧୧ଟା ୪୫ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ପରେ ଅପରାହ୍ନ ୨ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

baikuntha ashram
Baikuntha ‌‌Dham Ashram: ମାଟିରେ ମିଶିବ ବୈକୁଣ୍ଠ ଆଶ୍ରମ, ଖାଲି କରିବାକୁ ବିଡିଏର ନିର୍ଦ୍ଦେଶ

ଖଣ୍ଡଗିରିର ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମରେ ବୁଲିବ ବୁଲଡୋଜର। ଆଜି ଦିନ ୧୨ଟା ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି BDA। ଏନେଇ ମାଇକ୍ ଯୋଗେ ପ୍ରଚାର କରି ବୈକୁଣ୍ଠ ଆଶ୍ରମ ଖାଲି କରିବାକୁ କୁହାଯାଇଛି।

Dalmia Cement
Dalmia Cement Mishap: ଡାଲମିଆ ସିମେଣ୍ଟରେ ଅଘଟଣ, କୋଇଲା ଗଦା ତଳେ ଫଶିଛନ୍ତି ୩ ଶ୍ରମିକ

ରାଜଗାଙ୍ଗପୁରରେ ଥିବା ଡାଲମିଆ ସିମେଣ୍ଟ କଂପାନୀରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। କୋଇଲା ହପର ଭୁଷୁଡି ପଡିବାରୁ ୩ ଜଣ ଶ୍ରମିକ ଫସି ରହିଛନ୍ତି। କୋଇଲା ଷ୍ଟକ୍ ରଖାଯାଉଥିବା ବେଳେ ଭୁଶୁଡ଼ି ପଡ଼ିଲା ହପର।

Lingaraj
Lingaraj Temple Row: ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର କମିଟି, ଅବସରପ୍ରାପ୍ତ ଜଜ୍ ରହିବେ ଅଧ୍ୟକ୍ଷ

ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହେବ । ସମସ୍ତ ନିଯୋଗଙ୍କ ସହ ଆଲୋଚନା କରି ନୀତିକାନ୍ତି ଉପରେ ବିଚାର କରିବ କମିଟି। ବିଭିନ୍ନ ନିଯୋଗ ପାଖରେ ଥିବା ଭିନ୍ନ ଭିନ୍ନ ସେବା ଏବଂ ରେକର୍ଡ ଯାଞ୍ଚ କରାଯିବ ।

N Chandra Babu Naidu
Chandrababu Naidu: ନାଇଡୁଙ୍କ ପ୍ରସ୍ତାବ, ଦୁଇରୁ କମ୍ ସନ୍ତାନ ଥିଲେ ଲଢ଼ି ପାରିବେନି ନିର୍ବାଚନ

ଗୋଟିଏ ପଟେ ଦୁଇରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରିରୁ ବରଖାସ୍ତ କରାଯାଉଛି। କିନ୍ତୁ ନାଇଡୁଙ୍କ ପ୍ରସ୍ତାବ ହେଉଛି କି ଯାହାର ଦୁଇରୁ କମ ସନ୍ତାନ ଥିବେ ସେମାନଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ମିଳିବ ନାହିଁ।

shahrukh khan
Shahrukh Khan: ଏହି ୯ ବ୍ଲକବଷ୍ଟର ସିନେମାକୁ ରିଜେକ୍ଟ କରିଥିଲେ ଶାହରୁଖ ଖାନ

ସାଧାରଣ ବ୍ୟାକଗ୍ରାଉଣ୍ଡରୁ ଆସି ବଲିଉଡର ଏକ ନମ୍ବର ତାରକା ହେବାର ସୌଭାଗ୍ୟ କମ୍ କଳାକାରଙ୍କ ଭାଗ୍ୟରେ ଥାଏ। ଏହା ମଧ୍ୟରେ ଅନ୍ୟତମ ଶାହରୁଖ ଖାନ। ଫିଲ୍ମ ଚୟନ କରିବାରେ ତାଙ୍କର ଦକ୍ଷତା ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର।

shreyas iyer
Shreyas iyer: ଇଣ୍ଟରନେଟରେ ହୃଦୟ ଜିତିଲେ ଶ୍ରେୟସ ଆୟର, ଫ୍ୟାନଙ୍କ ସହିତ ନେଲେ ସେଲଫି

ଆୟର ଏକ ରେଷ୍ଟୁରାଣ୍ଟରେ ଖାଉଥିବା ସମୟରେ ଜଣେ ଫ୍ୟାନଙ୍କ ସହିତ ସେଲଫି ନେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହାକୁ ସମସ୍ତେ ପ୍ରଶଂସା କରିଛନ୍ତି।

saif ali khan
Saif Ali Khan Attack: ସୈଫ ଅଲୀ ଖାନଙ୍କୁ ଛୁରାମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କୁ ବୁଧବାର ବିଳମ୍ବିତ ରାତିରେ ଛୁରାମାଡ ହୋଇଛି। ସୈଫଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ରାତି ୨.୩୦ରେ ଜଣେ ଅଜଣା ବ୍ୟକ୍ତି ସୈଫଙ୍କ ବାନ୍ଦ୍ରା ସ୍ଥିତ ଘରେ ପ୍ରବେଶ କରିଥିଲେ।

ratna bhandar
Shree Mandir RatnaBhandar: ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ଆଜିଠାରୁ ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି । ଏବେ କାନ୍ଥର ମରାମତି ଓ ଯେଉଁ ପଥରରେ ଅଧିକ ଫାଟ ରହିଥିବ, ତାକୁ ପରିବର୍ତ୍ତନ କରାଯିବ । ଚଟାଣ ନୂତନ ଭାବେ କରାଯିବ ।

manu bhaker
Manu Bhaker to Return Medal: ପ୍ୟାରିସ ଅଲିମ୍ପିକ୍ସର ଡବଲ ମେଡାଲ ଫେରାଇବେ ମନୁ ଭାକର, ଜାଣନ୍ତୁ କାହିଁକି...

