୨୦୧୯ରେ ଅମ୍ବାତି ରାୟୁଡୁଙ୍କ ସହିତ ଯାହା ହୋଇଥିଲା ସମାନ ଘଟଣା ୨୦୦୩ରେ ଲକ୍ଷ୍ମଣଙ୍କ ସହିତ ଘଟିଥିଲା। ବିଶ୍ବକପ ଦଳ ଘୋଷଣାର ପୂର୍ବ ସିରିଜ ପର୍ଯ୍ୟନ୍ତ ଲକ୍ଷ୍ମଣ ଭାରତୀୟ ଦଳର ସଦସ୍ୟ ରହିଥିଲେ। ତେବେ ବିଶ୍ବକପ ଦଳରେ ଲକ୍ଷ୍ମଣଙ୍କୁ ସ୍ଥାନ ମିଳି ନ ଥିଲା।
କିଛି ସେବାୟତ ବାହାଦୂରୀ ନେବା ପାଇଁ ଏଭଳି ବିଭ୍ରାନ୍ତିକର ଖବର ସୃଷ୍ଟି କରିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ। ମୋଦକ ଚୋରି ହୋଇ ନ ଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରି ସାରିଛନ୍ତି। ମୋଦକ କେବେବି ଗଣାଯାଏ ନାହିଁ।
ମହାପ୍ରଭୁଙ୍କ ପାଖରୁ ମୋଦକ ଲାଗି ହେବା ପରେ ଗାଏବ ହୋଇଥିଲେ ଅସୁବିଧା ନଥିଲା କିନ୍ତୁ ଅମୁଣିଆ ମୋଦକ ଗାଏବ ହୋଇଛି। ତେଣୁ ଏହାକୁ ଦୀଘାରେ ପୁଣି ବ୍ୟବହାର କରାଯିବାକୁ ଯୋଜନା କରାଯାଇଥିବା ସେ ସନ୍ଦେହ ପ୍ରକଟ କରିଛନ୍ତି।
ବିହାରର ଜମୁଇ ଜିଲ୍ଲାର ଶିଖେରିଆ ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଜୁନ ୨୦ ତାରିଖରେ ଏକ ସ୍ଥାନୀୟ ମନ୍ଦିରରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ସମ୍ପର୍କୀୟ ପୁତୁରା ସଚିନ ଦୁବେଙ୍କୁ ସେ ବିବାହ କରିଥିଲେ। ଦୁଇ ବର୍ଷ ଧରି ଉଭୟଙ୍କ ପ୍ରେମ ସମ୍ପର୍କ ରହିଥିବା ବେଳେ ଉଭୟ...
ଏନଆଇଏ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆତଙ୍କବାଦୀ ମାନେ ପାକିସ୍ତାନର ଆବୋଟ୍ଟାବାଦରୁ ମୁଜାଫରାବାଦ ଦେଇ ଭାରତକୁ ପ୍ରବେଶ କରିଥିଲେ। ସେହିପରି ପୁଞ୍ଚ-ରଜୌରୀ ସେକ୍ଟରରେ ଏହି ଆତଙ୍କୀ ମାନେ ଭାରତରେ ପ୍ରବେଶ କରିଥିଲେ। ସେହିପରି ଏହି ଆତଙ୍କୀ ମାନେ ବିଭିନ୍ନ ପ୍ରକାରର ମାର୍ସିଆଲ ଆର୍ଟସ ଓ କମ୍ବାଟରେ ମାହିର...
ୱାର୍ଣ୍ଣଂ ଜାରି ହୋଇଥିବା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମେତ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିଭଳି ଆସନ୍ତାକାଲି ପାଇଁ ମଧ୍ୟ ପୁରା ରାଜ୍ୟକୁ ଝଡ଼ବର୍ଷା ପାଇଁ ଚେତାବନୀ ଜାରି ହୋଇଛି ।
ଅଣବସର ଏକାଦଶୀରେ ଅର୍ଥାତ ଗତ ୨୧ ତାରିଖ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ଲାଗି ହେବାର ବିଧି ଥିବାବେଳେ ୭୦ଟି କମ୍ ଥିବା ଦେଖିବାକୁ ମିଳିଥିଲା।
ଜଗନ୍ନାଥ ସଂସ୍କୃତି ସହିତ ଖେଳ। ମନଇଚ୍ଛା, ଶାସ୍ତ୍ରୀୟ ତିଥିକୁ ଅଣଦେଖା କରି ରଥଯାତ୍ରା କରାଯାଉଛି। ଗତକାଲି ଦେଶର ରାଜଧାନୀ ଦିଲ୍ଲୀରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି।
ଇରାନ ଉପରେ ଘନ ଘନ ଆଟାକ୍ କରୁଛି ଇସ୍ରାଏଲୀ ସେନା। ୬ଟି ଏୟାର ବେସ୍ ଉପରେ ମିସାଇଲ ମାଡ଼ କରି ଧ୍ବଂସ କରିଦେଇଛି ଶକ୍ତିଶାଳୀ ଯୁଦ୍ଧ ବିମାନ। ଏହାର କଡ଼ା ଜବାବ ଦେଇ ଇସ୍ରାଏଲ ଉପରେ ବି ଏୟାର ଷ୍ଟ୍ରାଇକ କରିଛି ଇରାନ।
ଇଂଲଣ୍ଡ ମାଟିରେ ଓପନର ଭାବରେ ସବୁଠାରୁ ଅଧିକ ଶତକ ମାରିବାର ରେକର୍ଡ ନିଜ ନାମରେ କରିଛନ୍ତି ରାହୁଲ। ସୋମବାର ଉଭୟ ରାହୁଲ ଓ ରିଷଭ ପନ୍ତ ଭାରତ ପକ୍ଷରୁ ଶତକ ହାସଲ କରିଥିଲେ।
୨୨ରେ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ତିନି ଜଣ ଆତଙ୍କବାଦୀ ପାକିସ୍ତାନୀ ନାଗରିକ ଏବଂ ଲସ୍କର-ଏ-ତୋଇବା ସହିତ ଜଡିତ ବୋଲି ଜାଣିବାକୁ ପାଇଛି NIA ।
ସିସିଟିଭି ଓ ମୋବାଇଲରୁ ମିଳିଛି ବଳିଷ୍ଠ ପ୍ରମାଣ। କ୍ରାଇମ୍ ସିନ୍ ସିସିଟିଭିରେ କଏଦ ହୋଇଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଜିଜି ବିନୟତୋଷ ମିଶ୍ର। ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ଯଥେଷ୍ଟ ପ୍ରମାଣ ରହିଛି।
ଏକଦା ତାଙ୍କୁ ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରାଙ୍କ ସହ ତୁଳନା କରାଯାଉଥିଲା। ଏକଦା ଭାରତୀୟ ଟିମର ଭବିଷ୍ୟତ ଭାବେ ଗଣା ଯାଉଥିବା ଖେଳାଳି ବର୍ତ୍ତମାନ ନିଜ ରଣଜୀ ଟିମରେ ମଧ୍ୟ ଜାଗା ପାଉ ନାହାନ୍ତି।
ୱେଷ୍ଟ ଇଣ୍ଡିଜ, ଅଷ୍ଟ୍ରେଲିଆ ପରେ ଇଂଲଣ୍ଡରେ ଶତକ ହାସଲ କରିଥିଲେ ଜୟସ୍ବାଲ। ତେବେ କ୍ରିକେଟ ଫ୍ୟାନଙ୍କ ଏହି ଭଲ ପାଇବା ମାତ୍ର ୨ ଦିନ ମଧ୍ୟରେ ପଲଟି ଯାଇଥିଲା। ପ୍ରଶଂସା ବଦଳରେ ଏହି ଯୁବ ଖେଳାଳିଙ୍କୁ ଚାରି ଆଡୁ ସମାଲୋଚନା କରାଯାଇଥିଲା।