ମନୁଙ୍କ ସମେତ ଏକାଧିକ ଆଥଲେଟଙ୍କ ପଦକର ରଙ୍ଗ ଛାଡି ଯାଇଥିଲା। ପଦକ ଖରାପ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ପଦକ ଗୁଡିକ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି।

yoon suk
President Arrested: ଦକ୍ଷିଣ କୋରିଆ ରାଷ୍ଟ୍ରପତି ଗିରଫ

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୋକ ୟେଓଲଙ୍କୁ ବୁଧବାର ପୋଲିସ ଗିରଫ କରିଛି। ସେନାବାହିନୀ ପାଇଁ ନୂତନ ଆଇନ ପ୍ରଣୟନ କରିବାର ଏକ ମାସ ମଧ୍ୟରେ ୟୁନଙ୍କୁ ପୋଲିସ ଗିରଫ କରିଛି।

loot
Loot At Gunpoint: ବନ୍ଧୁକ ଦେଖାଇ କିଓସ୍କରୁ ଲକ୍ଷାଧିକ ଟଙ୍କା ଲୁଟ

ସୁବର୍ଣ୍ଣପୁର ଜିଲ୍ଲା ହିକୁଡ଼ି ଫାଣ୍ଡି ଅନ୍ତର୍ଗତ ଧର୍ମଶାଳାରେ ବଡ ଧରଣର ଡ଼କାୟତି ହୋଇଛି । ମାଲିକଙ୍କୁ ଲହୁ ଲୁହାଣ କରି ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କା।

missing girl
Girl Found after 48 Hour: ଧନୁଯାତ୍ରାରୁ ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର

ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ଯୁବତୀ ୪୮ ଘଣ୍ଟା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛି। କୁର୍ଲା ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଯୁବତୀଙ୍କ ମୁଣ୍ଡରେ ଗଭୀର ଆଘାତ ସହ ଶରୀରରେ କ୍ଷତ ଚିହ୍ନ ରହିଥିଲା।

car Parking
No Parking Space, No Car: ମହାରାଷ୍ଟ୍ରରେ ପାର୍କିଂ ଯାଗା ନଥିଲେ କିଣି ପାରିବେନି କାର୍

ଟ୍ରାଫିକ ଜାମ ହଟାଇବା ପାଇଁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ନୂତନ ନିୟମ ଲାଗୁ କରାଯିବ। ପାର୍କିଂ ପାଇଁ ସ୍ଥାନ ନଥିଲେ କୌଣସି ବ୍ୟକ୍ତି କାର କିଣି ପାରିବେ ନାହିଁ ବୋଲି ନିୟମ କରାଯିବାର ସମ୍ଭାବନା ରହିଛି।

Indian Navy
Indian Navy: ନୌସେନାରେ ସାମିଲ ହେବ ୩ ଯୁଦ୍ଧ ଜାହାଜ

ଆଜି ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ। ବହୁଗୁଣ ବଢ଼ିବ ନୌବୀରଙ୍କ ବଳ। ସାମିଲ ହେବ ତିନି ତିନିଟି ଯୁଦ୍ଧ ଜାହାଜ। ମୁମ୍ବାଇ ନାଭାଲ ଡକୟାର୍ଡରେ ଆଜି INS ସୁରତ, INS ନୀଲଗିରି ଓ INS ବାଘଶିରକୁ ଦେଶକୁ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

winter
Weather Update: ୧୭ରୁ ପୁଣି ଥରାଇବ ଶୀତ, ୨-୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା

ରାଜ୍ୟରେ ପୁଣି ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ଥରାଇବ ଜାଡ। ତେବେ ଆସନ୍ତା ୧୭ ପରଠାରୁ ତାପମାତ୍ରା କମିବା ସହିତ ପୁଣି ଥରେ ଶୀତ ଥରାଇବ। ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।...

Maha kumbh
Maha Kumbh 2025: ପ୍ରଥମ ସାହି ସ୍ନାନରେ ସାମିଲ ହେଲେ ସାଢେ ୩ କୋଟି ଶ୍ରଦ୍ଧାଳୁ

ମହାକୁମ୍ଭ ପାଇଁ ଉଠୁଛି ପଡ଼ୁଛି ଉତ୍ତରପ୍ରଦେଶର ପ୍ରୟାଗରାଜ। ଗଙ୍ଗା, ଯମୁନା ଓ ରହସ୍ୟମୟୀ ସରସ୍ବତୀର ମିଳନ ସ୍ଥଳରେ ଆଜି ବୁଡ଼ ପକାଇବାର ଦିବ୍ୟ ଅନୁଭବ ଲଭିଛନ୍ତି ସାଢ଼େ ୩ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ।

ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରିବା ପରେ ଧରିତ୍ରୀରେ ସହ ସମ୍ପାଦକ ଭାବେ କାମ କରିଛନ୍ତି। ରିପୋର୍ଟିଙ୍ଗ ପ୍ରତି ରହିଛି ଦୁର୍ବଳତା। ନୂଆ ନୂଆ ଜିନିଷ ଶିଖିବାକୁ ଆଗ୍ରହୀ।