ମାଆକୁ_ଚୂନା_ଲଗାଇଲେ_ଝିଅ_ଜ୍ବାଇଁ, #ବିଶ୍ବାସରେ_ଦେଲେ_ବିଷ ଚିକିତ୍ସା ନାଁରେ ଟିପ ଚିହ୍ନ ନେଇ ଲୁଟିନେଲେ ୧୦ ଲକ୍ଷ ଟଙ୍କା । ଭୁବନେଶ୍ବର ଫୁଲେଶ୍ୱରୀ ନଗରର ଘଟଣା । ନୟାପଲ୍ଲୀ ଥାନାରେ ବୃଦ୍ଧ ମାଙ୍କୁ ଧରି ପହଞ୍ଚିଲେ ସାନ ଝିଅ ।
ଦିଲ୍ଲୀରେ_ଅଦିନିଆ_ରଥଯାତ୍ରା ଦିଲ୍ଲୀ କମଳା ନଗରରେ ପାଳନ ହେଲା ଅଦିନିଆ ରଥଯାତ୍ରା । ସାମିଲ୍ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ସୋସିଆଲ୍ ମିଡିଆରେ ପୋଷ୍ଟ କରି ଜଣାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
ଅଘଟଣମୁକ୍ତ_ଓ_ତ୍ରଟିଶୂନ୍ୟ_ରଥଯାତ୍ରାକୁ_ପ୍ରାଥମିକତା ଅଘଟଣମୁକ୍ତ ଓ ତ୍ରଟିଶୂନ୍ୟ ରଥଯାତ୍ରା ଆମ ପ୍ରାଥମିକତା। ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା ପ୍ରସ୍ତୁତିର ସ୍ବତନ୍ତ୍ର ସମୀକ୍ଷା ବୈଠକ ଶେଷରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁରକ୍ଷାକୁ ସୁନିଶ୍ଚିତ କରି ସୁରୁଖୁରୁରେ ରଥଯାତ୍ରା ସଂପନ୍ନ ପାଇଁ ପ୍ରାଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି ସରିଛି। ଏପଟେ ଗଜପତିଙ୍କ ପାଖରେ ଆଜି...
ନଈରୁ_ଖସୁଛି_ଗାଁ_ଉବୁଟୁବୁ ସୁବର୍ଣ୍ଣରେଖା ନଦୀର ଉଛୁଳା ପାଣିରେ ଅସ୍ତବ୍ୟସ୍ତ ବାଲେଶ୍ବର ଜିଲ୍ଲାର ୩ ବ୍ଲକ୍। ଗଲା ୩ ଦିନ ଧରି ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକରେ ଲାଗି ରହିଛି ବନ୍ୟା ସ୍ଥିତି। ଆଜି ବାଲେଶ୍ବର ରାଜଘାଟ ନିକଟରେ ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ତଳକୁ ଆସିଥିଲେ ବି ବନ୍ୟା ଦୁର୍ଗତଙ୍କ...
ଆମେରିକାର_ଆଡଭାଇଜରି_ଝଡ଼ ଭାରତ ପାଇଁ ଆମେରିକାର କଡ଼ା ଟ୍ରାଭେଲ୍ ଆଡଭାଇଜରି ବା ଯାତ୍ରା ନିର୍ଦ୍ଦେଶାବଳି। ଓଡ଼ିଶା ସମେତ ୬ ରାଜ୍ୟକୁ ଅସୁରକ୍ଷିତ ଦର୍ଶାଇ ନିଜ ଦେଶର ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କରିବା ପରେ ସୃଷ୍ଟି ହେଲା ଝଡ଼। ବିଶେଷ କରି ମହିଳା ହିଂସା ଓ ଦୁଷ୍କର୍ମ ଘଟଣା ବଢୁଥିବା...
#ଲାଗିଯିବ_କି_ତୃତୀୟ_ବିଶ୍ୱଯୁଦ୍ଧ? ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା। ଇସ୍ରାଏଲ୍-ଇରାନ୍ ଯୁଦ୍ଧରେ ଶେଷରେ ଏଣ୍ଟ୍ରି ମାରିଛି ଆମେରିକା। ଇରାନ୍ ଉପରେ କରିଛି ଏୟାର ଷ୍ଟ୍ରାଇକ୍। ଗତ ରାତିରେ ଇରାନର ୩ଟି ପରମାଣୁ ପ୍ରତିଷ୍ଠାନକୁ ବିଧ୍ବଂସକାରୀ ବୋମା ପକାଇ ଉଡ଼ାଇ ଦେଇଛି। ନିଜେ ଟ୍ରମ୍ପ ଏହି ସୂଚନା ଦେବା ସହ କହିଛନ୍ତି, ଇରାନର...